ଆମ ଜିଲା ଖବର

ଭୁଶୁଡ଼ିଲା ସ୍କୁଲ ପାଚେରୀ

ଦାରିଙ୍ଗବାଡି,୧।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ୪୦ରୁ ୫୦ ଫୁଟର ଏକ ପାଚେରୀ ଭୁଶୁଡ଼ି ପଡ଼ିଛି। ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ଉଚ୍ଚ ବିଦ୍ୟାଳୟ ଗୁଡିକୁ ସ୍ମାର୍ଟ ସ୍କୁଲରେ ପରିଣତ...

କଲଭର୍ଟ ଭୁଶୁଡ଼ି ୫ ମୃତ୍ୟୁ ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ

ରାୟଗଡ଼ା,୧।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଉପରସାଜା ଗ୍ରାମରେ ସୋମବାର କଲଭର୍ଟ ଭୁଶୁଡି ୫ ଜଣଙ୍କ ମୃତ୍ୟୁ ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ସମ୍ପୃକ୍ତ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ...

କାର୍ଯ୍ୟ ନ ସରୁଣୁ ଦବି ଗଲାଣି

ମୋରଡା,୧।୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡା ପଞ୍ଚାୟତ ଦୋମୁହାଣୀ ସ୍ଥିତ ଶ୍ମଶାନ ନଦୀ ଘାଟ ନିକଟରେ ନିର୍ମାଣ ଚାଲିଥିବା ଏକ ପୋଲ(କ୍ରସ ଡ୍ରେନେଜ ୱାର୍କ ) କାର୍ଯ୍ୟ ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ...

ଗଞ୍ଜେଇ ଭର୍ତ୍ତି ପିକ୍‌ଅପ ଜବତ: ୬୦୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ବ୍ରହ୍ମପୁର,୧।୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଲଙ୍ଗଳଦେଇ ଗ୍ରାମର ଛକରେ ମଙ୍ଗଳବାର ଚଢ଼ାଉ କରାଯାଇ ଏକ ଗଞ୍ଜେଇ ଭର୍ତ୍ତି ପିକଅପ ନଂ(ଓ ଆର ୦୭ଏଲ – ୧୧୦୨)ଜବତ କରାଯାଇଛି। ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିଶନର...

ସମ୍ବଲପୁରରେ ୨୬୦ ଛୁଇଁଲା ଟମାଟୋ

ସମ୍ବଲପୁର, ୧ା୮(ଶୁଭାଶିଷ ପାଢ଼ୀ): ଗତ ଜୁନ୍‌ ମାସରୁ ରାଜ୍ୟରେ ଟମାଟୋ ଦର ଅନିୟନ୍ତ୍ରିତ ହୋଇରହିଛି। ଜିଲା ସ୍ତରରେ ଏହାର ଦର ଭିନ୍ନ ରହୁଛି। ପାଣିପାଗରେ ଅନିୟମିତତା, ଅଧିକ ଖରା ଯୋଗୁ ଉତ୍ପାଦନ ହ୍ରାସ, ବର୍ଷା, ବନ୍ୟା, ରାସ୍ତା ସମସ୍ୟା ସହ...

‘ସୁଯୋଗ ମିଳିଲେ କନ୍ଧମାଳରେ ଶିିକ୍ଷାର ଉନ୍ନତି କରିବି’

ଫୁଲବାଣୀ, ୧ା୮ (ରାକେଶ କୁମାର ରାଉତ):କନ୍ଧମାଳ ଜିଲା ଟିକାବାଲି ବ୍ଲକର ଶୁଚିସ୍ମିତା ପାଣିଗ୍ରାହୀ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ୨ନଂ ର଼୍ୟାଙ୍କରେ ରହିଛନ୍ତି। ଟିକାବାଲିସ୍ଥିତ ଆଖଣ୍ଡଳମଣି ସାହିର ପ୍ରଫୁଲ ଚନ୍ଦ୍ର ପାଣିଗ୍ରାହୀଙ୍କ ଝିଅ ଶୁଚିସ୍ମିତା ଓଡିଶା...

ମହାକାଳପଡ଼ାରେ ୧୮ ଗାଁ ସୁନାମିପ୍ରବଣ

ମହାକାଳପଡ଼ା,୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ସମୁଦ୍ର କୂଳିଆ ଅଞ୍ଚଳର ୧୮ ଗ୍ରାମକୁ ସୁନାମିପ୍ରବଣ ଭାବେ ଚିହ୍ନଟ କରାଯାଇଛି। ତେବେ ଚିହ୍ନଟ ହୋଇଥିବା ଗାଁଗୁଡ଼ିକର ଲୋକମାନେ ସୁନାମି ପ୍ରଭାବରୁ ବର୍ତ୍ତିବା ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା...

ମଧୁର ବାଲି ରପ୍ତାନି ପ୍ରସଙ୍ଗ: ଯାଞ୍ଚ ପରେ କ୍ଲିୟରାନ୍ସ ମିଳିଲା

ପାରାଦୀପ,୧।୮(ଶରତ ରାଉତ): ପାରାଦୀପ ବନ୍ଦର ବାଟେ ଆଣ୍ଡାମାନ ପୋର୍ଟବ୍ଲେୟାର ଯିବାକୁ ଥିବା ମଧୁର ବାଲି ପାଇଁ ସୋମବାର କ୍ଲିୟରାନ୍ସ ମିଳିଛି। କୁଜଙ୍ଗ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର ଯାଞ୍ଚ ଓ ଫାଇନ ଆଦାୟ ପରେ କ୍ଲିୟରାନ୍ସ ଦେଇଥିବା ସୂଚନା ମିଳିଛି। ତହସିଲଦାର...

କୋଟିଆର ସୌରବ ଅଞ୍ଚଳ ପାଇଁ ଆଣିଲେ ଗୌରବ

ପଟ୍ଟାଙ୍ଗି,୧।୮(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତ ପାଇଁ ଗୌରବ ଆଣିଛନ୍ତି ସୌରଭ ଖିଲ। ସୋମବାର ପ୍ରକାଶ ପାଇଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସୌରଭ ୩୪୬ ର଼୍ୟାଙ୍କରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ଏ ନେଇ ଅଞ୍ଚଳରେ ଖୁସିର...

୧୩ ବର୍ଷ ପରେ ବଢ଼ିଲା କନ୍ଧମାଳ ହଳଦୀ ଦର

ଦାରିଙ୍ଗବାଡି,୧ା୮ (ଅରୁଣ ସାହୁ): ବିଶ୍ୱ ବିଖ୍ୟାତ କନ୍ଧମାଳ ହଳଦୀର ଦର ୧୩ବର୍ଷ ପରେ ବୃଦ୍ଧି ପାଇଛି। ଶୁଖିଲା ହଳଦୀ କେଜି ପ୍ରତି ଦର ସୋମବାର ସୁଦ୍ଧା ୧୦୦ଟଙ୍କାରେ ପହଞ୍ଚିଛି। ଆଗକୁ ଆହୁରି ଦର ବୃଦ୍ଧି ହେବା ବ୍ୟବସାୟୀ ମହଲରେ ଆଶଙ୍କା...

ଭାରିଯାନ ଚଳାଚଳ ନେଇ ସମୟ ଧାର୍ଯ୍ୟ

ଯୋଡ଼ା,୧ା୮(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା, ବଡ଼ବିଲ ଓ ଚମ୍ପୁଆ ଅଞ୍ଚଳରେ ହେଉଥିବା ଟ୍ରାଫିକ ସମସ୍ୟା ଉତ୍କଟ ହେଉଛି। ଏହାକୁ ନଜରରେ ରଖି ଜିଲା ପ୍ରଶାସନ ପକ୍ଷରୁ ଭରିଯାନ ଚଳାଚଳ ଉପରେ ସମୟ ଧାର୍ଯ୍ୟ କରାଯାଇଛି। କେନ୍ଦୁଝର ରିଜିଓନାଲ ଟ୍ରାନ୍ସପୋର୍ଟ...

ଆର୍‌ଡି ରାସ୍ତାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଫଳକ ଲଗାଇ ଲୁଟ୍‌

ଆନନ୍ଦପୁର/କଣ୍ଟିପାଳ, ୧।୮(ସନ୍ତୋଷ ରାଉତ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ କଣ୍ଟିପାଳ ପଞ୍ଚାୟତରେ ମହାଦୁର୍ନୀତି ନଜରକୁ ଆସିଛି। ଆରଡି ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା ଏକ ରାସ୍ତାରେ ଏମଜିଏନ୍‌ଆର୍‌ଇଜିଏସ୍‌(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା)ର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri