ଆମ ଜିଲା ଖବର

୬ କୋଟି ଟଙ୍କାର ହିସାବ ମିଳୁନି

ଯାଜପୁର,୩୧ା୭(ହର୍ଷବର୍ଦ୍ଧନ ବେହେରା):ଶିକ୍ଷାର ଅଭିବୃଦ୍ଧି ହେବ। ପାଠପଢ଼ି ପିଲାମାନେ ନିଜ ଅଞ୍ଚଳ ପାଇଁ ଗୌରବ ଆଣିବେ। ଏହିସବୁ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ସରକାର ଶିକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିଛନ୍ତି। ଏହିକ୍ରମରେ ସମଗ୍ର ଶିକ୍ଷା ଯୋଜନାରେ ବିପୁଳ ଅର୍ଥ ବ୍ୟୟ...

କୁପୋଷଣରେ ୩୬୨୯ ଶିଶୁ ଶଢୁଛନ୍ତି

କେନ୍ଦ୍ରାପଡ଼ା, ୩୧ା୭ (ଜଗନ୍ନାଥ ଧଳ):ଶିଶୁ ଆମ ଦେଶର ବଡ଼ ସମ୍ପତ୍ତି। ଗୋଟିଏ କଅଁଳ ଶିଶୁର ଆଖିକୁ ଦେଖିଲେ ପୃଥିବୀର ସପ୍ତାଶ୍ଚର୍ଯ୍ୟ ଭୁଲିବାକୁ ପଡ଼େ। ଏପରି ଅନେକ କଥା ଶିଶୁ ସଚେତନତା କାର୍ଯ୍ୟକ୍ରମରେ ଶୁଣିବା ବିଚିତ୍ର ନୁହେଁ। ସେହିପରି କେନ୍ଦ୍ର ଓ...

ରାଜସ୍ବ ଗ୍ରାମରୁ ଉଭେଇ ଗଲାଣି ପଲ୍ଲିସଭା

ରସୁଲପୁର,୩୧ା୭(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଧୀନରେ ୧୭୩ ରାଜସ୍ବ ଗ୍ରାମ ରହିଛି। ମାତ୍ର ଏସବୁ ଗ୍ରାମରେ ଆଉ ପଲ୍ଲିସଭା ବସୁନାହିଁ। ୨୦୧୫ ପରଠାରୁ ଏଭଳି ସ୍ଥିତି କେବଳ ରସୁଲପୁର ବ୍ଲକ ନୁହେଁ ରାଜ୍ୟର ବିଭିନ୍ନ ବ୍ଲକରେ ଦେଖିବାକୁ ମିଳିଛି। ଉନ୍ନୟନ କାର୍ଯ୍ୟ...

ଅଣ୍ଢରା ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୩୧ା୭(ଅକ୍ଷୟ ବିଶ୍ୱାଳ):କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଞ୍ଚଳ ବନ୍ୟାବିପନ୍ନ ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ୧୯୭୧ରେ ଅଣ୍ଢରା ସ୍ବାସ୍ଥ୍ୟସହାୟକ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଯାହା ପରବର୍ତ୍ତୀ ସମୟରେ ଅଣ୍ଢରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ ହୋଇଥିଲା।...

ଥାନାରେ ଦଳିତଙ୍କୁ ନ୍ୟାୟ ମିଳୁନି

ରସୁଲପୁର,୩୧ା୭(ରଞ୍ଜିତ ରାଉତ):କୁଆଖିଆ ଥାନା ଅଧୀନ ବିଭିନ୍ନ ପଞ୍ଚାୟତର ଦଳିତ ଲୋକଙ୍କୁ ଥାନାରେ ନ୍ୟାୟ ମିଳୁନାହିଁ। ଫଳରେ ସାମାଜିକସ୍ତରରରେ ଦଳିତ ବର୍ଗର ଲୋକେ ନିର୍ଯାତିତ ହେଉଛନ୍ତି। ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ସେମାନଙ୍କ ଧନ ସମ୍ପତ୍ତି ଅସୁରକ୍ଷିତ ହୋଇପଡୁଛି। ବିଭିନ୍ନ ସମୟରେ ଶାରୀରିକ...

ବିନା ଅନୁମତିରେ ୬ମାସ ଛୁଟିରେ ଥିଲେ ଗୋପାଳ

ସମ୍ବଲପୁର,୩୧ା୭ (ଶୁଭାଶିଷ ପାଢ଼ୀ):ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଚାର୍ଜଶିଟ୍‌ ଦାଖଲ କରିବା ପରେ ଏବେ ଲୋକଲୋଚନକୁ ଆସୁଛି ଅନେକ ପ୍ରସଙ୍ଗ। ଚାର୍ଜଶିଟ୍‌ ଓ ପଲିଗ୍ରାଫ ରିପୋର୍ଟକୁ ଦେଖିଲେ ଅନେକ ତଥ୍ୟରେ ତାଳମେଳ ମଧ୍ୟ ରହୁନାହିଁ।...

‘ରାଜ୍ୟରେ ଶିକ୍ଷାର ମାନ ହ୍ରାସ ପାଉଛି’

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ)/ ଜଟଣୀ,୩୧ା୭(ରବୀନ୍ଦ୍ର ନାଥ ମହାକୁଡ଼):ରାଜ୍ୟରେ ବର୍ତ୍ତମାନ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାର ମାନ ହ୍ରାସ ପାଇବାରେ ଲାଗିଛି। ଯାହାଦ୍ୱାରା ଛାତ୍ରୀଛାତ୍ରଙ୍କ ପାଠପଢ଼ା ଉପରେ ପ୍ରଭାବ ପଡୁଛି। ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନ ଥିବା ଏବଂ ସରକାରୀ ପ୍ରୋତ୍ସାହନ ଅଭାବ...

ଆଉ ଜଣେ ବାବା ଆଖିବୁଜିଲେ

ପୁରୀ,୩୧।୭(ଅଜିତ ମହାନ୍ତି):ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ଲୋକନାଥ ରୋଡ୍‌ସ୍ଥିତ ଗୁରୁକୃପା ଆଶ୍ରମରେ ସାଧୁ ଅର୍ଜୁନ ବାବାଙ୍କୁ ହତ୍ୟା ଘଟଣାରେ ଗୁରୁତର ଆହତ ହୋଇଥିବା ଦୟାନିଧି ବାବା ଓରଫ ଦୟାନିଧି ଦାସଙ୍କର ରବିବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏ...

ଭୁଶୁଡି ପଡ଼ିଲା ବ୍ୟାଙ୍କ ଛାତ

ସମ୍ବଲପୁର,୩୦ା୭( ଶୁଭାଶିଷ ପାଢ଼ୀ): ସମ୍ବଲପୁର କୁଞ୍ଜେଲପଡ଼ାରେ ବହୁବର୍ଷ ଧରି ଚାଲିଥିବା ସମ୍ବଲପୁର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କର ସିଟି ଶାଖା କୋଠା ଛାତ ରବିବାର ଭୁଶୁଡ଼ି ପଡିଛି। କିଛି ଦିନ ପୂର୍ବରୁ ପାଣି ଝରୁଥିବା ଯୋଗୁଁ ବ୍ୟାଙ୍କ କାର୍ଯ୍ୟ ବାଧାପ୍ରାପ୍ତ...

ମାଟିତଳୁ ମିଳିଲା ଯୁବତୀଙ୍କ ମୃତଦେହ: ହତ୍ୟା ସନ୍ଦେହ

ହିଞ୍ଜିଳିକାଟୁ,୩୦ା୭(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା କୁକୁଡାଖଣ୍ଡି ତହସିଲ ଅଧୀନ ବୋରିଗାଁ ପଞ୍ଚାୟତର ମହୁଲପଲ୍ଲୀରେ ମାଟିତଳୁ ଜଣେ ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହକୁ ପୋଲିସ ରବିବାର ଜବତ କରିଛି। ଯୁବତୀଙ୍କ ପରିଚୟ ମିଳି ନ ଥିବା ବେଳେ...

ଜୀବନ ହାରିଲେ ଯବାନ

ବୁଗୁଡ଼ା,୩୦ା୭(କାଳି ଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅଧୀନ ଦଶୀପୁର ଗ୍ରାମରେ ଜନୈକ ଜବାନଙ୍କ ଝୁଲନ୍ତା ମୃତଦେହକୁ ରବିବାର ବାଲିପଦର ପୋଲିସ ଜବତ କରିଛି। ସେ ହେଲେ ଉମା ଚରଣ ସ୍ବାଇଁ (୩୦)। ସେନା ବାହିନୀରେ...

ଦିବ୍ୟାଙ୍ଗ ଝିଅକୁ ଅସଦାଚରଣ: ଅଭିଯୁକ୍ତଙ୍କୁ ପିଟି ପିଟି ମାରିଦେଲେ ଦୁଇ ଭାଇ

ରାଇକିଆ,୩୦ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ମାଣିକେଶ୍ୱର ପଞ୍ଚାୟତ ସିକବାଡି ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ଦିବ୍ୟାଙ୍ଗ ଝିଅକୁ ଅସଦାଚରଣ କରିଥିବା ଜଣେ ଅଣଓଡ଼ିଆ ଯୁବକଙ୍କୁ ବାପା ଓ ଦାଦା ପିଟି ପିଟି ହତ୍ୟା କରିଛନ୍ତି। ମୃତକ ହେଲେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri