ଆମ ଜିଲା ଖବର

ଓଏସ୍‌ଏସ୍‌ସି ଆକାଉଣ୍ଟାଣ୍ଟ ପ୍ରଶ୍ନପତ୍ର ଲିକ୍‌: ଧାରଣାରେ ବସିଲେ ପରୀକ୍ଷାର୍ଥୀ

ଭଦ୍ରକ,୩୦ା୭(ସନାତନ ରାଉତ): ଭଦ୍ରକ କଲେଜରେ ରବିବାର ଓଏସ୍‌ଏସ୍‌ସି ଆକାଉଣ୍ଟାଣ୍ଟ ପରୀକ୍ଷା ଥିବା ବେଳେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ନ ଦେଇ ହୋ-ହଲ୍ଲା କରିବା ସହ ଧାରଣାରେ ବସିଛନ୍ତି l ସେମାନଙ୍କୁ ଗେଟ୍‌ରେ ତାଲା ପକାଇ...

ଜିଲାପାଳଙ୍କ ଆଦେଶ ସତ୍ତ୍ବେ ନିର୍ବିକାର

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ)ବରଗଡ଼ ପୌର ପରିଷଦ ଅନ୍ତର୍ଗତ ଲେଙ୍ଗୁ ମିଶ୍ର ଛକଠାରୁ ନୂଆ ଜିରା ବ୍ରିଜ ପର୍ଯ୍ୟନ୍ତ ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ପ୍ରକିୟା ବର୍ତ୍ତମାନ ସହରରେ ପ୍ରମୁଖ ଚର୍ଚ୍ଚା ପାଲଟିଛି। ସହରର ଚା’ ଖଟିଠାରୁ ଆରମ୍ଭ କରି ବସଷ୍ଟାଣ୍ଡ, ଗଳିକନ୍ଦି ସବୁଠି...

ଦୀର୍ଘ ୬ ମାସ ହେଲା ଅନ୍ଧାରରେ ନୂଆସାହି ବାସିନ୍ଦା

ପୋଲସରା,୩୦ା୭(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡ଼ା ଗ୍ରାମର ନୂଆସାହି ବାସିନ୍ଦା ଦୀର୍ଘ ୬ ମାସ ହେବ ଅନ୍ଧାରରେ ଚଳପ୍ରଚଳ କରୁଛନ୍ତି। ଉକ୍ତ ସାହିରେ ଷ୍ଟ୍ରିଟ୍‌ ଲାଇଟ୍‌ ଦୀର୍ଘ ୬ ମାସ ହେବ ବନ୍ଦ ହୋଇପଡ଼ିଛି। ଯାହା...

୬ବର୍ଷ ହେଲା ହାତୀ ଗଣନା ହୋଇନି, ମଲେଣି ୫୨୬

ଭଞ୍ଜନଗର,୩୦ା୭(ବାବୁଲା ପ୍ରଧାନ): ରାଜ୍ୟରେ ମଣିଷ ଏବଂ ବନ୍ୟପ୍ରାଣୀ ବିବାଦ ବଢ଼ୁଛି। ବିଶେଷ କରି ହାତୀ ଏବଂ ମଣିଷ ଅଧିକାଂଶ ସମୟ ମୁହଁାମୁହିଁ ହେଉଥିବା ଦେଖାଦେଉଛି। କେଉଁଠି ହାତୀ ମଣିଷକୁ ମାରୁଛି ତ ଆଉ କେଉଁଠି ଶିକାରୀ ହାତୀକୁ ମାରୁଛି। ଏଥିସହ...

ଭାଜପା ଛାଡ଼ିଲେ ଚାଷୀ ନେତା

କାଏମା,୩୦।୭(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅରାବଳ ଅଞ୍ଚଳର ଜଣାଶୁଣା ଚାଷୀ ନେତା ତଥା ବରିଷ୍ଠ ଭାଜପା ନେତା ଅଧର ଜେନା ଶନିବାର ଭାଜପାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ଜେନା ଆରାବଳ ଲକ୍ଷ୍ମୀ ନାରାୟଣ...

କେ.ଜି. ପିଛା ୫୦ ଗ୍ରାମ୍‌

କାମାକ୍ଷାନଗର,୩୦ା୭(ସୁଧୀର ପରିଡ଼ା)ଗରିବଙ୍କୁ ମିଳୁଥିବା ଚାଉଳ ବିକ୍ରି ଟଙ୍କାରେ ହେବ ଗଁାର ବିକାଶ। ଏଥିଲାଗି ବାଧ୍ୟତାମୂଳକ ଭାବେ କିଲୋଗ୍ରାମ୍‌ ପିଛା କଟାଯାଉଛି ୫୦ ଗ୍ରାମ୍‌ ଚାଉଳ। ଢେଙ୍କାନାଳ ଜିଲା ଭୁବନ ବ୍ଲକ ଜିରାଳ ଗ୍ରାମରୁ ଆସିଛି ଏଭଳି ଅଭିଯୋଗ। ଗ୍ରାମାଞ୍ଚଳରେ ଖାଦ୍ୟ...

ସରକାରୀରେ ୩୫୦, ବେସରକାରୀରେ ହଜାର ହଜାର

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦଶ)କଳାହାଣ୍ଡି ଜିଲାରୁ ପ୍ରତିବର୍ଷ ହଜାର ହଜାର ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଚଳିତବର୍ଷ ଜିଲାରେ ମରୁଡ଼ି ଆଶଙ୍କା ଲାଗି ରହିଥିବାରୁ ଏଥର ଅଧିକ ଶ୍ରମିକ ଦାଦନମୁହାଁ ହେବେ ବୋଲି ଅନୁମାନ କରାଯାଉଛି। ପ୍ରାୟତଃ ନୂଆଁଖାଇ...

ଗଁା ଛାଡ଼ିଲେ ଜନତା, ମନ୍ଦିର ଛାଡ଼ିଲେ ଜଗନ୍ନାଥ

ବଲାଙ୍ଗୀର,୩୦ା୭(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲାରେ ନିର୍ମାଣାଧୀନ ଲୋୟର ସୁକ୍‌ତେଲ ବୃହତ୍‌ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଚଳିତବର୍ଷ ଡ୍ୟାମ୍‌ରେ ପ୍ରଥମ ବନ୍ୟାଜଳ ସଂରକ୍ଷିତ ରଖାଯିବା ପରେ ପ୍ରକଳ୍ପ ପ୍ରଭାବିତ ଗ୍ରାମବାସୀ ଭିଟାମାଟି ଛାଡି ଅନ୍ୟତ୍ର ବିସ୍ଥାପିତ ହେବାକୁ...

ମାର୍ଶାଘାଇ ଲୁଣା ବ୍ରିଜ୍‌ ଉପରେ ଯୁବକଙ୍କୁ ଗୁଳିମାଡ଼

କେନ୍ଦ୍ରାପଡା, ୩୦।୭ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ମଙ୍ଗଳା ଛକ ନିକଟ ଲୁଣା ବ୍ରିଜ୍‌ ଉପରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି ା ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ...

ପାଣି ଛାଡୁନି ମେଗା ପ୍ରକଳ୍ପ, ଚାଷଜମି ଫାଟି ଆଁ

ବଡ଼ଗାଁ,୩୦ା୭( ଅଶୋକ ଷଢ଼ଙ୍ଗୀ)ସୁନ୍ଦରଗଡ ଜିଲା ବଡ଼ଗାଁ ବ୍ଲକ ଅଞ୍ଚଳର ସର୍ବାଧିକ ପରିବାର କୃଷି ଉପରେ ନିର୍ଭର କରନ୍ତି। ବିଶେଷକରି ବର୍ଷା ଜଳ ଉପରେ ନିର୍ଭର କରୁଥିବା ଚାଷୀ ବିଗତ କିଛିବର୍ଷ ହେଲା ଅନିୟମିତ କିମ୍ବା ସ୍ବଳ୍ପ ବର୍ଷା ଯୋଗୁ କ୍ଷତିଗ୍ରସ୍ତ...

ସମନ୍ବୟ ରଖି ଶୀଘ୍ର କାମ ସାରିବାକୁ ତାଗିଦ

ସମ୍ବଲପୁର,୩୦।୭ (ଶୁଭାଶିଷ ପାଢୀ): ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଶନିବାର ସମ୍ବଲପୁର ଗସ୍ତରେ ଆସି ରେଳମଣ୍ଡଳ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ କାମର ସମୀକ୍ଷା କରିଥିଲେ। ସମ୍ବଲପୁର ରେଳମଣ୍ଡଳ ଅଫିସରେ ଅନୁଷ୍ଠିତ ବୈଠକରେ ମଣ୍ଡଳ ପ୍ରବନ୍ଧକ ବିନିତ ସିଂ ଓ...

ଜଣେ ଶିକ୍ଷକରେ ଚାଲିଛି ହାଇସ୍କୁଲ

କୁଚିଣ୍ଡା,୩୦ା୭(ବିରଞ୍ଚତ୍ ଦର୍କା)ସରକାର ଶିକ୍ଷାର ବିକାଶ କଥା କହୁଥିବା ବେଳେ ସମ୍ବଲପୁର ଜିଲା ବାମରା ବ୍ଲକରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି। ତୁରେଇ ପଞ୍ଚାୟତର ଶୁକଦେବ ହାଇସ୍କୁଲରେ ଜଣେ ମାତ୍ର ଶିକ୍ଷକରେ ପାଠପଢା ଚାଲିଥିବାରୁ ପିଲାଙ୍କ ଭବିଷ୍ୟତ ନେଇ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri