ଆମ ଜିଲା ଖବର

୭ ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ନିଶ୍ଚିନ୍ତକୋଇଲି,୨୭।୭(ଅଶୋକ କୁମାର ମହାପାତ୍ର)ନିଶ୍ଚିନ୍ତକୋଇଲି ଶିକ୍ଷାମଣ୍ଡଳ ଅଧୀନ ଖଣ୍ଡାୟତ ପଟିକିରା କ୍ଲଷ୍ଟରର ଓରତି ପଞ୍ଚାୟତରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ୭ଟି ଶ୍ରେଣୀ ଥିବାବେଳେ ୬୪ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି।ଏମାନଙ୍କୁ ଜଣେ ମାତ୍ର...

କେନ୍ଦୁପାଟଣା ଅସ୍ଥାୟୀ କୋଭିଡ୍‌ ହସ୍ପିିଟାଲ ଉଚ୍ଛେଦ

ନିଶ୍ଚିନ୍ତକୋଇଲି,୨୭।୭(ଅଶୋକ କୁମାର ମହାପାତ୍ର)କଟକ-ଚାନ୍ଦବାଲି ରାସ୍ତା କଡ଼ରେ ଥିବା କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ପରିସରରେ କରୋନା ସମୟରେ କୋଟି କୋଟି ଟଙ୍କା ବ୍ୟୟରେ ଅସ୍ଥାୟୀ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ନିର୍ମାଣ କରାଯାଇଥିଲା। କରୋନା ଛାଡ଼ି ଯିବା ପରେ...

ଗଣତାନ୍ତ୍ରିକ ପଦ୍ଧତିରୁ ବିଚ୍ୟୁତ ହେଉଛି ଦେବଗଡ଼ ରାଜନୀତି, ସମସ୍ତଙ୍କୁ ଘାରିଛି ବିଧାୟକ ହେବା ନିଶା

ଦେବଗଡ଼, ୨୭।୭(ଶଶାଙ୍କ ଶେଖର ଝାଙ୍କର): ଯେତିକି ପାଖେଇ ଆସୁଛି ଆଗାମୀ ନିର୍ବାଚନ, ସେତିକି ଉଷ୍ମତା ବଢିଚାଲିଛି ଦେବଗଡ଼ ରାଜନୀତିରେ। ଦେବଗଡ଼ ଏକ ଛୋଟ ଜିଲା। ୭୦ଟି ପଞ୍ଚାୟତ ତିନୋଟି ବ୍ଲକ ଓ ଗୋଟିଏ ମ୍ୟୁନିସିପାଲିଟିକୁ ନେଇ ଏକ ନିର୍ବାଚନମଣ୍ଡଳୀ। କିନ୍ତୁ...

ଶିଳ୍ପ ବିକାଶରେ ବାଧକ ଅସାମାଜିକ ଗୋଷ୍ଠୀ

କଳିଙ୍ଗନଗର,୨୭।୭(ଶୁଭାଶିଷ ରାଉତ) :କଳିଙ୍ଗନଗର ଶିଳ୍ପାଞ୍ଚଳରେ କେତେକ ଅସାମାଜିକ ବ୍ୟକ୍ତି ଓ ଗୋଷ୍ଠୀ ମୋଟା ଅଙ୍କର ଚାନ୍ଦା ଆଦାୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସଙ୍ଗଠନ ଗଠନ କରି କାରଖାନା ବିରୋଧରେ ମିଥ୍ୟା ପ୍ରଦୂଷଣ ଜନିତ ଅଭିଯୋଗ କରୁଛନ୍ତି। ଏଭଳି ଅଯଥା ହସ୍ତକ୍ଷେପ...

ଅବ୍ୟବସ୍ଥାରେ ଚାଲିଛି ପ୍ରାଥମିକ ବିଦ୍ୟାଳୟ

ଅମରପାଲି,୨୭ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ଦୁର୍ଜନତୈଲା ସରକାରୀ ପ୍ରାଥମିକ ବିଦ୍ୟାଳୟ ନା ନା ଅବ୍ୟବସ୍ଥାରେ ଚାଲିଛି। ଆଦିବାସୀବହୁଳ ଗ୍ରାମରେ ପ୍ରାଥମିକ ଶିକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ୨୦୦୩ ମସିହାରେ ଉକ୍ତ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ...

ଦାଦାବଟି ମାଗି ଗିରଫ ହେଲେ ଲୋକନାଥ

ସମ୍ବଲପୁର,୨୭ା୭ (ଶୁଭାଶିଷ ପାଢୀ): ଦାବାବଟି ମାଗିବା ଅଭିଯୋଗରେ ଧନୁପାଲି ଥାନା ଧନୁପାଲି ଛକର ଲୋକନାଥ ମହାନ୍ତିଙ୍କୁ ପୋଲିସ ପୁଣି ଥରେ ଗିରଫ କରିଛି। ଦୁଇଜଣଙ୍କ ଅଭିଯୋଗ କ୍ରମେ ପ୍ରାୟ ଦୁଇଦିନ ହେବ ପୋଲିସ ତାଙ୍କ ପିଛା କରୁଥିବା ବେଳେ ବୁଧବାର...

କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା

ଖଣ୍ଡପଡ଼ା,୨୭।୭ (ଅଜୟ କୁମାର ମହାରଣା)ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଅଧୀନ ୭ ପଞ୍ଚାୟତର ଜନସାଧାରଣ କଣ୍ଟିଲୋ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି ା ଏଠାରେ ୨ଜଣ ଡ଼ାକ୍ତର ଅଛନ୍ତି ା ହେଲେ ଆବଶ୍ୟକ ଷ୍ଟାଫ ନର୍ସ ଅଭାବରୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ...

ଏମ୍‌ଜିଏନ୍‌ଆରଇଜିଏସ୍‌ ଅନୁଦାନ ଖର୍ଚ୍ଚରେ ରହୁନି ସ୍ବଚ୍ଛତା

ନୟାଗଡ଼,୨୭।୭ (ଲୋକନାଥ ମିଶ୍ର)ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମଜିଏନ୍‌ଆରଇଜିଏସ୍‌)ରେ ନୟାଗଡ଼ ଜିଲାରେ ଅନେକ କୋଟି ଟଙ୍କା ଖର୍ଚ୍ଚ ହେଉଛି। ତେବେ ଏଥିରେ ସ୍ବଛତା ନାହିଁ ବୋଲି ଅଭିଯୋଗ ହୋଇ ଆସୁଛି। ଏନେଇ ଅଭିଯୋଗ କଲେ ସୁଫଳ...

ଖବର ପ୍ରସାରଣ ପରେ ନିର୍ମାଣ ହେଲା ରାସ୍ତା

କୁଆଁରମୁଣ୍ଡା,୨୭ା୭(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ କାଲୋସିହିରିଆ ପଞ୍ଚାୟତ ଯୋଯୋ ବସ୍ତିରେ ନିର୍ମାଣ ହୋଇଥିବା ଢଳେଇ ରାସ୍ତାଟି ସମ୍ପୂର୍ଣ୍ଣ ନିମ୍ନମାନର ହୋଇଥିବା ନେଇ ଗତ ୨୧ ତାରିଖରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ...

ସୁନ୍ଦରଗଡ଼ରେ ବଢ଼ୁଛି ଅନ୍‌ଲାଇନ ଠକେଇ, ଛୋଟ ଛୋଟ ଭୁଲ ପାଇଁ…

ସୁନ୍ଦରଗଡ଼,୨୭।୭(ଜୟନାରାୟଣ ମେଣ୍ଡୁଳି): ବିଭିନ୍ନ ଗଣମାଧ୍ୟମ, ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା ସୃଷ୍ଟି କରା ଯାଉଥିଲେ ମଧ୍ୟ ମୋବାଇଲ ବ୍ୟବହାରକାରୀଙ୍କ ଛୋଟ ଛୋଟ ଭୁଲ ପାଇଁ ଏବେ ଅନଲାଇନ ଟଙ୍କା ଠକେଇ ଘଟଣା ବଢ଼ିବାରେ ଲାଗିଛି। ସାଇବର ଠକଙ୍କ ଠକେଇର...

କରଡି ଲାଗି ପଦା ହେଉଛି ବାଉଁଶ ଜଙ୍ଗଲ

ବାଲିମେଳା,୨୭ା୭(ଶିବଦତ୍ତ ସାହୁ): ଦିନକୁ ଦିନ ବାଉଁଶ ଗଜା(କରଡି)ର ଚାହିଦା ସ୍ଥାନୀୟ ଅଞ୍ଚଳରେ ବଢୁଛି। ଲୋକେ ଏଥିରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଉଥିବା ବେଳେ ଆଦିବାସୀମାନେ ଜଙ୍ଗଲରୁ ଏହାକୁ ସଂଗ୍ରହ କରି ବଜାରରେ ବିକ୍ରି କରି ବେସ ଦି...

ପାଣି ନାହିଁ: କ୍ଷେତ ଚରାଭୂଇଁରେ ପରିଣତ

ରାଜନଗର,୨୭।୭(ଭାସ୍କର ରାଉତରାୟ)ଶ୍ରାବଣରେ ଯେଉଁ ଚାଷଜମିରେ ଧାନଗଛ ଲହରି ମାରିବା କଥା, ସେହି ଜମି ଏବେ ବେଣା ଓ ଘାସବୁଦାମାନ ଶୋଭା ପାଉଛି। ଶ୍ରାବଣ ମାସରେ ଚାଷଜମି ଏବେ ଗୋଚର ଭୂଇଁରେ ପରିଣତ ହେବାକୁ ଯାଉଛି। ଶୁଖିଲା ପଡିଥିବା କ୍ଷେତରେ ଗୋରୁମାନେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri