ଆମ ଜିଲା ଖବର

ଗଣତନ୍ତ୍ରର ୩ ସ୍ତମ୍ଭକୁ ଧରି ରଖିଛି ଗଣମାଧ୍ୟମ

ଜଗତ୍‌ସିଂହପୁର, ୨୬।୭ (ପ୍ରମୋଦ କୁମାର ନାୟକ ) ଗଣତନ୍ତ୍ରର ୩ଟି ସ୍ତମ୍ଭ କଥା ଆମେ ଜାଣିଛନ୍ତି, କିନ୍ତୁ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ କୁହାଯାଉଛି। ଏହା ଆଜିର ସମାଜରେ ସବୁଠାରୁ ମୁଖ୍ୟ ତତ୍ତ୍ବ। ଆମେ ଯେତେବେଳେ ଶିବଙ୍କ ପାଖରେ ବେଲପତ୍ର ଅର୍ପଣ...

ବଜ୍ରପାତରେ ୩ ଜୀବନ ଗଲା

ଉଦଳା,(ସନ୍ତୋଷ କୁମାର ବାଚ୍ଛିନୀ)/ବଡ଼ସାହି (ଦୀପକ ବୁଗୁଡେଇ/ସମ୍ବିତ କୁମାର ରାଉତ)/ ବାଙ୍ଗିରିପୋଷି(ସଞ୍ଜୟ ଅଗ୍ରଓ୍ବାଲ),୨୬।୭ ମୟୂରଭଞ୍ଜ ଜିଲା କପ୍ତିପଦା, ବଡ଼ସାହି ଓ ବାଙ୍ଗିରିପୋଷି ଅଞ୍ଚଳରେ ମଙ୍ଗଳବାର ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି। କପ୍ତିପଦା ଥାନା ଅଧୀନ ପଥରସାହି ଗ୍ରାମର ବିରଞ୍ଚତ୍ ନାଏକ...

ଯାଞ୍ଚରେ କଟକଣା ବଢ଼ାଉଛି ଦୁର୍ଘଟଣା

ଢେଙ୍କାନାଳ, ୨୬।୭(ରତନ ନାୟାର): କେନ୍ଦ୍ରୀୟ ଗାଇଡ୍‌ଲାଇନ୍‌ ଅନୁଯାୟୀ ପରିଚାଳିତ ହେଉଛି ଶିଳ୍ପାନୁଷ୍ଠାନ। କେନ୍ଦ୍ର ସରକାର ଯେଉଁ ନିୟମ ଜାରି କରିବେ, ତାହାକୁ ମାନିବାକୁ ରାଜ୍ୟ ବାଧ୍ୟ। ହେଲେ କମ୍ପାନୀକୁ ସୁହାଇବା ଭଳି ନିୟମ ଏବେ ଶ୍ରମିକ ଓ କର୍ମଚାରୀଙ୍କ ଜୀବନ...

ମାସେ ନ ପୁରୁଣୁ ଭୁଶୁଡିଲା ମଣ୍ଡପ କୋଠା, ଉଚ୍ଚସ୍ତରୀୟ ତଦନ୍ତ ଦାବି

ନିରାକାରପୁର, ୨୫।୭(ମାନସ ଚନ୍ଦ୍ର ପଟ୍ଟନାୟକ ):ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ଜଙ୍କିଆ ଥାନା ଅନ୍ତର୍ଗତ ଅଚୁତପୁର ପଞ୍ଚାୟତରରେ ମାସେ ହେଲା ନିର୍ମାଣ ହୋଇଥିବା ମଣ୍ଡପ କୋଠା ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ କି, ମାସକ ତଳେ ପଞ୍ଚାୟତ ଅନୁଦାନ ୧ଲକ୍ଷ...

ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର,୨୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) ): ମଙ୍ଗଳବାର ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଅବନିକାନ୍ତ ସାହୁ କେନ୍ଦୁଝର ଜିଲା ରସ୍ତ କରିଛନ୍ତି। ଏଥିପାଇଁ ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା, ମୁଖ୍ୟ ଉନ୍ନୟନ ଅଧ୍ୟାଜାରୀ ତଥା ନିର୍ବାହୀ ଅଧ୍ୟାକାରୀ ଜିଲ୍ଲା ପରିଷଦ, କେନ୍ଦୁଝର...

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

କୋକସରା,୨୫।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)କଳାହାଣ୍ଡି ଜିଲା କଲମପୁରର ଜଣେ ମହିଳା ନିଜ ଭାଇ ଘର ବଡ ପୋଡାଗୁଡା ପଞ୍ଚାୟତ ସର୍ଗିଗୁଡ଼ା ଗାଁକୁ ଆସିଥିବା ବେଳେ ଏକ ନାଗ ସାପ ଦଂଶନରେ ଗୁରୁତର ହୋଇଥିଲେ । ସମ୍ପର୍କୀୟମାନେ କୋକସରା ଡାକ୍ତରଖାନାରେ ଆଣି ସୋମବାର...

ପେଟ୍ରୋଲରେ ପୋଡି ହୋଇ ବିବାହିତ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପା

କୋକସରା,୨୫।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)ଜଣେ ବିବାହିତା ମହିଳାଙ୍କୁ ତାଙ୍କ ସ୍ବାମୀ, ଶାଶୁ ଓ ବଡ଼ ଯାଆ ନିର୍ଯାତନା ଓ ଶେଷରେ ପେଟ୍ରୋଲ ଢାଳି ମହିଳାଙ୍କୁ ପୋଡି ହତ୍ୟା କରିଥିବା ନେଇ ସଙ୍ଗିନ ଅଭିଯୋଗ ଆଣିିଛନ୍ତି ମୃତ ଝିଅଙ୍କର ବାପା। ସୂଚନା ମତେ...

ସରକାରୀ ଜମିରେ ବେଆଇନ ଗୃହ ନିର୍ମାଣ, ଗ୍ରାମବାସୀଙ୍କ ବିରୋଧ

ସିଂହପୁର,୨୫।୭ (ଅନଙ୍ଗ ଉଦୟ ବେଉରିଆ) ବିଂଝାରପୁର ଥାନା ତଥା ବରୀ ତହସିଲ ଅନ୍ତର୍ଗତ ମଧୁସୁଦନପୁର ରାଜସ୍ବ ନିରିକ୍ଷକଙ୍କ କାର୍ଯ୍ୟାଳୟ ନିକଟ ସୁନ୍ଦରପୁର ଗ୍ରାମରେ ବେଆଇନ ଗୃହ ନିର୍ମାଣକୁ ଗ୍ରାମବାସୀ ମାନେ ବିରୋଧ କରିଛନ୍ତି। ସୂଚନାଯୋଗ୍ୟ, ସୁନ୍ଦରପୁର ଗ୍ରାମର ଭରତ ଚନ୍ଦ୍ର...

ଟଙ୍କା ଲୋଭରେ ଫେକ ଅସ୍ତ୍ରୋପଚାର

ହିଞ୍ଜିଳିକାଟୁ,୨୫।୭(ଦ୍ବିତୀକୃଷ୍ଣ ପଣ୍ଡା): ଆଖିର ରେଟିନାରେ ଛୋଟିଆ ଛିଦ୍ର ଥିବା କହି ତ୍ରୁଟିପୂର୍ଣ୍ଣ ଓ ଫେକ ଅସ୍ତ୍ରୋପଚାର କରିବା କାରଣରୁ ଦୃଷ୍ଟି ଶକ୍ତି ହରାଇଥିବା ଜଣେ ଆଇନଜୀବୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ହେଲେ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବାର...

ମଣିପୁର ଯୌନହିଂସା: ସିପିଆଇଏମର ବିରୋଧ ପ୍ରଦର୍ଶନ

ଏମ .ରାମପୁର, ୨୫।୭,(ଶଶି ଭୂଷଣ ପ୍ରହରାଜ) ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ପରେଡ କରିବା ଘଟଣାରେ ଦେଶ ସ୍ତବ୍ଧ ହୋଇଯାଇଛି। ଘଟଣାକୁ ନେଇ ସଂସଦରେ ଝଡ ଉଠିଥିବାବେଳେ ସୁପ୍ରିମକୋର୍ଟ ଘଟଣାକୁ ନେଇ କ୍ଷୁବ୍ଧ ହୋଇଛନ୍ତି। ତେବେ ଏହି...

ଆରମ୍ଭ ହେଲା ଭର୍ଚୁଆଲ ଷ୍ଟୁଡିଓ: ‘ଆମ ପ୍ରେରଣା’ କାର୍ଯ୍ୟକ୍ରମରେ ସଫଳତାର କାହାଣୀ କହିଲେ କନିଷ୍ଠ ବୈଜ୍ଞାନିକ କୈବଲ୍ୟ ସାହୁ

କେନ୍ଦୁଝର,୨୫।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଷ୍ଟାଡିୟମ ନିକଟରେ ଥିବା ଜନଜାତି ସାଧନ କେନ୍ଦ୍ର (ଟିଆରସି) ଠାରେ ମଙ୍ଗଳବାର ଭର୍ଚୁଆଲ ଷ୍ଟୁଡିଓର ଉଦ୍‌ଘାଟନ ହୋଇଛି। କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଏହାକୁ ଉଦ୍‌ଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ସମଗ୍ର ଶିକ୍ଷା...

ଗୌଡ଼ତୁଲା ବାଲି ଘାଟରୁ ବାଲି ଚୋରା ଚାଲାଣ ଘଟଣାକୁ ନେଇ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

କେସିଙ୍ଗା,୨୫।୭(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁଣ୍ଡାବାନ୍ଧ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଗୌଡ଼ତୁଲା ଗ୍ରାମର ବାଲି ଘାଟରୁ ବେଆଇନ ଭାବେ ବାଲି ଚାଲାଣକୁ ବିରୋଧ କରି ଗୁର୍ଜିମୁଣ୍ଡା ଗ୍ରାମ ସମେତ ଲିମଗା ଗ୍ରାମର ମହିଳା ଗୋଷ୍ଠୀ ସହ ଲୋକମାନେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri