ଆମ ଜିଲା ଖବର

ଖବର ପ୍ରକାଶ ପରେ ରାସ୍ତା କାମ ଆରମ୍ଭ

କୋକସରା,୨୨ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ବୋବରିଆ ଛକରୁ ଡେଙ୍ଗାଗୁଡ଼ା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ଶୋଚନୀୟ ହୋଇ ପଡ଼ିଥିବା ନେଇ ଗତକିଛି ଦିନ ତଳେ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶିତ ପରେ...

ଯୌତୁକ ବାଇକ୍‌ ପୋଡ଼ିଦେଲେ ଦୁର୍ବୃତ୍ତ

କୋକସରା,୨୨ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମାଝିଗୁଡ଼ା ପଞ୍ଚାୟତ ଦାବ୍ରିଗୁଡ଼ା ଗ୍ରାମର ସୁଦର୍ଶନ ନାଏକଙ୍କ ଘର ବାରଣ୍ଡା ଆଗରେ ଥିବା ୟାମାହା ନମ୍ବର ଓଡି ୦୮ ଏଲ୍‌ ୭୨୬୨କୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଅଜଣା...

ମନ୍ଦିର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଉନ୍ନୟନ ପାଣ୍ଠିରୁ ହେବ ଖର୍ଚ୍ଚ

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଥିବା ଦୁଇଟି ମନ୍ଦିରର ଉନ୍ନତିକରଣ ପାଇଁ ଶନିବାର ଭିତ୍ତିପ୍ରସ୍ତର କରାଯାଇଛି। ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇ ଥିବା ବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ...

ଧରିତ୍ରୀ ପ୍ରଭାବ: ରାସ୍ତା ମରାମତି କଲା ଆର୍‌ଡି ବିଭାଗ

କେସିଙ୍ଗା,୨୨ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଦେଓଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ମାଟିଆ ଗ୍ରାମର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ବର୍ଷା ପାଣି ଜମି ରହୁଥିବାରୁ ସ୍କୁଲ ଛାତ୍ରୀଛାତ୍ର ଆଣ୍ଠୁଏ ପାଣି କାଦୁଅ ପାଣିରେ ସ୍କୁଲ ଯାଉଥିଲେ। ‘ମୁଖ୍ୟ ରାସ୍ତା...

ଭାସିଗଲା ପୋଲ, ବିଦ୍ୟାଳୟ ଯିବାରୁ ବଞ୍ଚିତ ହେଲେ କୁନିକୁନି ପିଲା

କଣ୍ଟିପାଳ/ଆନନ୍ଦପୁର,୨୨ା୭(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ବ୍ଲକ ଶାଳବଣି ପଞ୍ଚାୟତର ବାଲିପଶିଠାରେ ଘାଗରା ନାଳ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲ ନଦୀ ଜଳରେ ଭାସିଯାଇଛି। ଶୁକ୍ରବାର ରାତିରେ ଘାଗରା ନାଳରେ ଅଧିକ ଜଳ ପ୍ରବାହିତ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି...

ଦାଦନ ଖଟିବାକୁ ଯାଇ ସ୍ବାମୀ ନିଖୋଜ, ଦୁଇ ଶିଶୁଙ୍କୁ ଧରି ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

କେନ୍ଦୁଝର,୨୨ା୭(ନରେଶ ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଡ଼ା ପଞ୍ଚାୟତର ବଡ଼କୁମୁଣ୍ଡୁ ଗ୍ରାମର ଡିଲେଶ୍ୱର ମହାକୁଡ଼ ନାମକ ଜଣେ ବ୍ୟକ୍ତି ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ଗତ ୧୮ ଜୁନ୍‌ ୨୦୨୨ରେ ସେ କାମ କରିବାକୁ ଯାଇଥିଲେ। ସେ ଅନ୍ୟମାନଙ୍କ...

ନିଯୁକ୍ତି ନ ମିଳିଲେ ଜୋରଦାର ହେବ ଆନ୍ଦୋଳନ

କେନ୍ଦୁଝର,୨୨ା୭(ନରେଶ ପଟ୍ଟନାୟକ): ନିଯୁକ୍ତି ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଓଡ଼ିଶା ଖଣି ନିଗମ, ଦୈତାରୀ ଆଗରେ ପ୍ରତିବାଦ ସଭା ପ୍ରଦର୍ଶନ କରିଛନ୍ତି। ଏହି ଖଣିରେ ୧୨୫୦ ଜଣ ନିଯୁକ୍ତି ପାଇଥିବା ବେଳେ ସେଥିରୁ ୩୫୦ଜଣ ସ୍ଥାୟୀ ଓ ୯୦୦...

ରବିବାର ଖୋଲାଯିବ ହୀରାକୁଦ ଡ୍ୟାମ୍‌ର ୫ଟି ଗେଟ୍‌

ସମ୍ବଲପୁର,୨୨।୭: ରବିବାର ସକାଳ ୯ଟାରେ ହୀରାକୁଦ ଡ୍ୟାମ୍‌ ଗେଟ୍‌ ଖୋଲାଯାଇ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ। ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍‌ ଖୋଲାଯିବ। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ...

ପୋଲ ଭୁଶୁଡିବା ଘଟଣା: ଏନ୍‌ଏଚଏଆଇ ଟିମ୍‌ର ଯାଞ୍ଚ

ଯାଜପୁର ୨୨।୭ (ରଞ୍ଜିତ ରାଉତ): ଯାଜପୁର କୁଆଖିଆ ଛକ ୧୬ ନମ୍ବର ଜାତୀୟ ରାଜପଥରେ ପୋଲ ଭୁଶୁଡିବା ଘଟଣାରେ ଏନ୍‌ଏଚଏଆଇର ଟିମ୍‌ ଶନିବାର ଅପରାହ୍ନରେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ କରିଛନ୍ତି । ତେବେ ବିଶେଷଜ୍ଞ ଦଳ ଆସିବା ପୂର୍ବରୁ ଏନ୍‌ଏଚ୍‌ଏର...

କାଳିମେଘି ଗାଁରୁ ଚୋରି ଘଟଣା: ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଜବତ, ୪ ଗିରଫ

ବେଗୁନିଆପଡ଼ା,୨୨ା୭(ସୁଶାନ୍ତ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଓ କୋଦଳା ଥାନା ଅନ୍ତର୍ଗତ କାଳିମେଘି ଗ୍ରାମର ଏକ ଚୋରି ମାମଲାରେ ଶନିବାର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କୋଦଳା ପୋଲିସ। ପୁରୁଷୋତ୍ତମପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ଗଠିତ ଏକ ପୋଲିସ...

ଅପହରଣ ନୁହେଁ: ୨ ଭାଇଙ୍କୁ କର୍ଣ୍ଣାଟକ ପୋଲିସ ନେଇଛି

ଛତ୍ରପୁର,୨୨।୭(ସନ୍ତୋଷ ପାଢ଼ୀ): ଗଞ୍ଜାମ ଥାନା ଅଧୀନ ପୁଇଁତୋଳା ଛକର ଏକ ଢ଼ାବା ନିକଟରେ ଚା’ପାନ ଦୋକାନ କରିଥିବା ୨ ଦୁଇଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁଙ୍କୁ ଶୁକ୍ରବାର ରାତିରେ କେହି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଅପହରଣ କରି...

ପିଣ୍ଡାରୁ ଓହ୍ଲାଇଲେ କାଦୁଅ

ଡେରାବିଶ, ୨୨ା୭(ବେବର୍ତ୍ତା ଅଜୟ ଦାସ): ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଗ୍ରାମ ମଧ୍ୟକୁ ରାସ୍ତା ନାହିଁ। ମୁନ୍ଦାଏ ବର୍ଷା ହେଲେ ସାହି ଭିତର ରାସ୍ତାଟି ପାଣିି କାଦୁଅରେ ଭର୍ତ୍ତି ହୋଇଯାଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri