ଆମ ଜିଲା ଖବର

ଖତଗଦାରୁ ଶିଶୁକନ୍ୟା ଉଦ୍ଧାର

ମାଲକାନଗିରି,୨୨ା୭ (ନୃସିଂହ ଚରଣ ମହାନ୍ତି): ପୁଣି ଅଲୋଡ଼ା ହେଲା ନବଜାତ ଶିଶୁକନ୍ୟା। ଜରି ବସ୍ତାରେ ଏକ ନବଜାତ ଶିଶୁକନ୍ୟାକୁ ଖତଗଦାରେ ଫିଙ୍ଗା ଦିଆଯାଇଥିବା ବେଳେ ଶନିବାର ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ, ମାଲକାନଗିରି ଜିଲା...

ଖସୁଛି ପରିବା ଦର

ଗଞ୍ଜାମ,୨୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଶନିବାର ପନିପରିବା ଦର ସାମାନ୍ୟ ହ୍ରାସ ପାଇଥିବା ଜଣାପଡିଛି । ଯାହାକୁ ନେଇ ଗ୍ରାହାକ ବେଶ ଖୁସି ଅଛନ୍ତି। ପୂର୍ବରୁ ପୋଟଳ, କାଙ୍କଡ଼, ସଜନା ଛୁଇଁ ଆଦି କିଲୋ ପିଛା ୮୦ ଟଙ୍କାରେ...

ବନ୍ଧୁକ ଦେଖାଇ ୨ ଭାଇଙ୍କୁ ଉଠାଇନେଇଥିଲେ: ଆନ୍ଧ୍ରରେ ହେଲେ ଠାବ

ଗଞ୍ଜାମ,୨୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅଧିନ ପୁଇଁତୋଳା ଛକର ଏକ ଢ଼ାବା ନିକଟରେ ଚା’ପାନ ଦୋକାନ କରିଥିବା ୨ ଦୁଇଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁଙ୍କୁ ଶୁକ୍ରବାର ରାତିରେ କେହି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଉଠାଇ...

ବନ୍ଧୁକ ଦେଖାଇ ୨ ଭାଇଙ୍କୁ ଉଠାଇନେଲେ ଦୁର୍ବୃତ୍ତ

ଗଞ୍ଜାମ,୨୨।୭(ବିଦ୍ୟାଧର ସାହୁ )- ଗଞ୍ଜାମ ଥାନା ଅଧିନ ପୁଇଁତୋଳା ଛକର ଏକ ଢ଼ାବା ନିକଟରେ ଚା’ପାନ ଦୋକାନ କରିଥିବା ୨ ଦୁଇଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁଙ୍କୁ ଶୁକ୍ରବାର ରାତିରେ କେହି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଉଠାଇ...

ପ୍ରେମୀଯୁଗଳଙ୍କ ବିବାହ କଲା ପୋଲିସ

ଅମରପାଲି,୨୧ା୭(ପୀତାମ୍ବର ସାହୁ): ନା ଥିଲା ବ୍ରାହ୍ମଣର ମନ୍ତ୍ରପାଠ ନା ବାଜୁଥିଲା ସାହାନାଇ। ଅତି ନିରାଡମ୍ବର ଭାବରେ ସୁବର୍ଣ୍ଣପୁର ଜିଲାର ସୁବଳୟା ଥାନା ପରିସରରେ ପ୍ରେମୀଯୁଗଳ ପରସ୍ପରକୁ ଫୁଲମାଳ ଦେଇ ବିବାହ କରିଛନ୍ତି । ଥାନା ଅଧିକାରୀ, ପୋଲିସ ଓ ବରକନ୍ୟାଙ୍କ...

ବାଘ, ହରିଣ ଛାଲ ଜବତ : ଜଣେ ଗିରଫ

କଳାହାଣ୍ଡି,୨୨।୭: କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଶ୍ରୀପଲ୍ଲୀ ଛକ ନିକଟରୁ ଏସ୍‌ଟିଏଫ୍‌ ଜଣେ ବାଘଛାଲ ବେପାରୀଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ ୩ଟି କଲରାପତରିଆ ବାଘର ଛାଲ ଓ ୩ଟି ହରିଣ ଛାଲ ଜବତ କରିଛି। ଗିରଫ...

ନିଦ ହଜାଇ ଦେଇଛି ମଣିଷଖିଆ ଭାଲୁ

ନୂଆପଡ଼ା,୨୨।୭(ମକାରୁ ବେମାଲ): ନୂଆପଡା ଜିଲା କୋମନା ବିଜାଖମନ ଜଙ୍ଗଲ ନିକଟ ଗାଁଗୁଡିକରେ ଭାଲୁ ଆତଙ୍କରେ ଲୋକେ ଆତଙ୍କିତ। ବାପପୁଅଙ୍କୁୁ ଆକ୍ରମଣ ପରେ ୪ଜଣ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଛି ରକ୍ତମୁଖା ଭାଲୁ। ଗୋଟିଏ ଗାଁରୁ ୨ଜଣ ଘନଶ୍ୟାମ ପଟେଲ...

ବର୍ଷାରେ ଭୁଶୁଡ଼ିଲା ପିଚୁ ରାସ୍ତା

ଭେଡ଼େନ,୨୨।୭ (ସୁଦନ ମହାକୁର): ଗୋଡ଼ଭଗା-ସୋନପୁର ରାଜ୍ୟ ରାଜପଥର ବରଗଡ଼ ସଦର ମହକୁମାରୁ ଭେଡ଼େନ ଦେଇ ମହୁଲପାଲି ଛକକୁ ସଂଯୋଗ କରୁଥିବା ୨ଲେନ ବିଶିଷ୍ଟ ପିଚୁ ରାସ୍ତା ବୁଦେଲବାହାଲି କୁଆଁଫଲ୍‌ ନିକଟରେ ଗୁରୁବାର ରାତିରେ ଭୁଶୁଡି ପଡ଼ିଛି। ପ୍ରାୟ ଶହେ ମିଟର...

ଡିବିରି ଆଲୁଅ ଭରସାରେ ୧୧ ଗାଁ

ନନ୍ଦପୁର,୨୨ା୭(ଶଙ୍କର ପୂଜାରୀ): ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ କୋରାପୁଟ ଜିଲା ନନ୍ଦପୁର ବ୍ଲକର ୫ ପଞ୍ଚାୟତର ୧୧ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ନାହିଁ। ଫଳରେ ଡିବିରି ଆଲୁଅ ଗ୍ରାମବାସୀଙ୍କ ଭରସା ପାଲଟିଛି। ବାରମ୍ବାର ଦାବି ସତ୍ତ୍ୱେ ବିଦ୍ୟୁତ୍‌ ସଂଯୋଗ...

ମହାନଦୀ ପାଣିକୁ ଡରିଲେଣି ଦ୍ୱୀପାଞ୍ଚଳର ୧୩ ଗାଁ

କେନ୍ଦ୍ରାପଡ଼ା, ୨୨ା୭ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଶୁକ୍ରବାର ରାତିରୁ ମୌସୁମୀ ବର୍ଷାର ପ୍ରଭାବ ପଡ଼ିଛି। ଲଗାଣ ବର୍ଷା ଲାଗି ରହିଛି। ଉପରମୁଣ୍ଡରେ ଅଧିକ ବର୍ଷା ହେଲେ ହୀରାକୁଦର ଗେଟ ଖୋଲା ଯିବ। ଜିଲାର ଲୁଣା ଓ କରାଣ୍ଡିଆ ଦ୍ୱୀପାଞ୍ଚଳରେ...

ପ୍ରତିଶ୍ରୁତି ଦେଇ ଶ୍ରମିକଙ୍କୁ ପ୍ରତାରଣା

ଯାଜପୁର/କଳିଙ୍ଗନଗର, ୨୨।୭ (ହର୍ଷବର୍ଦ୍ଧନ ବେହେରା/ ଶୁଭାଶିଷ ରାଉତ): କଳିଙ୍ଗନଗରରେ ପ୍ରତିଷ୍ଠିତ ଡବଲ ବୁଲ ସିମେଣ୍ଟ କମ୍ପାନୀ ନୁଭୋକୋ (ପୂର୍ବ ନାମ ଇମାମି ସିମେଣ୍ଟ)କାରଖାନା କର୍ତ୍ତୃପକ୍ଷ ଜମି ହରାଇଥିବା ପ୍ରଜା ଏବଂ କାର୍ଯ୍ୟରତ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରି ନ...

ବସ୍‌କୁ ୪ ଲକ୍ଷ ୯୮ ହଜାର ଜରିମାନା

ପାଲଲହଡା,୨୨।୭(ଦିବ୍ୟଜ୍ୟୋତି ଦାସ): ପରିବହନ ଆକ୍ଟ ଉଲ୍ଲଂଘନ କରିବା ଅଭିଯୋଗରେ ଗୁରୁବାର ସିଂହ ବାହିନୀ ନାମକ ଏକ ବସ୍‌କୁ ତାଳଚେର ପରିବହନ ଅଧିକାରୀ ମୋଟ୍‌ ୪ ଲକ୍ଷ ୯୮ ହଜାର ଟଙ୍କା ଜରିମାନା କରିଛନ୍ତି। ବସ୍‌ଟିକୁ ପାଲଲହଡା ଥାନାର ଜିମା ଦିଆଯାଇଛି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri