ଆମ ଜିଲା ଖବର

ତହସିଲଦାରଙ୍କୁ ତାଲା ପକାଇଲେ ଗ୍ରାମବାସୀ

ଭବାନୀପାଟଣା,୧୯ା୭(ଉତ୍ତମ କୁମାର ଦାଶ): ତହସିଲଦାରଙ୍କୁ ତାଙ୍କ କାର୍ଯ୍ୟାଳୟ ଭିତରେ ତାଲା ପକାଇ ଧାରଣାରେ ବସିଛନ୍ତି କୋଟାଗାଁର ଚାଷୀ। କୋଟା ଗାଁ ଧାନ ମଣ୍ଡିକୁ ସ୍ବୟଂ ସହାୟକ ଗୋଷ୍ଠୀ ବଦଳରେ ପ୍ୟାକ୍ସ ମାଧ୍ୟମରେ ଧାନ କ୍ରୟ କରିବା ଦାବିରେ ଏହି ଆନ୍ଦୋଳନ...

ସ୍ବଳ୍ପ ବର୍ଷା, ଆଗେଇ ପାରୁନାହିଁ ଚାଷକାର୍ଯ୍ୟ

କେସିଙ୍ଗା,୧୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ସ୍ବଳ୍ପ ବର୍ଷା ଯୋଗୁ ଚାଷ କାମ ଆଗେଇ ପାରୁନାହିଁ। ସମଗ୍ର କେସିଙ୍ଗା ବ୍ଲକରେ ୨୯ ହଜାର ୭୩୦ ହେକ୍ଟର ଚାଷ ଜମି ରହିଛି। ଏଥି ମଧ୍ୟରୁ ଚଳିତ ଖରିଫ ଋତୁରେ ୫...

ଦୁଇ କାର୍‌ରେ କନ୍ଧମାଳରୁ ଭୁବନେଶ୍ୱର ଆସୁଥିଲା ଗଞ୍ଜେଇ: ୪ ଗିରଫ

ନୟାଗଡ଼,୧୯ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଅବକାରୀ ଥାନାକୁ ମିଳିଛି ବଡ଼ ସଫଳତା। ଦଶପଲା ଓ ନୂଆଗାଁର ଦୁଇ ସ୍ଥାନରେ ଚଢ଼ାଉ କରି ୬୧ କେଜି ଗଞ୍ଜେଇ ଜବତ କରିବା ସହ ୨ଟି କାର୍‌କୁ ଜବତ କରିଛି। ଦୁଇ ଡ୍ରାଇଭର ବୌଦ୍ଧ...

ଚିତ୍ରକୋଣ୍ଡାରେ ପ୍ରବଳ ବର୍ଷା, ବଢୁଛି ଜଳସ୍ତର

ଚିତ୍ରକୋଣ୍ଡା,୧୯ା୭(କ୍ଷୀରୋଦ କୁମାର ବେହେରା): ମାଲକାନଗିରି ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ୪ଦିନ ହେଲା ଲାଗିରହିଥିବା ବେଳେ ଚିତ୍ରକୋଣ୍ଡାରେ ଆଶାନୁରୂପ ଭାବରେ ମଧ୍ୟମ ଧରଣର ବର୍ଷା ଲାଗିରହିଥିଲା। ମାତ୍ର ମଙ୍ଗଳବାର ରାତିରୁ ଚିତ୍ରକୋଣ୍ଡାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ...

ଆଙ୍କୁଲାଚଟି ଠାରେ ଦୁଇ ବାଇକ୍‌ ମୁହାଁମୁହିଁ

ଚିଲିକା।୧୯।୭( ଦିଲ୍ଲୀପ କୁମାର ସ୍ବାଇଁ ): ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅନ୍ତର୍ଗତ ଆଙ୍କୁଲାଚଟି ବଜାର ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଦୁଇ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଉଭୟ ବାଇକ୍‌ ଚାଳକଙ୍କୁ ଆହତ ଅବସ୍ଥାରେ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ...

ବରଗଡ଼ରେ ଉଦ୍‌ଘାଟିତ ହେଲା ଜିଲା ଅତିରିକ୍ତ ଚକବନ୍ଦୀ ଓ ବନ୍ଦୋବସ୍ତ ଆୟୁକ୍ତଙ୍କ କୋର୍ଟ: ଉପକୃତ ହେବେ ୩ଜିଲାର ଲୋକେ

ବରଗଡ଼,୧୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଜିଲା ଅତିରିକ୍ତ ଚକବନ୍ଦୀ ଓ ବନ୍ଦୋବସ୍ତ ଆୟୁକ୍ତଙ୍କ କୋର୍ଟ ବୁଧବାର ଉଦଘାଟି୍‌ତ ହୋଇଛି । ଉତ୍ତରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଲାଇ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ବରଗଡ଼ କଚେରି ପରିସରରେ ରହିଥିବା...

ଶ୍ୱଶୁର ଘରେ ଜ୍ୱାଇଁଙ୍କ ଗୁଣ୍ଡାଗିରି: ବନ୍ଧୁକ ଦେଖାଇ ସ୍ତ୍ରୀ, ଶିଶୁକନ୍ୟାକୁ ଅପହରଣ

ରୂପସା,୧୯।୭( ବାଞ୍ଛାନିଧି ଦେ): ଶ୍ୱଶୁର ଘରେ ଜ୍ୱାଇଁଙ୍କ ଗୁଣ୍ଡାଗିରି । ବିଳମ୍ବିତ ରାତିରେ ଶ୍ବଶୁର ଘର ଲୋକଙ୍କୁ ମାରଣାନ୍ତକ ଆକ୍ରମଣ କରି ସ୍ତ୍ରୀ ଏବଂ ୮ ମାସର ଶିଶୁକନ୍ୟାକୁ ଅପହରଣ କରି ସ୍ବାମୀ ଫେରାର। ଅପରପକ୍ଷରେ ଝିଅ ଏବଂ ନାତୁଣୀକୁ...

୮ ମାସ ହେଲା ରାଶନ କାର୍ଡଧାରୀଙ୍କୁ ଗହମ ମିଳୁନି

କେନ୍ଦ୍ରାପଡ଼ା, ୧୮ା୭(ଜଗନ୍ନାଥ ଧଳ): ଦେଶରେ କେହି ଯେପରି ଭୋକିଲା ନ ରହନ୍ତୁ ସେଥିପାଇଁ ଖାଦ୍ୟ ସୁରକ୍ଷା ଯୋଜନା କରାଯାଇ ସମସ୍ତ ଗରିବ ପରିବାରକୁ ଏଥିରେ ସାମିଲ କରାଯାଇଛି। ସେଥିପାଇଁ ପ୍ରତି ରାଶନ କାର୍ଡଧାରୀଙ୍କୁ ସରକାର ମାସିକିଆ ଚାଉଳ ସହ ଗହମ...

ବ୍ରିଟିଶ ନିର୍ମିତ ବଙ୍ଗଳା ଏବେ ଭୂତକୋଠି

ମହାକାଳପଡ଼ା,୧୮ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବ୍ରିଟିଶ ଶାସନ ସମୟରେ ହୁକିଟୋଲାଠାରେ ବୃହତ୍‌ ପଣ୍ୟାଗାର, ଜମ୍ବୁ ଗ୍ରାମରେ ଲାଲ୍‌ ରଙ୍ଗର ବ୍ରିଟିଶ ଆଶ୍ରୟସ୍ଥଳ, ଜମ୍ବୁ ଲକ୍‌ଠାରେ ଜଳସେଚନ ବିଭାଗର ବଙ୍ଗଳା ନିର୍ମାଣ ହୋଇଥିଲା। ସୂକ୍ଷ୍ମ କାରିଗରି...

ଆର୍‌ଡି ରାସ୍ତାରେ ପାଣି, ଲୋକେ ହୀନସ୍ତା

ସିଂହପୁର,୧୮ା୭(ଅନଙ୍ଗ ଉଦୟ ବେଉରିଆ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଡିହକୁଳା ଆର୍‌ଡି ରାସ୍ତାର ନାଉବାଙ୍କଠାରେ ପାଣି ଜମୁଛି। ଫଳରେ ଲୋକେ ଯାତାୟାତରେ ହୀନସ୍ତା ଭୋଗୁଛନ୍ତି। ଅସରାଏ ବର୍ଷା ହେଲେ ରାସ୍ତାରେ ପାଣିର ଲହଡି ମାରୁଛି। ଏହି ରାସ୍ତା ଅଞ୍ଚଳର ମୁଖ୍ୟ...

ସରୁନି ବିଜୁ ସେତୁ ନିର୍ମାଣ କାର୍ଯ୍ୟ

ବ୍ରହ୍ମବରଦା,୧୮ା୭: (ଯଯାତି କେଶରୀ ବେହେରା): ଯାଜପୁର ବ୍ଲକ୍‌ ଅନ୍ତର୍ଗତ ଝାଲପଡ଼ା ଓ ରୁଦ୍ରପୁର ପଞ୍ଚାୟତବାସୀଙ୍କ ଗମନାଗମନର ସମସ୍ୟା ଦୀର୍ଘ ଦିନ ହେବ ଲାଗି ରହିଛି। ଝାଲପଡ଼ାରୁ ବ୍ରହ୍ମବରଦାକୁ ସଂଯୋଗ ପାଇଁ ୨୪ା୧୨ା୨୦୧୬ରୁ ବ୍ରହ୍ମବରଦାଠାରେ ବ୍ରାହ୍ମଣୀ ନଦୀରେ ୧୦ କୋଟି ୪୨...

ସ୍ବାବଲମ୍ବୀ ହେବାକୁ ସଂକଳ୍ପ

କାମାକ୍ଷାନଗର, ୧୯।୭(ସୁଧୀର ପରିଡ଼ା): ଛତୁଚାଷର ହବ୍‌ ପାଲଟିଛି ଢେଙ୍କାନାଳ ଜିଲାର କାମାକ୍ଷାନଗର ଉପଖଣ୍ଡ। ଅଞ୍ଚଳର ଅନୁକୂଳ ଜଳବାୟୁ ଛତୁ ଚାଷ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥିବାବେଳେ ବର୍ଷସାରା ଏହାର ଚାହିଦା ରହୁଛି। ତେଣୁ ଯୁବପିଢ଼ି ଏବେ ଏହି ଚାଷ କରିବାକୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri