ଆମ ଜିଲା ଖବର

ଯୁବତୀଙ୍କ ଅର୍ଦ୍ଧ ନଗ୍ନ ମୃତଦେହ ଉଦ୍ଧାର, ବଳାତ୍କାର ପରେ ହତ୍ୟା ସନ୍ଦେହ

କେନ୍ଦୁଝର, ୧୮।୭ (ନରେଶ ଚନ୍ଦ୍ର ପଟ୍ଟନାୟକ) : ହରିଚନ୍ଦନପୁର ଥାନା ଅନ୍ତର୍ଗତ ସିଂହବିଲା ଗ୍ରାମ ନିକଟ ନରଣପୁର-ଡୁବୁରି ରାସ୍ତାର ମୂଷଳ ନଦୀ ନିକଟ ବୁଦା ମୂଳରୁ ଜଣେ ଯୁବତୀଙ୍କ ଅର୍ଦ୍ଧନଗ୍ନ ମୃତଦେହ ପୋଲିସ ଉଦ୍ଧାର କରିଛି ା ଯୁବତୀଙ୍କ ବୟସ...

ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିବା ନୀରିହ ଲୋକଙ୍କ ପାଇଁ ନିର୍ମିତ ସ୍ମୃତିତ୍ସ୍ଥଳକୁ ଭାଙ୍ଗିଦେଲେ

କେନ୍ଦୁଝର, ୧୮।୭ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଜିଲା ପୋଲିସ ମୁଖ୍ୟାଳୟରେ ନିର୍ମିତ ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିବା ସମସ୍ତ ନୀରିହ ଲୋକଙ୍କ ସ୍ମୃତି ସ୍ଥଳକୁ ଭଙ୍ଗା ଯାଇଛି ା ଫଳରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ା...

ଗଞ୍ଜାମ ଜିଲାକୁ “ଭୂମି ସମ୍ମାନ”ରେ ସମ୍ମାନିତ କଲେ ଭାରତ ସରକାର

ଛତ୍ରପୁର, ୧୮।୭(ସନ୍ତୋଷ ପାଢ଼ୀ )- ଭୂମି ସମ୍ମାନରେ ଜାତୀୟ ସ୍ତରରେ ସମ୍ମାନିତ ହେଲା ଗଞ୍ଜାମ ଜିଲା। ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଗଞ୍ଜାମ ଜିଲ୍ଲାକୁ ଏହାର ଶ୍ରେଷ୍ଠ ପାରଦର୍ଶିତା...

ଲଗାଣ ବର୍ଷାରେ ସିର୍କାର୍ବଗ ଠାରୁ ମାଣିକଯୋଡି ରାସ୍ତାକୁ ଯାାତୟତେ ବନ୍ଦ

ଦାରିଙ୍ଗବାଡି,୧୮।୭(ଅରୁଣ ସାହୁ): ଲଘୁଚାପ ଜନିତ ବର୍ଷା ଯୋଗୁ ଦୁର୍ଗମ ଅଞ୍ଚଳଗୁଡିକରେ ରହିଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତା ସମ୍ପ୍ରସାରଣ ବିଳମ୍ବ ହେତୁ ସାଧାରଣ ଲୋକଙ୍କୁ ହଟହଟା ହେବାକୁ ପଡିଛି। ଏଭଳି ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ଠାରୁ କୋଟଗଡ଼...

କର୍ଲାମୁଣ୍ଡା ଅଞ୍ଚଳରେ ପ୍ରବଳ ବର୍ଷା, ଜଳ ଘେରରେ ୧୦ ପରିବାର

କର୍ଲାମୁଣ୍ଡା:୧୮। ୭(ପ୍ରଦୀପ କୁମାର ସାହୁ)କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଂଜା ବସ୍ତିରେ ପ୍ରବଳ ବର୍ଷା ଯୋଗୁଁ ଲୋକ ପାଣି ଘେରରେ ଅଛନ୍ତି। ବର୍ଷା ପାଣି ନିଷ୍କାସନ ହୋଇ ନ ପାରିବାରୁ ଗାଁର ପ୍ରାୟ ୧୦ଟି ପରିବାର ଜଳ ଘେରରେ ରହିଥିବା...

ଶୋଇଥିବା ବେଳେ ବୃଦ୍ଧଙ୍କୁ ଆକ୍ରମଣ: ପୋଲିର ତଦନ୍ତ ଆରମ୍ଭ

କୋକସରା,୧୮।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଆମପାଣି ଥାନା ଅଧୀନ ଯାନିପଡା ଗ୍ରାମର ମଙ୍ଗଲୁ ମାଝୀ(୬୮)ଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ମଙ୍ଗଲୁ ନିଜ ପନିପରିବା ଚାଷ ଜମିରେ ଏକ କୁଡିଆ ଘରେ...

ଲଗାଣ ବର୍ଷା: ଏମ.ଭି ୩୭ ପୋଲ ଉପରେ ୩ଫୁଟର ବନ୍ୟା ପାଣି

କୋରୁକୋଣ୍ଡା ୧୮।୦୭(ଅବିନାଶ ବେହେରା)ଜିଲାରେ ଲଗାଣ ବର୍ଷା ହେବା ଫଳରେ ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତାର କୋରୁକୋଣ୍ଡା ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚାର ପାଣି ଚାଲୁଥିବାର ଦେଖିବାକୁ ମିଳିଛି। ତେବେ ଉପର ମୁଣ୍ଡରୁ ଅତ୍ୟଧିକ ମାତ୍ରାରେ ପାଣି ଆସୁଥିବା ହେତୁ...

ରସୁଲପୁରରେ ବ୍ରିଜ୍‌ ଭୁଶୁଡ଼ିବା ଘଟଣା: ଏନ୍‌ଏଚ୍‌ଆଇ ପକ୍ଷରୁ ନିର୍ମାଣଗତ ତ୍ରୁଟି ଥିବା ସ୍ପଷ୍ଟିକରଣ

ଯାଜପୁର,୧୮।୭(ରଞ୍ଜିତ ରାଉତ୍‌): ଯଜପୁର ଜିଲା ରସୁଲପୁରରେ ବ୍ରିଜ ଭୁଶୁଡ଼ିବା ଘଟଣାରେ ନିର୍ମାଣଗତ ତ୍ରୁଟି ଥିବା ଏନ୍‌ଏଚ୍‌ଆଇ ପକ୍ଷରୁ ସ୍ପଷ୍ଟିକରଣ ରଖାଯାଇଛି। ପ୍ରାୟ ୧୦ ଫୁଟ ତଳକୁ ବ୍ରିଜଟି ଧସେଇ ଯାଇଛି। ଏନ୍‌ଏଚ୍‌ଆଇ ପ୍ରୋଜକ୍ଟେ ଡାଇରେକ୍ଟର କହିଛନ୍ତି, ବ୍ରିଜ ନିର୍ମାଣଗତ ତ୍ରୁଟି...

ସରକାର ଗହମ ଦେଲେନି, ଛତୁଆ ବଣ୍ଟନ ବନ୍ଦ

ସୋନପୁର,୧୭।୭(ମୃତ୍ୟୁଞ୍ଜୟ ଶତପଥୀ): ଶିଶୁ, ଗର୍ଭବତୀ ମହିଳା ଓ ପ୍ରସୂତିଙ୍କ ଉତ୍ତମ ସ୍ବାସ୍ଥ୍ୟଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଗର୍ଭଧାରଣଠାରୁ ଶିଶୁ ଜନ୍ମ ପର୍ଯ୍ୟନ୍ତ ମା’ର ସ୍ବାସ୍ଥ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇ...

ଅଜଣା ଜନ୍ତୁ ଠାବ ପାଇଁ ଲାଗିଲା କ୍ୟାମେରା

ଢେଙ୍କାନାଳ,୧୮ା୭(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ସୋଗରପଶି ପଞ୍ଚାୟତ ଆରଦା ଗ୍ରାମରେ ଶନିବାର ଭୋର ସମୟରେ ଚାଷୀ ସାଧୁଚରଣ ରାଉତଙ୍କ ଗୁହାଳରେ ଥିବା ୪୨ ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା। କୌଣସି ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଗୁଡିକ ମୃତ୍ୟୁ ହୋଇଥିବା...

ପାଇକ ପୁରୁଣାକୋଟ ରାସ୍ତାରେ ୩୮ ହାତୀ

ଢେଙ୍କାନାଳ,୧୮ା୭(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ ପାଇକ ପୁରୁଣାକୋଟ ଗ୍ରାମ ରାସ୍ତାରେ ୨ଦିନ ହେବ ୩୮ ହାତୀ ଚଳପ୍ରଚଳ କରୁଥିବାରୁ ଅଞ୍ଚଳବାସୀ ଓ ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହି ହାତୀପଲ ଅନୁଗୋଳ ଜିଲା ବନ୍ତଳା ଅଞ୍ଚଳରୁ ହିନ୍ଦୋଳ...

କୋଇଲା ଖଣିରେ ଶ୍ରମିକ ମୃତ : ଚପା ଉତ୍ତେଜନା

ତାଳଚେର,୧୮।୭( ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଏକ କୋଇଲା ଖଣିର ଜଣେ ଡମ୍ଫର ଅପରେଟରଙ୍କ ମଙ୍ଗଳବାର ସାଇଲୋ ଅଫିସ ନିକଟରେ ମୃତ୍ୟୁ ଘଟିଛି। ସେ ହେଲେ ବଲଣ୍ଡାର ସୁଶାନ୍ତ କୁମାର ପ୍ରଧାନ । ସୁଶାନ୍ତ ନିଜେ ଚଳାଉଥିବା ଡମ୍ଫର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri