ଆମ ଜିଲା ଖବର

ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ଆହତ ଡଲ୍‌ଫିନ୍‌

ପାରାଦୀପ,୧୬ା୭(ଶରତ ରାଉତ): ପାରାଦୀପ ନେହେରୁବଙ୍ଗଳା ମାଛଧରା ବନ୍ଦର ପୋତାଶ୍ରୟ ମଧ୍ୟରେ ରବିବାର ସକାଳେ ଏକ ଆହତ ଡଲଫିନ୍‌ ଦେଖିବାକୁ ମିଳିଛି। ପୋତାଶ୍ରୟର ୪ ନମ୍ବର ବର୍ଥରେ ଥିବା ଏକ ଅଚଳ ବୋଟ୍‌ ମଧ୍ୟରେ ଡଲଫିନ୍‌ ଆତଯାତ ହେଉଛି। ଆହତ ଥିବାରୁ...

୨ ମାସ ହେଲା ‘ବସୁଧା’ରୁ ଜଳ ଯୋଗାଣ ବନ୍ଦ

ଯୋଡ଼ା,୧୬।୭(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ବଡ଼କାଳିମାଟି ପଞ୍ଚାୟତକୁ ୨ ମାସ ହେବ ବସୁଧା ଯୋଜନାରେ ଜଳ ଯୋଗାଣ ବନ୍ଦ ହୋଇଯାଇଛି। ରାସ୍ତା ନିର୍ମାଣକାରୀ ସଂସ୍ଥା ପାଇପ୍‌ ଭାଙ୍ଗିଦେଇଥିବା ବେଳେ ପଞ୍ଚାୟତବାସୀ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି। ଏ...

କାଦୁଅରେ ହାତୀଙ୍କ କ୍ରୀଡ଼ା

କମିଛି ଅସହ୍ୟ ତାତି। ପରିବେଶରେ ଶୀତଳତା ଭରିଛି ମୌସୁମୀ ବର୍ଷା। ଏହା ଯେ କେବଳ ମଣିଷଙ୍କ ପାଇଁ ଆଶ୍ୱସ୍ତି ଆଣିନାହିଁ, ଅଧିକନ୍ତୁ ଗରମରେ ସନ୍ତୁଳି ହେଉଥିବା ବନ୍ୟପ୍ରାଣୀଙ୍କ ମଧ୍ୟରେ ଭରିଦେଇଛି ଅସୀମ ଖୁସି। ଢେଙ୍କାନାଳ ଜିଲାର କପିଳାସ ପ୍ରାଣୀ ଉଦ୍ୟାନର...

ବିଦ୍ୟାଳୟଗୁଡିକରେ କମ୍ପ୍ୟୁଟର ଶିକ୍ଷା ଠପ୍‌

ବୌଦ୍ଧ,୧୬।୭( ଅଜିତ କୁମାର ବାରିକ )ଶିକ୍ଷାର ଉନ୍ନତି ସକାଶେ ସରକାର ଗୁରୁତ୍ୱ ଦେବା ସହ ବର୍ତ୍ତମାନ ବିଦ୍ୟାଳୟଗୁଡିକ ୫-ଟିରେ ରୂପାନ୍ତରିତ କରାଯାଇ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଛି ା ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ପୂର୍ବରୁ ସର୍ବଶିକ୍ଷା...

ଭାରତରେ ୮ ନୂଆ ଦୀକ୍ଷା କେନ୍ଦ୍ର ଶୁଭାରମ୍ଭ ପାଇଁ ଘୋଷଣା

ରାଜଗାଙ୍ଗପୁର,୧୫ା୭(ଅଶୋକ ପାଣି)ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‌)ର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ ଶାଖା ଡାଲମିଆ ଭାରତ ଫାଉଣ୍ଡେଶନ (ଡିବିଏଫ୍‌) ଦ୍ୱାରା ‘ଡାଲମିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ନଲେଜ ଆଣ୍ଡ ସ୍କିଲ୍‌ ହାର୍ନେସିଂ (ଦୀକ୍ଷା) ଅଧୀନରେ ୨୦୩୦ ଆର୍ଥିକବର୍ଷ ସୁଦ୍ଧା ୧ ଲକ୍ଷ...

ଧସି ନାହିଁ, ଧସେଇ ଦିଆଯାଇଛି

କୁତ୍ରା,୧୫ା୭(ଦେବାଶିଷ ସାହୁ)ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ କନ୍ଧେଇମୁଣ୍ଡା ପଞ୍ଚାୟତ କୁରୁଙ୍ଗା ଗ୍ରାମରେ ନିମ୍ନ ମାନର ସୋକ୍‌ପିଟ ନିର୍ମାଣ ହୋଇଥିବା ନେଇ ଖବର ପ୍ରକାଶିତ ପରେ ବିଡିଓ ରବୀନ୍ଦ୍ର କୁମାର ସେଠୀ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ସେ କହିଛନ୍ତି, ଏହା ଧସିନାହିଁ,...

ଆର୍‌ଜିଏଚ୍‌ରେ ଖୋଲିନି ଡେଙ୍ଗୁ ୱାର୍ଡ

ରାଉରକେଲା,୧୬।୭(ସଙ୍ଗୀତା ଜେନା)ବର୍ଷା ମାସ ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ଡେଙ୍ଗୁ ଜ୍ୱରର ପ୍ରକୋପ ଦେଖାଯାଇଥାଏ। ଚଳିତବର୍ଷ ଜୁଲାଇ ଦ୍ୱିତୀୟ ସପ୍ତାହ ଅତିକ୍ରମ ହୋଇଥିଲେ ମଧ୍ୟ ରାଉରକେଲା ସରକାରୀ ହସ୍‌ପିଟାଲ (ଆର୍‌ଜିଏଚ୍‌)ରେ ଖୋଲିନାହିଁ ଡେଙ୍ଗୁ ଓ୍ବାର୍ଡ। ଡେଙ୍ଗୁ ନିରାକରଣ ପାଇଁ ବିିବିଧ ପଦକ୍ଷେପ...

ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ରହୁନି ଆବଶ୍ୟକ ଔଷଧ

ରାଉରକେଲା,୧୬।୭(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାରେ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଆବଶ୍ୟକ ଔଷଧ ଉପଲବ୍ଧ ହେଉ ନ ଥିବାରୁ ଗୃହପାଳିତ ପ୍ରାଣୀ ରଖିଥିବା ଲୋକେ ସମସ୍ୟାରେ ପଡ଼ୁଛନ୍ତି। ଏପଟେ ଗୃହପାଳିତ ପ୍ରାଣୀଙ୍କଠାରେ ଅନେକ ପ୍ରକାର ରୋଗ ଦିନକୁ ଦିନ ଦେଖାଦେଉଥିବାବେଳେ ସେପଟେ ଆବଶ୍ୟକ...

ବଦଳୁନି ଶିଶୁ ଶ୍ରମିକଙ୍କ ଭାଗ୍ୟ: ବନ୍ଧାପଡ଼ିଛି ଆଇନ

ବାଲିମେଳା,୧୬।୭(ଶିବଦତ୍ତ ସାହୁ )ମାଲକାନଗିରି ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିଶୁ ଶ୍ରମିକ ଉଛେଦ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ହେଲେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରୁ ନାହିଁ। ଏବେ ବି ବିଭିନ୍ନ ହୋଟେଲ,...

କୂଳ ଖାଉଛି ନାଗାବଳୀ

ରାୟଗଡ଼ା,୧୬।୭(ଭାଗ୍ୟଶ୍ରୀ ମିଶ୍ର)ଆସିଲା ବର୍ଷାଦିନ। ନଦୀକୂଳିଆ ବା ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଘାରିଛି ଚିନ୍ତା। ନାଗୀବଳୀରେ ବର୍ଷା ଯୋଗୁ ପାଣି ବଢ଼ିଲେ ଘର ବୁଡ଼ିଯିବା ଆଶଙ୍କା ରହିଛି। ରାୟଗଡ଼ା ସହରର ୧୧ ନମ୍ବର ୱାର୍ଡ ଅନଟାରିଗୁଡ଼ାରେ କୂଳ ଖାଉଛି...

ବିଦ୍ୟାର୍ଥୀଙ୍କ ଉପରେ ବସ୍ତାନି ବୋଝ

କୋରାପୁଟ,୧୬।୭(ଅମିତାଭ ବେହେରା)ବିଦ୍ୟାର୍ଥୀଙ୍କ କାନ୍ଧରେ ବସ୍ତାନି ବୋଝକୁ ଲାଘବ କରିବା ପାଇଁ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ସଚେତନ କରାଯାଇଛି। ଶନିବାର ଏନେଇ ବିଦ୍ୟାଳୟ ପରିସରରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି। ଆଗାମୀ ଦିନରେ ବିଦ୍ୟାଳୟରେ ପତଳା ସ୍କୁଲ...

ମୌସୁମୀ ବର୍ଷା ଆଣିଲା ଚାଷୀଙ୍କ ଖୁସି

କେନ୍ଦ୍ରାପଡ଼ା,୧୬।୭(ଜଗନ୍ନାଥ ଧଳ)ଗତ ଦୁଇଦିନ ଧରି କେନ୍ଦ୍ରାପଡ଼ା ଜିଲାରେ ମୌସୁମୀଜନିତ ବର୍ଷା ଜାରି ରହିଛି ା ଏହି ଦୁଇଦିନ ମଧ୍ୟରେ ଜିଲାରେ ସକାଳ ୮ଟା ସୁଦ୍ଧା ମୋଟ ୪୨୧ ମିଲିମିଟର ବର୍ଷା ହୋଇଛି ା କ୍ଷେତରେ ଜଳସେଚନ ପାଇଁ ଅପେକ୍ଷା କରିଥିବା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri