ଆମ ଜିଲା ଖବର

ସ୍ବାମୀ, ପୁଅ ପାଇଁ ଶେଷ ନିବେଦନ

ରାଉରକେଲା,୧୪।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ବେଦବ୍ୟାସ ଗୋପାପାଲି ଝରାପଡାର ଜଣେ ବାଳକ ପ୍ରତିଦିନ ମରି ମରି ବଞ୍ଚୁଛି। ସର୍ବାଙ୍ଗ ଶରୀରରୁ ଚର୍ମ ଉପୁଡିବାରେ ଲାଗିଛି। ଶରୀରରେ ହାଡ ବାରି ହୋଇଯାଉଛି। ତଥାପି ସେ ବୃଦ୍ଧା ମା’ ବାପାଙ୍କ ପେଟକୁ ଦାନା...

ବଦଳିପାରେ ପୁରୁଣା ଚେହେରା

ସରଣ୍ଡା,୧୪।୭(ଯୁଧିଷ୍ଠିର ମହାପାତ୍ର): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବହିଲାଣି ନିର୍ବାଚନୀ ହାୱା। ଏଥିପାଇଁ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ସହ ଆମ୍‌ ଆଦ୍‌ମୀ ପାର୍ଟି ନେତା ଏବେ ଗାଁ ମୁହାଁ...

ଚାଷଜମିରେ କୋମଳମତି ଶିଶୁ

ମାଲକାନଗିରି,୧୪ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଗ୍ରୀଷ୍ମ ଅବକାଶ ପରେ ବିଦ୍ୟାଳୟଗୁଡ଼ିକ ଖୋଲିଛି। ତେବେ ପାଠପଢା କ୍ଷେତ୍ରରେ ଶିଶୁମାନଙ୍କ ମଧ୍ୟରେ ସେପରି ଅଗ୍ରଗତି ଦେଖିବାକୁ ମିଳିନାହିଁ। ୫ ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ଶିକ୍ଷାଦାନ ଲାଗି ବିଶେଷ ଗୁରୁତ୍ୱ ଦେବାକୁ ଜିଲା ଶିକ୍ଷା...

ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

ମୋରଡ଼ା,୧୪ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବରେ ଧନଜୀବନ ହାନି ଘଟୁଥିବା ବେଳେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ପଶ୍ଚିମବଙ୍ଗ ନୟାଗ୍ରାମ ଥାନା ଅଧୀନ ବେଢାଝାଲ ଗ୍ରାମର ଅଧର...

କଲେଜରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

ବାଣପୁର,୧୪ା୭(ଶଙ୍କର ବସ୍ତି): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡାସ୍ଥିତ ପର୍ଶୁରାମ ଜୁନିଅର କଲେଜ ପରିସରରୁ ଗୁରୁବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଚୋରି ହୋଇଛି। କଲେଜ ପରିସରରେ ଦୁର୍ବୃତ୍ତମାନେ ମୁଖ୍ୟ ଫାଟକ ତାଲା ଭାଙ୍ଗି ପଶିଥିଲେ। ଅଧ୍ୟକ୍ଷଙ୍କ କକ୍ଷ,...

ଓଲଟିଲା ଯାତ୍ରୀବାହୀ ବସ୍‌

ବାଲେଶ୍ୱର,୧୪ା୭(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ ନିକଟରେ ଶୁକ୍ରବାର ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଫଳରେ ୮ ଯାତ୍ରୀ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ୪୦ରୁ ଅଧିକ ଯାତ୍ରୀଙ୍କୁ...

ନୂଆ ତାଲିକା ବାହାରିଲେ ଘର ମିଳିବ, ଶୁଣିଶୁଣି ବିତିଲାଣି ୫ ବର୍ଷ

ତେନ୍ତୁଳିଖୁଣ୍ଟି, ୧୪।୭(ଚିଦାନନ୍ଦ ସାହୁ): ଗରିବଙ୍କ ପାଇଁ ଆସୁଛି ସରକାରୀ ଯୋଜନା। କିନ୍ତୁ ସେମାନଙ୍କୁ ମିଳୁନି। ଆଗକୁ ମିଳିବ ବୋଲି କହି ଦିନ ଗଡ଼ି ଚାଲୁଛି। କିନ୍ତୁ ଯୋଜନାର ସୁଫଳ ପାଉନାହାନ୍ତି ହିତାଧିକାରୀ। ଏପରି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି...

ମିଛ ଫଟୋ ଦେଖାଇ ଭୁତେଇଦେଲେ

ଢେଙ୍କାନାଳ,୧୪ା୭(ରତନ ନାୟାର): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)ର ଲାଭ ନେଇଥିବା ଦର୍ଶାଇ ବ୍ୟାନରରେ ଛାପିଲେ ଯୁବକଙ୍କ ନାମ। ସ୍ତ୍ରୀଙ୍କ ଫଟୋ ମଧ୍ୟ ବ୍ୟବହାର କଲେ। ହେଲେ ସମ୍ପୃକ୍ତ ଯୁବକ ଯେ ରାଜ୍ୟ ସରକାରଙ୍କ ଏଭଳି ବହୁମୁଖୀ ସ୍ବାସ୍ଥ୍ୟ ଯୋଜନାର...

ବର୍ଷା ହେଲେ ସମ୍ଭବ ହେଉନି ବିଦ୍ୟାଦାନ

ବଇଣ୍ଡା,୧୪ା୭(ପରିକ୍ଷିତ ସାହୁ): ଗୁଣାତ୍ମକ ଶିକ୍ଷାଦାନ ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତରେ ଥିବା ତାଳବାହାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତି ବୁଜି ଦିଆଯାଇଛି ଆଖି। ଏଠାରେ ଶ୍ରେଣୀଗୃହ ଠାରୁ ଆରମ୍ଭ କରି...

ଗୁହାରି ଶୁଣୁନି ପ୍ରଶାସନ,ଦୁର୍ଦ୍ଦଶାରେ ୬ ପ୍ରାଣୀ

ବୁଗୁଡ଼ା,୧୩ା୭(କାଳି ଚରଣ ଦାଶ) : ଦେଶରେ କେହି ବାସହୀନ ରହିବେ ନାହିଁ ଏବଂ ଭଙ୍ଗା ଦଦରା କୁଡ଼ିଆରେ ଯେପରି କେହି ଦୁର୍ବିଷହ ଜୀବନ ନ ବିତାଇବେ ସେଥିପାଇଁ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରହିଛି। ଏହି ସରକାରୀ ଯୋଜନା ବାଟ...

ଜମି ଫାଟି ଆଁ, ଚାଷ କାର୍ଯ୍ୟ ପଛୁଆ

ଗୋପବନ୍ଧୁ ନଗର,୧୪।୭(ଶାନ୍ତନୁ କୁମାର ମଢୁଆଳ): ଜୁନ ସରି ଜୁଲାଇ ଅଧା ହେଲାଣି। ଅର୍ଥାତା ଆଷାଢ଼ ସରି ଶ୍ରାବଣ ଚାଲିଥିବା ବେଳେ ଆବଶ୍ୟକ ବର୍ଷା ହୋଇନାହିଁ। ପ୍ରତିବର୍ଷ ପହିଲି ଆଷାଢ଼ ବର୍ଷାରେ ଚାଷୀ ତଳିପକା କାର୍ଯ୍ୟ ଆରମ୍ଭ କରିଥାଏ। ଜୁଲାଇ ପ୍ରଥମ...

ସକାଳୁ ଉଠାଇଲେ, ସନ୍ଧ୍ୟାରେ ବସିଲେ

କେନ୍ଦୁଝର,୧୪ା୭( ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘ ବର୍ଷ ଧରି କେନ୍ଦୁଝର ସହରରେ ଫୁଟ୍‌ପାଥ୍‌ ଜବରଦଖଲ ଯୋଗୁ ଦେଖାଦେଇଥିବା ଟ୍ରାଫିକ୍‌ ସମସ୍ୟାର ସାମୟିକ ଭାବେ ସମାଧାନ ହୋଇଛି। ବୁଧବାର ଏକ କାଠ ବୋଝେଇ ପିକ୍‌ଅପ୍‌ ଫୁଟ୍‌ପାଥ୍‌ରେ ଚଢ଼ିଯାଇଥିବା ବେଳେ ବଡ଼ ଦୁର୍ଘଟଣା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri