ଆମ ଜିଲା ଖବର

ଅଫିସ ଦୌଡୁଥିଲେ ବି ମିଳୁନି ଭତ୍ତା

ସମ୍ବଲପୁର,୧୦ା୭(ଶୁଭାଶିଷ ପାଢୀ) : ରାଜ୍ୟ ସରକାର ବିଧବା, ଦିବ୍ୟାଙ୍ଗ, ବୃଦ୍ଧାବୃଦ୍ଧଙ୍କ ପଇଁ ଭତ୍ତା ବ୍ୟବସ୍ଥା କରିଛନ୍ତି। ଏବେ ଭତ୍ତା ଟଙ୍କା ଜମାଖାତାରେ ଦେବା ବ୍ୟବସ୍ଥା ଲାଗୁ ହେବା ପରେ ହିତାଧିକାରୀଙ୍କ ଦୁଃଖ ବଢିଯାଇଛି। ମାସ ମାସ ଧରି ଭତ୍ତା ପାଇବାରୁ...

ପଛେଇଛି ଚାଷ କାର୍ଯ୍ୟ, ଚିନ୍ତାରେ ଚାଷୀ

ସୁନ୍ଦରଗଡ଼,୧୦ା୭(ଜୟନାରାୟଣ ମେଣ୍ଡୁଳି): ଚଳିତ ବର୍ଷ ବିଳମ୍ବିତ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲାରେ ଚାଷ କାର୍ଯ୍ୟ ପଛେଇ ଯାଇଛି। ବର୍ତ୍ତମାନ ଯେଉଁଠି ରୁଆ ବିହୁଡା ହେବା କଥା ଏବେ ସେଇଠି ଧାନ ବୁଣାବୁଣି ଓ ତଳିପକା କାର୍ଯ୍ୟ ଚାଲିଛି। ଏପରିକି ଜିଲାର...

ସଫ୍ଟଓ୍ବେରରେ ଦ୍ରୁତ ପରିବର୍ତ୍ତନ

ମାଲକାନଗିର,୧୦ା୭ (ଦୁର୍ଯ୍ୟୋଧନ ପାତ୍ର) : ବର୍ତ୍ତମାନ ଆଧୁନିକ ଯୁଗରେ ଡିଜିଟାଲ ମାଧ୍ୟମରେ ଅନେକ କାର୍ଯ୍ୟ ହୋଇପାରୁଛି। ଫଳରେ ପୂର୍ବରୁ ବ୍ୟବହୃତ ହେଉଥିବା ଅନେକ ସାମଗ୍ରୀ ବିଲୁପ୍ତ ହେବାକୁ ବସିଲାଣି। ଏହି ସାମଗ୍ରୀ ଉତ୍ପାଦନରେ ପ୍ରତିଷ୍ଠା ହୋଇଥିବା ଅନେକ କମ୍ପାନୀ କ୍ଷତି...

ଜରିପାଲ ତଳେ ଜୀବନ

ପରଜଙ୍ଗ,୧୦।୭(ନିଗମାନନ୍ଦ ଦଳବେହେରା): ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଅଛି ସମସ୍ତ ଯୋଗ୍ୟତା। ହେଲେ ରାଜନୀତିର ପରପେଞ୍ଚ ଭିତରେ ଛନ୍ଦି ହୋଇଯାଇଛି ଗରିବଙ୍କ ଭାଗ୍ୟ। ଯୋଗ୍ୟ ହିତାଧିକାରୀ ତାଲିକାରେ ସାମିଲ ହେବା ସତ୍ତ୍ୱେ ଚୂଡ଼ାନ୍ତ ପର୍ଯ୍ୟାୟରୁ ଉଦ୍ଦେଶ୍ୟମୂଳକ ଭାବେ...

୫ ଶ୍ରେଣୀକୁ ୨ ଶିକ୍ଷକ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡ଼ିଛି। କେଉଁଠି ସ୍କୁଲ ସ୍ଥାନାନ୍ତରଣ ଯୋଗୁ ପିଲାମାନେ ପାଠ ପଢିବାକୁ ହଟହଟା ହେଉଛନ୍ତି ତ ଆଉ କେଉଁଠି ଶିକ୍ଷକ ଅଭାବ ଯୋଗୁଁ ପାଠପଢା ବ୍ୟାହତ ହେଉଛି। ବରଗଡ଼ ଜିଲା ଅତାବିରା...

ପଦାହେଲାଣି ବିପ୍ରଡ଼ିହ ଜଙ୍ଗଲ

ବଇଣ୍ଡା, ୧୦।୭(ପରିକ୍ଷିତ ସାହୁ): ରୋକାଯାଇ ପାରୁନାହିଁ କାଠମାଫିଆଙ୍କ ପ୍ରାଦୁର୍ଭାବ। ରାତାରାତି ମୂଲ୍ୟବାନ ଗଛ କାଟି ନେଉଛନ୍ତି ସେମାନେ। ଫଳରେ ବନ୍ୟଜୀବନରେ ସମୃଦ୍ଧ ଅନୁଗୋଳ ଜିଲା ଧଣ୍ଡାତୋପା ରେଞ୍ଜ ଅଧୀନ ବିପ୍ରଡ଼ିହ ଜଙ୍ଗଲ ଏବେ ପଦା ହେବାରେ ଲାଗିଛି। ଜଙ୍ଗଲ ସମ୍ପଦକୁ...

ଟେନ୍‌ସନ ଦେଲାଣି ଟମାଟୋ

କାମାକ୍ଷାନଗର, ୧୦।୭(ସୁଧୀର ପରିଡ଼ା) : ପରିବା ଚାଷ ପାଇଁ ସୁନାମ ଅର୍ଜନ କରିଛି ଢେଙ୍କାନାଳ ଜିଲାର କାମାକ୍ଷାନଗର। ବ୍ଲକର ସୋଗର, ସମାଟାଙ୍ଗୀ, ଭଗୀରଥପୁର, ଜଗନ୍ନାଥପୁର, ଅଁଳାବେରେଣି, ତୁମୁସିଙ୍ଗା ଆଦି ଅଞ୍ଚଳରେ ଉତ୍ପାଦିତ ହେଉଥିବା ପରିବା ବର୍ଷର ଅଧିକାଂଶ ସମୟ ଖାଉଟିଙ୍କ...

ଉନ୍ନତି ନାମରେ ଦୁର୍ନୀତି ହେଉଛି: କଂଗ୍ରେସ

ଭଦ୍ରକ,୧୦।୭(ସନାତନ ରାଉତ): ଭଦ୍ରକ ବିଧାନସଭା କ୍ଷେତ୍ରରେ ଉନ୍ନତି ନାମରେ ବ୍ୟାପକ ଦୁର୍ନୀତି ହେଉଛି l ବିନା ପିସିରେ କୌଣସି କାମ ହେଉନାହିଁ l ଠିକାଦାରମାନେ ନିମ୍ନମାନର କାମ କରୁଛନ୍ତି । ନିମ୍ନମାନର କାର୍ଯ୍ୟ ଯୋଗୁ ଭଦ୍ରକାଳୀ ପୋଖରୀ ପାଚେରୀ ସହ...

ଶେଷ ହେଉଛି ‘ସାପୁଆ’ ସମ୍ଭାବନା

ରାସୋଳ,୧୦।୭(ସରୋଜ ମିଶ୍ର): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳର ଜଳସେଚନର ପ୍ରମୁଖ ମାଧ୍ୟମ ସାପୁଆ କେନାଲ ପରିଚାଳନା ଅଭାବରୁ ପରିତ୍ୟକ୍ତ ହୋଇପଡ଼ିଛି। ବଡ଼ ବଡ଼ ଘଳିଆ ଦେଇ ବିପୁଳ ପରିମାଣର ପାଣି ନଷ୍ଟ ହେଉଥିବାରୁ ଜମିକୁ ଜଳ ନିଅଣ୍ଟ...

ରାସ୍ତା ମରଣଯନ୍ତା, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ନୂଆଗଡ଼,୧୦ା୭(ପପୁନ ପରିଚ୍ଛା) : ଗଜପତି ଜିଲା ନୂଆଗଡ଼ ସଦର ମହକୁମାଠାରୁ ରାୟଗଡ଼ା ଜିଲା ସୀମାନ୍ତ ଅଞ୍ଜରସିଂ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତି ଦୟନୀୟ ହୋଇଛି। ଏହି ଖାଲଖମା ପଥୁରିଆ ରାସ୍ତା ଦେଇ ମରଣକୁ ବାଜି ଲଗାଇ ବହୁକଷ୍ଟରେ ସ୍ବାସ୍ଥ୍ୟ,...

କ୍ରଶର ବନ୍ଦ ଦାବିରେ ସ୍କୁଲ ଗେଟ୍‌ରେ ତାଲା ପକାଇଲେ ଗ୍ରାମବାସୀ

ପାଟଣା,୧୦ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଟାଙ୍ଗରପଡ଼ା ଆରଆଇ ସର୍କଲ ଅନ୍ତର୍ଗତ ଅଙ୍କୁରା ସ୍କୁଲ ସାହି ନିକଟରେ ଥିବା ଏକ ଠିକାସଂସ୍ଥାର କ୍ରଶର ପାଇଁ ନିକଟ ହୁଡ଼ିରେ ରବିବାର ଅପରାହ୍ନରେ ଡିନାମାଇଟ ବ୍ଲାଷ୍ଟ କରିବା ସମୟରେ ଅଘଟଣ ଘଟିଥିଲା।...

ଚାରାରୋପଣ କାର୍ଯ୍ୟକ୍ରମକୁ ଜଗିଛି ଡ୍ରୋନ୍‌

ଭଞ୍ଜନଗର,୧୦ା୭(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡର ବିଭିନ୍ନ ଜଙ୍ଗଲର ଖୋଲା ସ୍ଥାନରେ ଚାରାରୋପଣ କାର୍ଯ୍ୟକ୍ରମ ଚାଲିଛି। ଉଭୟ ବନଖଣ୍ଡରେ ୨୨୩୦ ହେକ୍ଟର ଜଙ୍ଗଲରେ ୮ ଲକ୍ଷ ୨୫ ହଜାର ୫୫୦ରୁ ଊର୍ଦ୍ଧ୍ୱ ଚାରା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri