ଆମ ଜିଲା ଖବର

ବିଳମ୍ବ ହେଉଛି ପାଇପ୍‌ ଗ୍ୟାସ୍‌ ଯୋଗାଣ

ରାଉରକେଲା,୯।୭(ସଙ୍ଗୀତା ଜେନା)ରାଉରକେଲା ସହରରେ ୨୦୧୯ରୁ ପାଇପ୍‌ ଯୋଗେ ଘରୋଇ ଗ୍ୟାସ୍‌ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏ ଶେଷ ହୋଇନାହିଁ। କିଛି ଉପଭୋକ୍ତାଙ୍କୁ ପାଇପ୍‌ ସଂଯୋଗ ଦିଆଯାଇଥିବା ବେଳେ ଅଧିକାଂଶ ଉପଭୋକ୍ତାଙ୍କ ଘରକୁ ସଂଯୋଗ ହୋଇନାହିଁ। ସେହିପରି ମାଟି...

ଶଯ୍ୟା ୩୫, ସେବା ପାଉଛନ୍ତି ୧୦୦

ଚମ୍ପୁଆ,୯।୭(ମହେଶ୍ୱର ଦାସ)କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ନାନା ଘାତ ପ୍ରତିଘାତ ଭିତରେ ଗତି କରୁଛି। ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି କରୁଥିବା ବେଳେ ରୋଗୀ ସେବା ନିମନ୍ତେ ବିଭିନ୍ନ ଯୋଜନା ସହିତ କୋଟି କୋଟି ଟଙ୍କା ବ୍ୟୟ ବରାଦ...

ପରିଚାଳନା ଅଭାବରୁ ପରିତ୍ୟକ୍ତ

ଢେଙ୍କାନାଳ,୯।୭(ରତନ ନାୟାର)ଢେଙ୍କାନାଳ ସଦର ବ୍ଲକ କାଇମାଟି ପ୍ରାଣୀଧନ ଚିକିତ୍ସାଳୟ ପରିଚାଳନା ଅଭାବରୁ ପରିତ୍ୟକ୍ତ ହୋଇପଡ଼ିଛି। ଏଠାକୁ ନିୟମିତ ଡାକ୍ତର, ଏଲ୍‌ଆଇ ଆସୁନାହାନ୍ତି। ଫଳରେ ଚାଷୀମାନେ ସେମାନଙ୍କ ରୋଗଗ୍ରସ୍ତ ଗୃହପାଳିତ ପ୍ରାଣୀଙ୍କୁ ଢେଙ୍କାନାଳ ଆଣିବାକୁ ବାଧ୍ୟ ହେଉଛନ୍ତି। ବିଭାଗୀୟ ଉଦାସୀନତାରୁ ଏଭଳି...

ଅପରେଶନ ‘କ୍ଲିନ୍‌’ ଆରମ୍ଭ

ଢେଙ୍କାନାଳ,୯।୭(ରତନ ନାୟାର)ଢେଙ୍କାନାଳ ଜିଲାକୁ ଅପରାଧ ମୁକ୍ତ କରିବା ଲାଗି ଆରମ୍ଭ ହୋଇଛି ‘ଅପରେଶନ କ୍ଲିନ୍‌’। ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅପରାଧୀଙ୍କୁ ମୁଖ୍ୟସ୍ରୋତକୁ ଫେରିବା ଲାଗି ଶେଷ ସୁଯୋଗ ଦିଆଯାଇଛି। ସାମାଜିକ ସ୍ରୋତରେ ସାମିଲ ହେଲେ ଆବଶ୍ୟକତା ଅନୁଯାୟୀ ସେମାନଙ୍କ...

ବ୍ୟବସ୍ଥା ଥାଇ ବାହାରେ

ରୂପାନ୍ତରୀକରଣ ପରେ ବଦଳିଛି ବିଦ୍ୟାଳୟର କଳେବର। ସୁଦୃଢ଼ ହୋଇଛି ଶୈଖିକ ଭିତ୍ତିଭୂମି। ହେଲେ ସରକାର କରିଥିବା ସୁବିଧାର ହେଉନି ସଦ୍‌ବ୍ୟବହାର। ଚକାଚକ୍‌ ଡାଇନିଂ ହଲ୍‌ ବ୍ୟବସ୍ଥା ଥାଇ ମଧ୍ୟ ବାହାରେ ମଧ୍ୟାହ୍ନଭୋଜନ ଖାଉଛନ୍ତି ପିଲା। ଅନୁଗୋଳସ୍ଥିତ ଖଲାରୀ ସରକାରୀ ଉଚ୍ଚ...

ଶ୍ୱଶୁରଘରେ ସ୍ତ୍ରୀଙ୍କୁ ହତ୍ୟା

ଯାଜପୁର ଟାଉନ/ଯାଜପୁର ସଦର,୯।୭(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି/ସମର ବିଜୟ ଶରଣ):ଯାଜପୁର ସଦର ଥାନା ଅନ୍ତର୍ଗତ ଭୂଇଁପୁର ପଞ୍ଚାୟତ କତରାପୁର ଗ୍ରାମରେ ଶ୍ୱଶୁର ଘରେ ସ୍ତ୍ରୀଙ୍କୁ ସ୍ବାମୀ ହତ୍ୟା କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ମହିଳାଙ୍କ ସ୍ବାମୀଙ୍କୁ ଅଟକ ରଖି...

କଣ୍ଡିଆସାହିବାସୀଙ୍କୁ ପୁଣି ଘାରିଲାଣି ବନ୍ୟା ଭୟ

ସୁଲପୁର,୯।୭(ରଞ୍ଜିତ ରାଉତ):ଯାଜପୁର ଜିଲା ରସୁଲପୁର ବ୍ଲକ ବନ୍ଧଡ଼ିହ ପଞ୍ଚାୟତର କଣ୍ଡିଆ ସାହିବାସୀଙ୍କୁ ପୁଣି ଘାରିଲାଣି ବନ୍ୟା ଭୟ। ୨୯ ଅଗଷ୍ଟ ୨୦୨୦ରେ ବ୍ରାହ୍ମଣୀ ନଦୀରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ କଣ୍ଡିଆ ସାହି ନିକଟରେ ଘାଇ ସୃଷ୍ଟି ହୋଇଥିଲା। ଫଳରେ ସେଠାକାର...

୩୫ ଦିନ ପରେ ବିଏଲଏଫ୍‌ ପ୍ରକୋଷ୍ଠରୁ ଖୋଲିଲା ତାଲା

ଡେରାବିଶ,୯।୭(ବେବର୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକ ମିଶନଶକ୍ତି ବିଭାଗ ପକ୍ଷରୁ ଏମ୍‌ବିକେ, ସିଆର୍‌ପି ଓ ବ୍ୟାଙ୍କମିତ୍ର ପଦବୀ ପାଇଁ ଗତ ମାର୍ଚ୍ଚ ୧ରୁ ଆରମ୍ଭ ହୋଇଥିବା ଚୟନ ପ୍ରକ୍ରିୟାକୁ ନେଇ ଗତ ୪ ମାସ ହେବ ବିବାଦ ଲାଗି...

ଘୁଞ୍ଚୁନି ୨୮୪୦ ଶ୍ରମିକଙ୍କ ଫାଇଲ

ନୟାଗଡ଼,୯।୭ (ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ଅନୁଦାନ ରାଶି ଖର୍ଚ୍ଚ କରିବାରେ ଜିଲା ଶ୍ରମ ଅଧିକାରୀ(ଡିଏଲଓ) ଓ ଜିଲାପାଳଙ୍କ କାର୍ଯ୍ୟାଳୟ ଅସଫଳ ହୋଇଛି। ଶ୍ରମ ଆୟୁକ୍ତ ଓଡ଼ିଶାଙ୍କ ପତ୍ରାଙ୍କ ସଂଖ୍ୟା ୮୪୭/ତା ୨୮।୬।୨୦୨୩କୁ ଅନୁଧ୍ୟାନ କଲେ...

ଓଡ଼ିଶାର ପ୍ରଥମ କିନ୍ନର ଭାବେ ପିଏଚ୍‌.ଡି. କରିବେ ଦୀପା

କଟକ,୯।୭(ସୁପ୍ରିୟା ପ୍ରିୟଦର୍ଶିନୀ)ଓଡ଼ିଶାର ପ୍ରଥମ କିନ୍ନର ଭାବେ ପିଏଚ୍‌.ଡି କରିବେ କଟକ ହରିପୁର ଅଞ୍ଚଳର ଦୀପା ସାହୁ। କଠିନ ପରିଶ୍ରମ ଓ ନିଜର ଦୃଢ଼ ମନୋବଳ ଆଗରେ ହାର ମାନିଛି ସମାଜର ଟାହି ଟାପରା। ଆଜିର ସମାଜରେ କିନ୍ନରମାନେ ଚଳିବା ପାଇଁ...

୧୩ବର୍ଷ ହେବ ନିର୍ଯାତନା ଦେଉଛି କଙ୍ଗାରୁ କୋର୍ଟ

ପିପିଲି,୯।୭(ପ୍ରଭାତ ମହାପାତ୍ର)ପିପିଲି ଥାନା ଅଞ୍ଚଳରେ ଚାଲିଛି କଙ୍ଗାରୁ କୋର୍ଟ। ବାହିଲିପଡା ଗ୍ରାମର ଦିଲୀପ ପାଟ୍ଟସାହାଣୀ ଦୀର୍ଘ ୧୩ବର୍ଷ ହେଲା ଗାଁରୁ ନିଆଁପାଣି ବାସନ୍ଦର ଶିକାର ହୋଇ ଅନେକ ନିର୍ଯାତନା ଭୋଗୁଛୁ। ଏପରିକି ତାଙ୍କ ବଡ଼ଭାଇ ସ୍ନେହକର ପାଟ୍ଟସାହାଣୀ ଓ କିଛି...

‘ବୈବାହିକ ସମ୍ପର୍କ ନ ଥିଲେ ସଂଯମୀ ହୁଅନ୍ତୁ ମହିଳା’

କଟକ,୯।୭(କାର୍ତ୍ତିକ ସାହୁ): ପରସ୍ପର ମଧ୍ୟରେ ଭଲ ସମ୍ପର୍କ ଥାଇ ସହମତି ଭିତ୍ତିରେ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହେଁ ବୋଲି ହାଇକୋର୍ଟ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ବିଚାରପତି ରାଧାକୃଷ୍ଣ ପଟ୍ଟନାୟକ ଏହି ରାୟ ପ୍ରଦାନ କରିବା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri