ଆମ ଜିଲା ଖବର

ନୂଆ ରୂପ ନେବ ସ୍ବାସ୍ଥ୍ୟକେନ୍ଦ୍ର, ୨ କୋଟି ୭୮ ଲକ୍ଷ ବ୍ୟୟ ବରାଦ

ଦାରିଙ୍ଗବାଡ଼ି,୭ା୭(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳରେ ଅନେକ ସମସ୍ୟା ରହିଛି। ପିଇବାପାଣିଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନକ୍ଷେତ୍ର ଆଦିର ସମସ୍ୟା ଏବେ ସୁଦ୍ଧା ରହିଥିବା ବେଳେ ଏବେ ଏହାର ବିକାଶ ପଥରେ ଆଗକୁ ବଢ଼ିବାକୁ...

କାମ କରୁନି ସିସିଟିଭି କ୍ୟାମେରା

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଲାଗିଥିବା ସିସିଟିଭି କ୍ୟାମେରା ଅଚଳ ହୋଇ ପଡିରହିଛି। ସହରରେ ଅପରାଧକୁ ନିୟନ୍ତ୍ରଣ କରିବା ସହ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖୁଥିବା ସିସିଟିଭି କ୍ୟାମେରା ଗତ ୨ ମାସ ହେଲା...

ଛତୁ ତୋଳିବାକୁ ଯାଇ ହାତୀ ଆକ୍ରମଣରେ ମହିଳାଙ୍କ ଜୀବନ ଗଲା

କେନ୍ଦୁଝର,୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ରେଞ୍ଜ ଗୋଳାବନ୍ଧ ବିଟ ଅନ୍ତର୍ଗତ ସିରିଆବାହାଳ ଗ୍ରାମ୍ୟ ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ଜଣେ ମହିଳା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ମୃତ ମହିଳା ବିଦେଶୀ ପେଣ୍ଠେଇଙ୍କ ଝିଅ ଶଶିକା ବୋଲି ଜଣାପଡ଼ିଛି। ଶୁକ୍ରବାର...

ଲକ୍ଷ ଲକ୍ଷ ବୃକ୍ଷଚାରା ଉଭାନ

ରାଉରକେଲା,୭।୭(ସଙ୍ଗୀତା ଜେନା : କିଛିବର୍ଷ ତଳେ ରାଉରକେଲା ସବୁଜିମାରେ ଭରପୂର ଥିଲା। ଇସ୍ପାତ ସହର ଜଙ୍ଗଲର ଭ୍ରମ ସୃଷ୍ଟି କରୁଥିଲା। ବନ ବିଭାଗ ଓ ରାଉରକେଲା ଇସ୍ପାତ କାରଖାନାର ମିଳିତ ଉଦ୍ୟମରେ ଉଭୟ ଶିଳ୍ପାଞ୍ଚଳ ଓ ମହାନଗର ଅଞ୍ଚଳରେ ବ୍ୟାପକ...

ପ୍ରତିଶ୍ରୁତି,ଆଶ୍ୱାସନାରେ ରହିଗଲା ଆବାସ ଘର

ତେନ୍ତୁଳିଖୁଣ୍ଟି,୭।୭(ଚିଦାନନ୍ଦ ସାହୁ): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ବାସହୀନଙ୍କୁ ଗୃହ ଦେବା ପାଇଁ ପରସ୍ପର ନିଜ ଯୋଜନା ବୋଲି ଡିଣ୍ଡିମ ପିଟିବା ପାଇଁ ପ୍ରଧାନମନ୍ତ୍ରୀ ଆବାସଗୃହ କାର୍ଯ୍ୟାଦେଶ ବଣ୍ଟନ ପଦ୍ମ ଘୁଞ୍ଚି ଘୁଞ୍ଚି ଜୁନ୍‌ ମାସ ପହଞ୍ଚତ୍ଲା। ଇତିମଧ୍ୟରେ...

ମେଟାପାଡୁକୁ ଚଲାବାଟ ବିପଦ

ପଟ୍ଟାଙ୍ଗି,୭ା୭(ଶରତ ଧଳ): ରାଜ୍ୟର ସୀମାନ୍ତ ଗ୍ରାମଗୁଡିକରେ ବସବାସ କରୁଥିବା ଗ୍ରାମବାସୀ ସରକାରଙ୍କ ଯୋଜନାରୁ କିପରି ଉପକୃତ ହୋଇପାରିବେ ସେନେଇ ବ୍ଲକ ପ୍ରଶାସନକୁ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏ ଦିଗରେ ବ୍ଲକ ପ୍ରଶାସନ ସେତେଟୋ ଆଗ୍ରହ ପ୍ରକାଶ...

ପ୍ରବଳ ବର୍ଷାରେ ପାହାଡ଼ି ପାଣି ଆସିବାରୁ ଟେମୁରୁପାଲ୍ଲୀ ଜଳମଗ୍ନ

ମାଲକାନଗିରି,୭ା୭(ଦୁର୍ଯ୍ୟୋଧନ ପାତ୍ର): ଗୁରୁବାରଠାରୁ ମାଲାକାନଗିରି ଜିଲାରେ ପ୍ରବଳ ବର୍ଷା ହେଉଥିବାର ଦେଖିବାକୁ ମିଳିଛି। ଏହି  ବର୍ଷାରେ ମାଲକାନଗିରି ଜିଲା ମାଥିଲି ବ୍ଲକ ଟେମୁରୁପାଲ୍ଲୀ ଗ୍ରାମରେ ବର୍ଷାଜଳ ମାଡ଼ି ଆସିବାରୁ ସମ୍ପୂର୍ଣ୍ଣ ଗ୍ରାମ ଜଳମଗ୍ନ ହୋଇଯାଇଛି। ତେବେ ପାହାଡ଼ ପାଣି ଆସି...

ଗେଷ୍ଟ୍‌ ହାଉସ୍‌ରୁ ମିଳିଲା ଝୁଲନ୍ତା ମୃତଦେହ

ବାଲେଶ୍ୱର,୭ା୭(ମାନସ ବିଶ୍ୱାଳ): ବାଲେଶ୍ବର ରାଜା ବଗିଚାସ୍ଥିତ ଗେଷ୍ଟ ହାଉସ ନିକଟରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଗେଷ୍ଟ ହାଉସ୍‌ ନିକଟ ଏକ ଗଛରେ ଝୁଲୁଥିବା ବେଳେ ପୋଲିସ ମୃତଦେହ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣକ ସେହି...

ଆଖିଧରା କମାଉଛି ଉପସ୍ଥାନ

ଭୁବନ,୭।୭(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳରେ ଆଖିଧରା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ସାମୂହିକ ଶିକ୍ଷାଦାନ ବେଳେ ଜାଣତ ଅଜାଣତରେ ବହୁସଂଖ୍ୟକ ଛାତ୍ରୀଛାତ୍ର ଏହାର ଶିକାର ହୋଇଛନ୍ତି। ସଂକ୍ରମଣ ଆଶଙ୍କାରେ ସୁସ୍ଥ ପିଲାମାନେ ବିଦ୍ୟାଳୟକୁ ଆସିବାକୁ ଭୟ...

ସଂଖ୍ୟା କମିଲେ ସମସ୍ୟା

ଢେଙ୍କାନାଳ,୭।୭(ରତନ ନାୟାର): ଶିମିଳିପାଳ ପରେ ହାତୀସଂଖ୍ୟାରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ଢେଙ୍କାନାଳ। ଥଣ୍ଡା ଜଳବାୟୁ, ସଂରକ୍ଷିତ ଜଙ୍ଗଲରେ ଅବାଧ ବିଚରଣ ଏହି ଐତିହ୍ୟପ୍ରାଣୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି। ହେଲେ ସମାନ୍ତରାଳ ଭାବେ ହାତୀ-ମଣିଷ ସଂଘର୍ଷକୁ ନେଇ କିଛି...

ସ୍ଥାନାନ୍ତର ପାଇଁ ମାସେ ସମୟ

ବଇଣ୍ଡା,୭ା୭(ପରିକ୍ଷିତ ସାହୁ): ଦେଶୀ ମଦ ଭାଟି ନିକଟରେ ଜମି ରହୁଛି ଆବର୍ଜନା ପାଣି। ଅନ୍ୟତ୍ର ଫିଙ୍ଗାଯାଉ ନାହିଁ ନିଷ୍କାସିତ ହେଉଥିବା ପୋଚ। ବର୍ଷ ବର୍ଷ ଧରି ଏହା ଗଚ୍ଛିତ ହୋଇ ରହୁଥିବାରୁ ଦୁର୍ଗନ୍ଧରେ ଫାଟି ଯାଉଛି ନାକ। ପ୍ରଦୂଷିତ ହେଉଛି...

ଯାଞ୍ଚ ହେବ ମାଷ୍ଟରମାଇଣ୍ଡ ଶିକ୍ଷକଙ୍କ ଶିକ୍ଷା ପ୍ରମାଣପତ୍ର

ବ୍ରହ୍ମପୁର,୭ା୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି କରିଥିବା ବହୁ ଶିକ୍ଷୟିତ୍ରୀ, ଶିକ୍ଷକ ପୂର୍ବରୁ ଧରାପଡ଼ିଛନ୍ତି। ଗତ ପ୍ରାୟ ଦେଢ଼ ମାସ ତଳେ ବ୍ରହ୍ମପୁର ପୋଲିସ ଗଞ୍ଜାମ ଜିଲାରେ ଅପରେଟ୍‌ କରୁଥିବା ଏକ ନକଲି ଜାଲ୍‌...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri