ଆମ ଜିଲା ଖବର

ସ୍ବତନ୍ତ୍ର ଅଲିମ୍ପିକ୍ସ ୱାଲର୍‌ଡ ଗେମ୍ସ ରୌପ୍ୟ ବିଜେତାଙ୍କୁ ପ୍ରଶାସନର ସମ୍ବର୍ଦ୍ଧନା

ବଲାଙ୍ଗୀର, ୦୬।୦୭ : ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ସତନ୍ତ୍ର ଅଲିମ୍ପିକ୍ସ ୱାଲର୍‌ଡ ଗେମ୍ସ ୨୦୨୩ରେ ଭାଗ ନେଇ ସଟପୂଟରେ ରୌପ୍ୟ ପଦକ ହାସଲ କରିଥିବା ବୈଷ୍ଣବ ରାଜପଲିଆଙ୍କୁ ବଲାଙ୍ଗିର ଜିଲା ପ୍ରଶାସନ ସମ୍ବର୍ଦ୍ଧିତ କରିଛି। ଜୁନ ୧୫ରୁ ୨୭ ତାରିଖ...

ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଊର୍ଦ୍ଧ୍ୱ ଗୁରୁତର

ବାଲେଶ୍ୱର,୬ା୭(ମାନସ ବିଶ୍ୱାଳ): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବୁଆଁଳ ପଞ୍ଚାୟତର ନୂଆଁପୁର ସିନ୍ଧିଆ ଗ୍ରାମରେ ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗ୍ରାମର ଆଦିତ୍ୟ ପ୍ରଧାନଙ୍କ ଦେହାନ୍ତ...

ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକଙ୍କ ନାଁରେ ଥାନାରେ ମାମଲା

ଛତ୍ରପୁର,୬ା୭(ସନ୍ତୋଷ ପାଢ଼ୀ): ଓଡ଼ିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ରେ ହରିଜନ ଶବ୍ଦ ପ୍ରୟୋଗ କରି ଜାତିଆଣ ଆକ୍ଷେପକୁ ଭାରତ ମୁକ୍ତି ମୋର୍ଚ୍ଚା ନାପସନ୍ଦ କରିବା ସହ ବିରୋଧ ହୋଇଛି। ଗୁରୁବାର ସିନେମାର ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତ୍ରୀଙ୍କ ନାଁରେ...

‘ଧରିତ୍ରୀ ଖବରକାଗଜ ଯୁବପିଢ଼ିଙ୍କ ପାଇଁ ଜ୍ଞାନର ଭଣ୍ଡାର’

ମାଲକାନଗିରି,୬ା୭(ଦୁର୍ଯ୍ୟୋଧନ ପାତ୍ର/ନୃସିଂହ ମହାନ୍ତି): ‘ଧରିତ୍ରୀ’ ଖବରକାଗଜର ୫୦ ବର୍ଷ ଅବସରରେ ମାଲକାନଗିରି ଜିଲା ସଦରମହକୁମା ମହିଳା ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କୁ ନେଇ ବକ୍ତୃତା ପ୍ରତିଯୋଗିତା ଓ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି। ଦୁଇ ଶହ ଛାତ୍ରୀ ଓ ଅତିଥିମାନଙ୍କ ଉପସ୍ଥିତିରେ ୧୦...

କାନ୍ଥପଡ଼ି ନାବାଳକଙ୍କ ଜୀବନ ଗଲା

ମୋରଡ଼ା,୬ା୭(ସ୍ମାରକୀ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଘୋଳମୁଁହା ପଞ୍ଚାୟତରେ କାନ୍ଥ ଭୁଶୁଡ଼ି ପଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ସୂଚନାନୁଯାୟୀ, ଉକ୍ତ ପଞ୍ଚାୟତ ଅନ୍ତର୍ଗତ ଆଣୁଆ ଗ୍ରାମର ପ୍ରଗଣାସାହି ୧୨ ନଂ ଓ୍ବାର୍ଡର ଯମୁନା ମାର୍ଣ୍ଡିଙ୍କ ଘର...

ଗଞ୍ଜାମରେ ପୋଡ଼ିଲାଣି ତଳି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଛତ୍ରପୁର,୬ା୭(ସନ୍ତୋଷ ପାଢ଼ୀ): ଚଳିତବର୍ଷ ବର୍ଷା ଅଭାବରୁ ଗଞ୍ଜାମ ଜିଲାର ଅଧିକାଂଶ ବ୍ଲକରେ ଧାନଫସଲର ଗଜା ମରୁଡ଼ି ଓ ତଳିପୋଡ଼ି ଗଲାଣି। କେତେକ ବ୍ଲକ୍‌ରେ ଧାନରୁଆ ହୋଇଥିବା ଜମି ମଧ୍ୟ ଫାଟି ଗଲାଣି। ଏପରି ପରିସ୍ଥିତିରେ ଧାନତଳିକୁ କିପରି ବଞ୍ଚାଇବେ। ସେଥିପାଇଁ...

ଜାଗା ବିବାଦକୁ ନେଇ ଆକ୍ରମଣ, ଜଣେ ଆହତ

ଗଞ୍ଜାମ,୬ା୭(ବିଦ୍ୟାଧର ସାହୁ): ରମ୍ଭା ଥାନା ଅନ୍ତର୍ଗତ ଗଞ୍ଜାମ ବ୍ଲକର ସନ୍ତୋଷପୁର ଗ୍ରାମରେ ଜାଗା ବିବାଦକୁ ନେଇ ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଉକ୍ତ ଗ୍ରାମର ଜେ. ଡମ୍ବରୁ ରେଡ୍ଡି ଆହତ ହୋଇଥିବା ବେଳେ...

କାର୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ଟ୍ରକ୍‌

ପାଟଣା,୬ା୭(ବୀରକିଶୋର ଦାଶ): କେନ୍ଦୁଝର ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନମ୍ବର ଜାତୀୟ ରାଜପଥର ଝାରବେଡ଼ା ନିକଟରେ ଗୁରୁବାର ଏକ ଟ୍ରକ୍‌ ଧକ୍କାରେ କାର୍‌ର ସମ୍ମୁଖ ଭାଗ ଚୂର୍‌ମାର ହୋଇଯାଇଛି। ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲା ସିଙ୍ଗିଡ଼ା...

ଖଁା ଖଁା ପ୍ରାଣୀ ଚିକିତ୍ସାଳୟ

ଖଇରା,୬।୭(ଉତ୍କଳବନ୍ଧୁ ପଣ୍ଡା)ବାଲେଶ୍ୱର ଜିଲା ଖଇରା ବ୍ଲକର ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ୬ମାସ ହେଲା ଡାକ୍ତରଶୂନ୍ୟ। ଏଠାରେ ୪ଟି ପଦବୀ ଥିବା ବେଳେ ଜଣକ ପରେ ଜଣେ ଏହିଭଳି ଭାବେ ସବୁ ଡାକ୍ତର ୨୨-୨୩ବର୍ଷ ମଧ୍ୟରେ ଅନ୍ୟତ୍ର ଚାଲିଯାଇଛନ୍ତି। ଏଣୁ ଦୈନିକ...

୩୦ ବର୍ଷ ପରେ ବି ନିଜସ୍ବ କୋଠା ନାହିଁ

ସୋନପୁର,୬।୭(ମୃତ୍ୟୁଞ୍ଜୟ ଶତପଥୀ)ଅପରାଧୀଙ୍କୁ ଧରିବା ସହ ଲୋକଙ୍କୁ ସୁରକ୍ଷା ଦେବା ପୋଲିସର କର୍ତ୍ତବ୍ୟ। କିନ୍ତୁ ଲୋକଙ୍କୁ ସୁରକ୍ଷା ଦେଉଥିବା ପୋଲିସ କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ସୁବିଧା ନାହିଁ। ସୁବର୍ଣ୍ଣପୁର ଜିଲା ହରଡଖୋଲ ବିଟ୍‌ରେ ଏଭଳି ସ୍ଥିତ ଦେଖିବାକୁ ମିଳିଛି। ଏହି ବିଟ୍‌ରେ...

କୁଢ଼କୁଢ଼ ଆବର୍ଜନାରେ ଭର୍ତ୍ତି ସାପ୍ତାହିକ ହାଟ

କୁତ୍ରା,୬।୭(ଦେବାଶିଷ ସାହୁ)ସୁନ୍ଦରଗଡ଼ ଜିଲା କୁତ୍ରା ୧୦ ନମ୍ବର ରାଜ୍ୟ ରାଜପଥକୁ ଥିବା ସାପ୍ତାହିକ ହାଟରେ କୁଢ଼କୁଢ଼ ଅଳିଆ ଆବର୍ଜନା ପଡ଼ି ରହିଛି। ସାମାନ୍ୟ ପବନ ହେଲେ ଅଳିଆ ଏଣେତେଣେ ଉଡ଼ିବା ସହିତ ଦୁର୍ଗନ୍ଧରେ ଫାଟି ପଡୁଛି ହାଟ ଅଞ୍ଚଳ। ଫଳରେ...

ସ୍ପଷ୍ଟୀକରଣରେ ଅଟକିଗଲା ବର୍ଗୀକରଣ, ପଦୋନ୍ନତି

ନବରଙ୍ଗପୁର,୬।୭(ସଦାଶିବ ପ୍ରହରାଜ)ପ୍ରାଥମିକ ଶିକ୍ଷକଙ୍କ ବର୍ଗୀକରଣ ଓ ପଦୋନ୍ନତି ସମୟସୀମା ଚାଲିଯାଇଥିଲେ ମଧ୍ୟ ଜିଲା ଶିକ୍ଷା ବିଭାଗର ଅଙ୍କକଷା ଚାଲିଛି। ବାରମ୍ବାର ସ୍ପଷ୍ଟୀକରଣ ନାମରେ ଫାଇଲ ଅଟକିଯାଇଛି। ନିର୍ଭୁଲ୍‌ ତାଲିକା ପ୍ରସ୍ତୁତ କରିବାରେ ଜିଲା ଶିକ୍ଷା ବିଭାଗ ଅସମର୍ଥ ବୋଲି ଶିକ୍ଷୟିତ୍ରୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri