ଆମ ଜିଲା ଖବର

ଏକଜିଦିଆ ଛତିଶଗଡ଼, ଖୋଲିଲା କଲମାର ସବୁ ଗେଟ୍‌

ସମ୍ବଲପୁର, ୧ା୭(ଶୁଭାଶିଷ ପାଢ଼ୀ): ଆସନ୍ତା ୪ ତାରିଖରେ ଲଘୁଚାପ ଯୋଗୁ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଅନୁମାନ କରାଯାଇଛି। ଏଭଳିସ୍ଥଳେ ହୀରାକୁଦ ଡ୍ୟାମର ଉପରମୁଣ୍ଡ ମହାନଦୀରେ ଥିବା ଛତିଶଗଡ଼ର କଲମା ବ୍ୟାରେଜ୍‌ର ସମସ୍ତ ୬୬...

ବିକାଶ ନାମରେ ଲକ୍ଷେ ବୃକ୍ଷ ବଳି

ଅନୁଗୋଳ, ୧ା୭(ଅମିତ କୁମାର ସାମଲ): ୨୦୧୭ରୁ ୨୦୨୩ ମଧ୍ୟରେ ଅନୁଗୋଳ ଜିଲାର ଶତାଧିତ୍କ ହେକ୍ଟର ଜଙ୍ଗଲ ଜମିରୁ ହୋଇଛି ବ୍ୟାପକ ବୃକ୍ଷ ଛେଦନ। ତାଳଚେର-ବିମଳାଗଡ଼ ଓ ଅନ୍ୟ ରେଳପଥ ପାଇଁ କଟାଯାଇଛି ୭ ହଜାର ୯୩୫ ଗଛ। ଜାତୀୟ ଓ...

୩ ବର୍ଷ ହେବ ନିଜେ ଚାକିରିରୁ ବିଦା: ଚାକିରି ଦେବା ନାଁରେ କରୁଥିଲେ ଠକେଇ

ଉଦଳା,୩୦ା୬(ସନ୍ତୋଷ କୁମାର ବାଚ୍ଛିନୀ): ଡାକ୍ତରଖାନାରେ ଚିକିରି କରାଇଦେବାକୁ କହି ଟଙ୍କା ଲୁଟୁଥିବା ଅଭିଯୋଗରେ ଉଦଳା ଥାନା ପୋଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଉଦଳା ଏନ୍‌ଏସି ୪ ନଂ. ୱାର୍ଡର ରଜତ କୁମାର ପାତ୍ର। ଚାକିରି କରାଇଦେବାକୁ କହି ଲୋକଙ୍କ...

ସୁନାବେଶ ଦେଖି ଫେରୁଥିବା ବେଳେ ଦୁର୍ଘଟଣା ଯୁବକ ଗୁରୁତର, ୨ ଆହତ

ବନ୍ତ,୩୦।୬(ହରିନାରାୟଣ ମହାନ୍ତି)-ପୁରୀରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଦର୍ଶନ ସାରି ଯୁବକମାନେ ଘରକୁ ଫେରୁଥିବା ବେଳେ ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଚାରିପୋଖରିଆ ଛକଠାରେ ଶୁକ୍ରବାର ଭୋର ସମୟରେ ଏକ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଗୁରୁତର ହୋଇଥିବା...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଯୋଡ଼ା,୩୦ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ବାମେବାରି ଥାନା ଅନ୍ତର୍ଗତ ଜରିବାହଲ ଗ୍ରାମରେ ଶୁକ୍ରବାର ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାମ ମେଣ୍ଡି ଚାମ୍ପିଆ(୪୫)। ମୃତ୍ୟୁର କାରଣ ଜଣାପଡ଼ି ନ ଥିବା ବେଳେ ପୋଲିସ ଘର ଭିତରୁ...

ଏସ୍‌ପିଙ୍କୁ ଭେଟି ଆତ୍ମାହୂତି ଚେତାବନୀ

ଭଦ୍ରକ,୩୦।୬(ସନାତନ ରାଉତ): ୩ ମାସ ଧରି ତିହିଡ଼ି ଥାନା ହାଟୁଆରୀ ଗ୍ରାମର ଭଗବାନ ଦାସ ଘରେ ନ ଥିବା ବେଳେ ତାଙ୍କ ଅନୁପସ୍ଥିତିରେ ୩ଟି ଥାନାରେ ୫ ମାମଲା ରୁଜୁ କରାଯାଇଥିବା ତାଙ୍କ ସ୍ତ୍ରୀ ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି।...

ଖାଦ୍ୟରେ ବାହାରିଲା ଝିଟିପିଟି : ୧୪ ଛାତ୍ର ଅସୁସ୍ଥ

ଭଦ୍ରକ,୩୦।୬(ସନାତନ ରାଉତ): ଭଦ୍ରକ ସହରର ମୋଟେଲ ଛକସ୍ଥିତ ଦାମୋଦର ଆଇଆଇଟିର ୧୪ଛାତ୍ର ଅସୁସ୍ଥହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ପରେ ଚିକିତ୍ସିତ ହୋଇ ବିଳମ୍ବିତ ରାତିରେ ହଷ୍ଟେଲକୁ ଫେରଥିଲେ। ସୂଚନାମୁତାବକ, ଭଦ୍ରକ ସହରର ମୋଟେଲ ଛକଠାରେ ଥିବା  ଦାମୋଦର...

ଚିକିତ୍ସା ପାଇଁ ରୋଗୀଙ୍କୁ ଦୋଳାରେ ବୋହିଲେ ଗ୍ରାମବାସୀ

ପୋଲସରା,୩୦।୬(ସୁବ୍ରତ ବେହେରା) ସାଢ଼େ ଚାରି କୋଟି ଓଡ଼ିଆ ଅସହାୟ ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରି ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର। ହେଲେ ଗାଁକୁ ନାହିଁ ପକ୍କା ରାସ୍ତା। ଚିକିତ୍ସା ପାଇଁ ରୋଗୀଙ୍କୁ ଦୋଳାରେ ୬ କି.ମି....

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଚର୍ଚ୍ଚା : ଭାଇରାଲ ପ୍ରଶ୍ନପତ୍ରରେ କୌଣସି ସତ୍ୟତା ନାହିଁ କହିଲା ବୋର୍ଡ

କଟକ, ୩୦।୬: ଓଟିଇଟି ପରୀକ୍ଷା ପ୍ରଶ୍ନ ଲିକ୍‌ ହୋଇଥିବା ଚର୍ଚ୍ଚାକୁ ନେଇ ବୋର୍ଡ କର୍ତ୍ତୃପକ୍ଷ ଉତ୍ତର ରଖିଛନ୍ତି। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ପ୍ରଶ୍ନପତ୍ରରେ କୌଣସି ସତ୍ୟତା ନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ତେବେ ଦଶମ...

ଟ୍ରକ ସହ ୪୮୦ କେଜି ଗଞ୍ଜେଇ ଜବତ, ୪ ଗିରଫ

ବ୍ରହ୍ମପୁର,୩୦।୬ (ସୁବାସ ଚନ୍ଦ୍ର ପାଢ଼ୀ): ଗଜପତିରୁ ହ୍ମପୁର ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ଅବକାରୀ ଗୁଇନ୍ଦା ନିକଟରେ ଖବର ପହଞ୍ଚିଥିଲା। ଡେପୁଟି ସୁପରଟେଣ୍ଡେଣ୍ଟ କୁବେର ସେଠୀଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା। ୪ ଘଣ୍ଟାର ଅପରେଶନରେ ଉକ୍ତ...

ଆଉ ଶୁଣିବାକୁ ମିଳିବନି କଣ୍ଠ ଶିଳ୍ପୀ ସୁନାମ ସୁନାଙ୍କ ଗୀତ

ଭବାନୀପାଟଣା,୩୦।୬(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ତଥା କଳାହାଣ୍ଡିର କିଶୋର କୁମାର କୁହାଯାଉଥିବା ଲୋକପ୍ରିୟ ଗାୟକ ସୁନାମ ସୁନା (ମୁନା)ଙ୍କ ଶୁକ୍ରବାର ସକାଳରେ ରାୟପୁରସ୍ଥିତ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଛି। ତାଙ୍କ ବିୟୋଗ ଖବର ଶୁଣି...

୪ ବର୍ଷ ହେଲା ପ୍ରଧାନମନ୍ତ୍ରୀ ଆବାସ କରାଇ ଦେବାକୁ ଜିଆର୍‌ଏସ୍‌ ନେଇଥିଲେ ଲାଞ୍ଚ: ଏବେ ଟଙ୍କା ମାଗିବାରୁ ପଥର ଫୋପାଡି ମାରିଲେ

ଚାନ୍ଦବାଲି,୩୦।୦୬(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଦୋସିଙ୍ଗା ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ୍‌ ପ୍ରଧାନମନ୍ତ୍ରୀ ଆବାସ କରେଇ ଦେବା ପାଇଁ ଉକ୍ତ ପଞ୍ଚାୟତର ରାଜୁ ଜେନାଙ୍କଠାରୁ ଟଙ୍କା ଲାଞ୍ଚ ନେଇଥିଲେ। ଦୀର୍ଘ ୪ ବର୍ଷ ବିତି ଯାଇଥିଲେ ମଧ୍ୟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri