ଆମ ଜିଲା ଖବର

ଗଞ୍ଜାମ ସହରରେ ପନିପରିବା ଦର ଆକାଶଛୁଆଁ,ଗରିବ ଖାଉଟି ମୁଣ୍ଡରେ ଚଡକ

ଗଞ୍ଜାମ,୨୭।୬(ବିଦ୍ୟାଧର ସାହୁ ): ଗତ କିଛିଦିନ ହେବ ଗଞ୍ଜାମ ସହରରେ ପନିପରିବା ଦର ବୃଦ୍ଧି ହେବାରେ ଲାଗିଛି । ଅଦିନରେ ଏଭଳି ନିତ୍ୟ ଅପରିହାର୍ଯ୍ୟ ଜିନିଷର ଦରବୃଦ୍ଧି ଗରିବ ଖଟିଖିଆ ଜନସାଧାରଣ ମୁଣ୍ଡରେ ଚଡ଼କ ପଡିଛି । ବର୍ତ୍ତମାନ ଟମାଟ...

ଜମି ହୁଡାରୁ ଚାଷୀଙ୍କ ମୃତ ଦେହ ଜବତ

ଭବାନୀପାଟଣା,୨୭।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୟପାଟଣା ଥାନା ପାବଳୀ ଗ୍ରାମର ଘେନୁମୁଣ୍ଡା ବଡ଼ବନ୍ଧ ନିକଟରେ ଥିବା ଏକ ଚାଷଜମି ହୁଡାରୁ ଜଣେ ଚାଷୀଙ୍କ ମୃତ ଦେହକୁ ମଙ୍ଗଳବାର ସକାଳରେ ସ୍ଥାନୀୟ ପୋଲିସ ଜବତ କରିଛି। ମୃତ ଚାଷୀ ହେଲେ...

ଗଛକୁ ପିଟିଲା ବରଯାତ୍ରୀ ଗାଡ଼ି

ପାଟଣା,୨୭।୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଖୁଣ୍ଟାପଡ଼ା ପଞ୍ଚାୟତ ପିପିଳିଆ ନିକଟରେ ସୋମବାର ରାତିରେ ବରଯାତ୍ରୀ ନେଇ ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପିକ୍‌ଅପ୍‌ ଭ୍ୟାନ୍‌ଟି ରାସ୍ତାପାର୍ଶ୍ୱରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ଏଥିରେ...

ଉଦ୍‌ଘାଟନ ପୂର୍ବରୁ ଦବିଗଲା ବିଜୁ ସେତୁ

ଲୋଇସିଂହା,୨୭।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ପନେସରାରୁ କେଉଁଟିପାଲିକୁ ସଂଯୋଗ କରୁଥିବା ଘେସରା ନାଳରେ ବିଜୁ ସେତୁ ନିର୍ମାଣ ହୋଇଛି। ଉଦ୍‌ଘାଟନ ପୂର୍ବରୁ ସେତୁର ଉଭୟ ପାର୍ଶ୍ୱରେ ରାସ୍ତା ଦବି ଯାଇଛି। ସେତୁ ଅସୁରକ୍ଷିତ ହୋଇପଡିଛି। ଯାତ୍ରୀମାନେ...

ଲୋକାର୍ପଣ ହେଉନି ଜିଏମ୍‌ୟୁ ଅତ୍ୟାଧୁନିକ ଅଡିଟୋରିୟମ

ସମ୍ବଲପୁର,୨୭ା୬(ଶୁଭାଶିଷ ପାଢୀ): ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍‌ୟୁ)ର ଅତ୍ୟାଧୁନିକ ଅଡିଟୋରିୟମ କାର୍ଯ୍ୟ ପ୍ରାୟ ଏକବର୍ଷ ହେବ ସମ୍ପୂର୍ଣ୍ଣ ହୋଇଛି। ହେଲେ ଏହା ଲୋକାର୍ପଣ ହୋଇ ନ ଥିବାରୁ ବ୍ୟବହାରରେ ଆସିପାରୁ ନାହିଁ। କାମ ସରିବା ପରେ ମଧ୍ୟ ଜିଏମ୍‌ୟୁକୁ...

ଭାଇର ହତ୍ୟାକାରୀ ସାଜିଲା ଭାଇ

ଭେଡ଼େନ,୨୬।୬(ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ତାଲମେଣ୍ଡା ପଞ୍ଚାୟତ ଅନ୍ତର୍ଗତ ସାନପିପିଲିପାଲି ଗ୍ରାମରେ ନିଜ ବଡ଼ ଭାଇକୁ ହତ୍ୟା ଅଭିଯୋଗରେ ରବି ପଧାନ (୩୬)ଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ...

ବର୍ଷାରେ ସରକାରୀ ବସ୍‌ଷ୍ଟାଣ୍ଡ ବେହାଲ

ବରଗଡ଼,୨୭।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ମଧ୍ୟରେ ରହିଥିବା ସରକାରୀ ବସଷ୍ଟାଣ୍ଡ ସାମାନ୍ୟ ବର୍ଷାରେ ବେହାଲ ହୋଇପଡିଛି। ପ୍ରତିବର୍ଷ ବର୍ଷାଦିନେ ବସଷ୍ଟାଣ୍ଡରେ ଏଭଳି ସମସ୍ୟା ଲାଗି ରହିଥିବାବେଳେ ଏପର୍ଯ୍ୟନ୍ତ ତାର କିଛି ସମାଧାନ କରା ନ ଯିବା ବିଭାଗୀୟ ଅପାରଗତାକୁ ପଦାରେ...

ବର୍ଷାରେ ଗଛପଡ଼ି ଭାଙ୍ଗିଲା ଘର

କୋରାପୁଟ/ନନ୍ଦପୁର,୨୬ା୬(ଅମିତାଭ ବେହେରା/ଶଙ୍କର ପୂଜାରୀ): କୋରାପୁଟ ଜିଲାରେ କ୍ରମାଗତ ଭାବେ ବର୍ଷା ଲାଗିରହିଛି। ଲଗାଣ ବର୍ଷା ଯୋଗୁ ରବିବାର ରାତିରେ ନନ୍ଦପୁର ବ୍ଲକ କୁଲାର ସିଂ ପଞ୍ଚାୟତ ଦଳେଇପୁଟ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରଭାଙ୍ଗିଛି। ଗ୍ରାମର କୌଶଲ୍ୟା ଗୁଣ୍ଠା ଓ ତାଙ୍କ...

ବେଆଇନ ଭାବେ ସରକାରୀ ଅଫିସରେ ଲାଗୁଛି ପ୍ରାଇଭେଟ ଗାଡ଼ି

ରାୟଗଡ଼ା,୨୭।୬(ଆଶିଷ ରଞ୍ଜନ ପଣ୍ଡା): ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବ୍ୟକ୍ତିଗତ ବ୍ୟବହୃତ ପାଇଁ ପଞ୍ଜୀକୃତ ଗାଡ଼ିଗୁଡ଼ିକ ମାସିକ ଭଡ଼ା ସୂତ୍ରରେ ଲଗାଯାଇ ପରିବହନ ନିୟମର ଖୋଲା ଉଲଂଘନ ଚାଲିଥିବା ଅଭିଯୋଗ ହୋଇଛି। କମର୍ସିଆଲ ଓ ଟ୍ୟାକ୍ସି ପରିମିଟ ଥିବା ଗାଡ଼ି ହିଁ ସରକାରୀ...

ବାଡ଼ିରୁ ୧୮ ନାଗଛୁଆ ଉଦ୍ଧାର

ରାୟଗଡ଼ା,୨୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ପୁରୁଣା ଏଲ୍‌ଆଇସି କଲୋନୀର ଭରତ ବେନିଆ ନାମକ ଜଣେ ବ୍ୟକ୍ତିଙ୍କ ଘର ପଛ ବାଡ଼ିରୁ ୧୮ଟି ନାଗ ଛୁଆ ଉଦ୍ଧାର ହୋଇଛି । ପରିବାର ଲୋକେ ବାଡିକୁ ଯାଇଥିବାବେଳେ ନାଗ ଛୁଆଙ୍କୁ ଦେଖି...

ବଳାତ୍କାର ଅଭିଯୁକ୍ତଙ୍କୁ ଜେଲ

ଢେଙ୍କାନାଳ,୨୭ା୬(ରତନ ନାୟାର): ଜଣେ ଦଳିତ ସମ୍ପ୍ରଦାୟର ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ଢେଙ୍କାନାଳ ଫାଷ୍ଟଟ୍ରାକ୍‌ ଅଦାଲତ ସୋମବାର ଦୋଷୀ ସାବ୍ୟସ୍ତ କରିବା ସହ ୭ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ୨୬ ଅକ୍ଟୋବର ୨୦୨୦ରେ ଅଭିଯୁକ୍ତ ନିରଞ୍ଜନ ମହାରଣା ସମ୍ପୃକ୍ତା...

ବୃଦ୍ଧଙ୍କଠାରୁ ଟଙ୍କା ନେଇଗଲେ ଦଲାଲ

ଅନୁଗୋଳ,୨୭।୬(ଅମିତ ସାମଲ): ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ବୃଦ୍ଧ ରୋଗୀଙ୍କଠାରୁ ଦଲାଲ ଟଙ୍କା ଠକି ନେଇଥିବା ସୋମବାର ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ବଅଁରପାଳ ବ୍ଲକ ଜରପଡ଼ା ଥାନା ବିମଳବେଡ଼ା ଅଞ୍ଚଳର ସୁଦର୍ଶନ ପ୍ରଧାନ ତାଙ୍କ ବାପା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri