ଆମ ଜିଲା ଖବର

ନଦୀରେ ଗାଧୋଉଥିବା ବେଳେ ଛାତ୍ରଙ୍କୁ ଟାଣିନେଲା କୁମ୍ଭୀର

ଦିଗପହଣ୍ଡି,୨୭ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସେବକ ଟିକରପଡ଼ା ଗ୍ରାମ ଘୋଡାହାଡ ନଦୀ ଗଣ୍ଡରେ ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଗାଧୋଉଥିବା ବେଳେ ଜଣେ ୫ମ ଶ୍ରେଣୀ ଛାତ୍ରଙ୍କୁ ଏକ କୁମ୍ଭୀର ଟାଣି ନେଇଥିଲା। ବହୁ ସମୟ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ତ୍ରୁଟି

କୁଜଙ୍ଗ,୨୭ା୬(ମନୋଜ ପ୍ରଧାନ): ଦଶମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ ସ୍ବାଧୀନତା ସଂଗ୍ରାମ ଉପରେ ଭୁଲ୍‌ ତଥ୍ୟ ଉପସ୍ଥାପନ କରାଯାଇଥିବା ନେଇ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ପୀତାମ୍ବର ତରାଇ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଦର୍ଶାଇଛନ୍ତି। ସେଥିରେ ସେ...

ମା’ ସଶକ୍ତ ହେଲେ ଓଡ଼ିଶା ବିକଶିତ ହେବ

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ମା’ ସଶକ୍ତ ହେଲେ ପରିବାର ସଶକ୍ତ ହୁଏ। ପରିବାର ସଶକ୍ତ ହେଲେ ରାଜ୍ୟ ବିକଶିତ ହୁଏ। ମୁଖ୍ୟମନ୍ତ୍ରୀ ସବୁବେଳେ କହିଥାନ୍ତି, ମା’ମାନେ ଆଗକୁ ବଢ଼ିଲେ ଓଡ଼ିଶା ଆଗକୁ ବଢ଼ିବ। ୨ ଦିନିଆ ବରଗଡ଼ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କ...

ବେଆଇନ ପରିବହନ ୧୧ ଜୀବନ ନେଲା

ବ୍ରହ୍ମପୁର (ସୁବାସ ଚନ୍ଦ୍ର ପାଢ଼ୀ)/ ଦିଗପହଣ୍ଡି (ଅଶେଷ ନାଥ ମିଶ୍ର)/ ପାଟପୁର(ସୀମାଞ୍ଚଳ ସାହୁ),୨୭ା୬: ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟରେ ଓଏସ୍‌ଆର୍‌ଟିସି ବସ୍‌ ସହ କନ୍ୟାଯାତ୍ର୍ରୀ ମିନିବସ୍‌ ମୁହଁାମୁହିଁ ଧକ୍କା ହେବା ଯୋଗୁ ବଡ଼ଧରଣର ଦୁର୍ଘଟଣା ଘଟିଛି।...

ସୌରୀନ ଭଟ୍ଟଙ୍କୁ ସମର୍ପଣ ପାଇଁ ଆହ୍ବାନ

କଟକ ଅଫିସ,୨୬।୬: ଓଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କୁ ଗିରଫ କରିବାକୁ ପୋଲିସ୍‌ ଟିମ୍‌ କୋଲକାତା ଯାଇଥିଲା। ମାତ୍ର ସେଠାରୁ ପୋଲିସକୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା। କଟକର ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା ଓ ଠକେଇ ଅଭିଯୋଗ ଆସିବା ପରେ...

୨୫ ଦିନ ପରେ ସ୍ବଭାବିକ ହେଉଛି ସ୍ଥିତି: ରହିଲାଣି ଲୋକାଲ ଟ୍ରେନ୍‌ 

ସୋର, ୨୬।୬(ଜନ୍ମେଜୟ ମିଶ୍ର): ବାହାନଗା ଟ୍ରେନ ଦୁର୍ଘଟଣାର ୨୫ ଦିନ ପରେ ଧୀରେ ଧୀରେ ସ୍ଥିତି  ସ୍ବଭାବିକ ହେଉଛି । ଯେଉଁ ଲୋପ ଲାଇନରେ ଛିଡ଼ା ହୋଇଥିବା ଏକ ପଥର ବୋଝେଇ ମାଲବାହିକୁ କରମଣ୍ଡଳ ଧକ୍କା ଦେଇଥିଲା, ସେହି ଦକ୍ଷିଣ...

କାମ ନ ସରି ରାସ୍ତା ଫାଟିଲା

ନିଶ୍ଚିନ୍ତକୋଇଲି,୨୬। ୬(ଅଶୋକ କୁମାର ମହାପାତ୍ର): ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଖନ୍ଦଳ ଠାରୁ ଝାଡ଼େଶ୍ୱପୁର ଭାୟା ଉମର ରାସ୍ତା କାମ ଚାଲିଛି। ଏହି କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମ୍ୟ ଉନ୍ନୟନ...

ସୂର୍ଯ୍ୟମନ୍ଦିର ପରିସରରେ ବର୍ଷା ଜଳ : ପର୍ଯ୍ୟଟକ ହଇରାଣ

କୋଣାର୍କ,୨୬।୬(ଜ୍ୟୋତିରାଜ ମହାନ୍ତି): ଅଳ୍ପ ବର୍ଷା ହେଲେ ସୂର୍ଯ୍ୟମନ୍ଦିର କୋଣାର୍କ ପାର୍ଶ୍ୱରେ ପାଣି ଜମି ରହୁଛି। ଏଥିସହ ପ୍ରଚଣ୍ଡ ଖରାରେ ସେଠାରେ ପାନୀୟ ଜଳ ଅଭାବ ଦେଖିବାକୁ ମିଳୁଛି। ଫଳରେ ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଏଏସ୍‌ଆଇ ପକ୍ଷରୁ ସ୍ଥାୟୀ...

ବଢୁଛି ବେଆଇନ ବ୍ଲାଷ୍ଟିଂ

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ)/ବେଗୁନିଆ, ୨୬ା୬(ହରପ୍ରସନ୍ନ ପଣ୍ଡା): ଖୋର୍ଦ୍ଧା ଜିଲାରେ ଥିବା ଶ୍ରୀଜଗନ୍ନାଥଙ୍କ ଜମି ଓ ଖଣିରୁ ମାଙ୍କଡ଼ା ପଥର, ମୋରମ ଚୋରାଚାଲାଣ ବଢ଼ିଚାଲିଛି। ଏକାଧିକ ଖଣିକୁ ଶ୍ରୀମନ୍ଦିର ପ୍ରଶାସନର ଅନୁମୋଦନ ନ ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ବ୍ଲାଷ୍ଟିଂ ପାଇଁ ମଧ୍ୟ...

ମୌସୁମୀ ବର୍ଷା, ଧାନ ବିହନ ବୁଣିଲେ ଚାଷୀ

ପଦ୍ମପୁର,୨୬।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଶନିବାର ରାତିରୁ ବର୍ଷା ହୋଇଛି। ଫଳରେ ଜମି ପ୍ରସ୍ତୁତ କରି ବିହନ ବୁଣିବାକୁ ଅପେକ୍ଷା କରିଥିବା ଚାଷୀଙ୍କ ହସ ଫୁଟିଛି। ପଦ୍ମପୁର ବ୍ଲକର ବିଭିନ୍ନ ଗ୍ରାମରେ ଚାଷୀମାନେ ପାଗ ଅନୁକୂଳ ଦେଖି...

ମାଣ୍ଡିଆ ଚାଷୀଙ୍କ ପ୍ରୋତ୍ସାହନ ରାଶି ମିଳିନି

ନୂଆପଡ଼ା,୨୬।୬(ମକାରୁ ବେମାଲ): ନୂଆପଡା ଜିଲାରେ ଚାଷୀମାନେ ମାଣ୍ଡିଆ ଚାଷକରି ଆସୁଥିଲେ। ତାହା ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ସିମିତ ହୋଇ ରହିଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ମିଲେଟ ମିଶନ ହେବା ପରେ ଜିଲାରେ ମାଣ୍ଡିଆ ଚାଷ ବିପୁଳ ମାତ୍ରାରେ ବଢି...

ବର୍ଷାରେ ଧୋଇଗଲା ଡାଇଭର୍ସନ

କୁଚିଣ୍ଡା,୨୬ା୬(ବିରଞ୍ଚତ୍ ଦର୍କା): ଲଘୁଚାପ ଜନିତ ପ୍ରବଳ ବର୍ଷାରେ କୁଚିଣ୍ଡା-ଫାସିମାଲ ରାସ୍ତା ସର୍ଦ୍ଧାପାଲିଠାରେ ନିର୍ମାଣାଧୀନ ସେତୁ ଡାଇଭର୍ସନ ଧୋଇ ହୋଇଯାଇଛି। ଫଳରେ ଏହା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ବକ୍ସମା ପଞ୍ଚାୟତ ସର୍ଦ୍ଧାପାଲି ନାଳା ଉପରେ ୫ କୋଟି ୩୦ ଲକ୍ଷ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri