ଆମ ଜିଲା ଖବର

ଦିଗପହଣ୍ଡି ବସ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬ା୬: ଓଡ଼ିଶାର ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଥିବା ବେଳେ...

ଧୋଇଗଲା ଆପ୍ରୋଚ୍‌ ରୋଡ୍‌

ପରଜଙ୍ଗ,୨୬।୬(ନିଗମାନନ୍ଦ ଦଳବେହେରା): ପ୍ରବଳ ବର୍ଷାରେ ପରଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବତାସିଂହ ନାଳ ଉପର ନିର୍ମିତ ଆପ୍ରୋଚ୍‌ ରୋଡ୍‌ ଧୋଇଯାଇଛି। ଫଳରେ ପଣ୍ଡୁଆ-ଭାଲୁମୁଣ୍ଡାକୁ ଯାତାୟାତ ଠପ୍‌ ହୋଇଯାଇଛି। କାମାକ୍ଷାନଗର, ପରଜଙ୍ଗ ବ୍ଲକର ୧୦ ପଞ୍ଚାୟତର ଲୋକେ ଏହାଦ୍ୱାରା ଊଣାଅଧିକେ...

ଆରମ୍ଭରୁ ଏମିତି…

ଢେଙ୍କାନାଳ, ୨୬।୬(ରତନ ନାୟାର): ସାରା ରାଜ୍ୟକୁ ଛୁଇଁଛି ମୌସୁମୀ। ଦୁଇଦିନ ହେଲା ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଲଗାଣ ବର୍ଷା। ତେବେ ରବିବାର ଅବିଶ୍ରାନ୍ତ ବର୍ଷା ଢେଙ୍କାନାଳ ସହରତଳି ଅଞ୍ଚଳବାସୀଙ୍କ ଦୁଃଖ ବଢ଼ାଇଦେଇଛି। ଟାଉନ ପ୍ଲାନିଂ ଅଞ୍ଚଳରେ ପାଣି ପଶି...

ରାସ୍ତା ମଝିରେ ପୋଖରୀର ଭ୍ରମ

ଯୋଡ଼ା,୨୬ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ବଡ଼କାଳିମାଟି ପଞ୍ଚାୟତର କାଳିମାଟି- ଦବୁନା ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାସ୍ତାରେ ବଡ଼ ଖାଲ ହୋଇ ଅଣ୍ଟା ଉଚ୍ଚରେ ପାଣି ଜମୁଛି। ରାସ୍ତା ବିପର୍ଯ୍ୟସ୍ତ କାରଣରୁ ସ୍କୁଲ ବସ୍‌ ଯାଉପାରୁ ନ...

ଅବ୍ୟବସ୍ଥାରେ ପୁରାତନ ଭାରତୀ ବିଦ୍ୟାପୀଠ

ଗଞ୍ଜାମ,୨୬ା୬(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ ବଜାରଠାରେ ବହୁ ପୁରାତନ ଭାରତୀ ବିଦ୍ୟାପୀଠ ଅବସ୍ଥିତ। ଏହି ସ୍କୁଲକୁ ୬୭ ପୂରି ୬୮ବର୍ଷ ଚାଲିଛି। ବର୍ତ୍ତମାନ ଏହି ପୁରାତନ ସ୍କୁଲଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ମିଳିଛି ସ୍ମାର୍ଟ ସ୍କୁଲ...

ଜି.ଉଦୟଗିରି ବନାଞ୍ଚଳରେ ହାତୀ ଉପଦ୍ରବ

ଜି.ଉଦୟଗିରି,୨୬ା୬(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ବ୍ଲକ ଅଞ୍ଚଳରେ ଗତ କିଛି ଦିନ ହେବ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ୧୭ ଟିକିଆ ହାତୀ ପଲ ବନବିଭାଗ ଓ କେତେକ ଗ୍ରାମବାସୀଙ୍କ ନିଦ ହଜାଇ ଦେଲେଣି। ଏଇ ହାତୀପଲ ଜି.ଉଦୟଗିରି କଳିଙ୍ଗା ମଝିରେ...

କାଦୁଅରେ ରାସ୍ତା ପରିପୂର୍ଣ୍ଣ: ଯାତାୟାତ ବାଧାପ୍ରାପ୍ତ

ନାଉଗାଁ,୨୬ା୬ (ସୁଧା ବେହୁରା): ନାଉଗାଁ  ବ୍ଲକ ନରଣପୁର-ଚକୁଳିପଡ଼ା, ଦେଓପଡ଼ା-ତିରୁଣା, ନାଉଗାଁ -ଡାବରକୁ ସଂଯୋଗୀକରଣ ରାସ୍ତା ରହିଛି। ଏହି ରାସ୍ତାଗୁଡିକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ରାସ୍ତା ତଦାରଖ ଦାୟିତ୍ୱ ଗ୍ରାମ୍ୟ ଉନ୍ନୟନ ବିଭାଗ ଜଗତ୍‌ସିଂହପୁର ଅଧୀନରେ ରହିଛି। ଚଳିତ...

ଟମାଟୋ ଦର ଆକାଶଛୁଆଁ, ଗ୍ରାହକ ଅତିଷ୍ଠ

କେନ୍ଦ୍ରାପଡ଼ା,୨୬ା୬ (ଜଗନ୍ନାଥ ଧଳ): ପଟ୍ଟାମୁଣ୍ଡାଇ ଓ ଆଖପାଖ ଅଞ୍ଚଳରେ ଟମାଟୋ ଦର ଆକାଶଛୁଆଁ ହୋଇଛି। ସାଧାରଣ ଖାଉଟି ଟମାଟୋ ବଜାରରୁ କିଣିପାରୁନାହିଁ। ୨ ସପ୍ତାହ ମଧ୍ୟରେ ଟମାଟୋ ଦର ୪୦ ଟଙ୍କାରୁ ବୃଦ୍ଧି ପାଇ ୮୦ ଟଙ୍କାରେ ପହଞ୍ଚତ୍ଛି। ଚାଷୀ...

ଖୋଲୁନି ଆଦର୍ଶ ବିଦ୍ୟାଳୟ: ଅନ୍ୟତ୍ର ପଢୁଛନ୍ତି ଛାତ୍ରୀଛାତ୍ର

ଆଳି,୨୬।୬(ବନମାଳୀ ସେନାପତି): ରାଜ୍ୟ ସରକାର ଛାତ୍ରୀଛାତ୍ରମାନଙ୍କୁ ଉତ୍ତମ ପରିବେଶ ଓ ଶିକ୍ଷା ଦେବା ନିମନ୍ତେ ଆଦର୍ଶ ବିଦ୍ୟାଳୟ ଗଠନ କରିଥିଲେ। ଆଳି ବ୍ଲକରେ ଦୀର୍ଘ ୨ବର୍ଷ ହେବ ଆଦର୍ଶ ବିଦ୍ୟାଳୟ ଆରମ୍ଭ ହୋଇଛି। ମାତ୍ର ଆଦର୍ଶ ବିଦ୍ୟାଳୟର ନିଜସ୍ବ ଗୃହ...

ସିନ୍ଦୂରିଆରେ ଫେରିବାଲାଙ୍କ ସଂଖ୍ୟା ବଢ଼ୁଛି

ନୟାଗଡ଼,୨୬।୬(ଲୋକନାଥ ମିଶ୍ର): ନୟାଗଡ଼ ସହର ଉପକଣ୍ଠ ସିନ୍ଦୂରିଆରେ ଫେରିବାଲାଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହି ଫେରିବାଲା ବାଂଲାଦେଶୀ ନା ପଶ୍ଚିମବଙ୍ଗ ବାସିନ୍ଦା ଜାଣିହେଉନାହିଁ। ଅଧିକ ଭଡ଼ା ଦେଉଥିବାରୁ ସ୍ଥାନୀୟ ବାସିନ୍ଦା ଫେରିବାଲାଙ୍କୁ ଘରଭଡା ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସିନ୍ଦୂରିଆରେ...

ବର୍ଷେ ବିତିଲା, କାର୍ଯ୍ୟକାରୀ ହୋଇପାରୁନି କମିଟି ନିଷ୍ପତ୍ତି

ଖଣ୍ଡପଡ଼ା,୨୬ା୬(ଅଜୟ କୁମାର ମହାରଣା): ନୂତନ ବେଶରେ ସଜ୍ଜିତ ହୋଇଛି ୫-ଟି ରୁପାନ୍ତରଣ ଯୋଜନାରେ ସାମିଲ ହୋଇଥିବା କଣ୍ଟିଲୋ ନୀଳମାଧବ ନୋଡାଲ ବିଦ୍ୟାପୀଠ। ଏହି ବିଦ୍ୟାଳୟଟି ବାହାରକୁ ସୁନ୍ଦର ଦିଶୁଥିବା ବେଳେ ପରିସରର ଅବସ୍ଥା ଛାତ୍ର ତଥା ଶିକ୍ଷୟିତ୍ରୀଶିକ୍ଷକଙ୍କ ପାଇଁ ବିପଦ...

ଦୁଇ ବସ୍‌ ମୁହାଁମୁହିଁ ଘଟଣା: ଆହତଙ୍କୁ ଭେଟିଲେ ଜିଲାପାଳ, ଏସ୍‌ପି

ବ୍ରହ୍ମପୁର,୨୬ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ମୁହାଁମୁହିଁ ଧକ୍କା ହେବା ଫଳରେ ଏଯାବତ ୧୧ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ରୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri