ଆମ ଜିଲା ଖବର

ଖୋଲୁନି ଆଦର୍ଶ ବିଦ୍ୟାଳୟ: ଅନ୍ୟତ୍ର ପଢୁଛନ୍ତି ଛାତ୍ରୀଛାତ୍ର

ଆଳି,୨୬।୬(ବନମାଳୀ ସେନାପତି): ରାଜ୍ୟ ସରକାର ଛାତ୍ରୀଛାତ୍ରମାନଙ୍କୁ ଉତ୍ତମ ପରିବେଶ ଓ ଶିକ୍ଷା ଦେବା ନିମନ୍ତେ ଆଦର୍ଶ ବିଦ୍ୟାଳୟ ଗଠନ କରିଥିଲେ। ଆଳି ବ୍ଲକରେ ଦୀର୍ଘ ୨ବର୍ଷ ହେବ ଆଦର୍ଶ ବିଦ୍ୟାଳୟ ଆରମ୍ଭ ହୋଇଛି। ମାତ୍ର ଆଦର୍ଶ ବିଦ୍ୟାଳୟର ନିଜସ୍ବ ଗୃହ...

ସିନ୍ଦୂରିଆରେ ଫେରିବାଲାଙ୍କ ସଂଖ୍ୟା ବଢ଼ୁଛି

ନୟାଗଡ଼,୨୬।୬(ଲୋକନାଥ ମିଶ୍ର): ନୟାଗଡ଼ ସହର ଉପକଣ୍ଠ ସିନ୍ଦୂରିଆରେ ଫେରିବାଲାଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହି ଫେରିବାଲା ବାଂଲାଦେଶୀ ନା ପଶ୍ଚିମବଙ୍ଗ ବାସିନ୍ଦା ଜାଣିହେଉନାହିଁ। ଅଧିକ ଭଡ଼ା ଦେଉଥିବାରୁ ସ୍ଥାନୀୟ ବାସିନ୍ଦା ଫେରିବାଲାଙ୍କୁ ଘରଭଡା ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସିନ୍ଦୂରିଆରେ...

ବର୍ଷେ ବିତିଲା, କାର୍ଯ୍ୟକାରୀ ହୋଇପାରୁନି କମିଟି ନିଷ୍ପତ୍ତି

ଖଣ୍ଡପଡ଼ା,୨୬ା୬(ଅଜୟ କୁମାର ମହାରଣା): ନୂତନ ବେଶରେ ସଜ୍ଜିତ ହୋଇଛି ୫-ଟି ରୁପାନ୍ତରଣ ଯୋଜନାରେ ସାମିଲ ହୋଇଥିବା କଣ୍ଟିଲୋ ନୀଳମାଧବ ନୋଡାଲ ବିଦ୍ୟାପୀଠ। ଏହି ବିଦ୍ୟାଳୟଟି ବାହାରକୁ ସୁନ୍ଦର ଦିଶୁଥିବା ବେଳେ ପରିସରର ଅବସ୍ଥା ଛାତ୍ର ତଥା ଶିକ୍ଷୟିତ୍ରୀଶିକ୍ଷକଙ୍କ ପାଇଁ ବିପଦ...

ଦୁଇ ବସ୍‌ ମୁହାଁମୁହିଁ ଘଟଣା: ଆହତଙ୍କୁ ଭେଟିଲେ ଜିଲାପାଳ, ଏସ୍‌ପି

ବ୍ରହ୍ମପୁର,୨୬ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ମୁହାଁମୁହିଁ ଧକ୍କା ହେବା ଫଳରେ ଏଯାବତ ୧୧ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ରୁ...

ଚିନ୍ତାରେ ଓଟିଇଟି ପରୀକ୍ଷାର୍ଥୀ

ପାରଳାଖେମୁଣ୍ଡି,୨୬ା୬ (ଗିରିଧାରୀ ପରିଛା): ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଆୟୋଜିତ ଓଟିଇଟି ପରୀକ୍ଷାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି ବହୁ ପରୀକ୍ଷାର୍ଥୀ। ଗୋଟିଏ ଦିନରେ ୨ଟି ପେପର ପାଇଁ ପରୀକ୍ଷା ହେବାକୁ ଯାଉଥିବା ବେଳେ ପରୀକ୍ଷା କେନ୍ଦ୍ର ଭିନ୍ନ ଭିନ୍ନ...

କାମ ନ ସରୁଣୁ ଧସିଲା ସୁରକ୍ଷା ପାଚେରି

ଖଇରା(ଉତ୍କଳବନ୍ଧୁ ପଣ୍ଡା)/ ଔପଦା(ଧରିତ୍ରୀ ପଣ୍ଡା),୨୬ା୬: ବାଲେଶ୍ବର ଜିଲା ଅଧୀନ ଖଇରା ବ୍ଲଜର ବିଭିନ୍ନ ସ୍ଥାନରେ ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା ରାସ୍ତା କାମରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଛି। ବିଶେଷ ଭାବେ ବାଲେଶ୍ବରରୁ ମୟୂରଭଞ୍ଜକୁ ସଂଯୋଗ କରୁଥିବା...

ଉପକୂଳ ଅଞ୍ଚଳରେ ଗ୍ରାମ୍ୟ ଜଙ୍ଗଲ ଉଜୁଡ଼ିଛି

ମହାକାଳପଡ଼ା,୨୬ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ଗ୍ରାମ୍ୟ ଜଙ୍ଗଲ ଜମିରେ ବହୁଳ ପରିମାଣରେ ଗଛକଟା ହେଉଛି। ଅପରପକ୍ଷରେ ନିକଟ ମହାନଦୀ ଅପରପାର୍ଶ୍ୱରେ ପାରାଦୀପ ଶିଳ୍ପ କାରଖାନାର ବିଷାକ୍ତ ନିଆଁ, ଧୂଆଁ, ଧୂଳି ଆସ୍ତରଣ ବାୟୁମଣ୍ଡଳରେ...

ଧସିଥିବା ଆପ୍ରୋଚ୍‌ ରାସ୍ତାକୁ ବାଲି ପକାଇ ମରାମତି

ଧର୍ମଶାଳା,୨୬ା୬(ବଟକୃଷ୍ଣ ପରିଡ଼ା): ପାଣିକୋଇଲି ପୂର୍ତ୍ତ ବିଭାଗ ପକ୍ଷରୁ ଧର୍ମଶାଳା-କବାଟବନ୍ଧ ରାସ୍ତାର ଇମାମନଗର ଗ୍ରାମ ନିକଟରେ ଉଦ୍‌ଘାଟନ ହୋଇଥିବା ସେତୁର ଆପ୍ରୋଚ ରୋଡ୍‌ ଧସିପଡ଼ିଥିବା ନେଇ ରବିବାର ଗଣମାଧ୍ୟମରେ ଖବର ପ୍ରକାଶ ପରେ ତରବରିଆ ଭାବେ ଏହାର ମରାମତି କରାଯାଇଛି। ବିଭାଗ...

ଅବ୍ୟବସ୍ଥାରେ ମିର୍ଜାପୁର ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଶାଖା

କାଏମା,୨୬ା୬(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ମିର୍ଜାପୁରଠାରେ ଥିବା ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଶାଖା ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଅଭିଯୋଗ ହୋଇଛି। ଏହି ଶାଖାରେ ୪୦ ହଜାରରୁ ଊର୍ଦ୍ଧ୍ୱ ଗ୍ରାହକଙ୍କ ଜମାଖାତା ରହିଛି। ଫଳରେ ଏଠାରେ ସବୁଦିନ ଭିଡ଼ ରହୁଛି। କିନ୍ତୁ...

ଉଦ୍‌ଘାଟନକୁ ୬ ମାସ ପୂରିଲାନି

ପାଣିକୋଇଲି,୨୬ା୬(ବିକାଶ ମଲ୍ଲିକ): ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀଙ୍କ ହାତପାଣ୍ଠିରୁ ପାଣିକୋଇଲି ବଜାରରେ ଏକ ଯାତ୍ରୀ ବିଶ୍ରାମାଗାର ଓ ସୌରଚାଳିତ ପାଣିଟାଙ୍କି ନିର୍ମାଣ କରାଯାଇଛି। ଏହାକୁ ୨୦୨୩ ଜାନୁୟାରୀ ୧୯ରେ ଏମ୍‌ପି ସେଠୀ, ବିଧାୟକ ଅଶୋକ କୁମାର ବଳ, ଜିଲା ପରିଷଦ...

ରୋଗୀ ପାଉନାହାନ୍ତି ମାଗଣା ଔଷଧ

କଳିଙ୍ଗନଗର,୨୬ା୬(ଶୁଭାଶିଷ ରାଉତ): ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ବୋର୍ଡ ଲଗାଯାଇଛି। ଏଥିରେ ଲେଖା ଅଛି ଔଷଧ ଖର୍ଚ୍ଚର ନାହିଁ ଭୟ, ଆମେ ସାଥେ ଅଛି ନିରାମୟ। ଏଭଳି ଏକ ବୋର୍ଡମାରି...

୨୩ ବର୍ଷ ହେଲା ଦୀପତଳ ଅନ୍ଧାର

ଖମାର/କଣିହାଁ/ଅନୁଗୋଳ, ୨୬।୬(ରଜନୀକାନ୍ତ ମହାରଣା/ସଚ୍ଚିଦାନନ୍ଦ ପ୍ରଧାନ/ଅମିତ ସାମଲ): ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚତ୍ଛି। ମୁଖ୍ୟମନ୍ତ୍ରୀ ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଛନ୍ତି। ୨୩ ବର୍ଷର ସ୍ଥାଣୁ ସରକାରରେ ଦୀପତଳ ଅନ୍ଧାର। ଶିଳ୍ପସମୃଦ୍ଧ ଅନୁଗୋଳ ଜିଲା ଅବହେଳିତ ବୋଲି ବିଜେଡି ସରକାରଙ୍କୁ ଟାର୍ଗେଟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri