ଆମ ଜିଲା ଖବର

ପରୀକ୍ଷାର୍ଥୀଙ୍କ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରାଯାଉଛି: ବୋର୍ଡ

କଟକ,୨୬ା୬(ସୁପ୍ରିୟା ପ୍ରିୟଦର୍ଶିନୀ): ଆସନ୍ତା ଜୁଲାଇ ୧ରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଅନୁଷ୍ଠିତ ହେବ। ଉକ୍ତ ଦିନ ପରୀକ୍ଷାର୍ଥୀମାନେ ଦୁଇଟି ପେପର ପରୀକ୍ଷା ଦେଇପାରିବେ। କେତେଜଣ ପରୀକ୍ଷାର୍ଥୀ ପେପର-୧ ଗୋଟିଏ ସ୍ଥାନରେ ଏବଂ ପେପର-୨...

ଲାଞ୍ଜିଗଡ଼ରେ ବାଘ ଆତଙ୍କ

ଲାଞ୍ଜିଗଡ଼,୨୬।୬(ରମେଶ ଚନ୍ଦ୍ର ନାୟକ): ନୂଆପଡ଼ା ଜିଲା ପରେ ଏବେ କଳାହାଣ୍ଡି ଜିଲାରେ ମଧ୍ୟ ବାଘ ଆତଙ୍କ ଦେଖିବାକୁ ମିଳିଛି। ଜିଲାର ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଲାଞ୍ଜିଗଡ ରୋଡ଼ଠାରେ ଶନିବାର ରାତିରେ ବାଘ ୫ଟି ଛେଳି ମାରି ଖାଇଥିବା ଜଣାପଡ଼ିଛି।...

ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ, ପହଞ୍ଚିଗଲା ପାଟ୍ରୋଲିଂ ଗାଡ଼ି, ଚମ୍ପଟ ମାରିଲେ ଦୁର୍ବୃତ୍ତ

ରାଇକିଆ,୨୫ା୬(ପ୍ରଦୀପ ବେହେରା/ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ରାଇକିଆ ଥାନା କତିଙ୍ଗିଆଠାରେ ଶନିବାର ବିଳମ୍ବିତ ରାତିରେ ଅଜଣା ଦୁର୍ବୃତ୍ତ ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ ଭାଙ୍ଗି ଚୋରି ଉଦ୍ୟମ କରିଥିବା ଜଣାପଡ଼ିଛି। ଏଟିଏମ୍‌ରେ କେହି ସିକ୍ୟୁରିଟି ଗାର୍ଡ ନ ଥିବାରୁ ଏଟିଏମ୍‌ ଦାୟିତ୍ୱରେ ଥିବା...

ବିଦ୍ୟୁତ୍‌ ବିଭ୍ରାଟ ନେଇ ଟାଟା ପାଓ୍ବାର କାର୍ଯ୍ୟାଳୟ ଘେରାଉ

କେନ୍ଦୁଝର,୨୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ରଥଯାତ୍ରା ସମୟରେ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ରବିବାର ଟାଟା ପାଓ୍ବାର କାର୍ଯ୍ୟାଳୟକୁ ପୁରୁଣା ବଜାରବାସୀ ଘେରାଉ କରିଛନ୍ତି। ବାରମ୍ବାର ବିଦ୍ୟୁତ୍‌ କାଟ୍‌ ଓ ବିଭ୍ରାଟର କାରଣର ଜବାବ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ମାଗିଛନ୍ତି। ସବୁଦିନ ଏଭଳି ଅଘୋଷିତ...

କେନ୍ଦୁପତ୍ର ତୋଳାଳିଙ୍କ ପାରିଶ୍ରମିକରୁ ଫାଇନ ଅର୍ଥ ଆଦାୟ

କେନ୍ଦୁଝର,୨୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର କେନ୍ଦୁପତ୍ର ଡିଭିଜନ ଅଧିନସ୍ଥ କେନ୍ଦୁପତ୍ର ତୋଳାଳିମାନଙ୍କ ଇପିଏଫ୍‌ ନିୟମିତ ଜମା ନ କରିବାରୁ ୫୦ ହଜାର ଟଙ୍କା ଫାଇନ୍‌ ହୋଇଛି। ତେବେ ଏହି ଫାଇନ କେନ୍ଦୁପତ୍ର ତୋଳାଳିଙ୍କ ଫଣ୍ଡରୁ ପ୍ରଦାନ କରାଯାଇ ଥିବାରୁ ତୋଳାଳିମାନଙ୍କ...

ଡାକ୍ତରଖାନା ଛାତରୁ ପୁଣି ଖସିଲା ପ୍ଲାଷ୍ଟର

ଆନନ୍ଦପୁର,୨୫ା୬(ସନ୍ତୋଷ ରାଉତ): ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଡାକ୍ତରଖାନା ପୁଣି ଚର୍ଚ୍ଚାକୁ ଆସିଛି। ଡାକ୍ତରଖାନା ଓପିଡି ଛାତରୁ ରବିବାର ପ୍ଲାଷ୍ଟର ଖସିଛି। ଡାକ୍ତରଖାନା ଓପିଡିରେ ଡାକ୍ତରଙ୍କ ନିକଟକୁ ଆସିଥିବା ଅନେକ ରୋଗୀ ଲାଇନ୍‌ରେ ଛିଡ଼ା ହେବା ସମୟରେ ଛାତରୁ ପ୍ଲାଷ୍ଟର ଖଣ୍ଡ...

ଗଞ୍ଜାମ ସହରରେ ବଢୁଛି ନକଲି ଔଷଧ କାରବାର, ରୋଗୀ ହନ୍ତସନ୍ତ

ଗଞ୍ଜାମ,୨୫ା୬(ବିଦ୍ୟାଧର ସାହୁ): ଦିନକୁ ଦିନ ଗଞ୍ଜାମ ସହରରେ କାୟାବିସ୍ତାର କରିଚାଲିଛି ନକଲି ଔଷଧ। ସ୍ବାସ୍ଥ୍ୟ ବିଭାଗ ଗାଇଡ୍‌ଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି ସହରର କିଛି ଔଷଧ ଦୋକାନୀ। ଜଣେ ଫାର୍ମାସିଷ୍ଟଙ୍କ ଉପସ୍ଥିତିରେ ମେଡିସିନ ଷ୍ଟୋର ଖୋଲା ଔଷଧ ବିକ୍ରି କରିବା...

ସମାକୋଇ ପୋଲ ଉପରେ ବର୍ଷାଜଳ ପ୍ରବାହିତ

କେନ୍ଦୁଝର,୨୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ନଦୀନାଳରେ ଜଳସ୍ତର ବଢୁଛି। ଫଳରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ତେଲକୋଇ ଅଞ୍ଚଳରେ ଗତ ୨୪ ଘଣ୍ଟାରେ ୮୬.୦୪ ମିମି ବର୍ଷା ରେକର୍ଡ ହୋଇଛି। ଫଳରେ ସମାକୋଇ...

ନନ୍ଦନକାନନ ଗଲା ‘ରାଜୁ’

କେନ୍ଦୁଝର,୨୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଘଟଗାଁ ରେଞ୍ଜ ଅଞ୍ଚଳରୁ ଶୁକ୍ରବାର ଏକ ପଥର ଖାଲରେ ଖସି ପଡ଼ିଥିବା ହାତୀ ଛୁଆକୁ ବନ ବିଭାଗ ଉଦ୍ଧାର କରିଥିଲା। ଉକ୍ତ ହାତୀ ଛୁଆର ମା’ ଓ ଅନ୍ୟ ହାତୀମାନେ ତାକୁ ଗ୍ରହଣ ନ କରିବାରୁ...

ମୋଦି ସରକାରଙ୍କ ହାତ ମୁଠା ଶକ୍ତ କର, ସବୁ ଯୋଜନାର ଫାଇଦା ନିଅ

ଦାରିଙ୍ଗବାଡ଼ି,୨୫।୬(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ମା’ ପାଟ୍ଟଖଣ୍ଡା ମନ୍ଦିର ପ୍ରାଙ୍ଗଣରେ ଭାଜପାର ଦାରିଙ୍ଗବାଡି ମଣ୍ଡଳ କର୍ମକର୍ତ୍ତାଙ୍କ ସାଙ୍ଗଠନିକ ବୈଠକ ଜିଲା ସଭାପତି ଜଗନ୍ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳ ଜିଲା...

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ହୃଶୀକେଷ ନାଏକ ବିଜେଡି ଛାଡ଼ିଥିବା କହିଛନ୍ତି। ତାଙ୍କୁ ଦଳ ଅଣଦେଖା କରିବାରୁ ସେ ବିଜେଡି ସୁପ୍ରିମୋଙ୍କୁ ପୋଷ୍ଟାଲ ଯୋଗେ ରେଜେଷ୍ଟ୍ରି...

ଜଙ୍ଗଲରୁ ମୃତଦେହ ମିଳିବା ଘଟଣା: ତ୍ରିକୋଣୀୟ ପ୍ରେମରୁ ହତ୍ୟା, ୫ ଗିରଫ

ଫୁଲବାଣୀ,୨୫ା୬(ରାକେଶ ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ପଞ୍ଚାୟତ କିଆ ମୁଣ୍ଡାଗାଁ ଜଙ୍ଗଲରୁ ଗତ ୧୩ ତାରିଖରେ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଭିନ୍ନମୋଡ଼ ନେଇଛି। ରବିବାର ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି। ଏହା ଏକ ସୁଚିନ୍ତିତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri