ଆମ ଜିଲା ଖବର

ନିୟନ୍ତ୍ରଣ ହରାଇଛି ଅଦା ଦର

ରାଉରକେଲା,୨୫।୬(ସଙ୍ଗୀତା ଜେନା)ଖାଦ୍ୟ ପ୍ରସ୍ତୁତିରେ ପ୍ରମୁଖ ମସଲା ଭାବେ ବ୍ୟବହାର କରାଯାଉଥିବା ଅଦାର ବଜାର ଦର ହୁ ହୁ ହୋଇ ବଢିଚାଲିଛି। ଏହି କ୍ରମରେ ରାଉରକେଲାରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି। ବର୍ତ୍ତମାନ ରାଉରକେଲା ବଜାରରେ ଅଦା ଦର କିଲୋ...

୪୮ ହଜାର ହେକ୍ଟରରେ କପାଚାଷ ଲକ୍ଷ୍ୟ

ରାୟଗଡ଼ା,୨୫।୬(ଆଶିଷ ରଞ୍ଜନ ପଣ୍ଡା)ଆସିଲା ମୌସୁମୀ ା ଆରମ୍ଭ ହେଲା ଚାଷକାମ ା ତେବେ ଆଷାଢ଼ ମାସ ଆରମ୍ଭ ହୋଇ ୨୨ଦିନ ବିତିଯାଇଥିଲେ ମଧ୍ୟ ଜିଲାରେ ଆବଶ୍ୟକ ପରିମାଣର ବର୍ଷା ହୋଇ ନ ଥିବାରୁ ଚାଷକାର୍ଯ୍ୟରେ ବିଳମ୍ବ ଦେଖାଦେଇଛି। ଜିଲାରେ ୨୦୦...

ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମିଳୁନି ମୌଳିକ ସ୍ବାସ୍ଥ୍ୟସେବା

ଭାପୁର,୨୫।୬(ଭରତ କୁମାର ବେହେରା)ନୟାଗଡ଼ ଜିଲାର ପ୍ରଥମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପାଇଥିବା ଭାପୁର ଡାକ୍ତରଖାନାରେ ମୌଳିକ ସ୍ବାସ୍ଥ୍ୟସେବା ମିଳୁନି ା ଏହି ଡାକ୍ତରଖାନା ଉପରେ ଭାପୁର ବ୍ଲକର ୨୦ପଞ୍ଚାୟତର ଲକ୍ଷାଧିକ ଲୋକ ନିର୍ଭର କରନ୍ତି। ତେବେ ଅତୀତରେ ଉତ୍ତମ ସ୍ବାସ୍ଥ୍ୟସେବା...

ହାଇକୋର୍ଟଙ୍କ ରହିତାଦେଶ ଆଣିଲା ଆଶ୍ବସ୍ତି

ନୟାଗଡ଼,୨୫।୬(ଲୋକନାଥ ମିଶ୍ର)୨୦୧୯ ସଂଶୋଧିତ ପଦୋନ୍ନତି ପ୍ରକ୍ରିୟାରେ ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ୪ ଥର ହୋଇଛି l ତେବେ ଚତୁର୍ଥ ପର୍ଯ୍ୟାୟରେ ଚାଲିଥିବା ପଦୋନ୍ନତିରେ ସମାନତା ନ ରହିବାରୁ ପ୍ରତିବାଦ ଉଠିଛି। ଚତୁର୍ଥ ପର୍ଯ୍ୟାୟର ପଦୋନ୍ନତିକୁ ତ୍ରୁଟିପୂର୍ଣ୍ଣ ଚାଲେଞ୍ଜ କରି...

ବହୁତଳ ଆପାର୍ଟମେଣ୍ଟ ବର୍ଷାଜଳ ନିଷ୍କାସନର ପ୍ରତିବନ୍ଧକ

ବ୍ରହ୍ମପୁର,୨୫।୬(ସ୍ମୃତି ରଞ୍ଜନ ମହାଲିକ)ମୌସୁମୀ ପ୍ରଭାବରେ ଗତ ୩ ଦିନ ଧରି ବ୍ରହ୍ମପୁରରେ ଲାଗି ରହିଥିବା ଳଗାଣ ବର୍ଷା କାରଣରୁ ସହରତଳି ଅଞ୍ଚଳଗୁଡିକ ନର୍ଦ୍ଦମା ପାଣିରେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଛି। ସହରତଳି ଅଞ୍ଚଳ ଗୁଡିକରେ ବ୍ୟବସ୍ଥିତ ଡ୍ରେନର ଅଭାବ, ବିପର୍ଯ୍ୟସ୍ତ...

ଆବାସ ଯୋଜନାରେ ଲାଞ୍ଚ କାରବାର

ଖଣ୍ଡପଡ଼ା,୨୫।୬(ଅଜୟ କୁମାର ମହାରଣା)ଦାରିଦ୍ର୍ୟର ସୀମାରେଖା ତଳେ ବସବାସ କରୁଥିବା ଜନସାଧାରଣଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଓ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରେ ବାସଗୃହ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ା...

ଅସ୍ତିତ୍ୱ ହରାଇବାକୁ ବସିଲାଣି ଜଳାଶୟ

ଖଣ୍ଡପଡ଼ା,୨୫।୬(ଅଜୟ କୁମାର ମହାରଣା)ଧାର୍ମିକ ତଥା ଐତିହ୍ୟପୂର୍ଣ୍ଣ କ୍ଷେତ୍ର ଭାବେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ କଣ୍ଟିଲୋର ଶ୍ରୀନୀଳମାଧବ କ୍ଷେତ୍ର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ା କଂସା ଓ ପିତ୍ତଳ ବାସନ ଶିଳ୍ପ ପାଇଁ ମଧ୍ୟ କଣ୍ଟିଲୋ ପ୍ରସିଦ୍ଧି ଲାଭ...

ମରାମତି ଶେଷ ନ କରି ଠିକାଦାର ଫେରାର

କୋରେଇ,୨୫।୬(ଡି.ଏନ.ଏ.):ଯାଜପୁର ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗର କେତେଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ରାସ୍ତା ନିର୍ମାଣ ଓ ମରାମତିରେ ଦୁର୍ନୀତି ବଢ଼ିଚାଲିଛି। କେଉଁଠି କାମ ନ କରି ବିଲ୍‌ ପ୍ରେରିତ ହେଉଛି ତ କେଉଁଠି ନିମ୍ନମାନର କାମ କରି ଠିକାଦାର ଓ...

ଦୂରହେଉନାହିଁ ଆବାସ ଦ୍ୱନ୍ଦ୍ୱ

ରସୁଲପୁର,୨୫।୬(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦ୍ୱନ୍ଦ୍ୱ ଦୂର ହୋଇପାରୁନାହିଁ। ହିତାଧିକାରୀଙ୍କୁ ଯୋଡ଼ିବା ଓ ବାଦ୍‌ ଦେବା ପ୍ରକ୍ରିୟା ଜାରି ରହିଛି। ଏହାରି ଭିତରେ କେତେଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ସହ ପ୍ରଥମ କିସ୍ତି ପୈଠ...

କାୟା ବିସ୍ତାର କରୁଛି ବେଆଇନ ମାଦକଦ୍ରବ୍ୟ କାରବାର

ଜଗତ୍‌ସିଂହପୁର,୨୫।୬(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ସଦର ମହକୁମା ସମେତ ସମଗ୍ର ଜିଲାରେ ମାଦକଦ୍ରବ୍ୟ କାରବାର ଚିନ୍ତାର କାରଣ ପାଲଟିଛି । ଚୋରା ମଦ ଓ ବ୍ରାଉନସୁଗାର ର଼୍ୟାକେଟ୍‌ ଯେଉଁଭଳି ଭାବରେ କାୟା ବିସ୍ତାର କରି ଚାଲିଛି ତାହା ସାଧାରଣ ଲୋକଙ୍କୁ ଅତିଷ୍ଠ...

୫- ଟି ସଚିବଙ୍କ ଗସ୍ତ ପୂର୍ବରୁ ରାସ୍ତାରେ ଚାଲିଛି ତାଳିପକା

କୁଜଙ୍ଗ,୨୫।୬(ମନୋଜ ପ୍ରଧାନ)କୁଜଙ୍ଗର ଜୀବନ ରେଖା କୁହାଯାଉଥିବା ୬ କି.ମି. ବିଶିଷ୍ଟ କୁଜଙ୍ଗ-ଚଟୁଆ ରାସ୍ତା ୨୦୧୮ରୁ ଖାଲଖମାରେ ଭରି ରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ରାସ୍ତା ଖଣି ଖାଦାନ ରାସ୍ତାଠାରୁ ଅଧିକ ଜରାଜୀର୍ଣ୍ଣ ହୋଇପଡ଼ିଛି। ଏନେଇ ବାରମ୍ବାର...

ଅପରାଧୀଙ୍କ ଆଡ୍ଡାସ୍ଥଳ ପାଲଟିଛି ବିଜୁ ଷ୍ଟାଡିୟମ

କେନ୍ଦ୍ରାପଡ଼ା,୨୫।୬(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ାର ଦୌଡରାଣୀ ଲିଜା ବେହେରା କ୍ରୀଡ଼ା ହଷ୍ଟେଲରୁ ଘରକୁ ଆସିଲେ ଦୌଡ ଅଭ୍ୟାସକୁ ରାସ୍ତାରେ ଜାରି ରଖିଛନ୍ତି ା ମହାକାଳପଡା ବ୍ଲକ ତେରଗଁା ପଞ୍ଚାୟତର ୩ ମହିଳା ଖେଳାଳୀ ସସ୍ମିତା ସେନାପତି, ସ୍ମୃତିରୂପା ମଲ୍ଲିକ ଓ ଲକ୍ଷ୍ମୀପ୍ରିୟା ବେହେରା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri