ଆମ ଜିଲା ଖବର

ବସ୍‌କୁ ଧକ୍କା ଦେଲା ବାଇକ୍‌: ବାପା ମୃତ, ପୁଅ ଗୁରୁତର

ବଡ଼ସାହି,୨୦।୬(ସ୍ବପ୍ର, ଦୀପକ ବୁଗୁଡେଇ): ମୟୂରଭଞ୍ଜ ଜିଲା ବଡ଼ାହି ଥାନା ଅଧୀନ ସାନକେରକ ଛକ ନିକଟରେ ଏକ ବସ୍‌ ବାଇକକୁ ଧକ୍କା ଦେଇଛି। ଏଥିରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟି ଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ...

ତାଳଧ୍ୱଜ ରଥ ଟଣା ହେଲାବେଳେ ଠେଲାପେଲା: ଏକାଧିକ ଆହତ

ପୁରୀ ଅଫିସ,୨୦।୬(ଅଜିତ୍‌ ମହାନ୍ତି): ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ତେବେ ରଥଟଣା ଆରମ୍ଭ ହୋଇଥିବା ବେଳେ ଠେଲାପେଲା ହୋଇଛି। ମିରିଚିକୋଟ ଛକରେ ଠେଲାପେଲା ହୋଇ ଏକାଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଳଧ୍ୱଜ ରଥ...

ନବକଳେବରରେ ଶ୍ରୀପତିତପାବନ ବାନା

କାକଟପୁର ମଙ୍ଗଳା ମନ୍ଦିର ବିଧି: ପ୍ରଥମେ ମା’ ମଙ୍ଗଳାଙ୍କର ମହାସ୍ନାନ କରାଯାଇଥାଏ। – ମହାସ୍ନାନ ପରେ ମା’ଙ୍କର ବଡ଼ ସିଂହାର ବେଶ କରାଯାଇଥାଏ। – ଏହାପରେ ମା’ ମଙ୍ଗଳାଙ୍କ ସେବକ ଶ୍ରୀମନ୍ଦିରର ଲେଙ୍କା ସେବକ ନେଇଥିବା ଶ୍ରୀସୁଦର୍ଶନ ମହାରାଜାଙ୍କୁ ଗ୍ରହଣ...

ନେତ ପାଇଁ ନୀତି: ଢେଙ୍କାନାଳ

ଢେଙ୍କାନାଳର ଆରାଧ୍ୟ ମହାପ୍ରଭୁ ଶ୍ରୀ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ହୋଇଛି। ଏଠାରେ ପୂଜିତ ଠାକୁର ବଳରାମ ଦ୍ୱାପରଯୁଗର ବୋଲି ପୁରାଣରେ ବର୍ଣ୍ଣିତ। ଏଠାକାର ରଥଯାତ୍ରାର ମଧ୍ୟ ସ୍ବତନ୍ତ୍ରତା ରହିଛି। ଏଠାରେ ଶ୍ରୀବଳରାମ ପାଷାଣ ପ୍ରତିମା...

ଲାଞ୍ଚ ମାମଲାରେ ପ୍ରଧାନ ଶିକ୍ଷକଙ୍କୁ ୨ ବର୍ଷ ଜେଲ

ସୁନ୍ଦରଗଡ଼,୧୯।୬(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ସୋମବାର ଏକ ଲାଞ୍ଚ ମାମଲାର ଶୁଣାଣି କରି ବଡ଼ଗାଁ ସ୍କୁଲ ଇନ୍ସପେକ୍ଟରଙ୍କ ଅଫିସରେ କାର୍ଯ୍ୟରତ ତତ୍କାଳୀନ ଶିକ୍ଷକ ମହେଶ୍ବର ତାଣ୍ଡିଆଙ୍କୁ ୨ ବର୍ଷ ଜେଲ ଦଣ୍ଡ ସହ ୨ହଜାର ଟଙ୍କା ଜରିମାନା...

ମହିଳାଙ୍କୁ ହତ୍ୟା କରି ପୋଡ଼ିଦେଲେ

ଖପ୍ରାଖୋଲ/ପାଟଣାଗଡ଼, ୨୦ା୬(ଅଭୟ ତ୍ରିପାଠୀ/ପ୍ରହଲ୍ଲାଦ ପାଢୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁତୁଲାମହୁଲ ଗାଁର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସମ୍ପର୍କୀୟଙ୍କ ସହ ମିଶି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ମୃତା ମହିଳା ହେଲେ ଚୂଳବତୀ...

ତହସିଲ ଅଜାଣତରେ ସିଟିଓ ଦିଆଯାଇଥିଲା

ସମ୍ବଲପୁର,୨୦ା୬(ଶୁଭାଶିଷ ପାଢୀ): ସମ୍ବଲପୁର ଜିଲା ଯୁଯୁମୁରା ତହସିଲ ନୀଡୁଙ୍ଗୁରୀଠାରେ ପାଉଁଶ ଡମ୍ପିଂ ଯୋଗୁ ଉପୁଜୁଥିବା ସମସ୍ୟା ନେଇ ଜୁନ ୧୨ରେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟରେ ଖବର ପ୍ରକାଶ ପାଇଥିଲା। ଏହାପରେ ଜନପ୍ରତିନିଧି ଓ ପ୍ରଶାସନ ପକ୍ଷରୁ ତପ୍ତରତା ପ୍ରକାଶ...

ଶେଷ ହେଲା ପହଣ୍ଡି ବିଜେ: ରଥାରୂଢ଼ ହେଲେ ଶ୍ରୀଜିଉ

ପୁରୀ,୨୦।୬(ଅଜିତ୍‌ ମହାନ୍ତି): ଆଜି ପବିତ୍ର ରଥଯାତ୍ରା। ଏହି ନବଦିନାତ୍ମକ ଯାତ୍ରାରେ ଭଉଣୀଭାଇଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ନିର୍ଦ୍ଧାରିତ ସମୟରେ ଶ୍ରୀଜିଉଙ୍କ ସକାଳ ଧୂପ ଖେଚୁଡ଼ି ଭୋଗ ପରେ ରଥ ପ୍ରତିଷ୍ଠା କାର୍ଯ୍ୟ ହୋଇଥିଲା। ଏହାପରେ...

ବାଘ ସହ ତୃଣଭୋଜିଙ୍କ ଗଣନା ଆରମ୍ଭ

ନୟାଗଡ଼,୨୦।୬ (ଲୋକନାଥ ମିଶ୍ର): ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପକ୍ଷରୁ ମହାନଦୀ ବନ୍ୟପ୍ରାଣୀ ଡଭିଜନର କୁଶଙ୍ଗ, କୁଅଁାରିଅଁା, ଛାମୁଣ୍ଡିଆ, ବାଣିଗୋଛା(ପଶ୍ଚିମ) ଭଳି ୪ଟି ରେଞ୍ଜରେ ବାଘ ସମେତ ମାଂସାସୀ ପ୍ରାଣୀ ଓ ତୃଣଭୋଜୀ ପ୍ରାଣୀଙ୍କ ପ୍ରାକ୍‌ ମୌସୁମୀ ଗଣନା ଆରମ୍ଭ ହୋଇଛି।...

ଖବରକାଗଜରେ ନନ୍ଦିଘୋଷ ନିର୍ମାଣ

ବ୍ରହ୍ମପୁର,୨୦ା୬(ସ୍ମୃତି ରଞ୍ଜନ ମହାଲିକ୍‌): ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଏକ ନିଆରା ପ୍ରୟାସରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି। ଖବର କାଗଜରେ ସେ ୭ ଇଞ୍ଚ ଉଚ୍ଚତା, ୪.୫ ଇଞ୍ଚ ଓସାରର ଏହି ରଥ ତିଆରି କରିଛନ୍ତି।...

ଆଜି ପହଣ୍ଡି, ବୁଧବାର ରଥଯାତ୍ରା

ବାରିପଦା,୨୦ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେଙ୍କ ଜଗନ୍ନାଥ ମନ୍ଦିରରେ ସୋମବାର ନେତ୍ରୋସତ୍ବ ଅନୁଷ୍ଠିତ ହୋଇଯାଇଛି। ଏହା ସହିତ ତିନି ଦିଅଁଙ୍କ ନବଯୌବନ ସହ ରୂପା ବେଶ ଦର୍ଶନ କରି ଭକ୍ତମାନେ ଭାବବିହ୍ବଳ ହୋଇପଡ଼ିଛନ୍ତି।...

ଏକାକାର ହେବେ ଭକ୍ତ-ଭଗବାନ

କେନ୍ଦୁଝର,୨୦ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ରାତି ପାହିଲେ ପବିତ୍ର ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା। ନଅ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ପର୍ବ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଉତ୍ତାପର ହ୍ରାସ ଏବଂ ମେଘାଚ୍ଛନ୍ନ ଆକାଶ ତଥା ତାତି କମି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri