ଆମ ଜିଲା ଖବର

ଏକାକାର ହେବେ ଭକ୍ତ-ଭଗବାନ

କେନ୍ଦୁଝର,୨୦ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ରାତି ପାହିଲେ ପବିତ୍ର ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା। ନଅ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ପର୍ବ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଉତ୍ତାପର ହ୍ରାସ ଏବଂ ମେଘାଚ୍ଛନ୍ନ ଆକାଶ ତଥା ତାତି କମି...

ଚାନ୍ଦିନୀଚୌକରେ ଅପରାହ୍ନ ୧ଟାରେ ରଥ ଟଣା

କଟକ,୨୦ା୬(ସୁପ୍ରିୟା ପ୍ରିୟଦର୍ଶିନୀ): ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା। ଏହି ପରିପ୍ରେକ୍ଷୀରେ କଟକରେ ରଥଯାତ୍ରା ପାଳନ ନେଇ ପ୍ରସ୍ତୁତି ସରିଥିବାବେଳେ ସକାଳୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବେ ଶ୍ରୀଜୀଉ। ତେବେ କଟକସ୍ଥିତ ଚାନ୍ଦିନୀଚୌକର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସ୍ବତନ୍ତ୍ର ମାନ୍ୟତା ରହିଛି। ସୂଚନା...

କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ

ପୁରୀ, ୨୦।୬(ଅଜିତ୍‌ ମହାନ୍ତି): ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଭକ୍ତିମୟ ହୋଇଉଠିଛି ବଡ଼ଦାଣ୍ଡ। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପରେ ବଳଭଦ୍ରଙ୍କ ପହଣ୍ଡି ଏବଂ ଏହା ପରେ ମା’ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା। ଏବେ...

ମା’ ସୁଭଦ୍ରାଙ୍କ ପହଣ୍ଡି ବିଜେ

ପୁରୀ, ୨୦।୬(ଅଜିତ୍‌ ମହାନ୍ତି): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହଣ୍ଡି ବିଜେ। ପ୍ରଭୁ ସୁଦର୍ଶନ ରଥାରୂଢ଼ ହେବା ପରେ ଏବେ ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା। ପରେ ମା’ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା। ଧାଡ଼ି ପହଣ୍ଡିରେ ଆସି...

ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ

ପୁରୀ, ୨୦।୬(ଅଜିତ୍‌ ମହାନ୍ତି): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପ୍ରଭୁ ସୁଦର୍ଶନ ରଥାରୂଢ଼ ହେବା ପରେ ଏବେ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ସକାଳ ୬ଟାରେ...

ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା: ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ

ପୁରୀ, ୨୦।୬(ଅଜିତ୍‌ ମହାନ୍ତି): ଆଜି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ନବଦିନାତ୍ମକ ଯାତ୍ରାରେ ଭଉଣୀଭାଇଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରକୁ ବାହାରିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ନିର୍ଦ୍ଧାରିତ ସମୟରେ ଶ୍ରୀଜିଉଙ୍କ ସକାଳ ଧୂପ ଖେଚୁଡ଼ି ଭୋଗ ଶେଷ ହୋଇଥିବା ବେଳେ ରଥ ପ୍ରତିଷ୍ଠା...

ମା’ ବିରୋଧ କରିବାରୁ ମାଡ଼, ଝିଅ ଗିରଫ

ରାଜନଗର, ୨୦ା୬ (ଭାସ୍କର ରାଉତରାୟ): ଭିଣୋଇକୁ ବାହା ହେବାକୁ ଶାଳୀ ଜିଦ୍‌ ଧରିଛନ୍ତି। ରାଜନଗର ଥାନା ପୋଲିସ ସୂତ୍ରରୁ ପ୍ରକାଶ, ସ୍ଥାନୀୟ ଡିଆପାରି ଗାଁର ସରସ୍ବତୀ ସେଠୀଙ୍କ ଝିଅ ଲକି ତାଙ୍କର ଜଣେ ଭିଣୋଇଙ୍କୁ ବିବାହ କରିବାକୁ ଜିଦ୍‌ ଧରି...

ରାଜନଗରରୁ ସୁବ୍ରତଙ୍କୁ ଦିଲ୍ଲୀ ନେଲା ସାଇବର ପୋଲିସ

ରାଜନଗର, ୨୦ା୬ (ଭାସ୍କର ରାଉତରାୟ): ୟୁଏସ ନାଗରିକଙ୍କଠାରୁ ୬ ଲକ୍ଷ ୨୫ ହଜାର ଡଲାର ଲୁଟି ନେଇଛନ୍ତି ସାଇବର ଠକ। ଯାହାର ଭାରତୀୟ ମୁଦ୍ରାରେ ୫ କୋଟିରୁ ଊର୍ଦ୍ଧ୍ୱ ହେବ। ରାଜନଗର ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହ ୩...

ଉଦୟଗିରିରେ ହେବ ବୌଦ୍ଧ ସଂଗ୍ରହାଳୟ : ପ୍ରତ୍ନତତ୍ତ୍ୱ ଡିଜି

ଚଣ୍ଡିଖୋଲ,୨୦ା୬(ପ୍ରଦୀପ୍ତ କୁମାର ପୃଷ୍ଟି): ବିଶ୍ୱ ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରିଠାରେ ନୂତନ ସଂଗ୍ରାହଳୟ ସ୍ଥାପନ କରାଯିବ। ଏଥିନେଇ ସୋମବାର ଭାରତୀୟ ପ୍ରନତ୍ତତ୍ତ୍ୱ ବିଭାଗର ମହାନିର୍ଦ୍ଦେଶକ ଡ଼. କିଶୋର କୁମାର ବାସା ସୂଚନା ଦେଇଛନ୍ତି। ସେ ବୌଦ୍ଧପୀଠ ଉଦୟଗିରି ପରିସର ବୁଲିବା ସହିିତ...

ରଥଯାତ୍ରାରେ ଛେରା ପହଁରା କରନ୍ତି ରାଣୀ

ଧର୍ମଶାଳା,୨୦ା୬(ବଟକୃଷ୍ଣ ପରିଡ଼ା ): ମଙ୍ଗଳବାର ଶ୍ରୀଗୁଣ୍ଡିଚା । ଧର୍ମଶାଳା ବ୍ଲକର ଗଡମଧୁପୁରର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ପକ୍ଷରୁ ରଥଯାତ୍ରା ଅନୁଷ୍ଠିତ ହୁଏ । ପରମ୍ପରା ଅନୁଯାୟୀ ଗଡମଧୁପୁର ଜଗନ୍ନାଥ ମନ୍ଦିର ବଡଦାଣ୍ଡରେ ରାଜା ଛେରାପହଁରା କରିଥାନ୍ତି । ତେବେ ଗଡମଧୁପୁରର...

୧୧ କି.ମି. ରଥ ଦାଣ୍ଡରେ ଗଡ଼ିବ ଶ୍ରୀଜୀଉଙ୍କ ରଥ

ଚଣ୍ଡିଖୋଲ/ଛତିଆ,୨୦ା୬(ପ୍ରଦୀପ୍ତ କୁମାର ପୃଷ୍ଟି/ସୌମ୍ୟ ରଞ୍ଜନ ସାହୁ): ମଙ୍ଗଳବାର ଶ୍ରୀଜୀଉଙ୍କ ଘୋଷ ଯାତ୍ରା। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା ତିନି ରଥରେ ବିଜେ କରି ସର୍ବଜନଙ୍କୁ ଦର୍ଶନ ଦେବେ। ସେଥିପାଇଁ ରଥ ପ୍ରସ୍ତୁତ ହୋଇସାରିଛି। ପ୍ରଶାସନ...

ଯୌତୁକ ପାଇଁ ବଧୂହତ୍ୟା ଉଦ୍ୟମ: ପୀଡ଼ିତା ଥାନାର ଦ୍ୱାରସ୍ଥ

ବଡ଼ଚଣା,୨୦ା୬(ଦିଲୀପ ମହାନ୍ତି): ଜଣେ ନବବଧୂଙ୍କୁ ଅଧିକ ଯୌତୁକ ଦାବିରେ ମାନସିକ ଓ ଶାରିରୀକ ନିର୍ଯାତନା ଦେଇ ହତ୍ୟା ଉଦ୍ୟମ କରାଯାଇଥିବା ଚଣ୍ଡୀଖୋଲ ଥାନାରେ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପୋଲିସ ତଦନ୍ତ ଆରମ୍ଭ କରିଛି ା। ସୂଚନା ଅନୁଯାୟୀ,ବଡ଼ଚଣା ଥାନା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri