ଆମ ଜିଲା ଖବର

ଫାର୍ମାସିଷ୍ଟ ଚୋରି କରୁଛନ୍ତି ନିରାମୟ ଔଷଧ

ବରଗଡ଼,୧୬।୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ମାଗଣାରେ ଔଷଧ ଯୋଗାଣ ପାଇଁ ଓଡ଼ିଶା ସରକାର ନିରାମୟ ଯୋଜନା କରିଛନ୍ତି । ୨୦୧୫ରୁ ରାଜ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ୫୭୩ ପ୍ରକାର...

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଏସ୍‌ସିବିରେ ଆଉ ଜଣେ ଯାତ୍ରୀଙ୍କ ମୃତ୍ୟୁ

କଟକ,୧୬ା୬ (କାର୍ତ୍ତିକ ସାହୁ): ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଗୁରୁତର ହୋଇ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଆଉ ଜଣେ ଯାତ୍ରୀଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ସେ ହେଲେ ବିହାର ବାସିନ୍ଦା ପ୍ରକାଶ ରାମ(୧୭)। ତାଙ୍କ ଅବସ୍ଥା...

ଜୁଆ ଆଡ୍ଡାରେ ଚଢ଼ାଉ, ୭ ଗିରଫ

ଖଲ୍ଲିକୋଟ,୧୬ା୬ (ପ୍ରଶାନ୍ତ ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ କନକା ଗ୍ରାମ ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରି ୮,୨୦୦ ଟଙ୍କା ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିିଛି।...

ଟାଟା ପାୱାର ଅଫିସ ଆଗରେ ଭାଜପାର ବିକ୍ଷୋଭ: ପୋଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି

ବ୍ରହ୍ମପୁର,୧୬ା୬(ନରସିଂହ ସାହୁ): ଅଘୋଷିତ ବିଦ୍ୟୁତ କାଟ୍‌ ପ୍ରତିବାଦରେ ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ପକ୍ଷରୁ ବ୍ରହ୍ମପୁରସ୍ଥିତ ଟାଟା ପାୱାର ଦକ୍ଷିଣାଞ୍ଚଳ କର୍ପୋରେଟ କାର୍ଯ୍ୟାଳୟ ଆଗରେ ଶୁକ୍ରବାର ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆନ୍ଦୋଳନକାରୀ ଅଫିସ ଭିତରକୁ ପଶିବା...

ଭିଜିଲାନ୍ସ ଜାଲରେ ପ୍ରାଣୀଧନ ଚିକିତ୍ସାଅଧିକାରୀ

ଆସିକା,୧୬ା୬(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ବ୍ଲକ ପ୍ରାଣୀଧନ ଚିକିତ୍ସାଅଧିକାରୀ ରବି ନାରାୟଣ ସାହୁ ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡିଛନ୍ତି । ମୋବାଇଲ ଭେଟନାରୀ ୟୁନିଟ ବ୍ୟବହାର ଲାଗି ନିୟୋଜିତ ଏକ ବୋଲେରୋର ଭଡା ନବୀକରଣ ଲାଗି କାଗଜପତ୍ର...

ଗଞ୍ଜାମ ଏସ୍‌ପିଙ୍କୁ ଭେଟିଲେ ୧୧ ବାସନ୍ଦ ପରିବାର

ଛତ୍ରପୁର,୧୬ା୬(ସନ୍ତୋଷ ପାଢ଼ୀ )-ଗଞ୍ଜାମ ଜିଲା ରମ୍ଭା ଥାନା ନୁଆଁପଲ୍ଲୀ ଏବଂ ପୋଇରାସୀ ଗ୍ରାମର ୧୧ଟି ପରିବାରକୁ ବାସନ୍ଦ କରିବା ସହ ପ୍ରାଣରେ ମାରିଦେବା ପାଇଁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଏ ନେଇ ଶୁକ୍ରବାର ୨ ଗ୍ରାମର ବାସନ୍ଦ ପରିବାର...

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ରାଇବଣିଆ/ଜଳେଶ୍ୱର,୧୬।୬(ନବୀନ ସାହୁ/ରବି ନାରାୟଣ ପାତ୍ର):  ବାଲେଶ୍ୱର ଜିଲା ରାଇବଣିଆ ଥାନା ଭଦୁଆ ନିକଟରେ ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଚମାରଗାଁ ପଞ୍ଚାୟତ ପୁଡ଼ତା ଗ୍ରାମର ରଡ଼ିଆ ମୁର୍ମୁଙ୍କ ପୁଅ ବୁଦ୍ଧିଆ (୩୫)। ସୂଚନା ଅନୁଯାୟୀ, ହାତୀଗଡ଼...

ରଜରେ ରଜବତୀ ବିବାହ ଅନୁଷ୍ଠିତ

କେନ୍ଦୁଝର,୧୬ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ସମଗ୍ର ଜିଲାରେ ରଜ ପର୍ବ ଧୂମଧାମରେ ପାଳିତ ହେଉଥିବା ବେଳେ ଏହି ଦିନରେ ରଜବତୀ ବିଭାଘର ପ୍ରମୁଖ ଆକର୍ଷଣୀୟ ହୋଇଛି । ଜିଲାର ସଦର ବ୍ଲକ ଅନ୍ତର୍ଗତ ହର୍ଷପୁର ଗ୍ରାମରେ ରଜବତୀ ବିଭାଘର ନିଆରା...

ଶନିବାର ଦାରିଙ୍ଗବାଡି ଗସ୍ତ କରିବେ ୫ଟି ସଚିବ

ଦାରିଙ୍ଗବାଡି,୧୬।୬(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ପ୍ରଥମଥର ପାଇଁ ୫ଟିି ସଚିବ ଭି.କେ ପାଣ୍ଡିଆନ ଶନିବାର ଗସ୍ତ କରିବେ। ସେଠାରେ ପହଞ୍ଚି ପ୍ରଥମେ ମହିଳା ସ୍ବୟଂ ସହାୟକ ଗୋଷ୍ଠିର ସଦସ୍ୟଙ୍କ ସହ ଆଲୋଚନା କରିିବେ। ସେହିପରି ସେ ଦାରିଙ୍ଗବାଡିର...

କେସିଙ୍ଗା ଆଇ.ସି.ଡ଼ି.ଏସ.ରେ ନୂଆ ସିଡିପିଓଙ୍କ ଯୋଗଦାନ

କେସିଙ୍ଗା,୧୬।୬(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟଳୟରେ ନୂଆ ସିଡିପିଓ ସୁଷମା ମିଶ୍ର ଶୁକ୍ରବାର ଯୋଗଦାନ କରିଛନ୍ତି। ସେ ଦୀର୍ଘ ଦିନରୁ ଭବାନୀପାଟଣା ବ୍ଲକରେ କାର୍ଯ୍ୟ କରୁଥିଲେ। ଗର୍ଭବତୀ, ପ୍ରସୂତୀ ମହିଳା, ଶିଶୁମାନଙ୍କୁ ଠିକ୍‌...

ବିଡିଓଙ୍କ ବଦଳି ଦାବି ନେଇ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ଚେୟାରମ୍ୟାନ

କୋଟଗଡ଼,୧୬ା୬(ସରୋଜ ବଳିୟାରସିଂ): ବିଡିଓଙ୍କ ବଦଳି ଦାବି ନେଇ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ବ୍ଲକ ଚେୟାରମ୍ୟାନ। ଏଭଳି ଘଟଣା କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ ଦେଖିବାକୁ ମିଳିଛି। କିଛି ଦିନ ଧରି ବିଡିଓ ଅର୍ଜୁନ ପ୍ରଧାନ ଓ ବ୍ଲକ ଚେୟାରମ୍ୟାନ...

ଗୁଣ୍ଡିଚା ମନ୍ଦିରରେ ବରଗଛ ଭର୍ତ୍ତି

ସୋନପୁର,୧୬।୬(ମୃତ୍ୟୁଞ୍ଜୟ ଶତପଥୀ): ଆସନ୍ତା ୨୦ ତାରିଖ ପବିତ୍ର ରଥଯାତ୍ରା। ଏଥିପାଇଁ ସୁବର୍ଣ୍ଣପୁର ସମେତ ସାରା ଓଡିଶା ଉତ୍ସବ ମୁଖର ହୋଇଉଠିଛି। ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ଓ ଗୁଣ୍ଡିଚା ମନ୍ଦିରକୁ ରଙ୍ଗ କରାଯାଉଛି। ହେଲେ ସୁବର୍ଣ୍ଣପୁରର ସ୍ଥିତି ଭିନ୍ନ। ମନ୍ଦିରମାଳିନୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri