ଆମ ଜିଲା ଖବର

ଗୋରୁଙ୍କୁ ବ୍ୟାପୁଛି ଏକଟାଙ୍କିଆ ରୋଗ

ସାକ୍ଷୀଗୋପାଳ,୧୬।୬(ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର): ସତ୍ୟବାଦୀର କିଛି ଅଞ୍ଚଳରେ ଗୋରୁ ବାଛୁରୀଙ୍କୁ ଏକଟାଙ୍କିଆ ରୋଗ ବ୍ୟାପୁଥିବା ନେଇ ଗୋପାଳକ ଅଭିଯୋଗ କରିଛନ୍ତି। ଗୋରୁଙ୍କୁ ହଠାତ୍‌ ପ୍ରବଳ ଜ୍ୱର ଆସି ପାଟିରୁ ଲାଳ ବାହାରିବା ସହ ଗୋଡ଼ ଫୁଲି ଦରଜ ହୋଇ ଅଚଳ...

ରାସ୍ତାରେ ପାର୍କିଂରୁ ବଢୁଛି ଦୁର୍ଘଟଣା

ବଲାଙ୍ଗୀର,୧୬ା୬(ବୀରେନ୍ଦ୍ର ଝାଙ୍କର): ବଲାଙ୍ଗୀର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥର ବଲାଙ୍ଗୀର ସହର ଉପକଣ୍ଠ ବୀରମୁଣ୍ଡା ଛକ ନିକଟରେ ମଙ୍ଗଳବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ପୁଣି ଥରେ ବଲାଙ୍ଗୀର ବାଇପାସ୍‌...

ମହିମା ପୀଠ କାୟାକଳ୍ପ ବଦଳିବ

ଭୁବନେଶ୍ୱର/ଢେଙ୍କାନାଳ, ୧୬।୬(ଅନିଲ ଦାସ/ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଯୋରନ୍ଦାସ୍ଥିତ ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠର କାୟାକଳ୍ପ ସମ୍ପୂର୍ଣ୍ଣ ବଦଳିବ। ଏହାର ଉନ୍ନତୀକରଣ ସମ୍ପର୍କିତ ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।...

ଏ ପାନ୍‌ବାଲା ବାବୁ…କଣ୍ଠଶିଳ୍ପୀଙ୍କ ପରଲୋକ

ବଲାଙ୍ଗୀର,୧୬ା୬(ବୀରେନ୍ଦ୍ର ଝାଙ୍କର): ନବେ ଦଶକରେ ପ୍ରସିଦ୍ଧି ଲାଭ କରିଥିବା ଲୋକପ୍ରିୟ କୋଶଲୀ-ସମ୍ବଲପୁରୀ ଗୀତ ଏ ପାନ୍‌ବାଲା ବାବୁର ଗାୟକ ତଥା ଲେଖକ, ସଙ୍ଗୀତଜ୍ଞ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ଅନିଲ ହରିପାଲ(୫୮)ଙ୍କ ଗୁରୁବାର ପରଲୋକ ଘଟିଛି। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ...

୩ ଘଣ୍ଟା ନବଯୌବନ ଦର୍ଶନ

ପୁରୀ,୧୬ା୬(ଅଜିତ୍‌ ମହାନ୍ତି): ଚଳିତ ମାସ ୧୯ ତାରିଖରେ ମହାପ୍ରଭୁଙ୍କ ଦୁର୍ଲଭ ନବଯୌବନ ଦର୍ଶନ ଓ ୨୦ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ନବଯୌବନ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ଚୂଡ଼ାନ୍ତ ହୋଇଛି। ଭକ୍ତମାନେ ମାତ୍ର...

ଏସି ଅଚଳକୁ ନେଇ ହଙ୍ଗାମା: ୨ଘଣ୍ଟା ଟ୍ରେନ୍‌ ଅଟକ

ରାଉରକେଲା,୧୫।୬(ବିପ୍ଳବ ରଞ୍ଜନ ଦାଶ): କୋଏମ୍ବାଟୁର-ବଡୋନୀ (ନଂ-୦୩୩୫୮) ଟ୍ରେନ୍‌ର ଏ-୧ ବଗିର ଏସି କାମ ଦେଉ ନ ଥିବାରୁ ରାଉରକେଲା ରେଲଓ୍ବେ ଷ୍ଟେଶନରେ ଯାତ୍ରୀମାନେ ଗୁରୁବାର ଅପରାହ୍ନରେ ହଙ୍ଗାମା କରିଛନ୍ତି। ଫଳରେ ୨ଘଣ୍ଟା ଧରି ଟ୍ରେନ ଷ୍ଟେଶନରେ ଅଟକି ରହିବାରୁ ଯାତ୍ରୀମାନେ...

୬ ଭରି ଓଜନର ମଙ୍ଗଳସୂତ୍ର ଝାମ୍ପିନେଲେ ଦୁର୍ବୃତ୍ତ

ରାୟଗଡ଼ା,୧୫।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ପ୍ରତିଦିନ କେଉଁଠି ନା କେଉଁ ଚୋରି, ରାହାଜାନି ହେଉଥିବା ଖବର ମିଳୁଥିଲେ ମଧ୍ୟ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି।...

୯୨ କଇଁଛ ଉଦ୍ଧାର: ବନ୍ଧା ହେଲେ ୨ ଅଭିଯୁକ୍ତ 

ପାପଡାହାଣ୍ଡି,୧୫।୬(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଥାନା ପୋଲିସ ୯୨ କଇଁଛ ଉଦ୍ଧାର  କରିଛି। ଏହି ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ୨ଟି ବାଇକ୍‌ ଜବତ କରାଯାଇଥିବା ମଇଦଲପୁର ଥାନା  ପରିସରରେ...

ଗ୍ରାମ୍ୟ କୃଷି କର୍ମଚାରୀ ନିଲମ୍ବିତ

ବରଗଡ଼ ଅଫିସ୍‌,୧୫।୬(ପ୍ରେମାନନ୍ଦ ଖମାରୀ): ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ବଳରାମ ଯୋଜନାରେ ଅନ୍ତର୍ଭୁକ୍ତ କରାଇଦେବାକୁ କହି ଚଷୀଙ୍କୁ ଟଙ୍କା ଦାବି କରିବା ଜଣେ ଗ୍ରାମ୍ୟ କୃଷି କର୍ମଚାରୀ(ଭିଏଡବ୍ଲୁ)ଙ୍କୁ ମହଙ୍ଗା ପଡ଼ିଛି। ଅଭିଯୋଗ ପରେ ବରଗଡ଼ ଜିଲା ସୋହେଲା ବ୍ଲକ ଝର ପଞ୍ଚାୟତ...

ଚକୁଳି ପିଠା, ଆମ୍ବ ଖାଇ ୧୦ ଅସୁସ୍ଥ

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): ଚକୁଳି ପିଠା ଏବଂ ଆମ୍ବ ଖାଇବା ପରେ ଫୁଡ୍‌ ପଏଜନ ହୋଇ କଳାହାଣ୍ଡି ଜିଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ ଡହଗାଁ କଲୋନୀପଡ଼ାର ୧୦ଜଣ ମହିଳା, ପୁରୁଷ ଏବଂ ଶିଶୁ ବାନ୍ତିରେ ଅସୁସ୍ଥ ହୋଇ କୋକସରା...

ସୁରଟରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଚିକିଟି,୧୫ା୬(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ୍‌ କଳବାଡ଼ ପଞ୍ଚାୟତ ଅଧୀନ ପାରସମା ଗ୍ରାମ କୁମ୍ଭାର ସାହିର ଜଣେ ଶ୍ରମିକଙ୍କ ଗୁଜରାଟ ସୁରଟରେ ମୃତ୍ୟୁ ଘଟିଛି। ସେ ହେଲେ ସନ୍ତୋଷ କୁମାର ବେହେରା(୪୨)। ସନ୍ତୋଷ ୮ ବର୍ଷ ହେଲା...

ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ତେଜିଲା ଭାଜପା

ବଡବିଲ,୧୫।୦୬(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲରେ ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ଭାଜପା ପକ୍ଷରୁ ବଡବିଲ ସ୍ଥିତ ଟିପିଏନ୍‌ଓଡିଏଲ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନା ଅନୁଯାୟୀ, ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri