ଆମ ଜିଲା ଖବର

ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦରେ ଆନ୍ଦୋଳନ ତେଜିଲା

ବରଗଡ଼,୧୫ା୬(ପ୍ରେମାନନ୍ଦ ଖମାରୀ): ଗୋଟିଏ ପଟେ ତାତି ଥମୁନି, ଅନ୍ୟପଟେ ଅଘୋଷିତ ବିଦ୍ୟୁତ୍‌ କାଟ। ଏଭଳି ସ୍ଥିତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ମଧ୍ୟ ବଢ଼ି ଚାଲିଛି। ଏନେଇ ଗୁରୁବାର ବରଗଡ଼ ଗାନ୍ଧିଛକରେ ଭାଜପା ଧାରଣା ଦେଇ...

ଆନ୍ତଃରାଜ୍ୟ ଲୁଟେରାଙ୍କୁ ଧରିଲା ପୋଲିସ, ନଗଦ ୯୨ ହଜାର ଟଙ୍କା ଜବତ

ଗଞ୍ଜାମ,୧୫ା୬(ବିଦ୍ୟାଧର ସାହୁ): ରମ୍ଭା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ରାଜ୍ୟ ତଥା ଆନ୍ଧ୍ର ଓ ଓଡ଼ିଶାର ବିଭିନ୍ନ ଜିଲାରେ ଏଟିଏମ୍‌ଗୁଡିକରୁ ଲୁଟୁଥିଲେ। ବୁଧବାର ରମ୍ଭା ଥାନା ପୋଲିସ ଦୁଇ ଆନ୍ତଃ ରାଜ୍ୟ ଏଟିଏମ୍‌ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ...

ବିଦ୍ୟୁତ୍‌ କାଟ୍‌ ନେଇ ଏସ୍‌.ଡି.ଓଙ୍କ କାର୍ଯ୍ୟାଳୟ ଘେରାଉ କଲେ ଅଧିବାସୀ

କେସିଙ୍ଗା,୧୫।୬(ତୁମେଶ୍ୱର ସାହୁ) ବାରମ୍ବାର ବିଦ୍ୟୁତ୍‌ କାଟ୍‌କୁ ନେଇ କଳାହାଣ୍ଡି ଜଲା କେସିଙ୍ଗା ସହରରେ ଅବସ୍ଥିତ ଏସ୍‌.ଡି.ଓ (ବିଦ୍ୟୁତ)ଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ନେତୃତ୍ୱରେ ଗୁରୁବାର ଘେରାଉ କରାଯାଇ ଥିଲା। ବ୍ଲକର ସମଗ୍ର ୨୬ଟି...

ଦ୍ୱିତୀୟ ଦିନରେ ନଛିପୁରରେ ଧୂମଧାମ୍‌ରେ ଚାଲିଛି ରଜପର୍ବ

ନୟାଗଡ଼,୧୫ା୬(ଲୋକନାଥ ମିଶ୍ର): ଓଡ଼ିଶାର ଲୋକ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାର ନିଚ୍ଛକ ପ୍ରୟାସ ସ୍ବରୂପ ନୟାଗଡ଼ ଜିଲା, ଇକିରି ପଞ୍ଚାୟତର ନଛିପୁରରେ ପ୍ରତିବର୍ଷ ବେଶ୍‌ ଧୁମ୍‌ଧାମ୍‌ରେ ପାଳିତ ହେଉଛି ରଜପର୍ବ। ଚଳିତ ବର୍ଷ ମଧ୍ୟ ରଜ ମଉଜ ଆରମ୍ଭ...

ହାତୀ ଚଳପ୍ରଚଳ ଅଞ୍ଚଳରେ ପଡ଼ିଛି ପାଇପ୍‌

କେନ୍ଦୁଝର,୧୫ା୬(ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲାରେ ବାସହରା ହୋଇ ହାତୀମାନେ ଏଣେ ତେଣେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଆଶ୍ରୟ ନେବା ପାଇଁ ଧାଉଁଛନ୍ତି। ହାତୀମାନେ ଯାତାୟାତ କରିବା ବେଳେ ପ୍ରସସ୍ଥ ରାସ୍ତାଘାଟ ପାର ହୋଇଯିବାକୁ ପଡୁଛି। ବିଶେଷକରି ଜିଲାର ଏନ୍‌ଏଚ୍‌...

ବିଜେଡିରେ ସାମିଲ ହେଲେ ଭାଜପା କର୍ମୀ

କେସିଙ୍ଗା,୧୫.୬(ତୁମେଶ୍ୱର ସାହୁ): ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦର ବ୍ଲକର କେନ୍ଦୁପାଟୀ, ବୋର୍ଡା, ଗୁର୍ଜୁଙ୍ଗ ପଞ୍ଚାୟତକୁ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ଏବଂ କଳାହାଣ୍ଡି ବିଜେଡି ଜିଲା ସଭାନେତ୍ରୀ ଲଳିତା ନାଏକ ଗସ୍ତ କରି ପଞ୍ଚାୟତ ବାସୀଙ୍କୁ ଏକତ୍ରିତ କରି...

ଟାଟା ପାୱାର କର୍ମଚାରୀଙ୍କ ଆତ୍ମହତ୍ୟା

କେନ୍ଦୁଝର,୧୫।୬(ସ୍ବ.ପ୍ର): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତ କଶିରା ଗ୍ରାମରେ ଟାଟା ପାୱାର ସଂସ୍ଥାରେ କାମ କରୁଥିବା ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ଫାସିଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଯୁବକ ଜଣଙ୍କ ହେଲେ ନବିନ କୁମାର ଦେଓଙ୍କ...

ଅଘୋଷିତ ବିଦ୍ୟୁତ୍‌ କାଟ୍‌ ପ୍ରତିବାଦରେ ଭାଜପାର ଧାରଣା

ନୀଳଗିରି,୧୫ା୬(ପ୍ରଶାନ୍ତ କୁମାର ବିଶ୍ୱାଳ): ଅଘୋଷିତ ବିଦ୍ୟୁତ କାଟ୍‌ ପ୍ରତିବାଦରେ ଗୁରୁବାର ନୀଳଗିରି ଟି.ପି.ଏନ.ଓ.ଡି.ଏଲ୍‌ ନୀଳଗିରି ଷ୍ଟ୍ରକଚର ସମ୍ମୁଖରେ ଭାଜପା ପକ୍ଷରୁ ଧାରଣା ଦିଆଯାଇଛି। ଖରାଦିନରେ ବିଜୁଳି କାଟ୍‌ ଲୋକମାନଙ୍କୁ ବହୁ ବାଧୁଛି। ହେଲେ ଏହାର କିଛି ସମାଧାନ ନାହିଁ। ଯେତେ...

ବାଇକ୍‌ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଦୁଇ ଗୁରୁତର

ଜମନକିରା,୧୫ା୬(ରବୀନ୍ଦ୍ର ପ୍ରସାଦ ଦାନୀ): ଜମନକିରା ଥାନା ଅନ୍ତର୍ଗତ ରାଜରାସ୍ତା ୫୩ ପିଠାମାରେନ ପୋଲ ନିକଟରେ ହୋଇଥିବା ବାଇକ୍‌ ଦୁର୍ଘଟଣାରେ ଦୁଇ ଗୁରୁତରଙ୍କ ବୁଧବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ନରେ ଜମନକିରା...

ପେସା ହଜାଇ ଦେଇନି ନିଶା

ଛତ୍ରପୁର, ୧୫।୬(ସନ୍ତୋଷ ପାଢ଼ୀ): ବୟସ ୫୦ ଛଇଁଲାଣି। ତଥାପି ନାଚିବା ଓ ନାଚ ଶିଖିବା ନିଶା ଛାଡ଼ିନି। ଏହି ବୟସରେ ଠୁମକା ଲଗାଇବା ସହ ଏବଂ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତରେ ତାଳ ଦେଇ ନାଚୁଛନ୍ତି ଗଞ୍ଜାମ ଜିଲା ଛତ୍ରପୁରର ରାମେଶ୍ୱର...

ଉପାନ୍ତ ଇଲାକା ପାଇଁ ପକ୍କା ରାସ୍ତା ସ୍ବପ୍ନ

ଭବାନୀପାଟଣା, ୧୫।୬(ଉତ୍ତମ କୁମାର ଦାଶ) ଗାଁକୁ ବିକାଶ ଦିଗରେ ନେବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ଗାଁକୁ ଚାଲ ଗାଁକୁ ଗଢ ଏଭଳି କିଛି ସ୍ଲୋଗାନ ନେଇ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟରେ କୋଟି...

ନଦୀ ଶୁଖିଲା,୧୫ଦିନ ଜଳଯୋଗାଣ ଠପ

ସମ୍ବଲପୁର, ୧୫।୬ (ଶୁଭାଶିଷ ପାଢୀ) ଘରେ ଘରେ ଜଳ ପହଞ୍ଚାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ବଲପୁର ମହାନଗର ନିଗମ ୪୦ ନମ୍ବର ୱାର୍ଡ ମାନେଶ୍ୱର ବାସୀଙ୍କ ପାଇଁ ଅପହଞ୍ଚ ହୋଇରହିଛି। ପ୍ରାୟ ୧୫ବର୍ଷ ଧରି ମାନେଶ୍ୱର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri