ଆମ ଜିଲା ଖବର

ନିଆଁରେ ପୋଡ଼ିଗଲା ଆମ୍ବ ବଗିଚା

ଭେଡେନ,୧୪।୬(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ଥାନା ରୂଷୁଡା ଫାଣ୍ଡି ଅଧୀନ ଗଣ୍ଡତୁରୁମ ଗ୍ରାମରେ ବୁଧବାର ସାରେ ବିଲରେ ଲଗାଯାଇଥିବା ନିଆଁ ଭୟଙ୍କର ରୂପ ନେଇ ବ୍ୟାପକ କ୍ଷୟକ୍ଷତି କରିଛି। ନିଆଁ ବ୍ୟାପିବାରୁ ଗ୍ରାମର ଭୁକୁଲାନନ୍ଦ ଦାଶଙ୍କ ଆମ୍ବ ବଗିଚା...

ହାତୀ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ

ସମ୍ବଲପୁର,୧୪ା୬(ଶୁଭାଶିଷ ପାଢୀ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ବସିଆପଡା ଗ୍ରାମ ରାସ୍ତାପାର୍ଶ୍ୱ ନାଳ ନିକଟରେ ମଙ୍ଗଳବାର ଏକ ଦନ୍ତାହାତୀର ମୃତଦେହକୁ ବନ ବିଭାଗ ଠାବ କରିଥିଲା। ପେଟଜନିତ ରୋଗେରେ ଦନ୍ତାର ମୃତ୍ୟୁ ହୋଇଥିବା ନେଇ ଗଣମାଧ୍ୟମରେ ଏସିଏଫ୍‌ ତେଜରାଜ ନାୟକ...

ଶାଳ ମଞ୍ଜି ନେଇ ଯାଉଥିବା ବେଳେ ଓଲଟିଲା ଟ୍ରକ

ବାଲିଗୁଡ଼ା,୧୪।୬:(ଡି.ଏନ୍‌.ଏ.): ଭାରସାମ୍ୟ ହରାଇ ଓଲଟିଲା ଶାଳମଞ୍ଜି ବୋଝେଇ ଟ୍ରକ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର। ଏଭଳି ଏକ ଘଟଣା ଘଟିଛି, କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ଗଦ୍ରିଙ୍ଗିଆ ଘାଟି ନିକଟରେ। ମିଳିଥିବା ସୂଚନା ମୁତାବକ, ବୁଧବାର ବାଲିଗୁଡ଼ା...

ପାଣି ପାଇଁ ଗୁହାରି 

ରାୟଗଡ଼ା,୧୪।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତ କୋଣ୍ଡିଗୁଡ଼ା ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି। ପାନୀୟ ଜଳ ସଙ୍କଟର ସମାଧାନ ପାଇଁ କୋଣ୍ଡିଗୁଡ଼ା ଗ୍ରାମବାସୀ ବ୍ଲକ୍‌ ପ୍ରଶାସନ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା...

ଓଭରବ୍ରିଜ୍‌ ନିର୍ମାଣରେ ବିଳମ୍ବ, ବଢୁଛି ଜନଅସନ୍ତୋଷ

ଗଞ୍ଜାମ,୧୪ା୬(ବିଦ୍ୟାଧର ସାହୁ): ଦିନକୁ ଦିନ ଚିନ୍ତା ବଢ଼ାଉଛି ଜାତୀୟ ରାଜପଥ ହୁମ୍ମା ଓଭରବ୍ରିଜ୍‌।ଏନ.ଏଚ୍‌ -୧୬ ହୁମ୍ମା ଛକଠାରେ ନିର୍ମାଣାଧୀନ ଓଭର ବ୍ରିଜ କାମ ଆରମ୍ଭ ହେବାର ଅଦ୍ୟାବଧି ୪ବର୍ଷରୁ ଊର୍ଦ୍ଧ୍ୱ ବିତି ଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ...

ପହିଲି ରଜରେ ପିଠାପଣା ଖାଇଲେ, ନେଲେ ଦୋଳିର ମଜା

କେନ୍ଦୁଝର,୧୪ା୬(ନରେଶ ପଟ୍ଟନାୟକ): ବାଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିଠାରେ ରଜ ଉତ୍ସବ ଧୂମ୍‌ଧାମରେ ପାଳିତ ହୋଇଯାଇଛି। ସ୍ଥାନୀୟ ଆମ୍ବ ତୋଟାରେ ବିଭିନ୍ନ ପ୍ରକାର ଦୋଳି ଲାଗିଛି। ସ୍ଥାନୀୟ ଯୁବତୀ, ଯୁବକ ତଥା ବୟସ୍କମାନେ ଏକାଠି ହୋଇ ଦୋଳି ଖେଳିବା ସହ ମଜା...

ବନ୍ଧୁକମୁନରେ ଗହଣା ଦୋକାନୀଙ୍କୁ ଲୁଟ୍‌

ମୋରଡ଼ା,୧୪ା୬(ସ୍ମାରକ ମାଝି): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ତଥା ଶୁଳିଆପଦା ଥାନା ଅଧୀନ ସାତଭାୟା ଛକଠାରେ ଜଣେ ଗହଣା ଦୋକାନୀଙ୍କୁ ଲୁଟ୍‌ କରିଛନ୍ତି କିଛି ଦୁର୍ବୃତ୍ତ। ଦୋକାନୀ ଜଣକ ହେଲେ ଚଢେଇଗାଁ ପଞ୍ଚାୟତର ଅଢେଇକୁଲା ଗ୍ରାମର ସ୍ବପ୍ନେଶର ସିଂହ। ସ୍ବପ୍ନେଶ୍ୱର...

ଟନେଲ୍‌ କାମ ବନ୍ଦ କଲେ ବିସ୍ଥାପିତ ପରିବାର

ଆର.ଉଦୟଗିରି,୧୪ା୬(ମନୋଜ ପାଢ଼ୀ): ଆର୍‌.ଉଦୟଗିରି ବ୍ଲକ ଛେଳିଗଡ଼ ଜଳସେଚନ ପ୍ରକଳ୍ପରେ ବିସ୍ଥାପିତ ପରିବାର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ଭେଟି ୨୦ଟି ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଇତିମଧ୍ୟରେ ୨୪ଘଣ୍ଟା ନବିତିଣୁ ମଙ୍ଗଳବାର ବିସ୍ଥାପିତ ପରିବାର ଟନେଲ କାମ ବନ୍ଦ...

ସୋରଡାରେ ଚୋର ଆତଙ୍କ

ସୋରଡା,୧୪।୬(ଲମ୍ବୋଦର ପାଣିଗ୍ରାହୀ ):ଖଜୁରୀପାଲି, କାଲମା, କେନ୍ଦୁପାଲି ଅଞ୍ଚଳରେ ଚୋର ଦଳ ସକ୍ରିୟ ଥିବା ବେଳେ ଗ୍ରାମାଞ୍ଚଳରେ ଚୋର ଆତଙ୍କ ଦେଖାଯାଇଛି। ରବିବାର ସକାଳେ ସୋରଡା ବଡଦାଣ୍ଡରେ ବ୍ୟବସାୟୀ ଦୀନବନ୍ଧୁ ଚୌଧୁରୀଙ୍କ ଦୋକାନରେ ୩ ଯୁବକ ପଶି ବ୍ୟାଗ୍‌ କିଣିବା ବାହାନରେ...

ହାତକୁ ମିଳିଲା ଭତ୍ତା ଟଙ୍କା

ଗଞ୍ଜାମ,୧୫।୬(ବିଦ୍ୟାଧର ସାହୁ): ଚଳିତ ମାସରେ ମଧୁବାବୁ ପେନସନ ତଥା ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହିତାଧିକାରୀଙ୍କ ଘରକୁ ଯାଇ ପ୍ରଦାନ କରିଛନ୍ତି ପ୍ରଶାସନିକ ଅଧିକାରୀ । ଭତ୍ତା ଟଙ୍କା ମିଳିବା ପରେ ବୁଢ଼ା ବୁଢ଼ୀଙ୍କ ଖୁସି କହିଲେ ନସରେ । ଚାରି...

ଜାହାଜ ମରାମତି ବେଳେ ଅଘଟଣ: ପୋତାଶ୍ରୟରେ ଖସି ଅଧିକାରୀଙ୍କ ଜୀବନ ଗଲା

ପାରାଦୀପ,୧୪ା୬(ଶରତ କୁମାର ରାଉତ): ପାରାଦୀପ ବନ୍ଦର ପୋତାଶ୍ରୟରେ ବୁଧବାର ସକାଳେ ଡିସିଆଇ(ଡ୍ରେଜିଂ କର୍ପୋରେଶନ ଇଣ୍ଡିଆ)ଜାହାଜରେ ଅଘଟଣ ଘଟିଛି। ଡ୍ରେଜିଂ ଜାହାଜ ୧୭ର ସେକେଣ୍ଡ ଅଫିସର ପାଣିରେ ବୁଡିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଆଉ ଜଣେ ସି ମ୍ୟାନ (ନାବିକ) ଅଳ୍ପକେ...

ସିସିଟିଭିରେ କଏଦ ହେଲା ଏଟିଏମ୍‌ ଲୁଟ୍‌ର ଦୃଶ୍ୟ

ଭବାନୀପାଟଣା,୧୪ା୬(ଉତ୍ତମ କୁମାର ଦାସ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ କେସିଙ୍ଗା ୨୬ ନମ୍ବର ଜାତୀୟ ରାଜପଥର କଣ୍ଟାବାଞ୍ଜି ଛକ ନିକଟରେ ଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ ଲୁଟ୍‌ ହୋଇଥିବା ଦେଖିବାକୁ ମିଳିଛି। ୩ ଜଣ ଦୁର୍ବୃତ୍ତ ଗ୍ୟାସ କଟର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri