ଆମ ଜିଲା ଖବର

ହସ୍ତାନ୍ତର କରାଯାଉନି ଅଙ୍ଗନୱାଡି କେନ୍ଦ୍ର, ସମସ୍ୟାରେ ଶିଶୁ

ବୁଗୁଡ଼ା,୧୩ା୬(କାଳୀଚରଣ ଦାଶ): ବୁଗୁଡା ବ୍ଲକ ଅଧୀନ କରଚୁଲି ଗ୍ରାମସ୍ଥ ଅଙ୍ଗନୱାଡି କେନ୍ଦ୍ର -୨ରେ ଛାତରୁ ସିମେଣ୍ଟ କଂକ୍ରିଟ ଖଣ୍ଡ ଖସିଯାଇଥିଲା। ପ୍ରଶାସନ ଦ୍ୱାରା ପୁରୁଣା ଗୃହ ୨୦୧୬ ଜୁନ୍‌ ମାସଠାରୁ ବନ୍ଦ କରାଯାଇ ଗ୍ରାମସ୍ଥ ପ୍ରାଥମିକ ବିଦ୍ୟାଳୟଠାରେ ଜରୁରିକାଳୀନ ପରିସ୍ଥିତିରେ...

୫୫ ପ୍ରକଳ୍ପ ପାଇଁ ୧୮କୋଟି ୮୪ଲକ୍ଷ ଅଟକଳ ଧାର୍ଯ୍ୟ

ବାଲେଶ୍ୱର ଅଫିସ, ୧୪।୬ (ମାନସ ବିଶ୍ୱାଳ) ବାଲେଶ୍ୱର ଜିଲାପରିଷଦ ସମ୍ମିଳନୀ କକ୍ଷରେ ଜିଲାପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ କୃଷି ବିଭାଗକୁ ନେଇ ସମୀକ୍ଷା ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଚଳିତବର୍ଷ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମୋଟ ୫୫...

ବୁଢ଼ାବଳଙ୍ଗ ପୋଲକୁ ବିପଦ ନିମ୍ନମାନର ପିଲାର

ବାରିପଦା ଅଫିସ,୧୪।୬ (ନିଳାଦ୍ରୀ ବିହାରୀ ଦଣ୍ଡପାଟ) ରାଜ୍ୟରେ ନିର୍ମାଣାଧିନ କିମ୍ବା ନିର୍ମିତ ପୋଲ ଭୁଶୁଡ଼ିବା ଘଟଣାର ଅନେକ ନଜିର ରହିଛି। ଅନଭିଜ୍ଞ କର୍ମଚାରୀମାନଙ୍କ ପାଇଁ ନିମ୍ନମାନର କାର୍ଯ୍ୟ ଫଳରେ ଅନେକ ଧନଜୀବନ ନଷ୍ଟ ହେଉଛି। ବର୍ଷ ବର୍ଷ ଧରି କାର୍ଯ୍ୟ...

ସହାୟତା ପାଇଁ ଜିଲାପାଳଙ୍କୁ ଭେଟିଲେ ଆହତ ପରିବାର

ବାରିପଦା ଅଫିସ,୧୪।୬: (ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାହାନଗା ରେଳ ଦୁର୍ଘଟଣାରେ ଗୁରୁତର ଆହତଙ୍କ ସମେତ ପରିବାର ଲୋକେ ସହାୟତା ପାଇଁ ମୟୂରଭଞ୍ଜ ଜିଲାପାଳଙ୍କୁ ଭେଟିଛନ୍ତି। ଦୁର୍ଘଟଣାରେ ଆହତଙ୍କ ଚିକିସତ୍ା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ...

ପରବର୍ତ୍ତୀ ନାଲ୍‌କୋ ଇଡିଙ୍କୁ ନେଇ କଳ୍ପନାଜଳ୍ପନା

ବଅଁରପାଳ,୧୪ା୬(ଉପେନ୍ଦ୍ର ରାଉତ): ଅନୁଗୋଳସ୍ଥିତ ନାଲ୍‌କୋ ଏସ୍‌ଆଣ୍ଡପି କମ୍ପ୍ଲେକ୍ସରେ ପରବର୍ତ୍ତୀ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ (ଇଡି) କିଏ ହେବେ ସେ ନେଇ କଳ୍ପନା ଜଳ୍ପନା ବଢ଼ିବାରେ ଲାଗିଛି। ବର୍ତ୍ତମାନ ଇଡି ଥିବା ଭୀମସେନ ପ୍ରଧାନଙ୍କ କାର୍ଯ୍ୟକାଳ ଆସନ୍ତା ୩୦ ତାରିଖରେ ଶେଷ...

ଧର୍ମାନ୍ତରୀକରଣ ପରେ ଉତ୍ତେଜନା

ଯୋଡା,୧୪।୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଜଜାଙ୍ଗ ପଞ୍ଚାୟତର ଭୋଳବେଡ଼ା ଗ୍ରାମରେ ଧର୍ମାନ୍ତରୀକରଣ ପରେ ଚାପା ଉତ୍ତେଜନା ଲାଗି ରହିିଛି। ଦୁଇପକ୍ଷ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ଲାଗି ରହୁଛି। ସୂଚନା ଅନୁଯାୟୀ,ଉକ୍ତ ଗ୍ରାମରେ ଏକ ପରିବାର ପ୍ରଥମେ...

ରଜ ବଜାର ପାଇଁ ଅସମ୍ଭାଳ ଭିଡ଼

ଢେଙ୍କାନାଳ ଅଫିସ,୧୪।୬ (ରତନ ନାୟାର) ଗଣପର୍ବ ରଜ ଉପଲକ୍ଷେ ଲୁଗାପଟା କିଣିବା ଲାଗି ଜନସାଧାରଣଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି। ଏହାକୁ ନେଇ ଢେଙ୍କାନାଳର ପ୍ରମୁଖ ବଜାରରେ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଅସମ୍ଭାଳ ଭିଡ଼ ଜମିଥିବାବେଳେ ଟ୍ରାଫିକ୍‌ ଜାମ୍‌...

ଗ୍ରାମାଞ୍ଚଳରେ ଗଣମହୋତ୍ସବ

(ସୁଧୀର କୁମାର ପରିଡ଼ା) କାମାକ୍ଷାନଗର, ୧୪।୬ ରଜ ମହୋତ୍ସବ ପାଇଁ ଉତ୍ସବମୁଖର ହୋଇଉଠିଛି ଢେଙ୍କାନାଳ ଜିଲା କାମାକ୍ଷାନଗର। ବ୍ଲକର ଆଳତୁମା, ବାଙ୍ଗୁରା, ମାଳପୁରାରେ ଜାକଜମକର ସହ ଏହି ମହୋତ୍ସବ ପାଳନ କରାଯାଉଛି। ୩ଦିନ ଧରି ଆୟୋଜିତ ହେବାକୁ ଥିବା ଏହି...

ହଟିଲା ନିଷେଧାଦେଶ, ଚାଲିଲା ଟ୍ରଲର

ଭୋଗରାଇ, ୧୪।୬(ପ୍ରଦୀପ ଦାସ): ମତ୍ସ୍ୟଜୀବୀଙ୍କ ଦୀର୍ଘ ଦୁଇ ମାସ ଅପେକ୍ଷାର ଅନ୍ତ ଘଟିଛି। ଏହି ଦୁଇ ମାସ ମଧ୍ୟରେ ମତ୍ସ୍ୟଜୀବୀଙ୍କ ପରିବାର ଜୀବନଜୀବିକା ଦୁର୍ବିଷହ ହୋଇପଡ଼ିଥିଲା ବେଳେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମୁଦ୍ର ନିଷେଧାଦେଶକୁ ବୁଧବାରଠାରୁ ହଟାଇ ନିଆଯାଇଛି।...

ମାଟିରେ ମିଶିଲା କଳାକାର ଭବନ

ଅନୁଗୋଳ ଅଫିସ, ୧୪ା୬ (ଅମିତ କୁମାର ସାମଲ) ଅନୁଗୋଳ ପ୍ରଶାସନ ପକ୍ଷରୁ ସହରରୁ ଜବରଦଖଲ ଉଚ୍ଛେଦ କରାଯାଇ ସରକାରୀ ଜାଗାକୁ ନିଜ ଅକ୍ତିଆରକୁ ଅଣାଯାଇଛି। ମଙ୍ଗଳବାର କଳାକାର ଭବନ ସହ ସେଠାରେ ଥିବା ୨ଟି ଘରକୁ ବୁଲଡୋଜର ଲଗାଇ ମାଟିରେ...

ଅର୍ଥକରୀ ଫସଲ ଆଖୁଚାଷ ତଳମୁହାଁ

କେନ୍ଦ୍ରାପଡ଼ା ଅଫିସ,୧୪ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ୭୦ ପ୍ରତିଶତ ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ତେବେ ଅର୍ଥକରୀ ଫସଲ ଉତ୍ପାଦନ ପାଇଁ ବିଭିନ୍ନ ସମସ୍ୟାର ସମାଧାନ ଦୀର୍ଘଦିନ ଧରି ହେଉନାହିଁ। ପ୍ରାୟ ୧୫ ହଜାର ହେକ୍ଟର ଅଞ୍ଚଳରେ ହେଉଥିବା ଆଖୁଚାଷ...

ଆଜିଠୁ ସମୁଦ୍ରକୁ ଯିବେ ମତ୍ସ୍ୟଜୀବୀ

ପାରାଦୀପ,୧୪।୬(ଶରତ ରାଉତ): ୨ ମାସର ସାମୁଦ୍ରିକ ମାଛଧରା କଟକଣା ବୁଧବାର ଶେଷ ହେଉଛି। ଏନେଇ ମଙ୍ଗଳବାର ପାରାଦୀପ ମାଛଧରା ବନ୍ଦର ପରିସର ଚଳଚଞ୍ଚଳ ହୋଇଉଠିଛି । ବୁଧବାର ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ବୋଟ ଓ ୨୫୦ରୁ ଅଧିକ ଛୋଟ ଡଙ୍ଗା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri