ଆମ ଜିଲା ଖବର

ରାଜ୍ୟ କବାଡ଼ି ଦଳରେ ଦୀପା

ରସୁଲପୁର,୧୩ା୬(ଡି.ଏନ.ଏ.): ଯାଜପୁର ଜିଲାର ଅନଗ୍ରସର ଅଞ୍ଚଳ ସୁକିନ୍ଦା ବ୍ଲକର ଝିଅ ଦୀପା ମାଝିଙ୍କୁ ରାଜ୍ୟ କବାଡି ଦଳରେ ସାମିଲ କରାଯାଇଛି ା ନରସିଂହ ଚୌଧୁରୀ ସ୍ବୟଂଶାସିତ ମହାବିଦ୍ୟାଳୟ ବିଜ୍ଞାନ ସ୍ନାତୋକତର ଦ୍ୱିତୀୟ ବର୍ଷର ଛାତ୍ରୀ ଦୀପା ଜନ ଜାତୀୟ ଖେଳ...

ପୁରୁଣା ଅଚଳ କଏନ ବେପାର, ଶ୍ୱଶୁର ଜ୍ୱାଇଁ ଗିରଫ

ଧର୍ମଶାଳା,୧୩ ା ୬(ଡି.ଏନ୍‌.ଏ.): ପୁରୁଣା ଅଚଳ କଏନ ବ୍ୟବସାୟରେ ଲିପ୍ତ ୨ଜଣ ଠକଙ୍କୁ ଧର୍ମଶାଳା ଥାନା ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି ା ସୋମାନେ ହେଲେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ବରପଦା ଗ୍ରାମର ଅଜୟ...

ଆରୁହା,ବାଜବାଟି କଳାପଥର ଖାଦାନରେ ୧୪୪ ଜାରି

ଧର୍ମଶାଳା,୧୩ ।୬(ଡି.ଏନ୍‌.ଏ.): ଧର୍ମଶାଳା ତହସିଲ ଅନ୍ତର୍ଗତ ନିଲାମ ହୋଇ ନ ଥିବା ଆରୁହା ଓ ବାଜାବାଟି କଳାପଥର ଖାଦାନରେ ତହସିଲ ପକ୍ଷରୁ ୧୪୪ ଜାରି କରାଯାଇଛି। ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ନିର୍ଦ୍ଦେଶକ୍ରମେ ଆରୁହା ରାଜସ୍ବ ନିରୀକ୍ଷକ ମନୋଜ କୁମାର...

କାମ କରିବାକୁ ଆନ୍ଧ୍ର ଯାଇଥିଲେ, ଫେରିଲା ମୃତଦେହ 

ନନ୍ଦପୁର, ୧୩ା୬ (ଡି.ଏନ.ଏ.): ନିଜ ଅଞ୍ଚଳରେ କୌଣସି କର୍ମସଂସ୍ଥାନ ନ ପାଇ ଗ୍ରାମର କେତେ ଜଣ ଲୋକଙ୍କ ସହ ଆନ୍ଧ୍ରର ବିଶାଖାପାଟଣାକୁ ଯାଇ କାମ କରୁଥିଲେ କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୁବୁଲାର ଗ୍ରାମର ପୁରନ୍ଦର କିନାଙ୍ଗ (୫୫)। କାମ...

ସ୍ଥାପନ ହେଲା ଇନ୍‌କ୍ୟୁବେଶନ ସେଣ୍ଟର

ସମ୍ବଲପୁର,୧୩ା୬(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ) ପକ୍ଷରୁ ଛାତ୍ର ଉଦ୍ୟୋଗୀ ଓ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। କ୍ୟାମ୍ପସ୍‌ ପରିସରରେ ଏକ ଇନ୍‌କ୍ୟୁବେଶନ ସେଣ୍ଟର ସମ୍ବଲପୁର ୟୁନିଭର୍ସିଟି ଷ୍ଟାର୍ଟ ଅପ୍‌ ଫୋରମ ନାମରେ ସ୍ଥାପନ କରିଛି।...

ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନୂଆପଡ଼ା ଅଫିସ,୧୩।୬: ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କୋମନା ଶାଖା ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ପ୍ରଦୀପ କୁମାର ଚନ୍ଦ୍ରକାରଙ୍କ ଘରେ ସୋମବାର ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ନେଇ ଭବାନୀପାଟଣା ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ...

ରୂପାନ୍ତରଣ ହେବ କାନ୍ତକବିଙ୍କ ଜନ୍ମପୀଠ

ଚାନ୍ଦବାଲି/ବାସୁଦେବପୁର/ଧାମନଗର/ଭଣ୍ଡାରିପୋଖରୀ,୧୩ା୬ (ଡି.ଏନ.ଏ./ସ୍ବ.ପ୍ର.): ୫-ଟି ସଚିବ ଭି. କେ. ପାଣ୍ଡିଆନ ଭଦ୍ରକ ଗସ୍ତ ଅବସରରେ ସୋମବାର ଦ୍ୱିତୀୟ ଦିନରେ ଚାନ୍ଦବାଲି, ବାସୁଦେବପୁର, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ବନ୍ଦେ ଉତ୍କଳ ଜନନୀର...

କ୍ରିକେଟ ଖେଳ ବେଳେ ଗୁଳିକାଣ୍ଡ

ବିଶ୍ରା,୧୩।୬(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ବିଶ୍ରା ମିନି ଷ୍ଟାଡିୟମରେ କ୍ରିକେଟ ଖେଳକୁ ନେଇ ସୋମବାର ଗୁଳିକାଣ୍ଡ ହୋଇଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। ବିଶ୍ରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତନାଘନା ଚଳାଇଛି। ସୂଚନା ଅନୁସାରେ, ସୋମବାର ସକାଳେ ବିଶ୍ରା ମିନି...

ଜନମତ ଜାଗ୍ରତ କରାଇବାରେ ଗଣମାଧ୍ୟମର ଭୂମିକା ଅନନ୍ୟ

ଯାଜପୁର ଅଫିସ/ଯାଜପୁର ରୋଡ୍‌(ଡି.ଏନ୍‌.ଏ.),୧୩ା୬: ଗଣମାଧ୍ୟମ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଯୁବପିଢ଼ିକୁ ଉଚିତ ମାର୍ଗଦର୍ଶନ କରିପାରିବ। କେବଳ ଗଣତନ୍ତ୍ର ନୁହେଁ, ଦୁନିଆକୁ ଆଗକୁ ନେବାରେ ଜନସାଧାରଣଙ୍କ ମଧ୍ୟରେ ମତ ଜାଗ୍ରତ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ଓଡ଼ିଶା ସରକାରଙ୍କ...

ଭିଜିଲାନ୍ସ ଜାଲରେ କୋଟିପତି ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର, ୧୩ା୬(ବ୍ୟୁରୋ): ସରକାରୀ କ୍ଷମତାର ଦୁରୁପଯୋଗ କରି ସରକାରୀ କର୍ମଚାରୀ ବେଆଇନ ଭାବେ ଠୁଳ କରୁଛନ୍ତି ପୁଳା ପୁଳା ସମ୍ପତ୍ତି। ଏପରି ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କଟକ ଜିଲା ସଦର ବ୍ଲକର ସହକାରୀ...

ବଲିଉଡ୍‌ କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ନାଁରେ ମାମଲା

କଟକ ଅଫିସ,୧୩ା୬: କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ଗୀତରେ କଣ୍ଠଦାନ କରିଥିବା ବଲିଉଡ୍‌ ଗାୟକ ସୌରିନ୍‌ ଭଟ୍ଟଙ୍କ ନାଁରେ କଟକ ମହିଳା ଥାନାରେ ସୋମବାର ଅଭିଯୋଗ ହୋଇଛି। ସେ ବିବାହ ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ, ପ୍ରତାରଣା କରିବା, ନିର୍ଯାତନା...

୨୭୧.୭ କୋଟିର ବଜେଟ୍‌କୁ ଅନୁମୋଦନ

ପୁରୀ ଅଫିସ,୧୩ା୬: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ଏକ ସପ୍ତାହ ବାକି ଥିବାବେଳେ ସୋମବାର ନୀଳାଦ୍ରି ଭକ୍ତ ନିବାସରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିି ନିଆଯାଇଛି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri