ଆମ ଜିଲା ଖବର

ସହରରେ ଚୋରି, ଲୁଟ ଘଟଣା: ସନ୍ଦେହରେ ୫ ଅଟକ

ବ୍ରହ୍ମପୁର ଅଫିସ,୧୨ା୬: ବ୍ରହ୍ମପୁର ସହରରେ ଚୋରି ଓ ଲୁଟ ଭଳି ଘଟଣା ବଢ଼ିବାରେ ଲାଗିଛି। ଯାହାକି ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି। ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ, ମୋବାଇଲ ଟ୍ରାକିଂ କରି ୫ ଜଣଙ୍କୁ ସନ୍ଦେହରେ କାବୁ କରି...

୧୭୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ କଣ୍ଟେନର, କାର୍‌ ଜବତ

ବ୍ରହ୍ମପୁର ଅଫିସ,୧୨ା୬: ଅବକାରୀ ଗୋଇନ୍ଦା ଟିମ୍‌ ସୋମବାର ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଏକ କଣ୍ଟେନର ଓ ଗୋଟିଏ କାରରୁ ଗଞ୍ଜେଇ ଜବତ କରିଛି। କାରରେ ଗଞ୍ଜେଇ ଚାଲାଣ କରୁଥିବା ଯୁବକଙ୍କୁ ଯାଞ୍ଚ ଟିମ୍‌ ଗିରଫ କରିଥିବା ବେଳେ କଣ୍ଟେନର...

ବରଗଡ଼ ଜିଲାର ୧୦ ଥାନାରେ ନୂତନ ଆଇଆଇସି

ବରଗଡ଼ ଅଫିସ୍‌,୧୨।୬: ବରଗଡ଼ ଜିଲାର ବିଭିନ୍ନ ଥାନାରେ କାର୍ଯ୍ୟରତ ଥାନା ଅଧିକାରୀ(ଆଇଆଇସି)ଙ୍କ ଜିଲା ବାହାରକୁ ବଦଳି ପରେ ସମ୍ପୃକ୍ତ ଥାନା ଗୁଡ଼ିକରେ ନୂତନ ଆଇଆଇସିଙ୍କୁ ଅବସ୍ଥାପିତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲା ପୋଲିସ ମୁଖ୍ୟାଳୟରୁ ପ୍ରଶାନ୍ତ କୁମାର ସାମଲଙ୍କୁ...

ଅର୍ଥ ଶୋଷ ଅଭିଯୋଗ ଖଣ୍ଡନ କଲେ କଳାକାର ସଙ୍ଘ ଉପ ସଭାପତି

ଭଦ୍ରକ ଅଫିସ, ୧୨।୬: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ କଳାକାର ସଙ୍ଘ ଉପ ସଭାପତିଙ୍କ ବିରୋଧରେ ଗତ ୯ ତାରିଖରେ ବାସୁଦେବପୁର ସଙ୍ଘ ପକ୍ଷରୁ ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଜିଲା ସଂସ୍କୃତି କାର୍ଯ୍ୟାଳୟରେ ଅବାଧ ପ୍ରବେଶ ସହ...

ନଦୀ ଶଯ୍ୟା ଶୁଖିଲା, କ୍ଷୟ ହେଉଛି ଜଙ୍ଗଲ

ସୋନପୁର,୧୨।୬(ନି.ପ୍ର.): ବଲାଙ୍ଗୀର ଜିଲାର ଟିଟିଲାଗଡକୁ ତତଲାଗଡ ବୋଲି କୁହା ଯାଉଥିଲା। ସେଠାରେ ପାରଦ ସର୍ବୋଚ୍ଚ ସ୍ତରରେ ରହୁଥିଲା । କିନ୍ତୁ କିଛି ବର୍ଷ ହେବ ସୁବର୍ଣ୍ଣପୁର ସହର ଉତ୍ତପ୍ତ ବୋଲି ପାଣିପାଗ ବିଭାଗ ରିପୋର୍ଟ କହୁଛି। ନଦୀକୂଳିଆ ସହର ସୁବର୍ଣ୍ଣପୁର...

ସରକାରୀ ଧାନ ବିହନ କିଣିବାକୁ ଚାଷୀ ଅମଙ୍ଗ

ନବରଙ୍ଗପୁର,୧୨।୬(ବି.ପ୍ର.): ରାଜ୍ୟ ସରକାର ସମସ୍ତ ଚାଷୀଙ୍କୁ ଉତ୍କୃଷ୍ଟମାନର ଧାନ ବିହନ ଯୋଗାଇବା ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ବିଭିନ୍ନ ଜିଲାର ବିହନ ନିଗମର ବିହନ ପ୍ରକ୍ରିୟାକରଣ କେନ୍ଦ୍ର ରହିଛି। ରାଜ୍ୟର ଅଧିକାଂଶ ଜିଲାରେ ସରକାରୀ ଧାନ ବିହନର ଚାହିଦା ଅଧିକା ଥିବାବେଳେ...

ନୂଆଁଣିଆ ଚାଳ ଘରେ ଜୀବନ ଜୀଇବାକୁ ସଂଘର୍ଷ

କୁନ୍ଦୁରା,୧୨ା୬ (ଡି.ଏନ.ଏ.): ବୟସ ୭୦ ଟପିଲାଣି। ନୂଆଁଣିଆ ଚାଳ ଘରେ ଜୀବନ ଜୀଇବା ପାଇଁ ସଂଘର୍ଷ କରୁଛନ୍ତି ନାଗବାଲ ଦୁରୁଆ। ଜୀବନର ଅପରାହ୍ନ ବୟସରେ ତାଙ୍କର ନିଜ ପାଇଁ ଯେତିକି ଚିନ୍ତା ନାହିଁ ତା’ଠାରୁ ଅଧିକ ଚିନ୍ତା ନାତୁଣୀ ଗୁରୁବାରୀ...

ଅଭିଯୋଗ ସତ୍ତ୍ୱେ ଦୂର ହେଉନି ସମସ୍ୟା

ମାଲକାନଗିରି,୧୨ା୬(ଡି.ଏନ୍‌.ଏ.):  ଓଡ଼ିଶା ସୀମାନ୍ତବର୍ତ୍ତୀ ଅନେକ ଗ୍ରାମର ପାରିପାର୍ଶ୍ୱିକ ବିକାଶ ହେଉ ନ ଥିବାରୁ ଏଠାରେ ବସବାସ କରୁଥିବା ଲୋକେ ପଡୋଶୀ ରାଜ୍ୟରେ ମିଶିବା ପାଇଁ ଇଚ୍ଛା କରୁଛନ୍ତି। ଯେପରି କୋରାପୁଟ ଜିଲା କୋଟିଆ ଅଞ୍ଚଳ। ଏହାର ସୁଯୋଗ ନେଇ ପଡୋଶୀ...

ଫାଟ ଲୁଚାଇବାକୁ ସିମେଣ୍ଟ ଲେପ

ବୁଗୁଡ଼ା,୧୨ା୬(ଡି.ଏନ.ଏ.): ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଥିବା ବେଳେ ତାହା ଶେଷ ହେବା ପୂର୍ବରୁ କାନ୍ଥ ଫାଟି ଆଁ କରିବା ଏବଂ ତାହାକୁ ଲୁଚାଇବାକୁ ଯାଇ ସିମେଣ୍ଟ ଲେପ ଦିଆଯିବା ଘଟଣାକୁ...

ପ୍ରସ୍ତାବରେ ଅଟକିଛି ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା

ଛତ୍ରପୁର,୧୨ା୬(ଡି.ଏନ୍‌.ଏ): ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ଏନଏସି ୧୯୫୫ରେ ଗଠନ ହୋଇଥିଲା। ତେବେ ଏହାକୁ ମ୍ୟୁନିସିପାଲିଟି ମାନ୍ୟତା ଦେବାରେ ରାଜ୍ୟ ସରକାର ଅହେତୁକ ବିଳମ୍ବ କରିଚାଲିଛନ୍ତି। ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଛତ୍ରପୁର ଏନଏସିକୁ ମ୍ୟୁନିସିପାଲିଟି ମାନ୍ୟତା...

ଖାଲଖମାରେ ଭର୍ତ୍ତି ବିଜିପୁର ଟ୍ୟାଙ୍କ ରୋଡ

ବ୍ରହ୍ମପୁର ଅଫିସ,୧୨ା୬: ବ୍ରହ୍ମପୁର ସହରରେ ରାସ୍ତାର ଉନ୍ନତିକରଣ ପାଇଁ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପଦକ୍ଷେପ ଗ୍ରହଣ କରୁଛି। ସୁବାରାଓ ଛକଠାରୁ ସେଣ୍ଟ ଭିନସେଣ୍ଟ୍‌ ସ୍କୁଲ ଛକ ଓ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଛକ, ଅନ୍ନପୂର୍ଣ୍ଣା ମାର୍କେଟଠାରୁ ଭିଶାଲ...

୧୫୦ ପରିବାର ପିଇବା ପାଣିରୁ ବଞ୍ଚିତ

ବ୍ରହ୍ମପୁର ଅଫିସ,୧୨ା୬: ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ବର୍ତ୍ତମାନ ବିଭିନ୍ନ ୱାର୍ଡରେ ଡ୍ରେନ କାର୍ଯ୍ୟ ଜାରି ରହିଛି। ପ୍ରତି ୱାର୍ଡରେ ସାହି ଗୁଡିକରେ ଘର ସମ୍ମୁଖରେ ଡ୍ରେନ କାର୍ଯ୍ୟ ନିମନ୍ତେ ରାସ୍ତା ଖୋଳାଯାଉଛି। ସହରର ଅନେକ ସାହିରେ ଡ୍ରେନ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri