ଆମ ଜିଲା ଖବର

ସରୁନି ଧରାକୋଟ-ଜାନବିଲି ରାସ୍ତା ନିର୍ମାଣ

ଧରାକୋଟ,୧୨ା୬ (ଡି.ଏନ୍‌.ଏ): ଧରାକୋଟ-ଜାନବିଲି ୫ କିମି ରାସ୍ତା ସଂପ୍ରତି ନିର୍ମାଣ ଚାଲିଛି। ଦୀର୍ଘଦିନ ହେଲା ଠିକାଦାର ଅଧପନ୍ତରିଆ ଭାବରେ ଛାଡ଼ିଦେଇ ଚାଲିଯାଇଛନ୍ତି। ବାରମ୍ବାର ଅଭିଯୋଗ ପରେ ବିଭାଗ ତରଫରୁ ଠିକାଦାରଙ୍କୁ ତୁରନ୍ତ ନିମାଣ କାର୍ଯ୍ୟ ଆରମ୍ଭ ପାଇଁ ଚିଠି ଲେଖାଯାଇଛି।...

କମୁଛି ଚାଷ ଜମି, ବଢୁଛି ଘରବାରି

ପାରଳାଖେମୁଣ୍ଡି,୧୨ା୬ (ଡି.ଏନ୍‌.ଏ): ଗ୍ରାମାଞ୍ଚଳ ଗୁଡିକରେ ଚାଷ ଜମି ପରିମାଣ କମି କମି ଯାଉଥିବା ବେଳେ ଘରବାରି ବଢୁଥିବାର ପରିଲିକ୍ଷିତ ହେଉଛି। ଜମିମାଫିଆ ତଥା ଦଲାଲମାନେ ସହରାଞ୍ଚଳର ଆଖପାଖରେ ଥିବା ଚାଷ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇ ଚାଲିଥିବା ବେଳେ...

କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ଦାବି

ଖଣ୍ଡପଡା,୧୨ା୬(ସ୍ବ.ପ୍ର.): କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ଯୋଗୁ ଖଣ୍ଡପଡ଼ା ବ୍ଲ୍ଳକ ଅଧୀନ ୨୨ଟି ପଞ୍ଚାୟତରେ ଶନିବାର ଅପରାହ୍ନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାସ୍ତା କଡ଼ରେ ଥିବା ବଡ଼ ବଡ଼ ଗଛ ଓ ଡ଼ାଳ ଭାଙ୍ଗି ପଡ଼ିବା ଯୋଗୁ ଶତାଧିକ ଟିଣ,...

ଭଙ୍ଗା ଟାଇଲ ଛପର ଘରେ ହାଇସ୍କୁଲ ଚାଲିଛି

ନୂଆଗାଁ,୧୨।୬ (ଡି.ଏନ.ଏ.): ସରକାର ଛାତ୍ରୀଛାତ୍ରଙ୍କୁ ସ୍କୁଲ ଅଭିମୁଖୀ କରାଇବା, ନୂତନ ଜ୍ଞାନକୌଶଳରେ ଡିଜିଟାଲ ମାଧ୍ୟମରେ ଶିକ୍ଷାଦାନ କରାଇବାକୁ ଲକ୍ଷାଧିକ ଟଙ୍କା ବ୍ୟୟ କରୁଥିବା ବେଳେ ନୂଆଗାଁ ବ୍ଲକରେ ଥିବା ହାଇସ୍କୁଲର ମୌଳିକ ଆବଶ୍ୟକତା ପ୍ରତି ଦୃଷ୍ଟି ଦିଆଯାଉନାହିଁ। ଯାହା ଫଳରେ...

ଚୋରାକାଠ ବୋଝେଇ ଗାଡ଼ି ଜବତ

କେନ୍ଦୁଝର,୧୨ା୬(ସ୍ବ.ପ୍ର.): ବନ ବିଭାଗ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସୋମବାର ଭୋର୍‌ରୁ ଚଢ଼ାଉ କରି କେନ୍ଦୁଝର ଡିଭିଜନ ସଦର ରେଞ୍ଜ ଡୁମୁରିଆ ଗ୍ରାମ ନିକଟରୁ କରତ ଚିରା ଶାଳକାଠ ବୋଝେଇ ଏକ ଜିପ୍‌ ଜବତ କରିଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା...

ଲୁହାରଡ୍‌ ବୋଝେଇ ଚଳନ୍ତା ମିନିଟ୍ରକ୍‌ରେ ଲାଗିଲା ନିଆଁ

କେନ୍ଦୁଝର,୧୨ା୬(ସ୍ବ.ପ୍ର.): ଚମ୍ପୁଆ ନିକଟରେ ଏକ ଲୁହାରଡ୍‌ ବୋଝେଇ ଏକ ମିନି ଟ୍ରକ ସୋମବାର ସକାଳୁ କେନ୍ଦୁଝର ଆଡ଼କୁ ଆସୁଥିବା ବେଳେ ୫୨୦ ଜାତୀୟ ରାଜପଥ ରେ ହଠାତ୍‌ ନିଆଁ ଲାଗିଯିବାରୁ ଜଳି ଯାଇଥିଲା। ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ...

ଅଷ୍ଟମଙ୍ଗଳାରେ ବାପଘରକୁ ବୁଲିବାକୁ ଆସି ଆତ୍ମହତ୍ୟା କଲେ ନବବିବାହିତା

ଝାରବନ୍ଧ,୧୨ା୬(ଡି.ଏନ୍‌.ଏ.): ବରଗଡ଼ ଜିଲା ଝାରବନ୍ଧ ଥାନା କୁଲୁପାଲି ପଞ୍ଚାୟତ ଅଧିନସ୍ଥ ବେହେରା ଡୁବୁରୀ ଗ୍ରାମରେ ଜଣେ ନବବିବାହିତା ଆତ୍ମହତ୍ୟା କରିବା ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ମୃତକା ଜଣକ ହେଲେ ଉକ୍ତ ଗ୍ରାମର ଶାନ୍ତିଲାଲ ପ୍ରଧାନଙ୍କ ଏକମାତ୍ର ଝିଅ ଅଞ୍ଜଳି(...

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

କଟକସଦର,୧୨ା୬(ଡି.ଏନ୍‌.ଏ.): କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସୋମବାର ସକାଳୁ କଟକ ଏବଂ ଭୁବନେଶ୍ୱରର ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ...

ଗାଁ ଦାଣ୍ଡରେ ଗଡୁନି ଶଗଡ଼, କ୍ଷେତକୁ ଯାଉନି ହଳ

ପଟ୍ଟାମୁଣ୍ଡାଇ, ୧୨ା୬(ସ୍ବ.ପ୍ର.): ବର୍ତ୍ତମାନ ବିଜ୍ଞାନ ଯୁଗରେ ବାସ କରୁଛି ମଣିଷ। ପୁରଠୁ ପଲ୍ଲୀ ସବୁଠି ଆଧୁନିକତାର ଛାପ। ଦିନ ଥିଲା ଶଗଡ଼ ଗାଡ଼ି ଯାତ୍ରୀ ପରିବହନଠାରୁ ଆରମ୍ଭ କରି ମାଲ ପରିବହନ ପାଇଁ ଏକମାତ୍ର ମାଧ୍ୟମ ଥିଲା। ଅଧିକାଂଶ ଘରେ...

ମୌସୁମୀ ବିଳମ୍ବ: ଚିନ୍ତାରେ ଚାଷୀ

ଯାଜପୁର ଅଫିସ,୧୨ା୬: ଜଙ୍ଗଲ ସମ୍ପଦ ନଷ୍ଟ ସହ ଦ୍ରୁତ ଶିଳ୍ପାୟନ ଯୋଗୁ ତାପନ ବୃଦ୍ଧିପାଉଛି। ଫଳରେ ଖଣି ଓ ଶିଳ୍ପ ସମୃଦ୍ଧ ଜିଲା ଯାଜପୁରର ବିଭିନ୍ନ ସ୍ଥାନରେ ଗତ ୩ ବର୍ଷ ହେଲା ବୃଷ୍ଟିପାତରେ ଘୋର ଅନିୟମିତତା ଦେଖାଦେଇଛି। ମଣିଷର...

ଜନଜୀବନକୁ ଦୁର୍ବିସହ କରିଦେଉଛି ବିଦ୍ୟୁତ୍‌ ବିଭ୍ରାଟ

ଧର୍ମଶାଳା,୧୨ା୬(ଡି.ଏନ.ଏ.): କିଛି ଦିନ ହେଲା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଗୁଳୁଗୁଳି ଅନୁଭୁତ ହେଉଥିବାବେଳେ ଘନଘନ ବିଦ୍ୟୁତ୍‌ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଚଳିତ ବର୍ଷ ଜୁନ୍‌ ପ୍ରଥମ ସପ୍ତାହରେ ମୌସୁମୀ ଆସିବ ବୋଲି ପାଣିପାଗ ବିଭଗ ପକ୍ଷରୁ ପୁର୍ବାନୁମାନ...

ଦିନତମାମ କଟୁଛି

କାଳିଆପାଣି,୧୨ା୬(ଡି.ଏନ.ଏ.): ଚଳିତବର୍ଷ ଗ୍ରୀଷ୍ମ ପ୍ରବାହ ବଢ଼ିଥିବାବେଳେ ବିଦ୍ୟୁତ୍‌ର ଲୁଚକାଳି ଖେଳ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ ୮ଦିନ ହେବ ଦିନତମାମ ବିଦ୍ୟୁତ୍‌ ଉଭାନ ହୋଇଯାଉଛି। ବିଭାଗ ଉପଭୋକ୍ତାଙ୍କ ଉପରେ ଏକ ପ୍ରକାର ଜୁଲମ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri