ଆମ ଜିଲା ଖବର

ଦୁର୍ଘଟଣାରେ ବାଇକ୍‌ ଆରୋହୀ ମୃତ

କୋଲାବିରା,୧୧।୬(ଡି.ଏନ.ଏ.): ଝାରସୁଗୁଡା ଜିଲା କୋଲାବିରା ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥ ରଘୁନାଥପାଲି ଛକରେ ରବିବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଲଇଡ଼ା ରାଖିବାହାଲ ଗ୍ରାମର ରାଜେଶ ଲୁହା(୩୦)। ଦୁର୍ଘଟଣାରେ...

ରଥଯାତ୍ରା ସମୟରେ ଡ୍ରୋନ୍‌ ଉଡ଼ାଣ ମନା

ପୁରୀ ଅଫିସ,୧୧ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ସମୟରେ ଡ୍ରୋନ ଉଡ଼ାଣ ଉପରେ କଟକଣା ଲାଗୁ କରାଯାଇଛି। ଏନେଇ ପୁରୀ ପୋଲିସ ଟୁଇଟ୍‌ ଯୋଗେ ସୂଚନା ଦେଇଛି। ଟୁଇଟ୍‌ରେ କୁହାଯାଇଛି, ଶ୍ରୀଜଗନ୍ନାଥ ମନ୍ଦିର ରେଡ୍‌ ଜୋନ୍‌ରେ ଯାଉଛି। ତେଣୁ ଡ୍ରୋନ୍‌ ଉଡ଼ାଣ...

୫-ଟି ସଚିବଙ୍କ ଆନନ୍ଦପୁର ବ୍ୟାରେଜ ପରିଦର୍ଶନ

ଆନନ୍ଦପୁର,୧୧ା୬(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ରବିବାର ଆନନ୍ଦପୁର ବ୍ୟାରେଜ ଅଞ୍ଚଳ ପରିଦର୍ଶନ କରି ଫେରିଛନ୍ତି। ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଢେଙ୍କରେ କାର୍ଯ୍ୟକ୍ରମ ଶେଷ ପରେ ଅପରାହ୍ନ ୩ଟାରେ ଆନନ୍ଦପୁର ବିଏନ୍‌ହାଇସ୍କୁଲ ପଡ଼ିଆରେ ହେଲିକପ୍ଟର ଯୋଗେ...

ମୋରଡ଼ାରେ ହାତୀ ଉପଦ୍ରବ: ଭାଙ୍ଗିଲେ ଏକାଧିକ ଘର, ନଷ୍ଟକଲେ ଧାନଚାଉଳ

ମୋରଡ଼ା,୧୧ା୬(ଡି.ଏନ୍‌.ଏ.): ବର୍ଷ ତମାମ ହାତୀ ଉପଦ୍ରବ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ଲାଗି ରହିଥିବା ବେଳେ ଏହାକୁ ନେଇ ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ହାତୀ ଆକ୍ରମଣରେ ଧନଜୀବନ ନଷ୍ଟ ଘଟଣା ମୋରଡ଼ା ବ୍ଲକରେ ଯେମିତି ଏକ ନିତିଦିନିଆ ଘଟଣା ପାଲଟିଛି।...

ଝଡ଼ପବନରେ ଭାଙ୍ଗିଲା ୩୦ ଫୁଟର ହକି ସ୍ମାରକୀ

ରାଉରକେଲା ଅଫିସ,୧୧ା୬: ସାମାନ୍ୟ ଝଡ଼ ପବନରେ ଟଳି ପଡ଼ିଛି ୩୦ ଫୁଟ ଉଚ୍ଚତାର ବିଶାଳକାୟ ସ୍ମାରକୀ। ମାତ୍ର ୬ ମାସ ତଳେ ବିପୁଳ ଅର୍ଥ ବ୍ୟୟରେ ରାଉରକେଲା ବିମାନବନ୍ଦର ଛକରେ ତିଆରି ହୋଇଥିବା ୩୦ ଫୁଟ ଉଚ୍ଚତାର ହକି ସ୍ମାରକୀ।...

କରମଣ୍ଡଳ ଟ୍ରେନ ଦୁର୍ଘଟଣା: ଲୁହରେ ଭିଜୁଛି ପୁଟୁକିଶୋଳ ଗ୍ରାମ, ୪ଟି ପରିବାରରେ ଚାଲିଛି ଦଶାହ କ୍ରିୟା

ମୋରଡ଼ା,୧୧।୬(ଡି.ଏନ.ଏ): ଲୁହରେ ଭିଜୁଛି ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଗଡିଆ ପଞ୍ଚାୟତର ପୁଟୁକିଶୋଳ ଗ୍ରାମ । ସାରା ଗାଁରେ ଶୋକାକୁଳ ହୋଇଯାଇଛି। ବାଲେଶ୍ୱର ଜିଲା ବାହନଗା ଷ୍ଟେସନରୁ ମାତ୍ର ଅଳ୍ପ କିଛି ଦୂରରେ ଘଟିଥିବା କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୋଟ...

ବ୍ୟାଗ୍‌ କିଣିବାକୁ ଆସି ଲୁଟିନେଲେ ନଗଦ ଟଙ୍କା ସହ ଅଳଙ୍କାର

ସୋରଡା,୧୧।୦୬: ଗଞ୍ଜାମ ଜିଲା ସୋରଡା ବଡଦାଣ୍ଡରେ ବ୍ୟବସାୟୀ ଦୀନବନ୍ଧୁ ଚୌଧୁରୀଙ୍କ ଘରେ ବନ୍ଧୁକ ଦେଖାଇ କିଛି ଦୁର୍ବୃତ୍ତ ଲୁଟ୍‌ କରିଥିବା ଜଣାପଡିଛି। ରବିବାର ସକାଳୁ ବନ୍ଧୁକ ଦେଖାଇ ସେମାନେ ସୁନା,ରୁପା, ଏବଂ ନଗଦ ଟଙ୍କା ନେଇଯାଇଛନ୍ତି। ସୂଚନାଯୋଗ୍ୟ, ଗ୍ରୋସରୀ ଦୋକାନ...

ପରିତ୍ୟକ୍ତ ଅବସ୍ଥାରେ ତିହିଡ଼ି ଡାକବଙ୍ଗଳା

ତିହିଡ଼ି, ୧୧।୬(ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଡାକବଙ୍ଗଳା ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏକଦା ଚଳଚଞ୍ଚଳ ରହୁଥିବା ଡାକବଙ୍ଗଳାର ସବୁ କୋଠରୀରେ ଏବେ ତାଲା ଝୁଲୁଛି। ଉପର ଆଜବେଷ୍ଟସ ଭାଙ୍ଗିରୁଜି ଯାଇଥିବାରୁ ବର୍ଷା ପାଣି ଗଳି କୋଠରୀ ଭିତର ଅବସ୍ଥାକୁ...

ପାଣି ଅଭାବରୁ ଆମ ଶୌଚାଳୟରେ ତାଲା

ବ୍ରହ୍ମପୁର ଅଫିସ, ୧୧।୬: ସ୍ବଚ୍ଛ ଓଡିଶା, ସୁସ୍ଥ ଓଡିଶା ଲକ୍ଷ୍ୟ ନେଇ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଗୋଷ୍ଠୀ ଶୌଚାଳୟ ଓ ସର୍ବସାଧାରଣଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ କରାଯାଇଛି। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ସୁଲଭ ଇଣ୍ଟର...

ସେବା ମନୋଭାବ ନେଇ ସନ୍ଦେହ

ଜରୁରୀ ସ୍ଥିତିରେ ସହାୟକ ହେବ ପୋଲିସ। ୧୧୨କୁ ଡାଏଲ କଲେ ତୁରନ୍ତ ପହଞ୍ଚିବ ପିସିଆର୍‌। ଏହି ଉଦ୍ଦେଶ୍ୟରେ ଥାନାକୁ ଯୋଗାଇ ଦିଆଯାଇଛି ପାଟ୍ରୋଲିଂ ଭ୍ୟାନ। ହେଲେ ଦେଢ଼ମାସ ହେଲା ଅନୁଗୋଳ ଥାନାର ଏହି ଜରୁରିକାଳୀନ ଗାଡ଼ି ଅଚଳ ହୋଇ ପଡ଼ିଛି।...

ଗାଁ ଆମ୍ବ ପସରା: ଆମ୍ରପଲ୍ଲୀ ଆମ୍ବର ଚାହିଦା ଅଧିକ

ରାୟଗଡ଼ା, ୧୧।୬(ସ୍ବ.ପ୍ର.): ରାୟଗଡ଼ା ଜିଲାର ବିଭିନ୍ନ ବ୍ଲକର କୃଷକଙ୍କ ଦ୍ୱାରା ଉପତ୍ାଦିତ ହୋଇଥିବା ଆମ୍ବକୁ ସୁବିଧାରେ ବଜାରରେ ବିକ୍ରି କରିବା ପାଇଁ ଜିଲା ପ୍ରଶାସନ ଓ ଓରମାସର ମିଳିତ ସହାୟତାରେ ରାୟଗଡ଼ା, ଜେକେପୁରଠାରେ ଗାଁ ଆମ୍ବ ପସରା ଖୋଲାଯାଇଥିଲା। ମଙ୍ଗଳବାରଠାରୁ...

ସ୍ବଚ୍ଛ,ପ୍ରଦୂଷଣମୁକ୍ତ ଭାରତ ଗଠନ ରାମପ୍ରସାଦଙ୍କ ଲକ୍ଷ୍ୟ

କୋରାପୁଟ,୧୧।୬(ସ୍ବ.ପ୍ର.): ସାଇକେଲରେ ଯାତ୍ରା କରି ଲୋକଙ୍କୁ ସ୍ବଚ୍ଛ ଓ ପ୍ରଦ୍ୟୁଷଣମୁକ୍ତ ଭାରତ ଗଠନର ବାର୍ତ୍ତା ଦେଉଛନ୍ତି ରାମ ପ୍ରସାଦ ନସ୍କର (୩୫)। ପଶ୍ଚିମବଙ୍ଗର ରାମପ୍ରସାଦ ପେସାରେ ଜଣେ ଶିକ୍ଷକ ହୋଇଥିବା ବେଳେ ନିଶା ତାଙ୍କର ସାଇକେଲରେ ଭ୍ରମଣ କରି ଲୋକଙ୍କୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri