ଆମ ଜିଲା ଖବର

ଯାତ୍ରାକୁ ଆସିଲେନି ନିଶା ମହାରଣା: ଦର୍ଶକ ବୋହିନେଲେ ଚେୟାର

ପଦ୍ମପୁର,୯ା୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାହାବଳପୁର ପଞ୍ଚାୟତର ଏକଡାଳଠାରେ ଯାତ୍ରା ଚାଲିଥିଲା। ଗୁରୁବାର ରାତିରେ ନିଶା ମହାରଣା ଆସିବେ ବୋଲି କମିଟି ପକ୍ଷରୁ ପ୍ରଚାର କରାଯାଇଥିଲା। ହେଲେ ନିଶା ନ ଆସିବାରୁ ଦର୍ଶକ ରାଗି ଚେୟାର ସବୁ ଷ୍ଟେଜ୍‌କୁ...

ପାଣି ପାଇଁ ଡହଳବିକଳ: ଧାରଣାରେ ବସିଲେ ଗ୍ରାମବାସୀ

ମୋରଡ଼ା,୯ା୬(ଡି.ଏନ୍‌.ଏ.): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରବଳ ତାତିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ଏପରିସ୍ଥଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ପାଣି ପାଇଁ ଡହଳବିକଳ ହେଉଛନ୍ତି ଅଞ୍ଚଳବାସୀ। ଏମିତି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲା ମୋରଡ଼ା...

୫୦ ପ୍ରତିଶତ ଭୂତଳ ଜଳରେ ଫ୍ଲୋରାଇଡ୍‌

ବୌଦ୍ଧ,୯ା୬(ସ୍ବ.ପ୍ର.): ବୌଦ୍ଧ ଜିଲାରେ ପ୍ରତିବର୍ଷ ଭୂତଳ ଜଳସ୍ତର ୧ମିଟର ନିମ୍ନଗାମୀ ହେବାରେ ଲାଗିଛି। ମହାନଦୀ, ତେଲନଦୀ ଓ ଶାଖାନଦୀଗୁଡ଼ିକରେ ଜଳ ପ୍ରବାହ ପରିମାଣ କମୁଛି। ଗ୍ରୀଷ୍ମଋତୁରେ ପାନୀୟ ଜଳ ପାଇଁ ଲୋକେ ଆଉଟୁପାଉଟ ହେଉଛନ୍ତି। ନାଳ ଓ ଚୁଆର ଦୂଷିତ...

ନୂଆ ପର୍ଯ୍ୟଟନର ଆକର୍ଷଣ ଭୀମଡୁଙ୍ଗୁରି

ବଲାଙ୍ଗୀର ଅଫିସ,୯ା୬: ବଲାଙ୍ଗୀର ଜିଲାର ଏକ ନୂଆ ପର୍ଯ୍ୟଟନ ଆକର୍ଷଣ ହେଉଛି ଭୀମଡୁଙ୍ଗୁରି। ଜିଲା ସଦର ମହକୁମା ବଲାଙ୍ଗୀରଠାରୁ ପ୍ରାୟ ୨୦କିଲୋମିଟର ଦୂର ଦେଓଗଁା ବ୍ଳକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମପଞ୍ଚାୟତରେ ରହିଛି ଏଇ ପର୍ଯ୍ୟଟନସ୍ଥଳୀ। ଭୀମଡୁଙ୍ଗୁରିର ସବୁଜ ଜଙ୍ଗଲ ସମ୍ପଦ,...

ନିଶା ସାପ ଧରିବା

ସୋନପୁର,୯।୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଅଞ୍ଚଳର ପ୍ରମୋଦ ଦାଶିଆ(୪୦) ପେସାରେ ଜଣେ କନ୍‌ଷ୍ଟେବଲ। କିନ୍ତୁ ନିଶା ତାଙ୍କର ବିଷଧର ସାପକୁ ଉଦ୍ଧାର କରି ବଣ ଜଙ୍ଗଲରେ ଛାଡ଼ିବା। ସେ ବର୍ତ୍ତମାନ ସୁବର୍ଣ୍ଣପୁର ରିଜର୍ଭ ପୋଲିସରେ କନ୍‌ଷ୍ଟେବଲ ଭାବେ...

ମହାନଦୀ ପ୍ରଦୂଷିତ, ଅସୁରକ୍ଷିତ

ସମ୍ବଲପୁର,୯ା୬(ବ୍ୟୁରୋ): ମହାନଦୀକୁ ଓଡ଼ିଶାର ଜୀବନରେଖା ବୋଲି କୁହାଯାଇଥାଏ। ଏପରିସ୍ଥଳେ ନଦୀ ପ୍ରବାହିତ ହେଉଥିବା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଲାଗିରହିଛି। କେଉଁଠାରେ ବ୍ୟାରେଜ ନିର୍ମାଣ ତ କେଉଁଠି କଳକାରଖାନାକୁ ପାଣି ଦେବା, ନର୍ଦ୍ଦମା ପାଣି ମହାନଦୀରେ ଛାଡିବା, ତଟଦେଶରେ...

ବାନ୍ଧଶିଳ୍ପକୁ ଜିଏସ୍‌ଟି ବିପଦ

କୃଷିକ୍ଷେତ୍ରରେ ପଶ୍ଚିମ ଓଡ଼ିଶା ଯେଭଳି ସାରା ରାଜ୍ୟରେ ପରିଚିତ, ଅନୁରୂପ ଭାବେ ହସ୍ତତନ୍ତ ବାନ୍ଧକଳା ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ଆଣି ପାରିଛି। କୃଷି ପରେ ହସ୍ତତନ୍ତ ବାନ୍ଧକଳା ହିଁ ଏ ଅଞ୍ଚଳର ପ୍ରମୁଖ କୌଳିକ ବୃତ୍ତି। ଅଞ୍ଚଳର...

ବର୍ଷରେ ଦୁଇଦିନ ଖୋଲେ ମୁଖ୍ୟ ସମାଧି ମନ୍ଦିର

ସୋନପୁର,୯।୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସଦର ମହକୁମାଠାରୁ ପଶ୍ଚିମକୁ ୨୨ କିଲୋମିଟର ଗଲେ ଖଲିଆପାଲି ଗ୍ରାମରେ ରହିଛି ସନ୍ଥ କବି ଭୀମଭୋଇଙ୍କ ଆଶ୍ରମ। ଏହି ମହିମା ଆଶ୍ରମ ଥିଲା କବିଙ୍କ କର୍ମସ୍ଥଳ। ବହୁ ସ୍ଥାନ ବୁଲିବା ପରେ ଶେଷରେ କବି ଖଲିଆପାଲିକୁ...

୬ ପଞ୍ଚାୟତ ଜଳସେଚନରୁ ବାଦ୍‌

ଲୋଇସିଂହା,୯।୬(ଡି.ଏନ.ଏ.): ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଚଳିତ ବର୍ଷରୁ ଡ୍ୟାମରେ ବର୍ଷା ଜଳ ସଂରକ୍ଷିତ ରଖାଯିବ ଏବଂ ଭୂତଳ ପାଇପ ଲାଇନ ଜରିଆରେ ଜଳସେଚନ ଲକ୍ଷ୍ୟ ରଖାଯାଇଛି। ଏନେଇ ଭୂତଳ ପାଇପ ଲାଇନ କାମ...

ଅଭିଯୋଗ ପରେ ପ୍ରଶାସନିକ ତଦନ୍ତ

କୁଚିଣ୍ଡା,୯ା୫(ଡି.ଏନ.ଏ.): କୁଚିଣ୍ଡା ବ୍ଲକ ଅଞ୍ଚଳରେ ବ୍ୟାରେଜ ନିର୍ମାଣ ଆଳରେ ଆର୍‌ଏସ୍‌ଏ କମ୍ପାନୀ ବେଆଇନ କାମ କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏପରି କି ଖବରଦାତାମାନେ କୁଚିଣ୍ଡା ଉପଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ଏହାପରେ ଉପଜିଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ...

ଚିରାଫଟା ହୋର୍ଡିଂ ଯୋଗୁ ଦୁର୍ଘଟଣା

ରାଉରକେଲା ଅଫିସ,୯।୬: ସ୍ମାର୍ଟସିଟି ରାଉରକେଲାର ପ୍ରମୁଖ ସ୍ଥାନମାନଙ୍କରେ ଆର୍‌ଏମ୍‌ସିର ଅନୁମୋଦନ କ୍ରମେ ବିଭିନ୍ନ ନାମୀଦାମୀ କମ୍ପାନୀର ବିଜ୍ଞାପନ ହୋର୍ଡିଂ ଲାଗିଛି। ଏହି ହୋର୍ଡିଂଗୁଡିକ ବିଭିନ୍ନ ସମୟରେ ବର୍ଷା ପବନରେ ଫାଟିଯାଇ ପତାକା ଭଳି ଉଡୁଛି। ପବନ ହେଲେ ଏହି ଚିରାଫଟା...

୧୦ ଏକର କାଜୁ ବଗିଚାରେ ଲାଗିଲା ନିଆଁ

କୁତ୍ରା,୯ା୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ପତ୍ରାପଡ଼ା ନିକଟ ପ୍ରାୟ ୧୦ ଏକର ଜମିରେ ଥିବା କାଜୁ ବଗିଚାରେ ଗୁରୁବାର ମଧ୍ୟାହ୍ନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ବଡ଼ କାଜୁ ବାଦାମ ଗଛ ବିଶେଷ କ୍ଷତି ହୋଇ ନ ଥିବା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri