ଆମ ଜିଲା ଖବର

ସଫା ହେଉଛି ବ୍ୟାସ ସରୋବର ଜଙ୍ଗଲ

ଯାଜପୁର ଅଫିସ,୯ା୬: ଯାଜପୁର ଜିଲାର ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ବ୍ୟାସସରୋବର ନିକଟସ୍ଥ ମହିମା ମଠକୁ ଲାଗି ରହିଥିବା ଜଙ୍ଗଲ ସଫା ହେବାକୁ ବସିଛି। ଏହି ସହରକୁ ଅନୁପ୍ରବେଶକାରୀଙ୍କ ସଂଖ୍ୟା କ୍ରମଶଃ ବଢି ଚାଲିଥିବାରୁ ବ୍ୟାସ ସରୋବର ଏବଂ ଏହାର...

ସତ୍ୟପାଠ କରି ଆଦିବାସୀଙ୍କ ଧର୍ମ ପରିବର୍ତ୍ତନ ଉଦ୍ୟମ

ବଡ଼ବିଲ,୯ା୬ (ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡ଼ି ଓ ବଲାଣି ଥାନା ଅଧୀନ ଅପହଞ୍ଚ ଇଲାକାରେ ନିର୍ଦ୍ଦିଷ୍ଟ ଧର୍ମ ପ୍ରଚାରକମାନେ ସତ୍ୟପାଠ ଜରିଆରେ ନିରୀହ ଆଦିବାସୀଙ୍କ ଧର୍ମ ପରିବର୍ତ୍ତନ କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ବଡବିଲ ତହସିଲଦାରଙ୍କ ନିକଟରେ ଧର୍ମ ପରିବର୍ତ୍ତନ...

୨୦ରେ ଘୋଷଯାତ୍ରା: ସହରକୁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ଜଗିବେ

ପୁରୀ ଅଫିସ,୯ା୬: ଶ୍ରୀବିଗ୍ରହଙ୍କ ଘୋଷଯାତ୍ରା ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଘୋଷଯାତ୍ରାକୁ ଯେପରି ସରସ ସୁନ୍ଦର ତଥା ଶୃଙ୍ଖଳିତ କରାଯିବ, ସେନେଇ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲୁଥିବାବେଳେ ବିଭିନ୍ନ ବିଭାଗ, ଅଧିକାରୀ ଏବଂ ସେବାୟତମାନଙ୍କ ସହ ଜିଲା...

ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ

କଟକ ଅଫିସ,୯ା୬: ପୁରୀ ଜିଲା ବ୍ରହ୍ମଗିରିସ୍ଥିତ ଅଲାରନାଥଙ୍କ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା କରିବାକୁ ହାଇକୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ମଧୁସୂଦନ ପୂଜାପଣ୍ଡାଙ୍କ ଆବେଦନର ଶୁଣାଣି କରି ଅବକାଶକାଳୀନ ବିଚାରପତି ଏସ୍‌. କେ. ସାହୁ...

ବିଭାଗୀୟ ତଦନ୍ତ ଆରମ୍ଭ

ଯାଜପୁର ଅଫିସ,୯ା୬: ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନ ନିକଟରେ ବୁଧବାର ଅପରାହ୍ନରେ ମାଲବାହୀ ବଗିରେ କଟି ୬ ଜଣଙ୍କ ମୃତ୍ୟୁ ଓ ୨ ଜଣ ଗୁରୁତର ଆହତ ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଖୋର୍ଦ୍ଧା ପୂର୍ବତଟ ରେଳ ଡିଭିଜନ ସୁରକ୍ଷା...

ବାହାନଗା ବିଦ୍ୟାଳୟ କୋଠରି ଭଙ୍ଗାଯିବ

ବାଲେଶ୍ୱର ଅଫିସ, ୯।୬: ବାଲେଶ୍ୱର ଜିଲା ବାହାନଗା ନିକଟରେ ଗତ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତଦେହଗୁଡ଼ିକୁ ସ୍ଥାନୀୟ ବାହାନଗା ହାଇସ୍କୁଲରେ ରଖାଯାଇଥିଲା। ହାଇସ୍କୁଲର ବିଭିନ୍ନ କୋଠରିରେ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ମୃତଦେହ...

କାଶୀନଗର ବିକାଶ ପାଇଁ ଅନୁମୋଦନ ରାଶିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ…

କାଶୀନଗର, ୮।୭(ଡି.ଏନ.ଏ.): ଗଜପତି ଜିଲା କାଶୀନଗର ଏନଏସି ଓ ବ୍ଲକର ବିଭିନ୍ନ ବିକାଶକୁ ନେଇ ସରକାର ଅନୁମୋଦନ ରାଶି ଦେଇଥିବା ନେଇ ଏନଏସି ଅଧ୍ୟକ୍ଷା ଖବରଦାତା ସମ୍ମିଳନୀ କରିଥିଲେ। ଉକ୍ତ ସମ୍ମିଳନୀରେ ଜିଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ,...

ବିଦ୍ୟୁତ ଆଘାତରେ ମିସ୍ତ୍ରୀଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ,୮।୬(ଡିଏନଏ): ହିଞ୍ଜିଳି ଥାନା ପିତଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ବ୍ରାହ୍ମଣଛାଇ ଗ୍ରାମର ସୂର୍ଯ୍ୟ ରାଉତ। ପ୍ରକାଶ ଯେ, ହିଞ୍ଜିଳି ଥାନା ଅନ୍ତର୍ଗତ ବ୍ରାହ୍ମଣଛାଇ ଗ୍ରାମର ସୂର୍ଯ୍ୟ ପିତଳଗ୍ରାମକୁ ଜଣେ...

ଜିଏସଟି ଟିମର ଚଢ଼ାଉ, ୭୦ ହଜାର ଟଙ୍କା ଜରିମାନା ଆଦାୟ

କୋକସରା,୮।୬(ଡି.ଏନ.ଏ.): କଳାହାଣ୍ଡି ସିଟିଓ ନିଳାଦ୍ରୀ ବିହାରୀ ଦାଢିଆଙ୍କ ନେତୃତ୍ୱରେ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ କୋକସରା ପେଟ୍ରୋଲ ପମ୍ପ ନିକଟରେ ସନ୍ଦେହରେ ଏକ ମାଲ ବୋଝେଇ ପିକ୍‌ଅପ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚବେଳେ ଗାଡିରେ ସୋଲାର ଷ୍ଟିଟ...

ହିଲଭିୟୁ ପାର୍କର ଦାୟିତ୍ୱ ନେବେ ସ୍ବୟଂ ସହାୟକ ଗୋଷ୍ଠୀ

ଦାରିଙ୍ଗବାଡି,୮।୬(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ସାଞ୍ଜାସରୁ ଉନ୍ନୟନ ଟ୍ରଷ୍ଟର ବୈଠକ ଗୁରୁବାର ଦାରିଙ୍ଗବାଡ଼ି ବିଡ଼ିଓଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବାଲିଗୁଡ଼ା ଉପଜିଲାପାଳ ତଥା ଟ୍ରଷ୍ଟ ଅଧ୍ୟକ୍ଷ ଏମ୍‌ଏସ୍‌ ମଧୁମିତାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ବୈଠକରେ ହିଲଭିୟୁ ପାର୍କର ରକ୍ଷଣାବେକ୍ଷଣ...

କାରଖାନା ପ୍ରତିଷ୍ଠାକୁ ନେଇ ତେଜିଲା ବିରୋଧ

କେନ୍ଦୁଝର,୮ା୬(ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଏବଂ ନୂଆଗାଁ ପଞ୍ଚାୟତରେ ଏକ ଶିଳ୍ପ ପ୍ରତିଷ୍ଠାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ନେଇଛି। ଏହି କାରଖାନାର ଜମି ଚିହ୍ନଟ ପାଇଁ ବୁଧବାର ବୀରକିଶୋରପୁର, ଗୁହାଳହିଡି,ଦାବାଙ୍କ,ବିସ୍ତାପାଳ,ରତନପୁର ଗ୍ରାମରେ ଡ୍ରୋନ୍‌ ଜରିଆରେ...

ନଳକୂପ ସ୍ଥାନାନ୍ତର ଦାବି ଜୋର ଧରିଲା

ବେଲଗୁଣ୍ଠା,୮ା୬ ଦୀର୍ଘ ବର୍ଷ ଧରି ରାସ୍ତା ମଝିରେ ଛିଡ଼ା ହୋଇଛି ନଳକୂପ। ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାସ୍ତା ମଝିରୁ ଏହାକୁ ସ୍ଥାନାନ୍ତର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କର ଆନ୍ତରିକତା ପ୍ରକାଶ ପାଉନ ଥିବାରୁ ଦିନକୁ ଦିନ ଦୁର୍ଘଟଣାର ବଢୁଛି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri