ଆମ ଜିଲା ଖବର

ହାତୀ ଆକ୍ରମଣରେ ୩ ମୃତ

ବେଗୁନିଆ/ବଡ଼ସାହି(ଡି.ଏନ୍‌.ଏ./ସ୍ବ.ପ୍ର.)/ଅନୁଗୋଳ ଅଫିସ ୭।୬: ହାତୀ ଭଳି ବିଶାଳକାୟ ପ୍ରାଣୀକୁ ଜଙ୍ଗଲରେ ମିଳୁନାହିଁ ପର୍ଯ୍ୟାପ୍ତ ଖାଇବା। ଏହା ସେମାନଙ୍କୁ ଅଧିକ ହିଂସ୍ର କରୁଛି। ଖାଦ୍ୟ ଅନ୍ବେଷଣରେ ସେମାନେ ଜନବସତିମୁହଁା ହେଉଛନ୍ତି। ଫଳରେ ହାତୀ-ମଣିଷ ସଂଘର୍ଷ ଭୟଙ୍କର ରୂପ ଧାରଣ କରିଛି। ମଙ୍ଗଳବାର...

‘ଗଣତନ୍ତ୍ରର ରକ୍ଷାକବଚ ଗଣମାଧ୍ୟମ’

ଯାଜପୁର ଅଫିସ, ୭।୬ : ଗଣମାଧ୍ୟମ ହେଉଛି ଏକ ଜାଗ୍ରତ ପ୍ରହରୀ । ସମ୍ପ୍ରତି ଗଣତନ୍ତ୍ର ପାଇଁ ଗଣମାଧ୍ୟମ ରକ୍ଷାକବଚ ସାଜିଛି। ସୁଦୃଢ଼ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନରେ ଯୁବପିଢ଼ିଙ୍କୁ ଗଣମାଧ୍ୟମ ସଚେତନ କରି ଆସୁଛି ବୋଲି ମଙ୍ଗଳବାର ଧରିତ୍ରୀର ୫୦...

ସ୍ତ୍ରୀଙ୍କ ବିରୋଧରେ ଥାନାରେ ଏତଲା

ବଡ଼ମ୍ବା,୭।୬(ଡି.ଏନ.ଏ.): ବାଲେଶ୍ୱର ବାହାନଗାଠାରେ ଘଟିଥିବା ରେଳ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ସମସ୍ତ ମୃତାହତଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଏନେଇ ପ୍ରକ୍ରିୟା ଜାରି ରହିଥିବାବେଳେ ଜଣେ ମହିଳା ମୃତକଙ୍କ ଅନୁକମ୍ପା ରାଶି ହାତେଇବା ପାଇଁ ଜୀବିତ ସ୍ବାମୀଙ୍କୁ ମୃତ...

ଡଙ୍ଗା ବୁଡି ଦୁଇଜଣ ନିଖୋଜ

ମାଲକାନଗିରି,୭।୬(ଡି.ଏନ୍‌.ଏ.): ମାଲକାନାଗିରି ଜିଲା ଖଇରପୁଟ ବ୍ଲକ ବଣ୍ଡା ଘାଟିର ହ୍ୟାଣ୍ଡରହଲ ପଞ୍ଚାୟତ ସିନ୍ଦିଗୁଡା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛ। ନଦୀରେ ପାର ହେଉଥିବା ସମୟରେ ଡ଼ଙ୍ଗା ବୁଡି ଦୁଇଜଣ ନିଖୋଜ ହୋଇଛନ୍ତି। ପୋଲିସ ସୂଚନା ଅନୁସାରେ ରାସବେଡା ପଞ୍ଚାୟତର...

ନିଯୁକ୍ତି ପାଇଲେ ୧୨୦୫ ଡାକ୍ତର

ବଡ଼ମ୍ବା,୭।୬(ଡି.ଏନ.ଏ.)ବାଲେଶ୍ୱର ବାହାନଗାଠାରେ ଘଟିଥିବା ରେଳ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ସମସ୍ତ ମୃତାହତଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଏନେଇ ପ୍ରକ୍ରିୟା ଜାରି ରହିଥିବାବେଳେ ଜଣେ ମହିଳା ମୃତକଙ୍କ ଅନୁକମ୍ପା ରାଶି ହାତେଇବା ପାଇଁ ଜୀବିତ ସ୍ବାମୀଙ୍କୁ ମୃତ ଘୋଷଣା...

ବଜ୍ରପାତରେ ୩ ପରିବାରର ୧୦ ବଖରା ଜଳିଗଲା

ରାଜନଗର,୭ା୬(ଡି.ଏନ.ଏ.): ରାଜନଗରରେ ବର୍ଷା ପବନ ସାଙ୍ଗକୁ ବଜ୍ରପାତ ମଙ୍ଗଳବାର ଅପରାହ୍ନରେ ଆତଙ୍କ ସୃଷ୍ଟି କରିଥିଲା। ବାରମ୍ବାର ବଜ୍ରପାତ ଯୋଗୁ ଲୋକେ ଘରୁ ବାହାରି ପାରି ନ ଥିଲେ। ବ୍ଲକର ବ୍ରାହ୍ମଣସାହି ଅନ୍ତର୍ଗତ ବଡ଼ନାଉକୋଣା ଗଁାରେ ବଜ୍ରପାତ ଯୋଗୁ ୩ଟି ପରିବାରର...

ପଟ୍ଟାମୁଣ୍ଡାଇ ସହର ବାଇପାସ୍‌ ବସ୍‌ଷ୍ଟାଣ୍ଡ ପାଲଟିଛି

ପଟ୍ଟାମୁଣ୍ଡାଇ, ୭ା୬(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ସବୁଠି ବିକାଶ ଲାଗି ବିଭିନ୍ନ ଯୋଜନାରେ ଅର୍ଥ ବ୍ୟୟ କରିଚାଲିଛନ୍ତି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ଦୀର୍ଘବର୍ଷ ହେଲା ବସ୍‌ଷ୍ଟାଣ୍ଡର ଆବଶ୍ୟକତା ନେଇ ଅଞ୍ଚଳବାସୀ ଦାବି...

ବାଂଲାଦେଶୀ କବାଡ଼ିଆ ସଂଖ୍ୟା ବଢୁଛି

ଯାଜପୁରରୋଡ୍‌,୭ା୬(ଡି.ଏନ.ଏ.): କଳିଙ୍ଗନଗରର ମୁଖଶାଳା ଭାବେ ପରିଚିତ କ୍ରମବର୍ଦ୍ଧିଷ୍ଣୁ ଯାଜପୁର ରୋଡ୍‌ ବା ବ୍ୟାସନଗର ସହରରେ ବଢୁଛି ବାଂଲାଦେଶୀଙ୍କ ସଂଖ୍ୟା। ଫଳରେ ସହରରେ ଦିନକୁ ଦିନ ଚୋରି, ଡକାୟତି ଭଳି ନାନା ପ୍ରକାର ଅସାମାଜିକ କାର୍ଯ୍ୟ ବୃଦ୍ଧିପାଉଛି। ସେମାନେ କବାଡ଼ିଆ ଭାବେ...

ବେଆଇନ ବାଲିଘାଟରେ ୧୪୪ ଧାରା ଜାରି

ଚଣ୍ଡିଖୋଲ,୭ା୬(ଡି.ଏନ.ଏ.): ଦର୍ପଣ ତହସିଲ ଅଧୀନରେ ବେଆଇନ ବାଲିଘାଟ ଚାଲିବା ନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ମଙ୍ଗଳବାର ଭାରପ୍ରାପ୍ତ ତହସିଲଦାର ନିରଞ୍ଜନ ଗୁରୁ କେଲୁଅ ନଦୀର ବଡ଼ ବାଲିକୁଦା ଘାଟରେ ୧୪୪ ଧାରା ଜାରି କରିଛନ୍ତି। ଏଥିସହିତ ଆଦେଶନାମା ମିସ୍‌...

ଆଳି ତଟବନ୍ଧ ଡିଭିଜନରେ ତଟାଞ୍ଚଳ ଅସୁରକ୍ଷିତ

କେନ୍ଦ୍ରାପଡ଼ା ଅଫିସ, ୭ା୬: ବନ୍ୟା, ବାତ୍ୟା, ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲାର ଆଳିଠାରେ ତଟବନ୍ଧ ଡିଭିଜନ ପ୍ରତିଷ୍ଠା ହୋଇଛି। ଆଳି ସମେତ ରାଜକନିକା, ରାଜନଗର ଓ ମହାକାଳପଡ଼ାର ମୋଟ ୭୪୪.୪୭ କିଲୋମିଟର ତଟବନ୍ଧର ସୁରକ୍ଷା...

ମାମଲା ରୁଜୁ କଲା ସିବିଆଇ

ବାଲେଶ୍ୱର ଅଫିସ/ବାହାନଗା(ଡି.ଏନ.ଏ.)/ ଭୁବନେଶ୍ୱର,୭ା୬ (ବ୍ୟୁରୋ): କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମାମଲା ରୁଜୁ କରିବା ସହ ୧୦ ଜଣିଆ ଟିମ୍‌ ତଦନ୍ତ କରିଛି। ୨୮୮ ଲୋକଙ୍କ ଜୀବନ ନେଇଥିବା ଏହି ଭୟାବହ...

ମନରେଗା କାମ କରି ଚର୍ଚ୍ଚାରେ ସରପଞ୍ଚ

କେନ୍ଦୁଝର,୬।୬(ସ୍ବ.ପ୍ର): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବରଦାପାଳ ପଞ୍ଚାୟତ ସମାଜସେବୀ ତଥା ଯୁବ ସରପଞ୍ଚ ଶ୍ରମିକଙ୍କ ସାଧିରେ ମନରେଗା କାମ କରି କେନ୍ଦୁଝର ଜିଲାରେ ଚର୍ଚ୍ଚାକୁ ଆସିଥିଲେ। ଏବେ ହାଣ୍ତିଭଙ୍ଗା ପଞ୍ଚାୟତର ସରପଞ୍ଚ ପୂର୍ଣ୍ଣମୀ ସର୍ଦ୍ଧାର ଶ୍ରମିକଙ୍କ ସାଥିରେ ମନରେଗା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri