ଆମ ଜିଲା ଖବର

ଖୋଲିଲା ବର୍ଜ୍ୟବସ୍ତୁ ପୁନଃ ବ୍ୟବହାର କେନ୍ଦ୍ର

ସୋରଡା,୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡା ଏନ୍‌ଏସି ପକ୍ଷରୁ ସୋମବାର ବର୍ଜ୍ୟବସ୍ତୁ ପୁନଃ ବ୍ୟବହାର ଏବଂ ପ୍ରକ୍ରିୟାକରଣ ପାଇଁ ଏକ ଯୋଗାଯୋଗ କେନ୍ଦ୍ର ସୋରଡା ଥାନା ନିକଟରେ ଶୁଭାରମ୍ଭ କରାଯାଇଛି। ସହରବାସୀ ନିଜ ଅବ୍ୟବହୃତ୍‌ ପୋଷାକ, ବହି, ପ୍ଲାଷ୍ଟିକ ସାମଗ୍ରୀ ଆଦି...

୩ ଲକ୍ଷ ଟଙ୍କାର ମଦ ଜବତ: ବନ୍ଧା ହେଲେ ୫ ଅଭିଯୁକ୍ତ

ଭଦ୍ରକ ଅଫିସ,୫।୬: ଭଦ୍ରକ ଜିଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ଭଦ୍ରକ ଗ୍ରାମାଞ୍ଚଳ, ସାବରଙ୍ଗ ଓ ପୁରୁଣାବଜ଼ାର ଥାନା ଅନ୍ତର୍ଗତ ଅର୍ଣ୍ଣପାଳଛକ, କେଶପୁର, ହାତୀସାହି,...

୭ ବର୍ଷ ହେଲା ରଶିରେ ବନ୍ଧା ଶୈଶବ

କୁନ୍ଦୁରା,୫ା୬(ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ସଦରମହକୁମାରୁ ୧ କି.ମି. ଦୂର କାଉଡିଆଗୁଡା ଗ୍ରାମରେ ସପରିବାର ରହନ୍ତି ବଳରାମ ପେଣ୍ଟିଆ। ସ୍ତ୍ରୀ ଲକ୍ଷ୍ମୀ, ୩ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର। ବଳାରାମଙ୍କ ମୃତ୍ୟୁ ପରେ ପରିବାରର...

ରାତିରେ ହୋଇଥିବା ପିଚୁ ସକାଳେ ଉଠିଗଲା

ମାହାଙ୍ଗା,୫ା୬(ସ୍ବ.ପ୍ର.): ସନ୍ଧ୍ୟାରେ ରାସ୍ତା ପିଚୁ କାର୍ଯ୍ୟ ଆରମ୍ଭ ହୋଇ ଅଧରାତିରେ ସରିଥିଲା। ମୋବାଇଲ ଟର୍ଚ୍ଚ ସାହାଯ୍ୟରେ ଯନ୍ତ୍ରୀ କାର୍ଯ୍ୟ ତଦାରଖ କରୁଥିଲେ। ଅନ୍ଧାର ରାତିରେ ନାମକୁ ମାତ୍ର ନିମ୍ନମାନର କାମ ସାରି ଚାଲିଯାଇଥିଲେ ଯନ୍ତ୍ରୀ ଓ ଠିକାଦାର। ଫଳରେ ସକାଳୁ...

୩ଗୁଣ ଅଧିକ ମୂଲ୍ୟରେ ବିକ୍ରି ହେଉଛି ବାଲି

ଜଳେଶ୍ୱର,୫ା୬(ଡି.ଏନ୍‌.ଏ.): ଉତ୍ତର ବାଲେଶ୍ୱରରେ ସୁବର୍ଣ୍ଣରେଖା ବାଲିର ଚାହିଦ ରହିଥାଏ। କିନ୍ତୁ ସରକାରଙ୍କ ନୂତନ ନୀତି ଅନୁଯାୟୀ ୨୩ଟି ଯାକ ସଇରାତକୁ ନିଲାମ ଦିଆଯାଇ ନ ଥିବାରୁ ବାଲି ଉତ୍ତୋଳନ ବନ୍ଦ ରହିଛି। ଫଳରେ ଉତ୍ତର ବାଲେଶ୍ୱରର ବିଭିନ୍ନ ସରକାରୀ ଓ...

ଆପ୍ରୋଚ ରୋଡ୍‌ ନାହିଁ, କାମରେ ଆସୁନି ସେତୁ

ଧାମନଗର, ୫।୬(ଡି.ଏନ.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ମୁସ୍ତାଫାପୁର ପଞ୍ଚାୟତ ଦେଇ ବହି ଯାଇଥିବା ଗେଙ୍ଗୁଟି ନଦୀ ଉପରେ ଥିବା ପୁରୁଣା ସେତୁ ଦୁବଳ ହୋଇ ପଡ଼ିବା ଓ ବନ୍ୟା ସମୟରେ ବୁଡ଼ି ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ। ଏହାକୁ ଦୃଷ୍ଟିରେ...

ତହସିଲଦାରଙ୍କ ଅବିଚାର ବିରୋଧରେ ଧାରଣା

ଭଦ୍ରକ ଅଫିସ,୫ା୬: ଭଦ୍ରକ ଜିଲା ଚାନ୍ଦବାଲି ତହସିଲଦାରଙ୍କ ଅବିଚାର ବିରୋଧରେ ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ଅଣ୍ଡିଆପାଟ ଗ୍ରାମର ଏକ ପରିବାର ଜିଲାପାଳଙ୍କ ଅଫିସ ଆଗରେ ସୋମବାର ଧାରଣାରେ ବସିଛନ୍ତି। ବର୍ଷେ ଧରି ସେମାନଙ୍କ ପରିବାର ପ୍ରତି ଉଦ୍ଦେଶ୍ୟମୂଳକ ଭାବେ...

ବାହାନଗାରେ ରେଲଓ୍ବେ ସେଫ୍ଟି କମିଶନର

ବାହାନଗା,୫ା୬(ଡି.ଏନ୍‌.ଏ.): ବାହାନଗାରେ ଶୁକ୍ରବାର ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ପାଇଁ ସୋମବାର ବାହାନଗାରେ ପହଞ୍ଚିଛନ୍ତି ରେଲଓ୍ବେ ସେଫ୍ଟି କମିଶନର ଶୈଳେଶ ପାଠକ। ଏଠାରେ ପହଞ୍ଚି ତଦନ୍ତ ପାଇଁ ସମୟ ଲାଗିବ ଏବଂ ପରେ କାରଣ ସ୍ପଷ୍ଟ ହେବ ବୋଲି...

ପାରଳା ସହରରେ ଟ୍ରାଫିକ ବିପର୍ଯ୍ୟସ୍ତ

ପାରଳାଖେମୁଣ୍ଡି,୫ା୬(ଡି.ଏନ୍‌.ଏ): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ପୁରାତନ ପୌରପରିଷଦରେ ରାସ୍ତାଘାଟର ପ୍ରଶସ୍ତୀକରଣ କରାଯାଇ ନଥିବା ବେଳେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧିପାଉଛି। ଏହି ପୌରପରିଷଦ ୧୮୮୫ରେ ଗଠନ ହୋଇ...

ବାଲିସାହି ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ

ଗଞ୍ଜାମ,୫ା୬(ଡି.ଏନ.ଏ.): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ. ୭ ବାଲିସାହିରେ ଥିବା ପୋଖରୀ ଦୀର୍ଘ ବର୍ଷ ହେବ ଶୁଖି ଫାଟି ପଡିରହିଥିଲା। ଉକ୍ତ ପୋଖରୀର ପୁନରୁଦ୍ଧାର ପାଇଁ ସାହି ବାସିନ୍ଦା ପ୍ରଶାସନକୁ ବାରମ୍ବାର ଅବଗତ କରୁଥିଲେ ସୁଦ୍ଧା କୌଣସି ସୁଫଳ...

ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ବରଗଡ଼ ଅଫିସ,୫ା୬: ବରଗଡ଼ ରୋଡ୍‌ ରେଳ ଷ୍ଟେଶନରୁ ଜିଲାର ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଡୁଙ୍ଗୁରୀ ଚୂନପଥର ଖଣିକୁ ଯାଇଥିବା ରେଳପଥର ମେଢାପାଲି ନିକଟରେ ସୋମବାର ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ହ୍ବିଲ ଛିଣ୍ଡି ଯିବାରୁ ଏଭଳି ହୋଇଥିବା ସୂଚନା...

ଅଲାରନାଥରେ ଭକ୍ତଙ୍କ ଭିଡ଼

ପୁରୀ ଅଫିସ,୫ା୬: ଶ୍ରୀଜିଉ ମହାସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ଥିବାରୁ ଅଣସର ଘରେ ରହିଛନ୍ତି। ଏହି ସମୟରେ ଭକ୍ତମାନେ ଅଲାରନାଥ ପୀଠରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ସୋମବାର ସକାଳୁ ଅଲାରନାଥ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ଅନ୍ୟପଟେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri