ଆମ ଜିଲା ଖବର

ବାହାନଗାରେ ରେଲଓ୍ବେ ସେଫ୍ଟି କମିଶନର

ବାହାନଗା,୫ା୬(ଡି.ଏନ୍‌.ଏ.): ବାହାନଗାରେ ଶୁକ୍ରବାର ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ପାଇଁ ସୋମବାର ବାହାନଗାରେ ପହଞ୍ଚିଛନ୍ତି ରେଲଓ୍ବେ ସେଫ୍ଟି କମିଶନର ଶୈଳେଶ ପାଠକ। ଏଠାରେ ପହଞ୍ଚି ତଦନ୍ତ ପାଇଁ ସମୟ ଲାଗିବ ଏବଂ ପରେ କାରଣ ସ୍ପଷ୍ଟ ହେବ ବୋଲି...

ପାରଳା ସହରରେ ଟ୍ରାଫିକ ବିପର୍ଯ୍ୟସ୍ତ

ପାରଳାଖେମୁଣ୍ଡି,୫ା୬(ଡି.ଏନ୍‌.ଏ): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ପୁରାତନ ପୌରପରିଷଦରେ ରାସ୍ତାଘାଟର ପ୍ରଶସ୍ତୀକରଣ କରାଯାଇ ନଥିବା ବେଳେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧିପାଉଛି। ଏହି ପୌରପରିଷଦ ୧୮୮୫ରେ ଗଠନ ହୋଇ...

ବାଲିସାହି ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ

ଗଞ୍ଜାମ,୫ା୬(ଡି.ଏନ.ଏ.): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ. ୭ ବାଲିସାହିରେ ଥିବା ପୋଖରୀ ଦୀର୍ଘ ବର୍ଷ ହେବ ଶୁଖି ଫାଟି ପଡିରହିଥିଲା। ଉକ୍ତ ପୋଖରୀର ପୁନରୁଦ୍ଧାର ପାଇଁ ସାହି ବାସିନ୍ଦା ପ୍ରଶାସନକୁ ବାରମ୍ବାର ଅବଗତ କରୁଥିଲେ ସୁଦ୍ଧା କୌଣସି ସୁଫଳ...

ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ବରଗଡ଼ ଅଫିସ,୫ା୬: ବରଗଡ଼ ରୋଡ୍‌ ରେଳ ଷ୍ଟେଶନରୁ ଜିଲାର ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଡୁଙ୍ଗୁରୀ ଚୂନପଥର ଖଣିକୁ ଯାଇଥିବା ରେଳପଥର ମେଢାପାଲି ନିକଟରେ ସୋମବାର ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ହ୍ବିଲ ଛିଣ୍ଡି ଯିବାରୁ ଏଭଳି ହୋଇଥିବା ସୂଚନା...

ଅଲାରନାଥରେ ଭକ୍ତଙ୍କ ଭିଡ଼

ପୁରୀ ଅଫିସ,୫ା୬: ଶ୍ରୀଜିଉ ମହାସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ଥିବାରୁ ଅଣସର ଘରେ ରହିଛନ୍ତି। ଏହି ସମୟରେ ଭକ୍ତମାନେ ଅଲାରନାଥ ପୀଠରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ସୋମବାର ସକାଳୁ ଅଲାରନାଥ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ଅନ୍ୟପଟେ...

ଲେବର କମିଶନରଙ୍କ ନିର୍ଦ୍ଦେଶକୁ ଅଣଦେଖା

ନୟାଗଡ଼ ଅଫିସ,୫।୬: ଶିଶୁ ଶ୍ରମିକ ସଚେତନତା ମାସ ଜୁନ୍‌ ୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ପାଳନ କରିବାକୁ ଲେବର କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏପରି କି ଏହି କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲାରେ ଲେବର କମିଶନର ଉଦ୍‌ଘାଟନ କରି ସାରିଲେଣି।...

ଶତ ପ୍ରତିଶତ ଭିନ୍ନକ୍ଷମଙ୍କୁ ମିଳୁନି ଭତ୍ତା

ଭାପୁର, ୫।୬(ଡିଏନଏ): ନୟାଗଡ଼ ଜିଲା ଭାପୁର ବ୍ଲକରେ ଅସଲି ସହ ତାଳଦେଇ ନକଲି ରାଜ କରୁଛି। ପ୍ରତ୍ୟେକ କ୍ଷେତ୍ରରେ ନକଲି ପରିମାଣ ଏଭଳି ସ୍ଥିତି ସୃଷ୍ଟି କରିଛି ଯେ ଅସଲି ଚାତକ ସାଜିଛନ୍ତି। ନକଲି ଦିଦ୍ୟାଙ୍ଗ ପାଇଁ ଅସଲି ମାନେ...

ନୂଆ ବାଇପାସ୍‌ ରାସ୍ତା ନିର୍ମାଣରେ ପଙ୍କ ବ୍ୟବହାର

ପଟ୍ଟାମୁଣ୍ଡାଇ,୫ା୬(ସ୍ବ.ପ୍ର୍ର.): ପଟ୍ଟାମୁଣ୍ଡାଇ ଜଳସେଚନ ବିଭାଗ ଅଧୀନରେ ଥିବା ବାଇପାସ୍‌ଠାରୁ କଖାରୁଣୀ ପୋଲ ପର୍ଯ୍ୟନ୍ତ କେନାଲ ବନ୍ଧର ଦକ୍ଷିଣପାର୍ଶ୍ୱରେ ନୂତନ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ନିର୍ମାଣ କାର୍ଯ୍ୟ ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ଅଧୀନରେ ହେଉଥିବା ଜଣାପଡ଼ିଛି। ରାସ୍ତା...

ଏମ୍‌ଆଇପି ନିର୍ମାଣ, ମରାମତିରେ ଅର୍ଥ ହରିଲୁଟ

କୋରେଇ,୫ା୬(ଡି.ଏନ.ଏ.): ଅଣଜଳସେଚିତ ଚାଷଜମିକୁ ଜଳସେଚନ କରିବା ପାଇଁ ସରକାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମ୍‌ଆଇପି) କରି ବିପୁଳ ଟଙ୍କା ବ୍ୟୟରେ ବହୁ ସଂଖ୍ୟାରେ ଚେକ୍‌ ଡ୍ୟାମ ନିର୍ମାଣ କରୁଛନ୍ତି। ଚେକ୍‌ ଡ୍ୟାମ ନିର୍ମାଣବେଳେ ସ୍ଥାନୀୟ ଚାଷୀଙ୍କ ପରାମର୍ଶ ନ ନେଇ...

କଳାପଥର ପାଇଁ ବିପଦରେ ଜଙ୍ଗଲ ଜମି

ଯାଜପୁର ଅଫିସ,୫ା୬: ସବୁଜିମା ସୃଷ୍ଟି ଓ ସୁରକ୍ଷା ନିମନ୍ତେ ସରକାରୀସ୍ତରରୁ ଆରମ୍ଭ କରି ବେସରକାରୀସ୍ତର ପର୍ଯ୍ୟନ୍ତ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମାତ୍ର ବାସ୍ତବପକ୍ଷେ ଦେଖିବାକୁ ଗଲେ ଯେତିକି ଜଙ୍ଗଲ ଅଛି ତା’ର ସୁରକ୍ଷା ଦିଗରେ ବନ ବିଭାଗ ସମ୍ପୂର୍ଣ୍ଣ...

ସରିଲା ମରାମତି, ଗଡ଼ିଲା ଟ୍ରେନ୍‌

ସରିଲା ମରାମତି, ଗଡ଼ିଲା ଟ୍ରେନ୍‌ବାଲେଶ୍ୱର ଅଫିସ,୫ା୬: ଦୀର୍ଘ ୫୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବାହାନଗା ଷ୍ଟେଶନରେ ଗଡ଼ିଚି ଟ୍ରେନ୍‌। ଉଭୟ ଅପ୍‌ ଏବଂ ଡାଉନ ଲାଇନ୍‌ରେ ପରୀକ୍ଷାମୂଳକ ଭାବେ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଉଭୟ ଟ୍ରାକ୍‌ରେ ରବିବାର...

ସାନପୁଅ ମିିଳିଲା, ବଡ଼ପୁଅ ନିଖୋଜ

ଭଦ୍ରକ ଅଫିସ,୫।୬: ସାନପୁଅ ସୋର ଡାକ୍ତରଖାନାରୁ ମିଳିଲା। ବଡ଼ପୁଅକୁ ସୋର, ବାଲେଶ୍ୱର, କଟକ, ଭଦ୍ରକର ବିଭିନ୍ନ ମେଡିକାଲରେ ଖୋଜିବା ପରେ ମଧ୍ୟ ତା’ର କୌଣସି ଠିକଣା ମିଳୁନି ବୋଲି କୋହଭରା କଣ୍ଠରେ କହିଛନ୍ତି ବିହାର ମୋତିହାରିର ଅଲ୍ଲୀ ହୁସେନ। ତାଙ୍କ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri