ଆମ ଜିଲା ଖବର

ଅକ୍ଟୋବର ପୂର୍ବରୁ କାମ ସାରିବାକୁ ନିର୍ଦ୍ଦେଶ

ଛତ୍ରପୁର,୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ୫-ଟି ଅନ୍ତର୍ଗତ ମୋ ହସ୍ପିଟାଲ ଗୁଡିକର ରୂପାନ୍ତରଣ ଯଥାଶୀଘ୍ର ଶେଷ କରିବା ନେଇ ଆଭାସୀ ବୈଠକ ମାଧ୍ୟମରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଗୁରୁତ୍ୱ ଦେଇଛନ୍ତି। ଆଗାମୀ ଅକ୍ଟୋବର ମାସ ପ୍ରଥମ ସପ୍ତାହ ବେଳକୁ ଯେମିତି...

ଷ୍ଟେଶନ ରାସ୍ତାରୁ ବେନିୟମ ହମ୍ପ୍‌ସ ଉଠାଇବାକୁ ଦାବି

କେନ୍ଦୁଝର,୩।୬(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝରଗଡ଼ ରେଳ ଷ୍ଟେଶନଠାରୁ ଧୋବାଡିହା ପର୍ଯ୍ୟନ୍ତ ଷ୍ଟେଶନ ରାସ୍ତା ରେଳ ଯାତ୍ରୀଙ୍କ ପାଇଁ ଜୀବନରେଖା ସଦୃଶ୍ୟ ହୋଇଥିବା ବେଳେ ଭାରତୀୟ ଖାଦ୍ୟ ନିଗମ, ଅବକାରୀ ବିଭାଗ ରେଞ୍ଜ୍‌ ଅଫିସ ଆଦି ବିଭାଗର ବହୁ ସଂଖ୍ୟାରେ ଯାନବାହନ ଚଳାଚଳ କରିଥାଏ।...

ଉଜୁଡ଼ିଲା ଔଷଧୀୟ ଉଦ୍ୟାନ

ଚମ୍ପୁଆ,୩ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଧୀନ କାଳିକାପ୍ରସାଦ ପଞ୍ଚାୟତର ହୁଞ୍ଜପଶିଠାରେ ଥିବା ଔଷଧୀୟ ଉଦ୍ୟାନ ଉଜୁଡ଼ିଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ଏହି ମୂଲ୍ୟବାନ୍‌ ଉଦ୍ୟାନ ନଷ୍ଟହୋଇଯାଇଥିବାରୁ ପରିବେଶପ୍ରେମୀ ଓ ପାରମ୍ପରିକ ବୈଦ୍ୟମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହାର ପୁନରୁଦ୍ଧାର ପାଇଁ...

ରାସ୍ତା ଜାମରେ ଫସିଲା ବସ୍‌, ଅଫିସରଙ୍କ ଗାଡ଼ି

କାଳିଆପାଣି,୩ା୬(ଡି.ଏନ.ଏ.): ଯାଜପୁର ଜିଲାର କ୍ରୋମାଇଟ୍‌ ଖଣି ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ଅସମ୍ଭାଳ ହୋଇପଡ଼ିଛି। ଫଳରେ ଶୁକ୍ରବାର ବସ୍‌ ଯାତ୍ରୀଙ୍କ ସହ ଖଣି କର୍ମଚାରୀ ଓ ଅଧିକାରୀମାନେ ଠିକ୍‌ ସମୟରେ କାର୍ଯ୍ୟସ୍ଥଳରେ ପହଞ୍ଚତ୍ ପାରିନାହାନ୍ତି। ଏଥିଯୋଗୁ ଖଣି କାର୍ଯ୍ୟ ପ୍ରଭାବିତ ହୋଇଛି।...

ଭିନ୍ନକ୍ଷମ ଚାଷୀ ଶୋଷିତ, ନିର୍ଯାତିତ

ଯାଜପୁର ଅଫିସ,୩ା୬: ଯାଜପୁର ଜିଲାର ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ)ଗୁଡ଼ିକରେ ଧାନ ସଂଗ୍ରହ ତଥା ଚାଷୀଙ୍କ ପ୍ରାପ୍ୟ ପ୍ରଦାନରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହେଉଛି। ପାକ୍ସ ସମ୍ପାଦକମାନେ ଚାଷୀଙ୍କୁ ହଇରାଣ ହରକତ କରୁଥିବା ଭଳି ଅଭିଯୋଗ ହେଉଥିଲେ ହେଁ...

ନିର୍ମାଣର ମାସକ ପରେ ୧୫ ସ୍ଥାନରେ ତାଳି ପଡ଼ିଲା

ଚଣ୍ଡିଖୋଲ,୩ା୬(ଡି.ଏନ୍‌.ଏ.): କଟକ ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନ ବଡ଼ଚଣା ଉପଖଣ୍ଡରେ ରହିଛି ବାଲିଚନ୍ଦ୍ରପୁର-ବେଣିପୁର ରାସ୍ତା। ଏହି ରାସ୍ତା ୧୦ କି.ମି. ୨ ମିଟର ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୨୨ କୋଟି ଟଙ୍କା। କେବଳ ରାସ୍ତାର ଉନ୍ନତୀକରଣ ନିମନ୍ତେ...

ଗଛ, ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିଲା, ଚାଳ ଛପର ଉଡ଼ିଲା

ମହାକାଳପଡ଼ା,୩ା୬(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ବଜ୍ରପାତ ସହ ପବନରେ ବହୁ ସ୍ଥାନରେ ଛାଳ ଘର ଛପର ଉଡ଼ି ଯାଇଥିବା ବେଳେ ଗଛ ଉପୁଡ଼ି ପଡିଛି। ବିଦ୍ୟୁତ୍‌ ଖୁଣ୍ଟ...

୬ ଦିନ ପାଣି ନ ମିଳିବାରୁ ମହିଳାଙ୍କ ରାସ୍ତାରୋକୋ

କୁଜଙ୍ଗ,୩ା୬ (ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକ କୁଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ନବାଡ଼ିଆ ଗ୍ରାମରେ ବିଭାଗୀୟ ଅବହେଳା ଓ ଖାମଖିଆଲ ନୀତି ଯୋଗୁ ୬ ଦିନ ୫ ଶହ ଅଧିବାସୀ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ପ୍ରତିବାଦରେ ଶୁକ୍ରବାର ମହିଳାମାନେ...

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୨୩୩କୁ ବୃଦ୍ଧି

ସୋର,୩।୬(ଡି.ଏନ.ଏ): ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୩୩ରେ ପହଞ୍ଚତ୍ଛି। ଏଥିସହ ଆହତଙ୍କ ସଂଖ୍ୟା ୯୦୦ରୁ ଅଧିକ ହେବ ଜଣାପଡିଛି। ଆହତଙ୍କୁ ବାଲେଶ୍ୱର ଜିଲା ବିଭିନ୍ନ ଡାକ୍ତରଖାନା ସମେତ...

ଘଟଣାସ୍ଥଳରେ ରାଜସ୍ବ ମନ୍ତ୍ରୀ, ଏମ୍‌ପି, ବିଧାୟକ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ସେହିପରି ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଘଟଣାସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୁର୍ଘଟଣା ବାବଦରେ ସେ ରେଳମନ୍ତ୍ରୀଙ୍କ ସହ...

କାହାର ହାତ ନାହିଁ ତ କାହାର ଗୋଡ଼ ନାହିଁ…

ବାହାନଗା ଟ୍ରେନ ଦୁର୍ଘଟଣାରେ ଗୁରୁତର ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ମେଡିକାଲରେ ୩୫୦ରୁ ଊର୍ଦ୍ଧ୍ୱ ଗୁରୁତରଙ୍କୁ ଭର୍ତ୍ତି କରାଯାଇଛି। ତେବେ ଗୁରୁତରଙ୍କ ମଧ୍ୟରୁ କାହାର ହାତ ନାହିଁ ତ କାହାର ଗୋଡ଼ ନାହିଁ। ପୁଣି...

ସେହି ଶୁକ୍ରବାର… ୧୪ ବର୍ଷ ତଳେ କରମଣ୍ଡଳ ନେଇଥିଲା ୧୬ ଜୀବନ

ସେହି ଶୁକ୍ରବାର… ୧୪ ବର୍ଷ ତଳେ କରମଣ୍ଡଳ ନେଇଥିଲା ୧୬ ଜୀବନ ୧୪ ବର୍ଷ ତଳେ ଯାଜପୁରରୋଡ୍‌ଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୨୦୦୯ ଫେବୃୟାରୀ ୧୩ ତାରିଖ ସନ୍ଧ୍ୟାରେ କରମଣ୍ଡଳର ୧୧ଟି ସ୍ଲିପର ଓ ୨ଟି ଜେନେରାଲ ବଗିକୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri