ଆମ ଜିଲା ଖବର

ବେଆଇନ ପଥର ଖାଦାନରେ ଅତଡ଼ା ଖସି ଶିଶୁ ଶ୍ରମିକ ସମେତ ୨ ମୃତ

ଯାଜପୁର ଅଫିସ,୧।୬: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବେଆଇନ କଳାପଥର ଖାଦାନ ମରଣଯନ୍ତା ପାଲଟିଛି। ରାଜସ୍ବ ବିଭାଗ, କେତେଜଣ ପୋଲିସ ଅଧିକାରୀ ବେଆଇନ ଖାଦାନ ମାଲିକଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଓଲଟା ସହଯୋଗ କରୁଥିବାରୁ ନୀରିହ ଶ୍ରମିକମାନଙ୍କ...

ଅଧଘଣ୍ଟାରେ ହଜାରେ ଓଏଲ୍‌ଆର କେସ୍‌ ଫଇସଲା

ସୋନପୁର,୧।୬(ନି.ପ୍ର.): ସୁବର୍ଣ୍ଣପୁର ଅତିରିକ୍ତ ଜିଲାପାଳ ତଥା ଭାରପ୍ରାପ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରଣା ରାଜ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି। ଏ ସମ୍ପର୍କିତ...

ଓଏଚ୍‌ଆର୍‌ସିରେ ୨ ଜନସ୍ବାର୍ଥ ମାମଲା

କଟକ ଅଫିସ,୧।୬: କଟକ ସହରରେ ଚାଲିଥିବା ବକ୍ସଡ୍ରେନ୍‌ ନିର୍ମାଣ ଓ ତାଳଦଣ୍ଡା କେନାଲର ଉନ୍ନତୀକରଣରେ ବେପରୁଆ କାର୍ଯ୍ୟ ଯୋଗୁ ଅକାଳରେ ଦୁଇଟି ଜୀବନ ଚାଲିଗଲା। ଆଉ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଦୁଇ ଦିନରେ ଦୁଇଟି ସ୍ଥାନରେ ଏଭଳି...

ସିଏମ୍‌ସି ମେୟର, କମିଶନରଙ୍କୁ ଘେରାଉ

କଟକ ଅଫିସ,୧।୬: କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ ଗମାଣ୍ଡିଆ ଅଞ୍ଚଳରେ ହ୍ୟୁମ୍‌ ପାଇପ୍‌ ତଳେ ଚାପି ହୋଇ ଛାତ୍ରୀ ଏନ୍‌. ମୋହିନିଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଥିଲା। ମୃତା ଛାତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପାଇଁ ସିଏମ୍‌ସି...

ନଦୀପଠାରୁ ମିଳିଲା ଯୁବତୀଙ୍କ ମୃତଦେହ

ରାଇଘର,୩୧।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ଥାନା ଅଧୀନ ଦେବଗାଁ ପଞ୍ଚାୟତର କୁରବେଲା ଗ୍ରାମ ନିକଟସ୍ଥ ନଦୀ ପଠାରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ନଦୀକୁ ଗାଧେଇବାକୁ ଯାଇଥିବା କେତେଜଣ ବ୍ୟକ୍ତି ମୃତଦେହ ଦେଖି ରାଇଘର ପୋଲିସକୁ ଖବର ଦେଇଥିଲେ। ଘଟଣା...

କାମରେ ଆସୁନି ଏକ୍ସ-ରେ ମେଶିନ

କୋକସରା,୩୧ା୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାମରେ ଆସୁନି ଏକ୍ସ-ରେ ମେଶିନ। ଫଳରେ ରୋଗୀଙ୍କୁ ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଉପରେ ନିର୍ଭର କରିବାକୁ ପଡୁଛି। କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବ୍ଲକର ୨୨ ପଞ୍ଚାୟତ ବ୍ୟତୀତ ଜୟପାଟଣା...

ଛାତରୁ ଖସିପଡ଼ିଲେ ମହିଳା

ନିରାକାରପୁର,୩୧।୫(ଡି.ଏନ୍‌.ଏ.): ଛାତରୁ ଖସିପଡ଼ି ବୁଧବାର ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଖୋର୍ଦ୍ଧା ଜିଲା ଲେଣ୍ଡୋ ପଞ୍ଚାୟତ ଜାଜପୁର ଗ୍ରାମର ନିରୁପମା ମିଶ୍ର(୨୮)। ନିରୁପମା ଛାତ ଉପରକୁ ଲୁଗା ଶୁଖାଇବାକୁ ଯାଇଥିଲେ। ହେଲେ କୌଣସି କାରଣରୁ ସେ...

ଘାଟିରେ ଓଲଟିଲା ଅଟୋ ଜଣେ ମୃତ, ୪ ଗୁରୁତର

ପଟ୍ଟାଙ୍ଗି, ୩୧।୫(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସୁଙ୍କି ଥାନା ଅଧୀନ ଲାଉଡି ଘାଟରେ ଭାରସାମ୍ୟ ହରାଇ ଏକ ଅଟୋ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ...

ସୁବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡିଗଲେ

ଜଳେଶ୍ୱର/ରାଇବଣିଆ,୩୧ା୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଲକ୍ଷ୍ମଣନାଥ ପଞ୍ଚାୟତ ବିରିଶପୁର ଗାଁର ଚନ୍ଦନ ଦାସ(୨୨) ନାମକ ଜଣେ ଯୁବକ ସୁବର୍ଣ୍ଣରେଖା ନଦୀରେ ଗାଧୋଇବାକୁ ଯାଇ ପାଣିରେ ବୁଡିଯାଇଛନ୍ତି। ଖୋଜାଖୋଜି କରାଯାଇଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନାହିଁ । ବନବିହାରୀଙ୍କ ଏକମାତ୍ର...

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ: ଉମେଶ ପାଣିଗ୍ରାହୀ ଜିଲା ଟପ୍ପର

ମାଲକାନଗିରି,୩୧ା୫(ଡି.ଏନ୍‌.ଏ.): ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ମାଲକାନଗିରି ସଦରମହକୁମାର ତିନୋଟି ଆବାସିକ ବିଦ୍ୟାଳୟର ଫଳାଫଳ ଶତ ପ୍ରତିଶତ ହୋଇଛି। ସେହିପରି ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ମଧ୍ୟ ମୋଟ୍‌ ୧୬୦ ଜଣ ପରୀକ୍ଷା ଦେଇଥିବା...

ମୂଷାମରା ଔଷଧ ଖାଇ ଜୀବନ ହାରିଲେ ଯୁବକ

ଗୋପାଳପୁର,୩୧ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଧୀନ ସିନ୍ଧିଗାଁରେ ଜଣେ ଯୁବକ ମୂଷାମରା ଔଷଧ ଖାଇ ଆତ୍ମହତ୍ୟା କରିଥିବା ବୁଧବାର ଅଭିଯୋଗ ହୋଇଛି। ମୃତକ ହେଲେ ଆର୍‌. କ୍ରିଷ୍ଣା ରେଡି(୨୩)। କ୍ରିଷ୍ଣା କୋଣସି କଥାକୁ ନେଇ ମାନସିକ ଚିନ୍ତାରେ ରହୁଥିଲେ।...

କାଳବୈଶାଖୀ ପ୍ରଭାବରେ ଗଛ ଭାଙ୍ଗି ରାସ୍ତା ଅବରୋଧ

ଚନ୍ଦ୍ରପୁର,୩୧ା୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକର ଡାଙ୍ଗସୋରଡ଼ା ନିକଟ ବନ୍ଦିଲି ଗ୍ରାମ ନିକଟରେ ବୁଧବାର ସାରେ କାଳବୈଶାଖୀ ପ୍ରଭାବରେ ଅତ୍ୟଧିକ ପବନ ବର୍ଷା ହେବାରୁ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ଫଳରେ ଚନ୍ଦ୍ରପୁରଠାରୁ ମୁନିଗୁଡ଼ା ଅଭିମୁଖେ ଯାଉଥିବା ଗାଡ଼ିମୋଟର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri