ଆମ ଜିଲା ଖବର

ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାକୁ ଅଣଦେଖା

କେନ୍ଦୁଝର,୨୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଉପାନ୍ତ ଯୋଡ଼ା-ବଡ଼ବିଲ ଖଣି ଅଞ୍ଚଳରେ ଓଡ଼ିଆ ଭାଷାକୁ ଅଣଦେଖା କରାଯାଉଛି। ସରକାରଙ୍କ ତାଗିଦା ସତ୍ତ୍ୱେ ଓଡ଼ିଆରେ ନାମଫଳକ ବା ସୂଚନା ଫଳକ ଲେଖାଯାଉନାହିଁ। ବିଶେଷ କରି ବିଭିନ୍ନ ସରକାରୀ କମ୍ପାନୀ, ଘରୋଇ ଖଣି ସଂସ୍ଥାରେ କାମ...

ବାପପୁଅଙ୍କ ୩ କୋଟିର ସମ୍ପତ୍ତି ବାଜ୍ୟାପ୍ତି

ପୁରୀ ଅଫିସ/ବ୍ରହ୍ମଗିରି, ୨୯ା୫(ଡି.ଏନ୍‌.ଏ): ଦୀର୍ଘଦିନ ଧରି ନିଶା କାରବାର ମାଧ୍ୟମରେ ଅଚଳାଚଳ ସମ୍ପତ୍ତି ଠୁଳ କରି କୋଟିପତି ପାଲଟିଥିବା ଗଞ୍ଜେଇ ମାଫିଆ ବିଜୟ ପାଣି ଏବଂ ତାଙ୍କ ପୁଅ ଶତ୍ରୁଜିତ୍‌ ପାଣିଙ୍କ ୩କୋଟି ଟଙ୍କାର ସମ୍ପତ୍ତିି ବାଜ୍ୟାପ୍ତି କରିଛି ପୁରୀ...

ମହିଳା ଗାୟକଙ୍କୁ ହତ୍ୟା, କେହି ପଥରରେ ଛେଚିଥିବା ସନ୍ଦେହ

କେନ୍ଦୁଝର,୨୯।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡା ଥାନା ବିନିଦା ଗ୍ରାମରେ ସୋମବାର ଜଣେ ପାଲା ଗାୟକଙ୍କ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତାଙ୍କ ନାମ ସତ୍ୟଭାମା ସିଂ (୪୫) ବୋଲି ଜଣା ପଡିଛି। ସେ ଜଣେ ସୁନାମଧନ୍ୟ ମହିଳା ପାଲା...

ସ୍ତ୍ରୀଙ୍କ ଚରିତ୍ର ସନ୍ଦେହ କରି କୋଦାଳ ବେଣ୍ଟରେ ପିଟିପିଟି ମାରିଲେ ସ୍ବାମୀ

ବଣାଇଁ,୨୯।୫(ସ୍ବ.ପ୍ର.): ସ୍ତ୍ରୀଙ୍କୁ କୋଦାଳ ବେଣ୍ଟରେ ପିଟିପିଟି ବର୍ବର ଭାବେ ହତ୍ୟା କଲେ ସ୍ବାମୀ । ହତ୍ୟା ପରେ ମୃତଦେହକୁ ଘରର ପଛପଟ ବାଡିରେ ପୋତିଦିଆଗଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ବାବୁନୂଆଗାଁ...

କାଶତଣ୍ଡୀ ପାଇଁ ବିପଦରେ ଋଷିକୁଲ୍ୟା

ଧରାକୋଟ,୨୯ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଜୀବନ ରେଖା ଋଷିକୁଲ୍ୟା ନଦୀ ଏବେ କାଶତଣ୍ଡୀ ବା ଚଢ଼େୟା ଲତା ପାଇଁ ବିପଦରେ। ଋଷିମାଳ ପର୍ବତରୁ ବାହାରି ସୋରଡ଼ା, ଧରାକୋଟ, ଆସିକା, ପୁରୁଷୋତ୍ତମପୁର, ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଞ୍ଚଳରେ ଋଷିକୁଲ୍ୟା ନଦୀ ପ୍ରବାହିତ...

ମଦଭାଟି ନିକଟରେ ପଡ଼ିଛି ଯୁବକଙ୍କ ମୃତଦେହ

କଣ୍ଟିପାଳ,୨୯ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ମୋଚିନ୍ଦା ପଞ୍ଚାୟତ ଖଡ଼ିପାଳ ଗ୍ରାମରେ ଥିବା ମଦଭାଟି ନିକଟରେ ସୋମବାର ଭୋର ସମୟରେ ଗ୍ରାମବାସୀ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ...

କାର ସହ ୫୦ କେଜି ଗଞ୍ଜେଇ ଜବତବ: ଚାଲାଣକାରୀ ଗିରଫ

ବ୍ରହ୍ମପୁର ଅଫିସ,୨୯।୫: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଡେପୁଟିକମିଶନର ଡ଼ମ୍ବୁରଧର ଖଣ୍ଡାଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଫାଷ୍ଟଗେଟ୍‌ ଛକରେ ଗାଡ଼ି ଚେକିଂ କରିଥିଲା। ଏକ ଗଞ୍ଜେଇ ଭର୍ତ୍ତି କାର ଜବତ ସହ ଚାଲାଣକାରୀଙ୍କୁ କାବୁ କରାଯାଇଛି। ଅଭିଯୁକ୍ତ ଜଣଙ୍କ ପୁରୀ ଅମଲା...

ଅଘୋଷିତ ବିଦ୍ୟୁତ୍‌ କାଟ୍‌: କର୍ମଚାରୀଙ୍କୁ ଆକ୍ରମଣ

ନୀଳଗିରି,୨୯ା୫(ସ୍ବ.ପ୍ର.): ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ନେଇ ନୀଳଗିରି ଟାଟା ପାଓ୍ବାରର ନୀଳଗିରି ସେକ୍ସନ ଜେଇ ପାର୍ଥସାରଥୀ ବାରିକଙ୍କୁ ମାଡ଼ ହୋଇଛି। ଏକ ବିବାହ ଭୋଜି ଖାଇ ଫେରିବା ବେଳେ ତାଙ୍କୁ ୧୦ରୁ ୧୨ ଜଣ ଲୋକ ଆକ୍ରମଣ କରିଥିବା ଅଭିଯୋଗ...

ଶାଳମଞ୍ଜିର ଅଭାବୀ ବିକ୍ରି, ଶସ୍ତାରେ କିଣୁଛନ୍ତି ଦଲାଲ

ଦାରିଙ୍ଗବାଡି,୨୯ା୫(ଡି.ଏନ୍‌.ଏ.): ଜନଜାତି ଅଧ୍ୟୁଷିତ କନ୍ଧମାଳ ଜିଲାରେ ଏବେ ଜଙ୍ଗଲଜାତ ଦ୍ରବ୍ୟ ଶାଳମଞ୍ଜିର ଅଭାବୀ ବିକ୍ରି ଗରିବ ଲୋକଙ୍କୁ କଷ୍ଟରେ ପକାଇଛି । ଏବେ ଅଞ୍ଚଳରେ ଏକାଧିକ ଜଙ୍ଗଲଜାତ ଦ୍ରବ୍ୟ ଲୋକେ ସଂଗ୍ରହ କରୁଥିଲେ ସୁଦ୍ଧା ବଜାରରେ ଉଚିତ ଦର ମିଳୁ...

ପାଣି ପାଇଁ ରାସ୍ତାରେ ବସିଲେ ମହିଳା

ରାୟଗଡ଼ା ଅଫିସ,୨୯ା୫: ରାୟଗଡ଼ା ଜିଲା ସଦର ବ୍ଲକ ଅନ୍ତର୍ଗତ କାରଲାକଣା ପଞ୍ଚାୟତର ଅଙ୍ଗୁର ଗ୍ରାମରେ ପାନୀୟ ଜଳ ସମସ୍ୟା ଯୋଗୁ ଦୀର୍ଘ ୨ ଘଣ୍ଟା ହେଲା ଲୋକେ ରାସ୍ତା ଅବରୋଧ କରି ରାସ୍ତା ମଝିରେ ଧାରଣା ଦେଇ ବସିଛନ୍ତି। ଫଳରେ...

ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତା ପାର୍ଶ୍ୱ ଗଛ ବେସାହାରା

ଖଣ୍ଡପଡ଼ା,୨୯ା୫(ସ୍ବ.ପ୍ର.): ପରିବେଶ ସୁରକ୍ଷା ଓ ମୃତ୍ତିକା କ୍ଷୟ ରୋକିବା ପାଇଁ ଚାରା ରୋପଣ ଜରୁରୀ। ହେଲେ ବିଭିନ୍ନ ରାସ୍ତା ନବୀକରଣ ଓ ସମ୍ପ୍ରସାରଣ ପାଇଁ ବହୁ ଗଛ କଟା ଯାଉଛି। ଏହି ଅଭାବକୁ ପୂରଣ କରିବା ପାଇଁ ରାଜ୍ୟ ସରକାର...

ଖୋଜିଲେ ମିଳୁନି ବାଘୁଆ ଶିଶୁ ପାର୍କ

ନୟାଗଡ଼ ଅଫିସ/ ଓଡ଼ଗାଁ ,୨୯।୫(ସ୍ବ.ପ୍ର.)ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ବାଘୁଆ ଶିଶୁ ପାର୍କ କେଉଁଠି ହୋଇଛି ଖୋଜିଲେ ମିଳୁନି। ତେବେ ରୋହିବାଙ୍କ ପଞ୍ଚାୟତ ହଳଦାପଲ୍ଲୀଠାରେ ଲାଗିଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ର ସୂଚନା ଫଳକକୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri