ଆମ ଜିଲା ଖବର

ସୁରକ୍ଷା ବଦଳରେ ବିପଦକୁ ଆମନ୍ତ୍ରଣ

ପଟ୍ଟାମୁଣ୍ଡାଇ, ୨୯ା୫ (ସ୍ବ.ପ୍ର.): ବାତ୍ୟା ଓ ବନ୍ୟା ସମୟରେ ବାସହୀନ, ତଳିଆ ଅଞ୍ଚଳର କ୍ଷତିଗ୍ରସ୍ତଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ନିମନ୍ତେ ସରକାର ଅର୍ଥ ବ୍ୟୟ କରି ପଞ୍ଚାୟତଗୁଡ଼ିକରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିଛନ୍ତି। ହେଲେ ରକ୍ଷଣାବେକ୍ଷଣ ଅଭାବ ଓ ନିମ୍ନମାନର...

ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ସରନ୍ୟା

ମହାକାଳପଡ଼ା,୨୯ା୫ (ଡି.ଏନ.ଏ.): ତେଲଙ୍ଗାନା ରାଜ୍ୟ ରାଜଧାନୀ ହାଇଦ୍ରାବାଦଠାରେ ୧୮ରୁ ୨୧ ତାରିଖ ୪ ଦିନ ଧରି ଅନୁଷ୍ଠିତ ହୋଇଥିବା ମିସ୍‌ ଟିନ୍‌ ସୁପର ଗ୍ଲୋବ୍‌-୨୦୨୩ରେ ଦେଶର ବିଭିନ୍ନ ରାଜ୍ୟରୁ ୫୨ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ...

ବିଶୁଦ୍ଧ ପାନୀୟ ଜଳରୁ ୪ନଂ.ଓ୍ବାର୍ଡବାସୀ ବଞ୍ଚିତ

ଜେନାପୁର,୨୯ା୫(ଡି.ଏନ.ଏ.): ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ନିର୍ମିତ ହୋଇଛି ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ। କିନ୍ତୁ କେତକ ସ୍ଥାନରେ ତାହା ଗରିବ ଜନସାଧାରଣଙ୍କ ହିତରେ ଆଦୌ ଆସୁ ନ ଥିବା ଅଭିଯୋଗ ହୋଇଛି। ଏମିତି ଏକ...

ପରିବାର ସଦସ୍ୟଙ୍କୁ ବାନ୍ଧି ପକାଇ ସବୁ ଲୁଟିନେଲେ ଦୁର୍ବୃତ୍ତ

ଭବାନୀପାଟଣା,୨୯ା୫(ସ୍ବ.ପ୍ର.): କଳାହାଣ୍ଡି ଜିଲା କେସିଙ୍ଗା ସହରର ଜଗନ୍ନାଥ ପଡ଼ାରେ ଡକାୟତି ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ,ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ସୁବାସ ଅଗ୍ରଓ୍ବାଲ୍‌ଙ୍କ ଘରେ ରବିବାର ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ ସଶସ୍ତ୍ର ଡକାୟତି ହୋଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ,...

ନଷ୍ଟ ହେଉଛି ପ୍ରାକୃତିକ ସମ୍ପଦ

ଯାଜପୁର ଅଫିସ,୨୯ା୫: କଳା, ସଂସ୍କୃତି ଓ ଐତିହ୍ୟର ଉତ୍କର୍ଷକୁ ଆଧାର କରି ଯାଜପୁରର ଇତିହାସ ଯେତେ ସମୃଦ୍ଧ ସେତେ ପରିଚିତ ଏହାର ଖଣିଜ ସମ୍ପଦ, ଶିଳ୍ପ ଏବଂ ଆର୍ଦ୍ରଭୂମି। ଆର୍ଦ୍ରଭୂମିଗୁଡ଼ିକ ଜଳବିଜ୍ଞାନ ଚକ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ଜୈବବିବିଧତାକୁ...

ପାଠାଗାର ସଂସ୍କୃତି ବୁଡ଼ିବାକୁ ବସିଛି

ଯାଜପୁର ଅଫିସ,୨୯ା୫: ସଂରକ୍ଷଣ ଓ ପରିଚାଳନା ଅଭାବରୁ ସମଗ୍ର ଯାଜପୁର ଜିଲାର ପ୍ରାୟ ୨ ହଜାର ପାଠାଗାର ଲୋପ ପାଇବାକୁ ବସିଲାଣି। ପ୍ରାକ୍‌ ସ୍ବାଧୀନତା କାଳରେ ବିନୋବାଜୀଙ୍କ ଆହ୍ବାନରେ ଅଧିକାଂଶ ଗ୍ରାମରେ ପାଠାଗାର ଖୋଲାଯାଇଥିଲା। ସେତେବେଳେ ସେଗୁଡ଼ିକ ଚାଳି ଘରେ...

ଭିତରକନିକା ଜାତୀୟ ଉଦ୍ୟାନର ରୂପରେଖ ବଦଳିବ

ରାଜନଗର, ୨୯ା୫(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନର ରୂପରେଖ ବଦଳିବ। ଭିତରକନିକାରେ ଭିତ୍ତିଭୂମିର ବିକାଶ ଆରମ୍ଭ ହୋଇଛି। ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୨୦୨୧-୨୨ ଆର୍ଥତ୍କ ବର୍ଷରେ ୫୮ କୋଟି ୫୮ ଲକ୍ଷ ୫୩ ହଜାର ଟଙ୍କା ଯୋଗାଇ ଦେଇଛନ୍ତି।...

ଭିଜିଲାନ୍ସ ଜାଲରେ ତହସିଲଦାର

ବାରିପଦା ଅଫିସ,୨୯ା୫: ମୟୂରଭଞ୍ଜ ଜିଲା କରଞ୍ଜିଆ ତହସିଲଦାର ଚାର୍ଲସ ନାଏକଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ତାଙ୍କ ସରକାରୀ ବାସଗୃହ,କାର୍ଯ୍ୟାଳୟ ସହିତ ଭଦ୍ରକ ଜିଲା ପୈତୃକ ଘରେ ଚଢ଼ାଉ ଜାରି...

ବଜ୍ରପାତରେ ୨୩ ଗାଈ, ୩ ଛେଳି ମୃତ

ପଟ୍ଟାଙ୍ଗି,୨୮।୫(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ଅମ୍ପାବାଲି ପଞ୍ଚାୟତ ରାଙ୍ଗିନିଗୁଡା ଗ୍ରାମରେ ବଜ୍ରପାତ ଘଟି ଜଣେ ବୃଦ୍ଧା ଆହତ ହେବା ସହ ୨୩ ଗାଇ ଓ ୩ ଚେଳିଙ୍କ ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ ହେଲେ ଉକ୍ତ ଗାଁର...

ଘର ଉପରକୁ ମାଡ଼ିଗଲା ଟ୍ରକ

ମାଥିଲି/ମାଲକାନଗିରି,୨୮ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲିରେ ରବିବାର ରାସ୍ତା ପାଶର୍‌ବରେ ଥିବା ସହଦେବ ନାୟକଙ୍କ ଘର ଉପରକୁ ଏକ ଟ୍ରକ ମାଡି ଯାଇଥିଲା। ପରିବାର ଲୋକେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମାଥିଲି ଥାନା ସମ୍ମୁଖରେ ଘଟିଛି ଏହି ଦୁର୍ଘଟଣା। ସକାଳୁ...

ଜେସିବି ପୋଡ଼ି, ଭଙ୍ଗାରୁଜା

କୋରାପୁଟ/ନାରାୟଣପାଟଣା,୨୮।୫(ସ୍ବ.ପ୍ର/ଡି.ଏନ୍‌.ଏ.): କୋରାପୁଟ ଜିଲା ନାରାୟଣପାଟଣା ଅଞ୍ଚଳରେ ଦୀର୍ଘଦିନ ପରେ ପୁଣି ପୋଡାଜଳା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ, ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ପଞ୍ଚାୟତ ଭିତରପଡା ନିକଟରେ ଥିବା କର୍ଣ୍ଣକୋଣ୍ଡା ପାହାଡରେ ବକ୍ସାଇଟ ରହିଛି। ଏନେଇ ପାହାଡ଼ ଉପରକୁ...

ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ବୁଡ଼ିଗଲେ

କୋକସରା,୨୮।୫(ଡି.ଏନ୍‌.ଏ.): ରବିବାର ଧର୍ମଗଡ଼ରୁ ୪ଜଣ ସାଙ୍ଗ ବୁଲିବା ପାଇଁ କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ ଡୋକରୀଚଞ୍ଚରାକୁ ଯାଇଥିଲେ। ବୁଲାବୁଲି କରିବା ପରେ ଡୋକରୀଦର ଜଳପ୍ରପାତରେ ୪ଜଣ ସାଙ୍ଗ ଗାଧୋଇବା ପାଇଁ ପାଣି ଭିତରକୁ ଯାଇଥିଲେ।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri