ଆମ ଜିଲା ଖବର

ବାଲିଗୁଡା ହତ୍ୟାକାଣ୍ଡ ଘଟଣା: ଅଭିଯୋଗର ଚାରିଦିନ ଭିତରେ ୪ ଅଭିଯୁକ୍ତ ଗିରଫ

ବାଲିଗୁଡା,୨୭।୫(ଡି.ଏନ.ଏ): କନ୍ଧମାଳ ଜିଲା ବାଲିଗୁଡା ଥାନା ବୁଡ଼ାଗୁଡା ଅଞ୍ଚଳରେ ଏକ ହତ୍ୟା ଘଟଣାର ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି ବାଲିଗୁଡ଼ା ପୋଲିସ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି...

କାଳବୈଶାଖୀ ତାଣ୍ଡବ: ଉପୁଡିଲା ଗଛ, ଯାତାୟାତ ବାଧାପ୍ରାପ୍ତ

ହିଞ୍ଜିଳିକାଟୁ,୨୭।୫(ଡି.ଏନ.ଏ.): ହିଞ୍ଜିଳିକାଟୁ ସମେତ ଆଖପାଖରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବିଜୁଳି ବର୍ଷା ହୋଇଛି। ଏହାର ପ୍ରଭାବରେ ହିଞ୍ଜିଳିକାଟୁ ପୌରାଞ୍ଚଳ ଆରଏମସି ଓ ସିନେମାହଲ ଛକ ରାସ୍ତା ପ୍ବାର୍ଶରେ ଥିବା ବଡ ବଡ ଗଛ ଉପୁଡିପଡିଛି। ଫଳରେ...

ଶ୍ରୀମନ୍ଦିରରେ ଅଘଟଣ: ଗରମ ଡାଲି ପଡ଼ି ଦୁଇ ଗୁରୁତର

ପୁରୀ ଅଫିସ, ୨୭।୫: ଶ୍ରୀମନ୍ଦିରରେ ଶନିବାର ଅଘଟଣ ଘଟିଛି। ମହାପ୍ରଭୁଙ୍କ ପ୍ରଥମ ଭୋଗ ମଣ୍ଡପ ସରିବା ପରେ ବୋଝ ବାହାକମାନେ ବୋଝରେ ମହାପ୍ରସାଦ ବୋହୁଥିଲେ । ତେବେ ଭୋଗମଣ୍ଡପ ସମ୍ମୁଖ ରାସ୍ତା ଖସଡ଼ା ଥିବାରୁ ଦୁଇଜଣଙ୍କ ଗୋଡ ଖସି ଯାଇଥିଲା...

ହଠାତ ପହଞ୍ଚିଲା ପୋଲିସ, ଘରୁ ଜବତ କଲା ୩ ଦେଶୀ ବନ୍ଧୁକ

ପାରଳାଖେମୁଣ୍ଡି,୨୭।୫: ଗଜପତି ଜିଲା ମୋହନା ବ୍ଳକ ଅଡ଼ବା ପୋଲିସ ଥାନା ଅନ୍ତର୍ଗତ ବୁଢାନିଲ୍ଡି ଗ୍ରାମରେ ଚଢ଼ାଉ ହୋଇ ୩ଟି ଦେଶୀ ବନ୍ଧୁକ ଜବତ ହୋଇଛି। କୋଣସି ସୁତ୍ରରୁ ଖବର ପାଇ ପୋଲିସର ଏକ ଟିମ୍‌ ଗ୍ରାମର ପ୍ରମୋଦ ମଳିକଙ୍କ ଘରେ...

ଗୋରୁ ବୋଝେଇ ଟ୍ରକ୍‌ ଜବତ: ୧୫ ଗୋରୁ ଉଦ୍ଧାର

ପାଟଣା,୨୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁମ୍ବାଇ-କୋଲକାତା ୪୯ ନମ୍ବର ଜାତୀୟ ରାଜପଥର ଝାରବେଡ଼ା ନିକଟରୁ ଶନିବାର ଭୋରରେ ଏକ ଗୋରୁ ବୋଝେଇ ଟ୍ରକ୍‌କୁ ତୁରୁମୁଙ୍ଗା ପୋଲିସ ଜବତ କରିଛି। ଉକ୍ତ ଟ୍ରକ୍‌ ଭିତରେ ଦୟନୀୟ ଅବସ୍ଥାରେ ବନ୍ଧା ଯାଇଥିବା...

ଦେବଗଡ଼ ଜିଲାରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଅଭିଯାନ

ଦେବଗଡ଼, ୨୭।୫(ଡି.ଏନ୍‌.ଏ.): ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଏବଂ ଜିଲା ଦୌରା ଜଜ୍‌ ତଥା ଅଧ୍ୟକ୍ଷ, ଜିଲା ଆଇନ ସେବା ପ୍ରାଧିକରଣ, ଦେବଗଡ଼ ଗୌତମ ଶର୍ମା ଏବଂ ସଚିବ, ଜିଲା ଆଇନ ସେବା ପ୍ରାଧିକରଣ,...

ଭୟରେ ଅଙ୍ଗନଓ୍ବାଡି କେନ୍ଦ୍ର ଯାଉନାହାନ୍ତି ଶିଶୁ, ଗର୍ଭବତୀ

ଲାଞ୍ଜିଗଡ଼,୨୭ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବସନ୍ତପଡା ସ୍ବାସ୍ଥ୍ୟ ଉପକେନ୍ଦ୍ର ଉପରେ ଥିବା ଆଜବେଷ୍ଟ ଛାତ ଗତ ସୋମବାର ଅପରାହ୍ନରେ ପବନରେ ଉଡିଯାଇ ନିକଟରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ଢାଙ୍କି ହୋଇ ଯାଇଛି। ୪ ଦିନ ବିତିଯାଇଥିଲେ ମଧ୍ୟ...

ମତ ନେଇ ନେବାର ଥିଲା ନିଷ୍ପତ୍ତି

ଅମରପାଲି,୨୭ା୫(ଡି.ଏନ.ଏ.):ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଢାଞ୍ଚାରେ ପୁଣି ପରିବର୍ତ୍ତନ କରାଯାଇଛି। ଚଳିତ ଶିକ୍ଷାବର୍ଷ ଠାରୁ ଦୁଇଟି ସମ୍ମେଟିଭ ପରୀକ୍ଷା ବଦଳରେ ବର୍ଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ। ପରୀକ୍ଷାର୍ଥୀ ଥରକେ ୬୦୦ମାର୍କର ପରୀକ୍ଷା ଦେବେ। ଦଶମ ଶ୍ରେଣୀ...

ପ୍ରତ୍ୟାରୋପଣ ପାଇଁ ଅର୍ଥ ବାଧକ

ବରଗଡ଼ ଅଫିସ,୨୭ା୫: ମୋ ଝିଅକୁ ବଞ୍ଚେଇ ଦିଅ। ଆପଣଙ୍କ ସାମାନ୍ୟ ସହାୟତା ମୋ ଝିଅର ଜୀବନକୁ ବଞ୍ଚେଇ ଦେଇପାରେ। ଏପରି କହି ଝିଅର ଲିଭର ପ୍ରତ୍ୟାରୋପଣ ପାଇଁ ସହାୟତା ଦେବାକୁ ନିବେଦନ କରିଛନ୍ତି ବରଗଡ଼ ପୋର ପରିଷଦ ଅଧୀନ ୱାର୍ଡ...

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ୭.୨୮ ଲକ୍ଷ ଲୁଟ୍‌

ଖୋର୍ଦ୍ଧା ଅଫିସ,୨୭ା୫: ଗତ କିଛିଦିନର ନୀରବତା ପରେ ଖୋର୍ଦ୍ଧାରେ ପୁଣି ମାତିଛନ୍ତି ଲୁଟେରା। ଏମାନଙ୍କ ଟାର୍ଗେଟରେ ରହିଛନ୍ତି ଫାଇନାନ୍ସ କମ୍ପାନୀ ଏଜେଣ୍ଟ। ଶୁକ୍ରବାର ଅପରାହ୍ନ ୩ଟା ୩୦ରେ ଆଦର୍ଶ ଥାନା ସାମନ୍ତରାପୁର ବୁଡ଼ିବଗିଚା ଛକରୁ ଦୁଇଜଣ ବ୍ଲାକ୍‌ ପଲ୍‌ସରଧାରୀ ଫାଇନାନ୍ସ...

ସହର ହେବ ୫ ଜୋନ୍‌, ଜଗିବେ ୭୦ ପ୍ଲାଟୁନ ଫୋର୍ସ

ପୁରୀ ଅଫିସ,୨୭ା୫: ଆସନ୍ତା ଜୁନ ୪ରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେବା ସହ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ। ସ୍ନାନଯାତ୍ରା ସହ ହାତୀବେଶ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିବ। ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ।...

ରହସ୍ୟ ଖୋଲିଲେନି

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଶୁକ୍ରବାର ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି। ହତ୍ୟାର ୧୧୮ଦିନ ପରେ ଅର୍ଥାତ୍‌ ଧାର୍ଯ୍ୟ ସମୟର ୨ଦିନ ପୂର୍ବରୁ ୫୩୪ ପୃଷ୍ଠାର ଚାର୍ଜଶିଟ ଦାଖଲ କରାଯାଇଛି। କାର୍ଯ୍ୟରତ ପୋଲିସ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri