ଆମ ଜିଲା ଖବର

୬ ବର୍ଷ ବିତିଲା ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ହେଲାନି

ଆଳି,୨୭ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକର ଦଶିପୁର ଓ ଏକମାଣିଆ ପଞ୍ଚାୟତ ଗଠନ ହେବାର ୬ ବର୍ଷ ବିତିଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାଳୟ ନିର୍ମାଣ ହୋଇପାରୁନି। ଏହି ୨ଟି ପଞ୍ଚାୟତ ଗଠନ ହେବାର କିଛିଦିନ ମଧ୍ୟରେ ପଞ୍ଚାୟତିରାଜ ବିଭାଗ...

ପୁଣି ଅଳଭା ବ୍ରାହ୍ମଣୀ ପଠାରୁ ବାଲିମାଟି ଚାଲାଣ

ପଟ୍ଟାମୁଣ୍ଡାଇ,୨୭ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ଅଳଭା ବ୍ରାହ୍ମଣୀ ନଦୀ ଅଳଭାପାଳରେ ବଡ଼ ବଡ଼ ଗାତ କରାଯାଇ ପୁଣି ମାଟି ଚାଲାଣ କରାଯାଇଛି। ମାଟି ବ୍ୟବସାୟୀମାନେ ଏଥିରେ ଲାଭବାନ୍‌ ହେଉଥିବା ବେଳେ ରାଜ୍ୟ ସରକାର ରାଜସ୍ବ ହରାଉଛନ୍ତି। ସରକାରଙ୍କ...

ପ୍ରକଳ୍ପ ପ୍ରତିଶ୍ରୁତିରେ ଜିଲାବାସୀ ଅଣନିଃଶ୍ୱାସୀ

କେନ୍ଦ୍ରାପଡ଼ା ଅଫିସ, ୨୭ା୫: ଅର୍ଥନୈତିକ ଅଭିବୃଦ୍ଧିରେ ରାଜ୍ୟର ୨୬ତମ ସ୍ଥାନରେ କେନ୍ଦ୍ରାପଡ଼ା ଜିଲା ଅଛି। ଅର୍ଥକରୀ ଫସଲ ଯୋଜନା ନ ଥିଲେ ମଧ୍ୟ କୃଷିଭିତ୍ତିକ ଅର୍ଥନୀତିରେ ଏହି ଜିଲା ପରିଚାଳିତ ହେଉଛି। ରାଜନେତାମାନେ ଗତ ଦଶନ୍ଧି ଧରି ଏହାର ସୁଯୋଗ...

ହତ୍ୟା ମାମଲାରେ ଦୋଷୀଙ୍କୁ ଅଜୀବନ ଜେଲ

ବାଲେଶ୍ୱର ଅଫିସ,୨୬।୫: ବାଲେଶ୍ୱର ଏସ୍‌ସି ଆଣ୍ଡ ଏସ୍‌ଟି କୋର୍ଟର ସ୍ବତନ୍ତ୍ର ଜଜ୍‌ ଲିଲିପ୍ତା ପଶାୟତ ଶୁକ୍ରବାର ଏକ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଓ ଅନାଦାୟେ...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଝୁମ୍ପୁରା,୨୬ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ବାଲିବନ୍ଧ ଫରେଷ୍ଟ ଲକ୍ଷ୍ମୀପଶି ବିଟ୍‌ ମହାଦେବପୁର ଜଙ୍ଗଲରେ ଶୁକୁବ୍ରାର ଏକ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ମହାଦେବପୁରର ବଙ୍ଗଲ ମୁଣ୍ଡା (୫୫)। ତାଙ୍କୁ ଚିକିତ୍ସା ନିମନ୍ତେ ଝୁମ୍ପୁରା ଡାକ୍ତରଖାନାରେ...

ଜିଲା ମୁଖ୍ୟ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଏସି ଅଚଳ,ରୋଗୀ ହନ୍ତସନ୍ତ

କେନ୍ଦୁଝର,୨୬।୫(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ତାପମାତ୍ରା 40 ଡିଗ୍ରୀ ଟପିଥିବା ବେଳେ ପ୍ରବଳ ଗରମରେ ଲୋକ ମାନେ ସଢୁଛନ୍ତି। ଏଭଳି ପରିସ୍ଥିତିରେ ଜିଲା ମୁଖ୍ୟ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଗର୍ଭବତୀ ମହିଳା ଓ ଶିଶୁ ଗରମ ରେ ଅସ୍ତବ୍ୟସ୍ତ...

ହଜିବାକୁ ବସିଛି ପାରମ୍ପାରିକ ଦେଶୀ ସୁଢି ଆମ୍ବ

କେନ୍ଦୁଝର,୨୬।୫(ସ୍ବ.ପ୍ର): କେନ୍ଦୁଝର ଜିଲାର ବଣପାହାଡ ତଥା ବାଡି ବଗିଚାରେ ଅଞ୍ଚଳରେ ଫଳୁଥିବା ଦେଶୀ ଆମ୍ବର ଚାହିଦା କମିବାକୁ ବସିଛି। ଯାହାକୁ ସ୍ଥାନୀୟ ଭାଷାରେ ସୁଢି ଆମ୍ବ କୁହାଯାଏ। ବର୍ତ୍ତମାନ ହାଟ ବଜାରରେ ଏହି ଆମ୍ବର ସ୍ଥାନ କଲମୀ ଆମ୍ବ ନେଇ...

ଜନ ସମ୍ପର୍କ ଅଭିଯାନକୁ ଭାଜପାର ଗୁରୁତ୍ୱ

ଭଦ୍ରକ ଅଫିସ/ଭଦ୍ରକ (ସ୍ବ.ପ୍ର.),୨୬ା୫- ଭଦ୍ରକ ଜିଲା ଭାଜପାର କାର୍ଯ୍ୟକାରିଣୀ ବୈଠକ ସଂସ୍କୃତି ଭବନ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ହେମନ୍ତ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଭଦ୍ରକ ଲୋକସଭା କ୍ଷେତ୍ରର ପ୍ରଭାରୀ ଚନ୍ଦ୍ରଶେଖର ନନ୍ଦ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ...

୨୦ ବିଦ୍ୟାଳୟକୁ ଟିଭି ପ୍ରଦାନ

ଭଣ୍ଡାରିପୋଖରୀ,୨୬।୫ (ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକ୍‌ର ୨୦ ବିଦ୍ୟାଳୟକୁ ଏଲ୍‌ସିଡି ଟିଭି ପ୍ରଦାନ କରାଯାଇଛି। ବଳଦେବଜୀଉ ନୋଡାଲ, ନାଆମୀ, ବୟାବନାପୁର, ସାରୋ, ରାଜେନ୍ଦ୍ରପୁର, ଆଖୁଆପଦା, ସଂପୋଇ, ବାହାଦୁଲନଗର, ଚଞ୍ଛିଣା, ଜଳମଣ୍ଡୁଆ, କୁରିଗାଁ, ମାଳଦା, ମୁଢ଼ାପଦା, ନିର୍ଗୁଣ୍ଡି, ପାଇମହୁରା,...

ଜଳକଷ୍ଟ ଭୋଗୁଛନ୍ତି ଶୂଳିଆକୋଲନି ଗ୍ରାମବାସୀ

କୋରୁକୋଣ୍ଡା ୨୬।୦୫(ଡି.ଏନ. ଏ): ମୁନ୍ଦାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ଗ୍ରାମ ପଞ୍ଚାୟତ ଶୂଳିଆକୋଲନି ଗ୍ରାମବାସୀ। ଉକ୍ତ ଗ୍ରାମଟି ମାଲକାନଗିଋ ଜିଲା ସଦରଠାରୁ କୋରୁକୋଣ୍ଡା ବ୍ଲକ ସଦରକୁ ଆସିବା ମୁଖ୍ୟ ରାସ୍ତା କଡରେ...

ସର୍ଭେ ବେଳେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ

କୁଆଁରମୁଣ୍ଡା,୨୬।୦୫(ଡିଏନଏ): ସର୍ଭେ କରିବା ସମୟରେ ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ମୃତ୍ୟୁ ଘଟିଛି। ପ୍ରଚଣ୍ଡ ଖରାରେ ପଛୁଆ ବର୍ଗ ସର୍ଭେ କରିବାବେଳେ ସେ ଅସୁସ୍ଥ ହୋଇ ପଡିଥିଲେ। ଗୁରୁବାର ରାତିରେ ତାଙ୍କ ସ୍ବାସ୍ଥ୍ୟ ଆହୁରି ଖରାପ ହେବାରୁ ପରିବାର ଲୋକେ ଶୁକ୍ରବାର...

ଦାରିଙ୍ଗବାଡି ପରିଦର୍ଶନ କଲେ ବିଧାନସଭା ଲାଇବ୍ରେରୀ କମିଟି

ଦାରିଙ୍ଗବାଡି,୨୬।୫(ଡି.ଏନ.ଏ): ଓଡିଶା ବିଧାନସଭା ଲାଇବ୍ରେରୀ କମିଟି ଦାରିଙ୍ଗବାଡି ଦିନିକିଆ ଗସ୍ତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ କେନ୍ଦ୍ରଗୁଡିକ ପରିଦର୍ଶନ କରିଛନ୍ତି। ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିର ହିଲ ଭିୟୁ ପାର୍କ ସମେତ କଫି ବଗିଚା, କିସୁବାଡି ଠାରେ ଥିବା ପାଟ୍ଟାବାନ୍ଧା ଜଳ ପ୍ରପାତକୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri