ଆମ ଜିଲା ଖବର

ପ୍ରତାପପୁର ଆରଟି ବିଦ୍ୟାପୀଠରେ ଖୋଲିବ ଯୁକ୍ତ ଦୁଇ ଶ୍ରେଣୀ

ପୁରୁଷୋତ୍ତମପୁର, ୨୬।୫(ଡିଏନଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପପୁର ଠାରେ ରାଙ୍ଗାଭାଟ୍ଟଲା ତୁମ୍ବନାଥଂ ସରକାରୀ ଉଚ୍ଚ ବିଦ୍ୟାଳୟ (ଆରଟି ବିଦ୍ୟାପୀଠ)ରେ ଯୁକ୍ତ ଦୁଇ କଳା ଶ୍ରେଣୀ ଖୋଲଯିିବ। ଏନେଇ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି...

କାଳବୈଶାଖୀ ପ୍ରଭାବରେ କୁଆ ପଥର ମାଡ଼

ପାଟଣା,୨୬।୫(ସ୍ବ.ପ୍ର): କାଳବୈଶାଖୀ ପ୍ରଭାବରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଶୁକ୍ରବାର ମଧ୍ୟାହ୍ନରେ ଘଡ଼ଘଡି ସହ ବର୍ଷା ହୋଇ ବିଭିନ୍ନ ସ୍ଥାନରେ କୁଆ ପଥର ମାଡ଼ ହୋଇଛି। ଏପରିକି ଜିଲାର ପାଟଣା ବ୍ଲକ ତୁରୁମୁଙ୍ଗା ଅଞ୍ଚଳରେ ପ୍ରବଳ ବର୍ଷା ସହ ଝଡ଼...

ଶିକାରୀ ଗୁଳିରେ ଫରେଷ୍ଟଗାର୍ଡ ମୃତ ଘଟଣାରେ ୩ଶିକାରୀ ଗିରଫ

ବାରିପଦା ଅଫିସ,୨୬।୫: ଶିକାରୀଙ୍କ ଗୁଳିରେ ଫରେଷ୍ଟଗାର୍ଡଙ୍କ ମୃତ୍ୟୁ ଘଟଣାରେ ପୋଲିସ ଶୁକ୍ରବାର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସର କମ୍ବିଂ ଅପରେସନରେ ୩ଜଣ ଶିକାରୀ ଧରାପଡିଛନ୍ତି । ସେମାନଙ୍କୁ ଗୁପ୍ତ ସ୍ଥାନରେ ରଖି ପଚରାଉଚୁରା ଜାରି ରହିଛି । ସେମାନଙ୍କ...

ଜଳକଷ୍ଟ ଦୂର କଲେ ଗ୍ରାମବାସୀ

ସୁନ୍ଦରଗଡ଼,୨୬ା୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ବ୍ଲକ ମେଘଡେଗା ପଞ୍ଚାୟତ କଟ୍ରା ଗ୍ରାମବାସୀ ମିଳିତଭାବେ ଗ୍ରାମର ଜଳକଷ୍ଟ ଦୂର ପାଇଁ ଆଣ୍ଟା ଭିଡ଼ିଛନ୍ତି। ଗ୍ରାମାବସୀଙ୍କ ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି। ଗ୍ରାମପାଖ ଦେଇ ଯାଇଥିବା ତମଙ୍ଗା ନାଳ ଉପରେ...

ଦୟନୀୟ ସ୍ଥିତିରେ ଜିଲା ପର୍ଯ୍ୟଟନ ବିଭାଗ

ଭବାନୀପାଟଣା,୨୬।୫(ସ୍ବ.ପ୍ର): ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ କଳାହାଣ୍ଡି ଜିଲାର ସ୍ଥାନ ସ୍ବତନ୍ତ୍ର ରହିଛି। ବର୍ତ୍ତମାନ ସୁଦ୍ଧା ସରକାରୀ ସ୍ତରରେ ଜିଲାରେ ୧୭ଟି ପର୍ଯ୍ୟଟନସ୍ଥଳୀ ରହିଛି। ତେବେ ଏହାର ତଦାରଖ ଓ ନୂତନତ୍ୱ ସର୍ଭେ କରିବାର ଦାୟିତ୍ୱ ସ୍ଥାନୀୟ ପର୍ଯ୍ୟଟନ ବିଭାଗର ରହିଥିବାବେଳେ...

ସ୍କୁଟି ଉପରେ ଚଢ଼ିଗଲା ଟ୍ରକ୍‌, ବର୍ତ୍ତିଲେ ଆରୋହୀ

ବରଗଡ଼ ଅଫିସ୍‌,୨୬।୫: ବରଗଡ଼-ସୋହେଲା ରାସ୍ତାର ପଥର୍ଲା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏକ ସ୍କୁଟି(ଓଡ଼ି୧୭ଜି ୭୬୨୧)ରେ ଜଣେ ଯୁବକ ସେଠାରେ ରାସ୍ତା ଅତିକ୍ରମ କରୁଥିବାବେଳେ ଅନ୍ୟଏକ ଟ୍ରକ(ନଂ- ଡବ୍ଲୁଏଚ୍‌ ୨୬ବିଇ ୯୩୮୭) ସ୍କୁଟି ଉପରେ ଚଢ଼ି...

କଟ୍‌ନୀ ହେଲେ କାର୍ଯ୍ୟାନୁଷ୍ଠାନ

ପଦ୍ମପୁର, ୨୬ା୫(ଡି.ଏନ.ଏ.): ରବିରତୁରେ ବରଗଡ଼ ଜିଲା ପଦ୍ମପୁର ଆରଏମସି ତତ୍ତ୍ୱାବଧାନରେ ୬ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମେ ୧୨ରୁ ମଣ୍ଡି ଖୋଲି ୨ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ ହୋଇ ସାରିଲାଣି। ପୂର୍ବ ବର୍ଷ ପରି...

ଡାକ୍ତରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ଚାନ୍ଦବାଲି,୨୬ା୫(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ନର୍ସଙ୍କୁ ପ୍ରେମ ନିବେଦନ କରିବା ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତରଙ୍କୁ ମହଙ୍ଗା ପଡ଼ିଛି। ଗୁରୁବାର ଉକ୍ତ ନର୍ସ ଡାକ୍ତରଙ୍କ ବିରୋଧରେ ଯୌନ ନିର୍ଯାତନା ନେଇ ଚାନ୍ଦବାଲି ଥାନାରେ...

କୁଆପଥର ମାଡ଼ରେ ଧାନ ଫସଲ ନଷ୍ଟ

ଜୟପୁର,୨୬ା୫(ନି.ପ୍ର.): ଜୟପୁର ତହସିଲର କୁମୁଲିପୁଟ ଓ ରଣ୍ଡାପାଲ୍ଲୀ ପଞ୍ଚାୟତରେ କୁଆପଥର ମାଡ଼ରେ ଧାନ ଫସଲ ନଷ୍ଟ ହୋଇଛି। ବୁଧବାରର କୁଆପଥର ବର୍ଷାରେ ଧନ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ ଭାଙ୍ଗି ପଡିଛନ୍ତି। କୁଆପଥର ମାଡ଼ରେ ଧାନ ଅମଳ ହେଉଥିବା ଧାନ...

ବଣ୍ଡା ଜନଜାତିଙ୍କ ମୁଣ୍ଡବ୍ୟଥାର କାରଣ ୨୦୦୦ ଟଙ୍କିଆ ନୋଟ୍‌

ମାଲକାନଗିରି,୨୬ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ଆଦିମ ଅଧିବାସୀ ତଥା ଘାଟି ଉପରର ବଣ୍ଡା ଜନଜାତିଙ୍କ ପାଇଁ ବର୍ତ୍ତମାନ ଅଡୁଆ ସାଜିଛି ୨୦୦୦ ଟଙ୍କିଆ ନୋଟ୍‌ । ବର୍ତ୍ତମାନ ଏହି ନୋଟ୍‌ ବଜାରରେ କେହି ନେଉ ନ ଥିବାରୁ ସମସ୍ୟାରେ ପଡ଼ିଛନ୍ତି ଲୋକେ।...

କାମରେ ଲାଗୁନି ୮ ଗୋଷ୍ଠୀ ଶୌଚାଳୟ

ଚମ୍ପୁଆ,୨୬ା୫(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ବିଜ୍ଞାପିତ ଅଞ୍ଚଳରେ ଅନେକ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ୱାର୍ଡରେ ନିର୍ମାଣ କରାଯାଇଥିବା ଗୋଷ୍ଠୀ ଶୌଚାଳୟ କାମରେ ଲାଗୁନହିଁ। ଅନେକ ଶୌଚାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ଆଗରେ ଗଛଲତା ଉଠିଗଲାଣି। ଆବଶ୍ୟକ ଭିତ୍ତିଭୂମିକୁ...

ଡହ ଡହ ଖରାରେ କାମ କରୁଛନ୍ତି ଶ୍ରମିକ

ବାଲେଶ୍ୱର ଅଫିସ,୨୬।୫: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ରାଜ୍ୟ ଶ୍ରମବିଭାଗ ପକ୍ଷରୁ ପୂର୍ବାହ୍ନ ୧୧ଟା ପରେ ଶ୍ରମିକମାନଙ୍କୁ କାମ କରିବା ପାଇଁ ବାରଣ କରାଯାଇଛି। ଏଥିପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସକାଳ ସମୟରେ କରାଯାଉଛି। ଯେଉଁଠି ଶ୍ରମିକମାନେ ମାନୁନାହାନ୍ତି କିମ୍ବା ଠିକାଦାରମାନେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri