ଆମ ଜିଲା ଖବର

ଶ୍ରମିକଙ୍କ ମୃତ୍ୟୁରେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ନେଇ ଧାରଣା

ଢେଙ୍କାନାଳ ଅଫିସ,୨୨ା୫: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଖଡ଼ଗପ୍ରସାଦ ଗ୍ରାମ ନିକଟସ୍ଥ ନବ ଲିମିଟେଡ୍‌ କମ୍ପାନୀରେ ରବିବାର ଅପରାହ୍ନରେ ମାଧବ ବେହେରା (୪୦) ନାମକ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହ ଘଟଣାକୁ ନେଇ ସୋମବାର ସକାଳ...

ଦ୍ୱିତୀୟ ଦିନରେ ଉଚ୍ଛେଦ କାର୍ଯ୍ୟ

ଭଦ୍ରକ ଅଫିସ,୨୨ା୫: ଭଦ୍ରକ ସହରର ମୋଚି ଛକଠାରୁ ଭଦ୍ରକାଳୀ ପୁରୁଣାବଜ଼ାର ରାସ୍ତା ନିର୍ମାଣ ପାଇଁ ରବିବାରଠାରୁ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ସୋମବାର ଦ୍ୱିତୀୟ ଦିନରେ ଚାଲିଛି l ପ୍ରଥମ ଦିନରେ ମୋଚି ଛକଠାରୁ ସନ୍ଥିଆ ପୋଲ ପର୍ଯ୍ୟନ୍ତ...

ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ସୁଧାଂଶୁ ଷଡ଼ଙ୍ଗୀ

କଟକ ଅଫିସ,୨୨ା୫: ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳିନ ସେବା ସଂସ୍ଥା ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ୧୯୯୦ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍‌ ଅଫିସର ସୁଧାଂଶୁ ଷଡ଼ଙ୍ଗୀ ଦାୟିତ୍ୱ ଗ୍ରହଣ କରିବା ପରେ କୌଣସି ସଂଗଠନର...

ପାଇପ୍‌ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ପାଇପ୍‌ ଜଳିଗଲା

ସମ୍ବଲପୁର,୨୨ା୫(ବ୍ୟୁରୋ): ସମ୍ବଲପୁର ଧମା ଥାନା ଗୁଣ୍ଡରପୁରସ୍ଥିତ ପାଇପ୍‌ ଗୋଦାମରେ ସୋମବାର ଭୟାବହ ଅଗ୍ନିକାଣ୍ଡ ହୋଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପାଇପ୍‌ ଜଳିଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲଗିଛନ୍ତି। ସୂଚନାନୁସାରେ ଗୁଣ୍ଡରପୁରଠାରେ...

ଆଜିଠୁ ସୁବର୍ଣ୍ଣପୁର ଜିଲାରେ ରବିଧାନ ସଂଗ୍ରହ

ସୋନପୁର,୨୨।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ସୋମବାରଠାରୁ ରବିଧାନ ସଂଗ୍ରହ ଆରମ୍ଭ ହେବ। ୬୦ ପ୍ୟାକ୍ସ ଓ ୩୪ ଡବ୍ଲ୍ୟୁଏସ୍‌ଏଚ୍‌ଜି ଜରିଆରେ ଯୋଗାଣ ନିଗମ ପଞ୍ଜୀକୃତ ଚାଷୀଙ୍କ ନିକଟରୁ ଧାନ କିଣିବ। ଆଗକୁ ଆଉ ୩ଟି ଡବ୍ଲ୍ୟୁଏସ୍‌ଏଚ୍‌ଜି ଓ ଗୋଟିଏ ପ୍ୟାକ୍ସ ଧାନ...

ଉଦ୍‌ଘାଟନ ହୋଇଛି, କାମରେ ଲାଗୁନି

କଣ୍ଟାବାଞ୍ଜି, ୨୨ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏନଏସିରେ ସର୍ବସାଧାରଣଙ୍କ ପାଇଁ ନିର୍ମିତ ଶୌଚାଳୟ ୨୦୨୧ନଭେମ୍ବର ୧୮ତାରିଖରେ ଉଦ୍‌ଘାଟିତ ହୋଇଥିଲା। ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଶୌଚାଳୟ ଉଦ୍‌ଘାଟନୀର ଦେଢବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ନ ହେବାରୁ ସାଧାରଣରେ ଅସନ୍ତୋଷ...

କାମରେ ଆସୁନି ବସୁଧା ଯୋଜନା

ଲାଞ୍ଜିଗଡ଼,୨୨।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ ଅନ୍ତର୍ଗତ କୁମଖାଲ ଗ୍ରାମପଞ୍ଚାୟତ ଅଧୀନ ପୁନିଗୁଡ଼ା ଗ୍ରାମରେ କାମରେ ଆସୁନି ବସୁଧା ଯୋଜନା। ବୋରୱେଲ ଖୋଳା ହୋଇ ୨ବର୍ଷ ପରେ ବି ଓଭରହେଡ଼ ପାଣିଟାଙ୍କି ନିର୍ମାଣ ହୋଇନି। ରାଜ୍ୟ ସରକାର କୋଟି କୋଟି...

ନଦୀରେ ଗାଈ ପାର୍‌ କରୁଥିବା ବେଳେ ଭାସିଗଲେ ଜଣେ ବ୍ୟକ୍ତି

ବରୀ,୨୨ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ତନ୍ତିଘାଇ ଶାଖା ଚିଙ୍ଗୁଡ଼ିଆ ନଦୀରେ ଗାଈକୁ ପାର୍‌ କରୁଥିବା ସମୟରେ ବୋଦୁଅ ପଞ୍ଚାୟତ ଏରଡ଼ା ଗ୍ରାମର ସୁକୁଟା ମଳିକ (୪୫) ନଦୀରେ ବୁଡ଼ି ନିଖୋଜ ହୋଇଛନ୍ତି। ସ୍ଥାନୀୟ ଲୋକେ ଓ ପରିବାର ସଦସ୍ୟମାନେ ଖୋଜାଖୋଜି କରି...

ଡିଭାଇଡରରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ନାଚୁଣୀ,୨୨ା୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ୧୬ ନମ୍ବର ଜାତୀୟ ରାଜପଥ ହରିକୁଣ୍ଡ ବରଡ଼ି ଛକ ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଗଞ୍ଜାମ...

ଛତିଶଗଡ଼, ଆନ୍ଧ୍ରକୁ ରାତିଅଧିଆ ବାଲି ଚୋରାଚାଲାଣ

ନବରଙ୍ଗପୁର,୨୨ା୫(ବି.ପ୍ର.): ନବରଙ୍ଗପୁର ଜିଲାରୁ ଛତିଶଗଡ ଓ ଆନ୍ଧ୍ରକୁ ପ୍ରତିଦିନ ଶହଶହ ଟ୍ରକ୍‌ ବାଲି ଚୋରାଚାଲାଣ ହେଉଛି । ପ୍ରଶାସନର ଜାଣତରେ ବାଲି ମାଫିଆମାନେ ଏଭଳି କାର୍ଯ୍ୟରେ ସମ୍ପୃକ୍ତ ରହୁଛନ୍ତି । ଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି...

ସ୍ବାସ୍ଥ୍ୟସେବାରେ ଆସୁନି ସୁଧାର

ବଇଣ୍ଡା,୨୨ା୫ (ଡି.ଏନ.ଏ.): ସ୍ବାସ୍ଥ୍ୟସେବାରେ ସରକାର ଦେଉଛନ୍ତି ଅନେକ ସୁବିଧା। ଏହାର ସୁଯୋଗ ନେବାକୁ ସରକାରୀ ମେଡିକାଲ ଆସୁଛନ୍ତି ରୋଗୀ। ହେଲେ କେଉଁଠି ଦୀର୍ଘବର୍ଷ ହେଲା ଡାକ୍ତର ନାହାନ୍ତି ତ ଆଉ କେଉଁଠି ଆବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବରୁ ମିଳିପାରୁନି ଚିକିତ୍ସା।...

ଅଦୃଶ୍ୟ ଠକ ଆତଙ୍କ

ଢେଙ୍କାନାଳ ଅଫିସ,୨୨।୫: ଢେଙ୍କାନାଳରେ ସାଇବର କ୍ରାଇମ୍‌ ବଢ଼ିବାରେ ଲାଗିଛି। ଜିଲାରେ ଗତ ଦେଢ଼ବର୍ଷ ମଧ୍ୟରେ ଏଭଳି ୭୦ଟି ମାମଲା ରୁଜୁ ହୋଇଥିବାବେଳେ ମାତ୍ର ୮ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଠକମାନେ ଅତି ଚତୁରତାର ସହ ଆକାଉଣ୍ଟ ଖାଲି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri