ଆମ ଜିଲା ଖବର

ନୟାଗଡ଼ ଜଗନ୍ନାଥ ମନ୍ଦିର ଅବଢ଼ା ନିଲାମରେ ଚଞ୍ଚକତା

ନୟାଗଡ଼ ଅଫିସ,୨୦ା୫: ନୟାଗଡ଼ ପୁରୁଣା ସହରରେ ପୂଜା ପାଉଥିବା ଜଗନ୍ନାଥ ମହାପ୍ରଭୁଙ୍କ ଅବଢ଼ା ନିଲାମରେ ଚଞ୍ଚକତା କରାଯାଇ ଠାକୁରଙ୍କୁ ବି ଠକେଇ କରାଯାଉଛି। ନିଲାମ ପରେ ୫୦ ପ୍ରତିଶତ ଅର୍ଥ ପଇଠ କରାଯିବାର ନିୟମ ରହିଥିଲେ ହେଁ ଦେବୋତ୍ତର ବିଭାଗ...

ଉପୁଡ଼ିଲା ଗଛ, ଉଡ଼ିଲା ଛପର

ଢେଙ୍କାନାଳ ଅଫିସ/ କାମାକ୍ଷାନଗର (ଡି.ଏନ୍‌.ଏ.), ୨୦ା୫: ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ତୋଫାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବାବେଳେ ଛପର ଉଡ଼ିଯାଇଛି। ଦିନତମାମ ପ୍ରବଳ ଗ୍ରୀଷ୍ମପ୍ରବାହ...

ଚିନ୍ତା ବଢ଼ାଇଛନ୍ତି ଦନ୍ତା

ଢେଙ୍କାନାଳ ଅଫିସ, ୨୦।୫: ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ଥମିବାର ନଁା ଧରୁନାହିଁ। ଖାଦ୍ୟ ଅନ୍ବେଷଣରେ ପଲରୁ ଅଲଗା ହୋଇ ଉପଦ୍ରବ କରୁଥିବା ଦନ୍ତା ପାଇଁ ବନ ବିଭାଗର ଚିନ୍ତା ବଢ଼ିଛି। ଶୁକ୍ରବାର କପିଳାସ ରେଞ୍ଜ୍‌ ଅଧୀନ ଚନ୍ଦ୍ରଶେଖରପୁର ଗ୍ରାମର...

ଏମ୍‌ସିଏଲ୍‌ର ୩୩୨ କୋଟି କ୍ଷତି

ତାଳଚେର, ୨୦ା୫ (ନି.ପ୍ର.): ଅନୁଗୋଳ ଜିଲା ତାଳଚେରସ୍ଥିତ ମହାନଦୀ କୋଲ୍‌ ଫିଲ୍ଡସ ଲିମିଟେଡ (ଏମ୍‌ସିଏଲ୍‌)ରେ ବାରମ୍ବାର ଠିକା ଶ୍ରମିକଙ୍କ ଅନୁପସ୍ଥିତି କାରଣରୁ କୋଇଲା ଉତ୍ପାଦନ ଓ ଯୋଗାଣ ବାଧାପ୍ରାପ୍ତ ହେଉଛି। ଗତ ଏପ୍ରିଲ ୧ରୁ ଇତିମଧ୍ୟରେ ଏମ୍‌ସିଏଲ୍‌ ୨.୩ ମିଲିୟନ...

ଚିକିତ୍ସିତ ହୋଇପାରୁନାହାନ୍ତି ଶ୍ରୀମତୀ

ବଇଣ୍ଡା,୨୦।୫(ଡି.ଏନ.ଏ.): ଅଙ୍ଗନଓ୍ବାଡି କର୍ମୀ ଭାବେ କାର୍ଯ୍ୟକରି ଅବସର ନେବାର ବର୍ଷେ ହୋଇଗଲାଣି। ପକ୍ଷାଘାତ ଯୋଗୁ ଏବେ ସେ ଶଯ୍ୟାଶାୟୀ। ହେଲେ ସରକାର ତାଙ୍କର ବକେୟା ୪ ମାସର ଦରମା ଦେଉନାହାନ୍ତି। ଅବସରକାଳୀନ ପ୍ରାପ୍ୟ ମଧ୍ୟ ପ୍ରଦାନ କରୁନାହାନ୍ତି। ଫଳରେ ଅର୍ଥାଭାବର...

ସୁନିଶ୍ଚିତ ହେଉନି ସୁରକ୍ଷା

ଅନୁଗୋଳ ଅଫିସ, ୨୦ା୫: ଅନୁଗୋଳ ସହରରେ ବଢ଼ୁଛି ଆପରାଧିକ କାର୍ଯ୍ୟକଳାପ। ଚୋରା ବ୍ରାଉନସୁଗାର ବ୍ୟବସାୟ ଜୋର୍‌ ଧରିଥିବାବେଳେ ଚୋରି, ଲୁଟ୍‌ପାଟ ଭଳି ଘଟଣା ବଢ଼ି ଚାଲିଛି। ଅପରାଧ ରୋକିବାକୁ ଛକ ଛକରେ ପୋଲିସ ବ୍ୟବସ୍ଥା କଥା କୁହାଯାଉଥିଲେ ମଧ୍ୟ ଏହା...

ମେ’ ୨୨ରୁ ହାଇକୋର୍ଟରେ ଗ୍ରୀଷ୍ମକାଳୀନ ଛୁଟି

କଟକ ଅଫିସ,୨୦।୫: ଆସନ୍ତା ମେ’ ୨୨ତାରିଖରୁ ଜୁନ ୨୦ତାରିଖ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମକାଳୀନ ଛୁଟି। ଏନେଇ ଶୁକ୍ରବାର ହାଇକୋର୍ଟଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ତେବେ ଏହି ଛୁଟି ମଧ୍ୟରେ ଜରୁରୀ ମାମଲାର ଶୁଣାଣି ନିମନ୍ତେ ହାଇକୋର୍ଟଙ୍କ...

ରେଲୱେ ଷ୍ଟେଶନ ପାର୍କିଂ ଫି ବୃଦ୍ଧିକୁ ନେଇ ଅସନ୍ତୋଷ

ବ୍ରହ୍ମପୁର ଅଫିସ,୨୦ା୫: ବ୍ରହ୍ମପୁର ରେଲଓ୍ବେ ଷ୍ଟେଶନରୁ ଦୈନିକ ପ୍ରାୟ ୧୦ ହଜାର ଯାତ୍ରୀଙ୍କ ଯାତାୟତ ରହିଥାଏ। ପ୍ରତିଦିନ ଏହି ଷ୍ଟେଶନ ଦେଇ ପାସେଞ୍ଜର, ଏକ୍ସପ୍ରେସ ଓ ସୁପରଫାଷ୍ଟ ଏକ୍ସପ୍ରେସକୁ ମିଶାଇ ୬୦ଟି ଟ୍ରେନ ଯାତାୟତ କରିଥାଏ। ତଦନୁଯାୟୀ ରେଳବାଇ କର୍ତ୍ତୃପକ୍ଷଙ୍କ...

ସହର ପ୍ରବେଶ ପଥ ରାସ୍ତା କଡ଼ରେ କୁଢ଼କୁଢ଼ ଅଳିଆ

ଭଞ୍ଜନଗର, ୨୦ା୫(ଡି.ଏନ.୍‌ଏ):: ଭଞ୍ଜନଗର ସହରରେ ବର୍ତ୍ତମାନ ଠାକୁରାଣୀ ଯାତ୍ରା ଚାଲିଥିବା ଯୋଗୁଁ ସହର ଚଳଚଞ୍ଚଳ ହୋଇପଡିଛି। ଯାତ୍ରା ଦେଖିବାକୁ ଗ୍ରାମାଞ୍ଚଳରୁ ଦୈନନ୍ଦିନ ହଜାର ହଜାର ଲୋକ ଭଞ୍ଜନଗର ସହର ଅଭିମୁଖେ ଆସୁଛନ୍ତି। କିନ୍ତୁ ସହରର ଦୁଇଟି ମୁଖ୍ୟ ପ୍ରବେଶ ପଥ...

ବାଇକ୍‌ ଷ୍ଟାଣ୍ଡ୍‌ରେ ଗଡୁଛି ମଦ ବୋତଲ

କେନ୍ଦୁଝର,୨୦ା୫(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଅବ୍ୟବସ୍ଥା ଘେରରେ ରହିଛି। ରକ୍ଷଣାବେକ୍ଷଣ, ସୁରକ୍ଷା ଢିଲା କାରଣରୁ ପରିସରରେ ମଦ୍ୟପଙ୍କ ଆଡ୍ଡା ଜମୁଛି। ସାମାନ୍ୟ ବର୍ଷା ହେଲେ ଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ରାସ୍ତା ନଷ୍ଟ ହେଉଛି। ଅସ୍ବାସ୍ଥ୍ୟକର ପରିବେଶ...

କାଳବୈଶାଖୀ: ଗଛ ପଡ଼ି ରାସ୍ତା ଜାମ୍‌

ଖୁଣ୍ଟା,୨୦ା୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳରେ ଶୁକ୍ରବାର କାଳବୈଶାଖି ପ୍ରଭାବରେ ବଜ୍ରପାତ ସହ ଝଡ଼ ତୋଫାନ ହୋଇଛି। ବଜ୍ରପାତରେ ଜଣେ ମହିଳା ୱାର୍ଡ ମେମ୍ବର ଗୁରୁତର ହୋଇଛନ୍ତି। ଅନ୍ୟ ୪ ଜଣ ଯୁବକ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର...

ରାଜପଥ ସର୍ଭିସ ରୋଡ୍‌ ଡ୍ରେନ୍‌ ସ୍ଲାବ୍‌ ଭାଙ୍ଗିଲା

କେନ୍ଦୁଝର,୨୦ା୫ (ସ୍ବ.ପ୍ର.): କେନ୍ଦୁଝର ଜାତୀୟ ରାଜପଥ ୨୦ର ବାଲିଆଗୁଡ଼ା ନିକଟରେ ସର୍ଭିସ ରୋଡ୍‌ ଡ୍ରେନ୍‌ ଉପରେ ନିର୍ମାଣ ହୋଇଥିବା ସ୍ଲାବ ଭାଙ୍ଗିଯାଇଛି। ଫଳରେ ରାସ୍ତାରେ ଯାତାୟାତ କରୁଥିବା ଗାଡ଼ି ତଥା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଏଥିସହ ଡ୍ରେନ୍‌...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri