ଆମ ଜିଲା ଖବର

ଦଶମ ପାସ୍‌ କଲେ କଲେ ମହିଳା, ମା’ଙ୍କ ଠାରୁ କମ ମାର୍କ ରଖିଛନ୍ତି ପୁଅ

ଦାରିଙ୍ଗବାଡି,୧୯।୫(ଡି.ଏନ.ଏ): ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶିକ୍ଷା। ୪୭ ବର୍ଷୀୟ ସୁଜାତା ୬୦୦ ମାର୍କରୁ ୩୪୬ ମାର୍କ ରଖି ବି୨ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିବାହର ୩୦ ବର୍ଷ ପରେ ଅଧାରୁ ଛାଡ଼ିଥିବା ପାଠକୁ ସମ୍ପୂର୍ଣ୍ଣ କରିବାକୁ ମନ...

୨୨କ୍ୟାରେଟ କହି ନିମ୍ନମାନର ସୁନା ଦେଇ ଗ୍ରାହକଙ୍କୁ ଆକ୍ରମଣ, ବନ୍ଧା ହେଲେ ଶ୍ରୀରାମ ଜୁଏଲର୍ସର ମାଲିକ

ପୋଲସରା,୧୯।୫: ଦୀଘବର୍ଷ ଧରି ପୋଲସରା ଗୋପବନ୍ଧୁ ହାଇସ୍କୁଲ ଛକ ଠାରେ ସୁନା ବ୍ୟବସାୟ କରୁଥିବା ଶ୍ରୀରାମ ଜୁଏଲର୍ସର ମାଲିକ ବିନୋଦ ବିହାରୀ ପଣ୍ଡା ଜଣେ ଗ୍ରାହକଙ୍କୁ ୨୨ କ୍ୟାରେଟର ସୁନା କହି ନିମ୍ନମାନର ସୁନା ଦେଇ ହରଡ଼ଘଣାରେ ପଡ଼ିଛନ୍ତିି ।...

ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଛତିଶଗଡ଼ର ଦୁଇ ଯୁବକ

ଛତ୍ରପୁର,୧୯।୫(ଡିଏନଏ ): ନିଶା ସେବନର ମାୟା ଜାଲରେ ଆଜିକାର ଯୁବପିଢି। ନିଶା ଉଜାଡୁଛି ଅନେକ ପରିବାର ଆଉ ଏହି ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଛତିଶଗଡ଼ର ଦୁଇ ଯୁବକ । ସେମାନେ ହେଲେ...

ବୋଲେରୋ ଧକ୍କାରେ ୩ ବାଇକ୍‌ ଆରୋହୀ ମୃତ

ଲୋଇସିଂହା,୧୯।୫: ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଲୋଇସିଂହା-ପଦ୍ମପୁର ରାସ୍ତାର କରକଚିଆ ଛକ ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଏକ ବୋଲେରୋ (ଓଡ଼ି୦୩ଜେ୮୯୫୮) ଧକ୍କାରେ ୩ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସଦାଇପାଲି ଗ୍ରାମର ତୁଳସୀ ରାମ ପଟେଲ, କୁସଙ୍ଗ ଗ୍ରାମର...

ବେଲଖଣ୍ଡିରେ ୫ଟି ସଚିବ

କେସିଙ୍ଗ।,୧୯।୫(ଡିଏନଏ): ୫ଟି ସଚିବ ଭି.କେ ପାଣ୍ଡିଆନ କଳାହାଣ୍ଡିକୁ ଦୁଇ ଦିନିଆ ଗସ୍ତରେ ଆସି ଶୁକ୍ରବାର ପୂର୍ବାହ୍ନରେ ୧୧ଟାରେ ଐତିହାସିକ ଶୈବପୀଠ ବେଲଖଣ୍ଡିରେ ପହଞ୍ଚିିଥିଲେ। ଘୁମୁରା ଓ ଗଣ୍ଡା ବାଜା ତାଳେ ତାଳେ ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, କେସିଙ୍ଗା...

ପୋଷ୍ଟର ଲଗାଇ ଦାବି କଲେ ମାଓବାଦୀ

ଲାଞ୍ଜିଗଡ଼,୧୯।୫(ଡି.ଏନ.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ସିକେରକୂପା ଫାଣ୍ଡି ଅଧିନସ୍ଥ ଡ଼େଙ୍ଗେନ ଛକ ବା କୁଚେଇଜୋର ଅଞ୍ଚଳରେ ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । ଏନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଏହି ପୋଷ୍ଟରରେ ପାଷ୍ଟିକୁଡିର ଲାଲୁ ନିଆଲ,...

ଏଏସ୍‌ଓ ମେରିଟ୍‌ ଲିଷ୍ଟକୁ ଖାରଜ କଲେ ହାଇକୋର୍ଟ, ୨ ମାସ ମଧ୍ୟରେ ସାନି ମେରିଟ୍‌ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ

କଟକ ଅଫିସ,୧୯।୫: ଏଏସ୍‌ଓ ନିଯୁକ୍ତି ନେଇ ଲୋକସେବା ଆୟୋଗ(ଓପିଏସ୍‌ସି)ପକ୍ଷରୁ ଜାରି ହୋଇଥିବା ମେରିଟ୍‌ ଲିଷ୍ଟକୁ ଶୁକ୍ରବାର ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏଥିସହିତ ଲିଖିତ ପରୀକ୍ଷାରେ ପିଲାମାନେ ପାଇଥିବା ମୋଟ ମାର୍କ ଆଧାରରେ ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ...

ବରକୁ ଉଠାଇ ଆଣିଲା ପୋଲିସ

ବଲାଙ୍ଗୀର ଅଫିସ, ୧୯ା୫: ବଲାଙ୍ଗୀର ସହର ଶ୍ରୀରାମ ନଗରଠାରେ ଗୁରୁବାର ମୁସଲମାନ ସମ୍ପ୍ରଦାୟର ଏକ ବିବାହ (ନିକାହ) ଉତ୍ସବରେ ଯୌତୁକ ଦାବିକୁ ନେଇ ଗୁରୁବାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିବାହ ସରିବା ପରେ ବରପାତ୍ର ମୋଟର ସାଇକେଲ ଦାବି...

୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ତରବରିଆ କାର୍ଯ୍ୟ

ମ. ରାମପୁର,୧୯।୫(ଡି.ଏନ.ଏ.): ୧୯ ଓ ୨୦ ତାରିଖରେ ୨ ଦିନିଆ କଳାହାଣ୍ଡି ଜିଲା ଗସ୍ତରେ ଆସିବେ ୫-ଟି ସଚିବ ଭି.କେ. ପାଣ୍ଡିୟାନ। ଏହି ଅବସରରେ ମ. ରାମପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ମୋ ହସ୍ପିଟାଲ ଓ ସନ୍ଦୂଲ୍‌ ନଦିଠାରେ ନିର୍ମାଣାଧୀନ ସେଚ...

ପିଡିଏସ ସାମଗ୍ରୀ ଆଣିବାକୁ ଯାଇ ଅଂଶୁଘାତର ଶିକାର

ଖଡ଼ିଆଳ,୧୯।୫(ଡି.ଏନ.ଏ.): ନୂଆପଡା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ପଞ୍ଚାୟତ ମହୁଲକୋଟ ଗ୍ରାମର ଜଣେ ବୃଦ୍ଧା ପିଡିଏସ ସାମଗ୍ରୀ ଆଣିବାକୁ ଯାଇ କୋଟାମାଲଠାରେ ଅଂଶୁଘାତର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ସେଠାରୁ ଆଣି କରି ଚିକିତ୍ସା କରୁଥିବା...

ନିଜ ଖର୍ଚ୍ଚରେ ରାସ୍ତା ମରାମତି କଲେ ଯୁବ ସଙ୍ଗଠକ

କେସିଙ୍ଗା,୧୯।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହ ବଲାଙ୍ଗୀର ଜିଲା ଟିଟଲାଗଡ ସହରକୁ ସଂଯୋଗ କରୁଥିବା ରାସ୍ତାର କେସିଙ୍ଗା ସହରଠାରୁ ପ୍ରାୟ ୫୦୦ ମିଟର ଦୂର ଏକ କଲଭର୍ଟ ଉପରେ ଗତ ଏକ ବର୍ଷ ହେଲା ସିମେଣ୍ଟ ଫାଟି ଲୁହା ରଡ଼...

ଦୂରହେବ ଦୀର୍ଘ ଦଶନ୍ଧିର ଦୁଃଖ

ଭବାନୀପାଟଣା,୧୯।୫(ସ୍ବ.ପ୍ର.): ଗ୍ରାମାଞ୍ଚଳକୁ ସହରାଞ୍ଚଳ ସହ ସଂଯୋଗ କରିବାକୁ ସରକାର ରାସ୍ତା ଓ ପୋଲ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଉପାନ୍ତ ଇଲାକାର ଲୋକଙ୍କ ପାଇଁ ପ୍ରହସନ ପାଲଟିଛି ଯୋଜନା। ନଦୀରେ ପୋଲଟିଏ ନ ଥିବା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri