ଆମ ଜିଲା ଖବର

ପରିବାଚାଷ ନିଶାରେ ଚିତ୍ରସେନ

ପଦ୍ମପୁର,୧୯।୫(ଡି.ଏନ.ଏ.): ବରଗଡ଼ ଜିଲା ପଦ୍ମପୁର ବ୍ଲକ ଖୁଜେନ ଗ୍ରାମର ଚିତ୍ରସେନ ସ୍ବାଇଁ ନିକଟସ୍ଥ ଜମଲା ପାକ୍ସରେ ସହକାରୀ ସମ୍ପାଦକ ଭାବେ କାର୍ଯ୍ୟରତ ଅଛନ୍ତି। ସେ ସରକାରୀ ଚାକିରୀ କରିଥିଲେ ମଧ୍ୟ ଚାଷ ପ୍ରତି ତାଙ୍କର ବିଶେଷ ଆଗ୍ରହ ଅନ୍ୟମାନଙ୍କ ପାଇଁ...

ବିଜ୍ଞାନ ପଢ଼ିବାକୁ ମାଟ୍ରିକ୍‌ ଟପ୍ପର ଆଗ୍ରହୀ

ବରଗଡ଼ ଅଫିସ୍‌,୧୯।୫(ପ୍ରେମାନନ୍ଦ ଖମାରୀ):  ରାଜ୍ୟରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ବରଗଡ଼ ଜିଲାର ଛାତ୍ରୀଛାତ୍ର ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ରାଜ୍ୟର ପାସ୍‌ ହାର ୯୬.୪୦ ପ୍ରତିଶତ ରହିଥିବାବେଳେ ବରଗଡ଼ ଜିଲାରେ ୯୭.୨୨ ପ୍ରତିଶତ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ...

ଦୀପ ଜାଳି ସ୍ବାମୀଙ୍କ ଦୀର୍ଘାୟୁ କାମନା କଲେ…

ଭଦ୍ରକ ଅଫିସ,୧୯।୫: ଭଦ୍ରକ ଜିଲା ବନ୍ତ ବ୍ଲକ ଏରଝାଟିଆଠାରେ ଥିବା ପ୍ରସିଦ୍ଧ ସାବିତ୍ରୀ ପୀଠରେ ଶୁକ୍ରବାର ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ସଧବା ବ୍ରତଧାରୀ ମହିଳାଙ୍କ ଭିଡ଼ ଲାଗିଛି l ବ୍ରତଧାରୀ ମା’ମାନେ ମା’ସାବିତ୍ରୀଙ୍କ ପାଖରେ ଫଳ, ଫୁଲ, ନୂଆ...

ହାଇଓ୍ବା ତଳେ ଚାପିହୋଇ ଦୁଇ ବାଇକ୍‌ ଆରୋହୀ ମୃତ

ଚାନ୍ଦବାଲି,୧୯।୫(ଡି.ଏନ୍‌.ଏ.): ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଉଗ୍ରତରା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଲି ବୋଝେଇ ହାଇଓ୍ବା ତଳେ ଚାପିହୋଇ ୨ଜଣ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଜଣେ ଗୁରୁତର ହୋଇ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ...

୨ କି.ମି. ରାସ୍ତା ମରାମତିକୁ ଲାଗିଲାଣି ୨ବର୍ଷ

ସେମିଳିଗୁଡ଼ା/ସୁନାବେଡ଼ା,୧୯।୫ (ସ୍ବ.ପ୍ର.): ପୂର୍ତ୍ତ ବିଭାଗ ଅଧୀନରେ ଥିବା ସେମିଳିଗୁଡ଼ା-ନନ୍ଦପୁର ରାସ୍ତା ଅବସ୍ଥା ଶୋଚନୀୟ। ସେମିଳିଗୁଡ଼ା ଟ୍ରାଫିକ ଛକରୁ କୋଡ଼ିଗାଁ ଛକ ପର୍ଯ୍ୟନ୍ତ ପ୍ରାୟ ୨କି.ମି. ରାସ୍ତାର ଅବସ୍ଥା ୨ବର୍ଷ ହେବ ଶୋଚନୀୟ ହୋଇପଡ଼ିଛି। ବିପଦସଙ୍କୁଳଭାବେ ଲୋକେ ଯାତାୟାତ କରୁଛନ୍ତି। କେବେ...

ସୁନା ଅଳଙ୍କାର ଫେରାଉନି ବ୍ୟାଙ୍କ

ବୈପାରିଗୁଡ଼ା,୧୯ା୫ (ଡି.ଏନ୍‌.ଏ.): ବ୍ୟାଙ୍କରୁ କମ୍‌ ସୁଧରେ ସ୍ବର୍ଣ୍ଣ ବନ୍ଧକ ଋଣ ନେଇ କୃଷି କାର୍ଯ୍ୟରେ ଲଗାଇଥାନ୍ତି ଚାଷୀ। ମାତ୍ର ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଋଣ ନେଇ ବୈପାରିଗୁଡ଼ା ବ୍ଲକର ଜଣେ ଚାଷୀଙ୍କୁ ହଇରାଣ ହେବାକୁ ପଡୁଛି ା ସେ ଋଣ...

ରାସ୍ତା, ପାନୀୟ ଜଳ ସହ ନାହିଁ ବିଦ୍ୟୁତ୍‌ ବ୍ୟବସ୍ଥା

କୋରୁକୋଣ୍ଡା,୧୯ା୫(ଡି.ଏନ୍‌. ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତର ନୂଆଁଗୁଡା ଗ୍ରାମ। ଗ୍ରାମଟି ପଞ୍ଚାୟତ ସଦରଠାରୁ ମାତ୍ର ୫ କି.ମି. ବ୍ଲକ ସଦରରୁ ୨୦ କିମି. ଦୂରରେ ରହିଛି। ଗ୍ରାମଟି ପ୍ରଥମେ କୁଡୁମୁଲୁଗୁମ୍ମା ଅଧୀନରେ ଥିଲା। ୨୦୧୭ରେ ସୋମନାଥପୁର...

ରାୟଗଡ଼ାରେ ଡିଜେଲ,ପେଟ୍ରୋଲ ଅଭାବ ଦୂରହେବ

ରାୟଗଡ଼ା ଅଫିସ,୧୯ା୫: ରାୟଗଡ଼ାରେ ଡିଜେଲ ଓ ପେଟ୍ରୋଲ ଭଳି ଜରୁରୀ ଦ୍ରବ୍ୟର ଅଭାବ ଦୂରକରିବା ନିମନ୍ତେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାୟଗଡ଼ା ଉପଜିଲାପାଳ ଭୀମସେନ ଶବର ଅଧ୍ୟକ୍ଷତା କରିଥିଲେ। ରାୟଗଡ଼ା...

ବିଭ୍ରାଟ ବଢ଼ାଇଲାଣି ବିଦ୍ରୋହ

ଢେଙ୍କାନାଳ ଅଫିସ, ୧୯।୫: ଦେୟ ଆଦାୟରେ ସାମାନ୍ୟତମ ହେଳା କରୁନାହାନ୍ତି। ମାସ ପୂରିଲା ବେଳକୁ ଦାଣ୍ଡଦୁଆରେ ହାଜର ହୋଇଯାଉଛନ୍ତି। ହିସାବ କରି ସଂଗ୍ରହ କରିନେଉଛନ୍ତି ଟଙ୍କା। ହେଲେ ସେବା କଥା ଉଠିଲେ କର୍ମଚାରୀଙ୍କ ଦେଖାମିଳୁନାହିଁ କି ପଦସ୍ଥ ଅଧିକାରୀ ଉତ୍ତରଦାୟିତ୍ୱ...

ଅଟକିଛି ବହୁତଳ ପାର୍କିଂ କମ୍ପ୍ଲେକ୍ସ କାର୍ଯ୍ୟ

ବ୍ରହ୍ମପୁର ଅଫିସ,୧୯ା୫: ବ୍ରହ୍ମପୁର ସହରରେ ଜନସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଯାନବାହାନ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହାଦ୍ୱାରା ସହରରେ ଗାଡି ପାର୍କିଂ ଏକ ମୁଖ୍ୟ ସମସ୍ୟା ପାଲଟିଛି। ବିଶେଷ କରି ସହରର ଜନଗହଳିପୂର୍ଣ୍ଣ ସ୍ଥାନ ଅନ୍ନପୂର୍ଣ୍ଣା ମାର୍କେଟ, ରାମଲିଙ୍ଗେଶ୍ୱର...

ମଞ୍ଚରେ ଭାଜପା-ବିଜେଡି ନେତା ମୁହାଁମୁହିଁ

କାମାକ୍ଷାନଗର,୧୯।୫(ଡି.ଏନ୍‌.ଏ.): ବହୁ ପ୍ରତୀକ୍ଷିତ ଅନୁଗୋଳ-ସୁକିନ୍ଦା ରେଳ ପ୍ରକଳ୍ପ ଉଦ୍‌ଘାଟନୀ ସମାରୋହରେ ରାଜନୀତି ପଶିଛି। ଆମନ୍ତ୍ରିତ ହୋଇ ଆସିଥିବା ଭାଜପା ଓ ବିଜେଡି ନେତା ମଞ୍ଚ ଉପରେ ପରସ୍ପରକୁ ଆକ୍ଷେପ-ପ୍ରତିଆକ୍ଷେପ କରିବା ରାଜନୈତିକ ମାହୋଲକୁ ସରଗରମ କରିଛି। କେବଳ ଏତିକି ନୁହେଁ,...

ସାବିତ୍ରୀ ପାଇଁ ଫଳ ଦର ଆକାଶଛୁଆଁ

ଭଦ୍ରକ ଅଫିସ, ୧୯।୫: ସାବିତ୍ରୀ ବ୍ରତ ପାଇଁ ଭଦ୍ରକ ସହର ବଜାରରେ ଗ୍ରାହକଙ୍କ ଭିଡ଼ ଜମିଥିବା ବେଳେ ଫଳ ଦର ଆକାଶଛୁଅଁା ହୋଇଛି। ଶୁକବ୍ରାର ବ୍ରତଧାରୀମାନେ ସାବିତ୍ରୀଙ୍କୁ ପୂଜା କରି ବିଭିନ୍ନ ଫଳ ସମର୍ପଣ କରିଥାନ୍ତି। ବେପାରୀମାନେ ମନଇଚ୍ଛା ଦରରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri