ଆମ ଜିଲା ଖବର

ଗ୍ରୀଷ୍ମ ଅବକାଶ ପରେ ହେବ ବର୍ଷା-ଅନୁଭବଙ୍କ ଛାଡ଼ପତ୍ର ଶୁଣାଣି

କଟକ, ୧୬।୫: ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଛାଡ଼ପତ୍ର ମାମଲା ପରିବାର ଅଦାଲତରେ ସମଧାନ ହୋଇପାରି ନାହିଁ । ମଙ୍ଗଳବାର ବାର ଉଭୟ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ ମଧ୍ୟ ଜେରା ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିଛି...

ଅନସ୍ଲୋର ଶିକ୍ଷୟିତ୍ରୀ ପାଇଲେ ଓଇଏସ୍‌

ଛତ୍ରପୁର୧୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀ ଓଇଏସ ଅଫିସର (ଓଡିଶା ଶିକ୍ଷା ସେବା ) ଭାବେ ଚୟନ ହୋଇଛନ୍ତି। ଓଡିଶା ସ୍ତରରେ ଅନୁଷ୍ଠିତ ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ...

ଗେଙ୍ଗୁଟିରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ

ଚଣ୍ଡିଖୋଲ,୧୬।୫(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ଥାନା ଅଧୀନ ରାଧାଦେଇପୁର ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଗେଙ୍ଗୁଟି ନଦୀକୁ ଗାଧୋଇବାକୁ ଯାଇ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶାସନ ପୁରୁଷୋତ୍ତମପୁର ଅଞ୍ଚଳ ଅମିତ ଖଣ୍ଡାଇ, ମଳୟ ନାୟକ...

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କ ମେଲ, ୟୁଟ୍ୟୁବ୍‌ ହ୍ୟାକ୍‌

ଛତ୍ରପୁର,୧୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜିତ କୁମାର ସେଠୀଙ୍କ ଜିମେଲ ଆକାଉଣ୍ଟ ସମେତ ‘ଅନ୍ବେଷା ମ୍ୟୁଜିକ’ ନାମରେ ୟୁଟ୍ୟୁବ ଚ୍ୟାନେଲକୁ କେହି ଦୁର୍ବୃତ୍ତ ହ୍ୟାକ...

ଜିଲାପାଳଙ୍କ ଅଫିସ ଆଗରେ ଗଣଧାରଣା

ଭଦ୍ରକ ଅଫିସ,୧୬।୫: ଜିଲାପାଳଙ୍କ ଅଫିସ ଆଗରେ ଚାଷୀ ମୁଲିଆ ସଙ୍ଘ ଭଦ୍ରକ ଜିଲା କମିଟି ପକ୍ଷରୁ ମଙ୍ଗଳବାର ଗଣଧାରଣା ଦିଆଯାଇଛି। ଭୂମିହୀନଙ୍କୁ ଘର ପଟ୍ଟା ଓ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ସରକାରୀ ବସ୍ତିର ମାନ୍ୟତା, ଜାଗା ମିଶନରେ ପ୍ରମାଣ ପତ୍ର...

ବାପା ଟାଙ୍ଗିଆ ଚୋଟରେ ପୁଅ ଜୀବନଗଲା         

କୋରାପୁଟ,୧୬।୫(ସ୍ବ.ପ୍ର.): କୋରାପୁଟ ବ୍ଲକର ଦାମନଯୋଡି ଥାନା ଅନ୍ତର୍ଗତ ଆମ୍ବଗାଁରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି। ନିଶାସକ୍ତ ଅବସ୍ଥାରେ  ବାପା ପୁଅକୁ ଟାଙ୍ଗିଆରେ ହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣାନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମଙ୍ଗଳବାର ସକାଳେ ଦାମନଯୋଡି ପୋଲିସ...

ଅଚଳ ପଡ଼ିଛି ୨ ପାନୀୟ ଜଳ ପ୍ରକଳ୍ପ

ନବରଙ୍ଗପୁର,୧୬।୫(ବି.ପ୍ର.): ଜଳ ହିଁ ଜୀବନ। ପ୍ରତି ଗାଁକୁ ଲୋକଙ୍କ ପାଇଁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇବାକୁ ରାଜ୍ୟ ଓ କେନ୍ଦ୍ର ସରକାର ବ୍ୟାପକ ଅନୁଦାନ ଯୋଗାଉଛନ୍ତି । ଏନେଇ ଅନେକ ଯୋଜନା ମଧ୍ୟ ରହିଛି। ତେବେ ବୈଷୟିକ ତ୍ରୁଟି...

୩ ୱାର୍ଡ ସଭ୍ୟଙ୍କ ସାମୂହିକ ଇସ୍ତଫା

କୋକସରା,୧୫।୫(ଡି.ଏନ.ଏ.): ପଞ୍ଚାୟତର ଜନସାଧାରଣଙ୍କ ସମସ୍ୟାର ସମାଧାନ କରିବାକୁ ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ପ୍ରଶାସନର ଅଣଦେଖା ପ୍ରତିବାଦ କରି ସୋମବାର କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ଗ୍ରାମପଞ୍ଚାୟତର ୩ଜଣ ୱାର୍ଡ଼ ସଭ୍ୟ ସଭ୍ୟା ସାମୂହିକ ଭାବେ...

ଭତ୍ତା ପାଇଁ ବୃଦ୍ଧ ଦମ୍ପତି ଚାଲିଲେ ୭ କି.ମି.

କେସିଙ୍ଗା,୧୬।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ ଗ୍ରାମପଞ୍ଚାୟତ ପୋଢ଼ଖମ୍ବ ଗ୍ରାମର ନବ ଛତ୍ରିଆ (୭୦), ଫୁଲମତି ଛତ୍ରିଆ (୬୮) ବୃଦ୍ଧ ଦମ୍ପତି ସୋମବାର ଜିଲାପାଳଙ୍କ ଅଭିଯୋଗ ଶିବିରକୁ ଅଭିଯୋଗ କରିବା ପାଇଁ ବ୍ଲକ କାର୍ଯ୍ୟାଳୟ ଆସିଥିଲେ। ବାର୍ଦ୍ଧକ୍ୟ ଭତ୍ତା...

ରାସ୍ତାରେ ଖାଲ,ବିପଦକୁ ଆମନ୍ତ୍ରଣ

ଖଡ଼ିଆଳ,୧୬ା୫(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ଲାଲସାହେବ ପଡ଼ା ୱାର୍ଡ ନଂ ୭ ରାସ୍ତା ଖାଲଖମାରେ ଭର୍ତ୍ତି। ଏହି ରାସ୍ତା ନିର୍ମାଣ ପାଇଁ ବିଗତ ଏକ ବର୍ଷ ପୂର୍ବରୁ ଖଡ଼ିଆଳ ଏନ୍‌ଏସି ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଖଡ଼ିଆଳକୁ ହସ୍ତାନ୍ତର କରାଯାଇଛି।...

୧୮ରେ ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ 

କଟକ ଅଫିସ,୧୬।୫: ଆସନ୍ତା ମେ୧୮ ତାରିଖରେ ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇବ। ଏ ନେଇ ବୋର୍ଡ (ମାଧ୍ୟମିକ ଶିକ୍ଷା ପରିଷଦ) ପକ୍ଷରୁ  ମଙ୍ଗଳବାର ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।  ୧୮ ତାରିଖ ଦିନ ୧୦ଟା ସମୟରେ ଫଳାଫଳ ଘୋଷଣା କରାଯିବ।...

ନିର୍ମାଣର ଏକ ମାସ ନ ପୂରୁଣୁ ପିଚୁ ଉଠିଲା

ପାଟଣା,୧୬ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ୍‌ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ମାଣାଧୀନ ଧାନବେଣୀ-ବନବୀର ୨୦ କି.ମି ରାସ୍ତା ନିର୍ମାଣରେ ଅନିୟମିତତା ଦେଖାଯାଇଛି। ରାସ୍ତାର ଭାଳିଆ ଡାଳରୁ କଟାବେଡ଼ା ୨ କି.ମି. ରାସ୍ତା ନିର୍ମାଣକୁ ମାସେ ନ ପୁରୁଣୁ ପିଚୁ ଉଠିଗଲାଣି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri